Latest Odisha News

BREAKING NEWS

Browsing Category

ଖାଦ୍ୟ

ଘରେ ବନାନ୍ତୁ ‘ଗାଜର-ଫୁଲକୋବି ଆଚର’

ଭୁବନେଶ୍ବର: ଶୀତ ଦିନରେ ବଜାରରେ ଗାଜର, ଫୁଲକୋବି ବହୁତ ପରିମାଣରେ ମିଳେ । ଏହି ସମୟରେ ଦାମ୍ ମଧ୍ୟ ଶସ୍ତା ଥାଏ । ତେବେ ଆପଣ ଏହି ଗାଜର ଓ ଫୁଲକୋବି ଆଚର ଘରେ ସହଜରେ କରି ପାରିବେ । ଅଫ୍ ସିଜନରେ ମଧ୍ୟ ଏହାର ମଜା ନେଇ ପାରିବେ । ଏହି 'ଗାଜର-ଫୁଲକୋବି ଆଚର' ପାଇଁ ଗାଜର ଅଧା କିଲୋ,…

ହେଙ୍ଗୁ ଖାଇଲେ ଏହି ସବୁ ରୋଗ ଦୂର ହୁଏ

ଭୁବନେଶ୍ବର: ହେଙ୍ଗୁରେ ବହୁ ଔଷଧୀୟ ଗୁଣ ରହିଛି । ହେଙ୍ଗୁ ବଦହଜମୀ, ଗ୍ୟାସ୍, ଇନଫ୍ଲୁଏଞ୍ଜା, ଆସ୍ଥାମା, ଅଲସର, କୋଷ୍ଠକାଠିନ୍ୟ ଭଳି ନାନା ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ହେଙ୍ଗୁ ଆମ ରୋଷେଇଘରେ ଖାଇବାରେ ବ୍ୟବହାର କରୁ । ଏହି ହେଙ୍ଗୁ ଇରାନ,ଆଫଗାନିସ୍ତାନ, ବାଲୁଚିସ୍ତାନରେ ଅଧିକ ଚାଷ…

କଞ୍ଚା ଅମୃତଭଣ୍ଡା ଖାଇଲେ ହାଡ ରହେ ସୁସ୍ଥ

ଭୁବନେଶ୍ବର:ଘର ବଗିଚାରେ ଫଳୁଥିବା ଅମୃତଭଣ୍ଡା ଶରୀରର ପାଇଁ ବେଶ୍ ଉପଯୋଗୀ । ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ୍ ଏ, ବି, ସି, ଇ, କେ ଏବଂ କ୍ୟାଲସିୟମ୍ ମଧ୍ୟ ମିଳିଥାଏ । ଆଣ୍ଠୁଗଣ୍ଠୀ ସମସ୍ୟା ଭୋଗୁଛନ୍ତି ତାହାହେଲେ ଆପଣ କଞ୍ଚା ଅମୃତଭଣ୍ଡା ଖାଆନ୍ତୁ । କଞ୍ଚା…

ବସନ୍ତ ପଞ୍ଚମୀରେ ବାଗଦେବୀଙ୍କୁ କରନ୍ତୁ ପ୍ରସନ୍ନ, ଘରେ ପ୍ରସ୍ତୁତ କରନ୍ତୁ ମା’ଙ୍କ ଏହି ପ୍ରସାଦ

ଭୁବନେଶ୍ଵର: ଆଗକୁ ଆସୁଛି ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା । ଏହି ଦିନ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ମନପସନ୍ଦର ପ୍ରସାଦ ଭୋଗ ରୂପରେ ମା’ଙ୍କ ପାଖରେ ଲଗାଯାଏ । ପୂଜାରେ ଭଗବାନଙ୍କୁ ଦିଆଯାଇଥିବା ପ୍ରସାଦର ବିଶେଷ ମହତ୍ତ୍ଵ ରହିଥାଏ । ସନାତନ ଧର୍ମରେ, ସମସ୍ତ ଦେବତା ଏବଂ…

କେତେବେଳେ କଦଳୀ ଖାଇଲେ ଦେହ ପାଇଁ ଭଲ?

ଭୁବେନେଶ୍ବର: କଦଳୀ ଏମିତି ଏକ ଫଳ ଯାହା ସବୁ ଋତୁରେ ବଜାରରେ ମିଳିଥାଏ । ପ୍ରାୟ ସମସ୍ତଙ୍କୁ କଦଳୀ ଖାଇବାକୁ ପସନ୍ଦ । ଏହି ଫଳରେ ଫାଇବର, ଭିଟାମିନ ସି, ଭିଟାମିନ B6, ପ୍ରୋଟିନ, ପୋଟାସିୟମ, ମ୍ୟାଗ୍ନେସିମୟ, ମାଙ୍ଗାନିଜ ଓ ମିନେରାଲ ରହିଛି । ଏହା ପ୍ରାକୃତିକ ଭାବେ ଶରୀରକୁ ଶକ୍ତି ଯୋଗାଏ ।…

