Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କେଉଁ ଦିଗରେ ଅଖଣ୍ଡ ଦୀପ ଜଳିଲେ ଘରେ ସୁଖ ଓ ସମୃଦ୍ଧି ଆସେ ? ଜାଣନ୍ତୁ ବାସ୍ତୁ ନିୟମ

ଚଳିତ ବର୍ଷ ଶାରଦୀୟ ମାଆ ଦୁର୍ଗା ପୂଜା ବା ନବରାତ୍ରୀ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଯାହା ଅକ୍ଟୋବର ୫ ତାରିଖରେ ଶେଷ ହେବ। ନବରାତ୍ରିର ନଅ ଦିନରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ। ମାଆଙ୍କୁ ଆରଧନା ଓ ପୂଜା କଲେ ଜୀବନରେ ଚାଲିଥିବା ସମସ୍ୟା ଦୂର ହୋଇଥାଏ।…

କେତେ ବିପଦ ଚାଇନିଜ ସଲ୍ଟ ବା ଆଜିନୋମୋଟୋ ?

ପୁରୀ: ଚାଓମିନ, ମଂଚରିଆନ, ମୋମୋଜ, ଚିପ୍ସ ଓ ରୋଲର ଭିନ୍ନ ଧରଣର ସ୍ୱାଦ ଓ ମଜା ଆଣୁଥିବା ଚାଇନିଜ ସଲ୍ଟ ବା ଆଜିନୋମୋଟୋ ସ୍ୱାସ୍ଥ୍ୟ ପାଇଁ କେତେ ବିପଦ ଆସନ୍ତୁ ଜାଣିବା । ବିଭିନ୍ନ ଦେଶରେ କରାଯାଇଥିବା ଗବେଷଣା ଏହା ହୃଦଘାତ, ରକ୍ତଚାପ ପରି ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ ।…

ଅବଧି ସରିଯାଇଥିଲେ ବି ଖାଇପାରିବେ ଏହି ସବୁ ଖାଦ୍ୟ

ଅପଣଙ୍କୁ ଅବଧି ସରିଯାଇଥିବା ଖାଦ୍ୟ ଦିଆଗଲେ ଆପଣ ଖାଇବେ କି ? ନିଶ୍ଚିତ ଭାବେ ଆପଣ ତାକୁ ଫୋପାଡି ଦେବେ। କାରଣ ସେଗୁଡିକର ବ୍ୟବହାର ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ। କିନ୍ତୁ ଆପଣ ଜାଣନ୍ତି କି, କିଛି ଜିନିଷ ଏପରି ଥାଏ ସେଗୁଡିକର ଅବଧି ସମାପ୍ତ ହେବା ପରେ ମଧ୍ୟ ଆପଣ ବ୍ୟବହାର କରିପାରିବେ…

ମାତ୍ର ୨୨ ହଜାର ଟଙ୍କାରେ ଫରେନ୍ ଟ୍ରିପ୍ !

କରୋନା ଭାଇରସ ଯୋଗୁଁ ବିଗତ 2 ବର୍ଷ ହେବ ଲକ୍ ଡାଉନ ଚାଲିଥିଲା। ଲୋକେ ଘରେ ରହି ବିରକ୍ତି ହେଲେ। ଏବେ କିନ୍ତୁ ଲକ୍ ଡାଇନ ନାହିଁ, ଲୋକେ ବିଦେଶ ବୁଲିବାକୁ ଚାହୁଁଥିଲେ ହେଁ ମାତ୍ରାଧିକ ଟଙ୍କା ଖର୍ଚ୍ଚ ଯୋଗୁଁ ଯୋଜନା ଠପ୍ କରୁଛନ୍ତି। ପୂର୍ବରୁ ଏପରି ଏକ ସମୟ ଥିଲା ଯେତେବେଳେ ବିଦେଶ ଭ୍ରମଣ ଏକ…

ଦୈନିକ କେତେ ମାତ୍ରାରେ ‘ରିଫାଇନ ତେଲ’ ଖାଇବା ଉଚିତ୍ ?

