Latest Odisha News

BREAKING NEWS

Browsing Category

ଖାଦ୍ୟ

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ: ରାଜ୍ୟର ଅଧିକାଂଶ ସ୍ଥାନରେ ମୌସୁମୀ ସକ୍ରିୟ

ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ପାଣିପାଗ ବିଭାଗର ସୂଚନାନୁଯାୟୀ ରାଜ୍ୟରେ ସକ୍ରୀୟ ଥିବା ଏହି ଲଗାଣ ବର୍ଷା ଜୁଲାଇ…

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ

କଟକ : ଆଜି ମିଳିଛି ପ୍ରଭାତ ବିଶ୍ୱାଳଙ୍କୁ ଜାମିନ । ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ପୂର୍ବ ସର୍ତ୍ତାନୁସାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ବିଧାୟକ ଶ୍ରୀଯୁକ୍ତ ବିଶ୍ୱାଳଙ୍କୁ ୨୦ ଲକ୍ଷ ଟଙ୍କା ରାଶି ମୁଚାଲିକାରେ ଦାଙ୍କୁ ଜାମିନ ପ୍ରଦାନ କରାଯାଇଛି ।…

ଆଜି ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି

କଟକ/ଭୁବନେଶ୍ୱର : ଗତକାଲି ଜୁନ ୨୫ ତାରିଖରେ ହିଁ ଥିଲା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ତାରିଖ । କିନ୍ତୁ ସିବିଆଇ ଓକିଲଙ୍କ ଅନୁପସ୍ଥିତତା ଯୋଗୁଁ ଆଜି ହିଁ ଜାମିନ ଆବେଦନର ଶୁଣାଣି ହେଉଛି । ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗତ ଏପ୍ରିଲ ୨୫ରୁ ୨ମାସ ପାଇଁ ସର୍ତ୍ତମୂଳକ…

୨ ମାସ ପରେ ଆଜି ଖୋଲିଲା ସମସ୍ତ ସ୍କୁଲ

ଭୁବନେଶ୍ୱର : ଆଜି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଖୋଲିଛି । ଛାତ୍ରଛାତ୍ରୀମାନେ ତାଙ୍କର ଦୀର୍ଘ ଗ୍ରୀଷ୍ମାବକାଶ ଶେଷ କରିବାପରେ ଏବେ ସ୍ୱାଭାବିକ ଭାବେ ବିଦ୍ୟାଧ୍ୟୟନରେ ବ୍ୟସ୍ତ ରହିବେ । ସୂଚନାଯୋଗ୍ୟ ଏଥର ପରିବର୍ତ୍ତିତ ପାଗ ତଥା ଅସହ୍ୟ ଗ୍ରୀଷ୍ମତାପ ବୃଦ୍ଧିଜନିତ…

ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା: ଆସନ୍ତା କାଲି ଶୁଣାଣି

କଟକ/ଭୁବନେଶ୍ୱର : ଆଜି ଜୁନ ୨୫ ତାରିଖରେ ହିଁ ଥିଲା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ତାରିଖ । କିନ୍ତୁ ଘୁଞ୍ଚି ଯାଇଛି ଜାମିନ ଆବେଦନର ଶୁଣାଣି ତାରିଖ । ତେବେ ଆସନ୍ତାକାଲିକୁ ଧାର୍ଯ୍ୟ କରାଯାଇଛି ଶୁଣାଣି ତାରିଖ । ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗତ ଏପ୍ରିଲ ୨୫ରୁ…

ବିଶ୍ୱକପ ଫୁଟବଲ: ହ୍ୟାରୀ କେନଙ୍କ ହ୍ୟାଟ୍ରିକ ବଳରେ ପ୍ରି-କ୍ୱାର୍ଟର୍ ଫାଇନାଲରେ ଇଂଲଣ୍ଡ ଦଳ !

