Latest Odisha News

BREAKING NEWS

Browsing Category

ଖାଦ୍ୟ

କୁଲଦୀପଙ୍କୁ ୬ଟି ୱିକେଟ ଓ ରୋହିତଙ୍କ ବିସ୍ଫୋରକ ୧୩୭ ରନରେ ଭାରତ ବିଜୟୀ

ନଟ୍ଟିଙ୍ଗହାମ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଭାରତ ୮ ଓିକେଟରେ ବିଜୟ ହାସଲ କରିଛି । ଭାରତୀୟ ବୋଲର୍ କୁଲଦୀପଙ୍କ ୬ଟି ୱିକେଟ ହାସଲ ଓ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଧୁଆଁଧାର ଶତକୀୟ ଇନିଂସ ଭାରତକୁ ବିଜୟୀ କଲା ।…

ଚାଷୀକୂଳ ପ୍ରତି ଉଭୟ ସରକାରର ବିଶ୍ୱାସଘାତକତାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ – ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍ଜି ଠାରେ ଚାଷୀ ଓ ଚାଷୀ ସମସ୍ୟା ନେଇ ଏକ ଗଣଧାରଣ ଅନୁଷ୍ଠିତ ହୋଇଯାଇଛି । ଏହି ଗଣଧାରଣାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ “କେନ୍ଦ୍ର ବିଜେପି ସରକାର ତା’ର ସାଢେ ଚାରିବର୍ଷ…

ଯୁବଗୋଷ୍ଠୀ ରକ୍ତଦାନ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଓଡ଼ିଶାର ଜନସାଧାରଣ ବିଶେଷକରି ଯୁବବର୍ଗଙ୍କୁ ରକ୍ତଦାନ କରିବାକୁ ଆହ୍ୱାନ ଦେଇଛନ୍ତି । “ଆପଣମାନେ ରକ୍ତଦାନ କରି ଜୀବନ ବଞ୍ଚାଇ ପାରିବେ । ଆମକୁ ରକ୍ତଦାନ କରିବାକୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପଡ଼ିବ”…

ବିଶ୍ୱକପ ଫୁଟବଲ: ଫାଇନାଲରେ କ୍ରୋଏସିଆ, ଇଂଲଣ୍ଡ ୨-୧ରେ ପରାସ୍ତ

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ୨୦୧୮ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି କ୍ରୋଏସିଆ । ପଡ଼ୋଶୀ ରୁଷିଆରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ଫାଇନାଲରେ କ୍ରୋଏସିଆ ଦଳ ରବିବାର ଦିନ ଭେଟିବ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ଫ୍ରାନ୍ସକୁ । ଗୁରବାର ଖେଳାଯାଇଥିବା ଦ୍ୱିତୀୟ…

ବିଶ୍ୱକପ ଫୁଟବଲ: ଆଜିର ସେମିଫାଇନାଲ ଲଢେଇରେ ଇଂଲଣ୍ଡ-କ୍ରୋଏସିଆ ମୁକାବିଲା

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ଏବେ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ସେମିଫାଇନାଲ ଜିତି ଫ୍ରାନ୍ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଆଜି ଦ୍ୱିତୀୟ ସେମିଫାଇନାଲ । ଆଜିର ସେମିଫାଇନାଲ ବିଜେତା ହିଁ ଫାଇନାଲରେ ଭେଟିବ ଅଭିଜ୍ଞ ଫ୍ରାନ୍ସ ଦଳକୁ । ଆଜି ଇଂଲଣ୍ଡ ଓ…

ସ୍କୁଲ ହତାରୁ ମିଳିଲା ନିଖୋଜ ଛାତ୍ରୀର ଶବ, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ବଜ୍ରମହାକାଳୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ନିଖୋଜ ହେବାର କିଛି ଘଣ୍ଟା ପରେ ସ୍କୁଲ ପରିସର ମଧ୍ୟରୁ ଶବ ଉଦ୍ଧାର କରିବା ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ନିଜ ଦାୟିତ୍ୱ ସମ୍ପାଦନରେ ଚରମ ଅବହେଳା କରିବା ଯୋଗୁଁ ସ୍କୁଲର…

ଜଗା-କାଳିଆଙ୍କ ମୁଣ୍ଡରୁ ଖୋଲିଲା ଷ୍ଟିଚ୍, ଶିଘ୍ର ସୁସ୍ଥ ହେଉଛନ୍ତି ଯାଆାଁଳା ଭାଇ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରୁଛନ୍ତି ଯାଆାଁଳା ଭାଇ ଜଗା ଓ କାଳିଆ । ସେମାନେ ଖୁବ ଶିଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଓଡ଼ିଶା ଫେରିବାର ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଏମ୍ସର କର୍ତ୍ତୃପକ୍ଷ । ଦିଲ୍ଲୀ ଏମ୍ସ ସୂତ୍ରରୁ ଜଣାପଡ଼ିଛି…

ଆମ୍ରି ହସ୍ପିଟାଲ୍ସରେ ମାଷ୍ଟର ଇନ୍ ଏମର୍ଜେନ୍ସି ମେଡିସିନ୍ (ଏମ୍ଇଏମ୍)ର ପ୍ରଥମ ସମାବର୍ତନ ଉତ୍ସବ

ଭୁବନେଶ୍ୱର: ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରରେ ୨୦୧୮ ଜୁଲାଇ ୧୦ରେ ଅନୁଷ୍ଠିତ ପ୍ରଥମ ସମାବର୍ତନ ଉତ୍ସବରେ ଆମ୍ରି ହସ୍ପିଟାଲ୍ସ, ଭୁବନେଶ୍ୱର ପକ୍ଷରୁ ପ୍ରଥମ ବ୍ୟାଚ୍ରେ ପାଂଚ ଜଣ ବିଦ୍ୟାର୍ଥୀଙ୍କୁ ମାଷ୍ଟର ଅଫ୍ ଏମର୍ଜେନ୍ସି ମେଡିସିନ୍ (ଏମ୍ଇଏମ୍) ପ୍ରଦାନ କରାଯାଇଛି । ଏହି ସମାବର୍ତନ…

ପ୍ରବଳ ବର୍ଷା ଆଶଙ୍କା: ୧୩ରେ ଲଘୁଚାପ, ବୃଷ୍ଟିପାତ ଲାଗି ୭ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ(ଆଇ.ଏମ.ଡ଼ି)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।…

ବିଶ୍ୱକପ ଫୁଟବଲ: ଫାଇନାଲରେ ଫ୍ରାନ୍ସ

ସେଣ୍ଟ ପିଟର୍ସବର୍ଗ : ଫ୍ରାନ୍ସ ବିଶ୍ୱକପ ଫାଇନାଲରେ ପ୍ରବେଶ କଲା । ସେମିଫାଇନାଲରେ ଉନ୍ନତ ଖେଳ ପ୍ରଦର୍ଶନ କରି ୧-୦ ଗୋଲରେ ବେଲଜିୟମକୁ ପରାସ୍ତ କରିଛି ଫ୍ରାନ୍ସ । ରୁଷିଆର ସେଣ୍ଟପିଟର୍ସବର୍ଗ ସହରର ସେଣ୍ଟପିଟର୍ସବର୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ଚିତାକର୍ଷକ ସେମିଫାଇନାଲ ମ୍ୟାଚରେ…