Latest Odisha News

BREAKING NEWS

Browsing Category

ଖାଦ୍ୟ

ଜାଣନ୍ତୁ, ପୋଡପିଠାର ପରମ୍ପରା ଓ ଏହାର ପ୍ରସ୍ତୁତି ପ୍ରଣାଳୀ

ଭୁବନେଶ୍ୱର: ଓଡିଶାର ଘରେ ଘରେ ପୋଡ଼ପିଠା ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ଏହା ସହ ଜଡିତ ପରମ୍ପରା ସହ ଅନେକ ଅବଗତ ନଥିବେ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାସହ ଜଡିତ ପରମ୍ପରା ସମ୍ପର୍କରେ.. ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଜଗନ୍ନାଥଙ୍କ…

ନିମାପଡା ଛେନାଝିଲ୍ଲୀ; ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ମିଠା ଛେନାଝିଲ୍ଲୀ । ଛେନା ଓ ଚିନିସିରାରେ ତିଆରି ଏହି ମିଠାର ଓଡ଼ିଶାର କୋଣଅନୁକୋଣରେ ରହିଛି ବେଶ୍ ଚାହିଦା । ଏହା ପ୍ରଥମ ଥର ପାଇଁ ପୁରୀର ନିମାପଡ଼ାରେ ତିଆରି ହୋଇ ଥିଲା । ନିମାପଡା ସ୍ଥିତ ଶ୍ୟାମସୁନ୍ଦର ଗ୍ରାମର ଆର୍ତ୍ତ ସାହୁ  ନାମକ ଜଣେ ବ୍ୟକ୍ତି…

ଜାଣନ୍ତୁ, ଓଡ଼ିଶାର ପ୍ରସିଦ୍ଧ ମିଠା ‘ଛେନାପୋଡ଼’ର ଇତିହାସ ଓ ଏହାକୁ ତିଆରି କରିବା ପ୍ରଣାଳୀ

ଭୁବନେଶ୍ୱର: 'ଛେନାପୋଡ଼' ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ପିଲାଠୁ ବୁଢ଼ା ସମସ୍ତେ ଏହାକୁ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ଏପରି ନାମକରଣର ଅର୍ଥ: ଏହି ସୁଆଦିଆ ମିଠାର ଜନ୍ମସ୍ଥଳି ଆମ ରାଜ୍ୟ ଓଡିଶା ଅଟେ । ଛେନାପୋଡ଼ର ଆକ୍ଷରିକମାନେ ହେଉଛି ପୋଡ଼ା ଜାଇଥିବା ଛେନା ବା ପୋଡ଼ିକରି…

ନିୟମିତ ପିଅନ୍ତୁ ପଇଡ଼ ପାଣି, ଦୂରେଇ ରହିବ ଏହିସବୁ ରୋଗ !

ଭୁବନେଶ୍ୱର: ପଇଡ଼ ପାଣି ପାଟିକୁ ଯେତିକି ମିଠା, ଦେହ ପାଇଁ ମଧ୍ୟ ସେତିକି ଉପକାରୀ । ଏଥିରେ ଭାରି ରହିଥାଏ ବିଭିନ୍ନ ପ୍ରକାର ଔଷଧିୟ ଗୁଣ ରହିଥାଏ । ପଇଡ଼ ପାଣିର ନିୟମିତ ପିଇଲେ ଶରୀରରେ ଥିବା ଅନେକ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ । ଅନ୍ୟ ପାନୀୟ ତୁଳନାରେ ପଇଡ଼ ପାଣିରେ ଏଥିରେ…

‘ଅର୍ଦ୍ଧ କପାଳୀ’ ପାଇଁ ରାମବାଣ ସଦୃଶ କାର୍ଯ୍ୟକରେ ଅଦା !