ଘରେ ବନାନ୍ତୁ ସୁସ୍ଵାଦୁ ଚିକେନ୍ ଦମ୍ ବିରିୟାନୀ

ଭୁବନେଶ୍ଵର: ବିରିୟାନୀ କଥା ପଡିଲେ ପ୍ରାୟ ସମସ୍ତଙ୍କ ପାଟିରୁ ଲାଳ ଆସିଯାଏ। ଆଜିକାଲି ଆଧୁନିକ ଦୁନିଆରେ ଏହା ପ୍ରାୟ ସମସ୍ତଙ୍କ ଘରର ପ୍ରିୟ ଡିସ୍। ଏହା ଏଭଳି ଏକ ଡିସ୍ ଯେଉଁଥିରେ ବିଭିନ୍ନ ପ୍ରକାରର ବିରିୟାନୀ ବନାଯାଇପାରେ। ଏହା ଅତ୍ୟନ୍ତ ସ୍ୱାଦକର ହେବା ସହ କମ ସମୟରେ ମଧ୍ୟ ଏକ ମନ ପସନ୍ଦର…

ଏପରି ବନାନ୍ତୁ’ ଅଁଳା ଗୁଣ୍ଡ ଆଚାର’

ଭୁବନେଶ୍ବର: ଶୀତ ଦିନରେ ଅଁଳା ବଜାରରେ ଅଧିକ ମିଳିଥାଏ । ଏହି ଅଁଳାରୁ ଅଁଳା ଗୁଣ୍ଡ ଆଚାର ବନାନ୍ତୁ । ଫଳରେ ବର୍ଷସାରା ଏହି ଅଁଳା ଆଚାର ଖାଇ ପାରିବେ । ଏହି ଆଚାର ପାଟିକୁ ସୁଆଦିଆ ଲାଗିବା ସହ ଖାଦ୍ୟ ଭଲ ହଜମ ହେବ । ସାମଗ୍ରୀ: ଅଁଳା- ଏକ କିଲୋ, କାଗଜିଲେମ୍ବୁ- ଚାରିଟା , ଗୋଲମରିଚ- ଦୁଇ…

ଧଳା ପିଆଜ ନା ଲାଲ ପିଆଜ! କେଉଁ ପିଆଜ ଖାଇବା ଭଲ..

ଭୁବନେଶ୍ବର:ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ପିଆଜ ଥାଏ । ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଇ ନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ପ୍ରଦାନ କରେ । ପିଆଜ ବିନା ସାଲାଡ ଅସମ୍ପୂର୍ଣ୍ଣ ମନେହୁଏ ଏବଂ ଛୁଙ୍କ ବେଳେ ପିଆଜ ବ୍ୟବହାର  ନକଲେ ନଚଳେ । ତେବେ ବଜାରରେ ଦୁଇ ପ୍ରକାରର ପିଆଜ ଦେଖିବାକୁ…

ନାଲି ଗାଜର ଭଲ ନା କମଳା ରଙ୍ଗ ଗାଜର!

ଭୁବନେଶ୍ବର:ଶୀତ ଦିନରେ ଗାଜର ଉତ୍ପାଦନ ଅଧିକ ହୋଇଥାଏ । ଏହି ଗାଜର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଆପଣ ହାଟରେ ଦୁଇ ପ୍ରକାରର ଗାଜର ଦେଖିଥିବେ । ନାଲି ଗାଜର ଏବଂ କମଳା ରଙ୍ଗର ଗାଜର । ଉଭୟଙ୍କର ସ୍ୱାଦ,ରଙ୍ଗ ଏବଂ ପୋଷକତ୍ତ୍ବରେ ପାର୍ଥକ୍ୟ ରହିଛି । ଆସନ୍ତୁ ଜାଣିବା କେଉଁ ଗାଜର ଭଲ । ନାଲି…

ଶୀତ ଦିନରେ ଖାଆନ୍ତୁ ‘ଚିନାବାଦାମ ବରଫି’

ଭୁବନେଶ୍ବର: ପୂଜାପର୍ବାଣୀ ହେଉ ଅବା ଘରକୁ କୁଣିଆ ଆସିଲେ ମିଠା ଘରେ ତିଆରି ହୋଇଥାଏ । ମିଠା ଭିତରେ କାଜୁ ବରଫି ସମସ୍ତେ ଖାଇଥିବେ କିନ୍ତୁ କେବେ ଚିନାବାଦାମ ବରଫି ଖାଇଛନ୍ତି କି? ତେବେ ଆଜି ଆସନ୍ତୁ ଶିଖିବା କିପରି ତିଆରି ହୁଏ ଚିନାବାଦାମ ବରଫି । ସାମଗ୍ରୀ:- ଚିନାବାଦାମ ମଞ୍ଜି- ୨କପ୍,…