ମସ୍କୋ : ବିଶ୍ୱକପ ଏବେ ଖୁବ ଜମୁଛି । ସାରା ପଡ଼ିଆରେ ସବୁଦଳର ଖେଳାଳିମାନେ ଏବେ ଗୋଟିଏ ଗୋଲ୍ ଦେବାକୁ ପ୍ରତିପକ୍ଷ ଉପରେ ଯେନତେନ ଭାବେ ଆକ୍ରମଣ କରିଚାଲିଛନ୍ତି । ଦେଖାଯାଉଛି ପ୍ରତିମ୍ୟାଚରେ ଗୋଲସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସବୁ ଦଳକୁ ନିଜ ଦେଶର ଫ୍ୟାନମାନେ ବିଭିନ୍ନ ରଙ୍ଗରେ ସଜହୋଇ…

ବିବାହ ପୂର୍ବରୁ ଦୀପିକା-ରଣବୀର ଲଣ୍ଡନରେ କିଣିଲେ ବଙ୍ଗଳା !

ମୁମ୍ବାଇ : ଦୀପିକା-ରଣବୀରଙ୍କ ଲଭ୍ ଓ ରୋମାନ୍ସ ଏବେ ବିବାହରେ ପରିଣତ ହେବାକୁ ଯାଉଛି । ଏକଥା କାହାକୁ ଅଛପା ନୁହେଁ । ନଭେମ୍ବର ୧୦ ତାରିଖରେ ଉଭୟଙ୍କ ବିବାହ ତାରିଖ ପକ୍କା ହୋଇଛି । ବାହାଘର ବେଶ୍ ଧୁମଧାମରେ ହେବ ବୋଲି ବଲିଉଡ଼ରେ ଏବେ ଚର୍ଚ୍ଚା । କିନ୍ତୁ ଗୋଟିଏ ଶୁଣାକଥାକୁ ସ୍ୱୀକାର…

ନୀଳାମ୍ବୁ ଚିଲିକାରେ ପ୍ରତିଷ୍ଠା ହେବ ବିମାନ ବନ୍ଦର !

ଭୁବନେଶ୍ୱର : ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଖୁବ ଶିଘ୍ର ଉଡ଼ିବାକୁ ଯାଉଛି ବିମାନ । ପର୍ଯ୍ୟଟକ ଏବେ ବିପଦଶଙ୍କୁଳ ଦେଶୀ ଡ଼ଙ୍ଗାରେ ଚିଲିକା ପରିଭ୍ରମଣ କରିବେନି ବରଂ ଚିଲିକାର ନୈସର୍ଗିକ ଦୃଶ୍ୟାବଳୀକୁ ବିମାନରେ ପରିଭ୍ରମଣ କରିବେ । ହଁ...ଏହା ସତ୍ୟ...କାନକୁ ବିଶ୍ୱାସ ହେଉନଥିଲେ ବି ସତ…

ଯୋଗ ଦିବସ ହିଁ ଯୋଡ଼ି ଦେଲା ସାରା ବିଶ୍ୱକୁ: ‘ମନ କୀ ବାତ୍’ ରେ ମନ କଥା କହିଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୫ ତମ ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ରବିବାର ଦିନ ଉଦ୍ବୋଧନ ଦେଇଛନ୍ତି । ‘ଆନ୍ତର୍ଜାତିକ ଯୋଗ ଦିବସ’ ହିଁ ଯୋଡ଼ିଦେଲା ସାରା ବିଶ୍ୱକୁ ବୋଲି କହି ଯୋଗର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦିନ କେବଳ…

ବୈଜୟନ୍ତ ମିଶୁଛନ୍ତି ବିଜେପିରେ! ସମୀର-ବୈଜୟନ୍ତ ଭେଟଘାଟ୍ ରେ ରାଜନୀତି ସରଗରମ !

କଟକ/ଭୁବନେଶ୍ୱର : ବୈଜୟନ୍ତ ପଣ୍ଡା କିଛିଦିନ ପୂର୍ବରୁ ଲୋକସଭାରୁ ଇସ୍ତଫା ଦେଇଛନ୍ତି । ଏପରିକି ନିଲମ୍ବନ ହେବା ପରେ ସେ ମଧ୍ୟ ବିଜେଡ଼ିରୁ ଇସ୍ତଫା ଦେଇଥିବା କଥା ଅଛପା ନୁହେଁ । ତେବେ ଆଗକୁ ଆଉ କିଛି ମାସ ପରେ ନିର୍ବାଚନରେ ସେ କେଉଁ ଦଳକୁ ପ୍ରତିନିଧିତ୍ୱ କରିବେ ଏବଂ କେବେଠାରୁ ସେହି ଦଳରେ…