ଭୁବନେଶ୍ୱର: ବର୍ତ୍ତମାନର ସମୟରେ ଅର୍ଦ୍ଧ କପାଳୀ(ମାଇଗ୍ରେନ) ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାଇଗ୍ରେନ ପ୍ରଭାବରେ ମୁଣ୍ଡବିନ୍ଧା ବ୍ୟତୀତ ଦୃଷ୍ଟି ଶକ୍ତି ଦୁର୍ବଳ, ଚିଡ଼ଚିଡ଼ାପଣ, ବ୍ୟସ୍ତ ଲାଗିବା, ଯନ୍ତ୍ରଣା ହେବା ଭଳି ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ସେହି ସମୟରେ ହେଉଥିବା…

ଜାଣନ୍ତୁ, ମୂଳାରେ କ’ଣ ରହିଛି ଉପକାରୀ ଗୁଣ…

ସାଧାରଣତଃ ମୂଳାକୁ ଆମେ ସାଲାଡରେ ବ୍ୟବହାର କରିଥାଉ । ବଜାରରେ ବିଭିନ୍ନ ପ୍ରକାର ରଙ୍ଗର ମୂଳା ମିଳିଥାଏ । ଯାହା ଆମ ସ୍ୱାସ୍ଥ୍ୟ ବହୁତ ଉପକାରୀ । ଏଥିରେ ଅନେକ ପରିମାଣରେ ଭିଟାମିନ-ସି, ଜିଙ୍କ୍, ଜଳ ଓ ଫସଫରସର ଭାଗ ରହିଛି । ଯାହା ଆମ ଶରୀରରେ ଜଳାଭାବ ଦୂର କରିବା ସହିତ ତ୍ୱଚାରେ ସତେଜତା…

ମୁଢି ଖାଇଲେ ମିଳିବ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା !

ଭୁବନେଶ୍ୱର: ଖୋଜି ଆସିଲେ ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରୁ ମୁଢି ମିଳିଯିବ । ଓଡ଼ିଆ ଲୋକଙ୍କର ଏହା ମାନପସନ୍ଦର ଜଳଖିଆ ଅଟେ । ମୁଢିକୁ ସଧାରଣତଃ ସବୁ ଜିନିଷ ସହ ମିଶେଇ ଖାଇ ହୁଏ। କିଛି ଲୋକ ଚାହା ସହିତ ଏହାକୁ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଏଥିରେ ମିକ୍ସଚର, ପିଆଜ, ଖଟା ପକାଇ…

ଜାଣନ୍ତୁ, ସଜନା ଛୁଇଁର ଚମତ୍କାର ଔଷଧୀୟ ଗୁଣ…

ଭୁବନେଶ୍ୱର: ବଜାରରେ ମିଳୁଥିବା ସଜନା ଛୁଇଁକୁ ପ୍ରାୟତଃ ଆମେ ଘରେ ଭଜା, ତରକାରି କିମ୍ବା ଡାଲମାରେ ପକାଇ ପ୍ରସ୍ତୁତ କରିଥାନ୍ତି । ଏହି ଛୁଇଁ ସଜନା ଗଛର ଫଳ ହୋଇଥାଏ । ଏହାର ପତ୍ର, ଡାଳ ଏବଂ ମୂଳରେ ଔଷଧୀୟ ଗୁଣ ଭରି ରହିଥାଏ । ଏହି ଛୁଇଁ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅନେକ ହିତକର ହୋଇଥାଏ ।…

ତାୱା ପନୀର

ଘରେ ପ୍ରସ୍ତୁତ କରନ୍ତୁ 'ତାୱା ପନୀର’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ- ପନୀର, ଦହି, ଜିରା, ଜୁଆଣି, କସ୍ତୁରୀ ମେଥି, ପିଆଜ, ଅଦା, କଞ୍ଚା ଲଙ୍କା ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଟମାଟୋ ସସ୍‌, କ୍ରିମ୍‌,…

ମୁଗ ଡାଲି ପରଟା

ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ମୁଗ ଡାଲି ପରଟା। ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ : ମୁଗ ଡାଲି – ୧କପ୍, ଅଟା – ୨କପ୍, ଲୁଣ – ସ୍ବାଦାନୁସାରେ, କଞ୍ଚା ଲଙ୍କା – ୨ଟିଜିରା – ସାମାନ୍ୟ ତେଲ କିମ୍ବା ଘିଅ – ଆବଶ୍ୟକ ଅନୁଯାୟୀ ପ୍ରସ୍ତୁତ…