ରନ୍ଧନ ତେଲରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଥାଏ। କିନ୍ତୁ ଆପଣ ଜାଣନ୍ତିକି ରନ୍ଧନ ତୈଳକୁ ଚର୍ବିର ଭଣ୍ଡାର ମଧ୍ୟ କୁହାଯାଏ। ତେଣୁ ଏହି ରନ୍ଧନ ତେଲ ଦୈନିକ କେତେ ପରିମାଣରେ ଖାଇବା ଉଚିତ୍ ସେ ସମ୍ପର୍କରେ ଆମେ ଆଲୋଚନା କରିବା । ଚାଟ୍-ପକୁଡି କିମ୍ବା ଭଜା ହୋଇଥିବା ମସଲାଯୁକ୍ତ ଖାଦ୍ୟ ଅତ୍ୟନ୍ତ…

ଭଲ ନିଦ ହେଉ ନାହିଁକି ? ଆପଣାନ୍ତୁ ଏହି ସ୍ଲିପିଂ ହ୍ୟାକ୍ସ

ରାତିରେ ଭଲ ନିଦ ହେବା ନିତ୍ୟାନ୍ତ ଆବଶ୍ୟକ। ଅତିକମରେ ଦୈନିକ 8 ଘଣ୍ଟା ଶୋଇଲେ ଶରୀର ସୁସ୍ଥ ରହେ। ଏହାସହ ଆପଣଙ୍କ ମନ ବି ସୁସ୍ଥ ରହେ। କିନ୍ତୁ ମୁଣ୍ଡରେ ଚିନ୍ତା, ଡିପ୍ରେସନରେ ରହିଲେ ଆପଣ ଶୋଇବାକୁ ଯେତେ ଚେଷ୍ଟା କରନ୍ତୁ କୌଣସି ସୁଫଳ ମିଳେ ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି ଶୋଇବା…

ଦକ୍ଷିଣ କୋରିଆନର ସୌନ୍ଦର୍ଯ୍ୟ ରହସ୍ୟ ‘ପିଙ୍କ୍ ଆଲୋଭେରା’

କୋରିଆନ ମହିଳାଙ୍କ ତ୍ୱଚା ଉଜ୍ୱଳ ଏବଂ କାଚ ପରି ଚିକ୍କଣ। ଆଜିକାଲି ସୋସିଆଲ ମିଡିଆରେ କୋରିଆନ ବିୟୁଟି ସିକ୍ରେଟର ଅନେକ ଚର୍ଚ୍ଚା ଚାଲିଛି। କୋରିଆନ ଭଳି ତ୍ୱଚା ପାଇବା ପାଇଁ କିଛି ଲୋକେ ଅନେକ ବିୟୁଟି ଟିପ୍ସ ଆପଣାଉଛନ୍ତି। ତେବେ ଆମେ ଆଜି ଆପଣଙ୍କୁ କହିବୁ ଦକ୍ଷିଣ କୋରିଆନର ସୌନ୍ଦର୍ଯ୍ୟ…

ଶସ୍ତାରେ ବୁଲି ଆସନ୍ତୁ ୟୁରୋପ

ଓଡିଶା ସମ୍ବାଦ ବ୍ୟୁରୋ: ବିଦେଶ ଭ୍ରମଣ ସମସ୍ତଙ୍କର ଏକ ସ୍ୱପ୍ନ। ସେ ଦମ୍ପତ୍ତିଙ୍କ ହନିମୁନ କଥା କୁହନ୍ତୁ କିମ୍ବା ସାଙ୍ଗସାଥୀଙ୍କ ମସ୍ତି କଥା, ସଭିଏ ବିଦେଶ ଭ୍ରମଣ କରିବାକୁ ଇଚ୍ଛା କରନ୍ତି। କିନ୍ତୁ ଭ୍ରମଣ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୁଏ ବୋଲି କେହି ଯିବାକୁ ରାଜି ହୁଅନ୍ତି ନାହିଁ। ଯଦି…

ମାନସିକ ଅବସାଦ କେମିତି ଦୂର କରିବେ ?

ଓଡିଶା ସମ୍ବାଦ ବ୍ୟୁରୋ: ଡିପ୍ରେସନରୁ ବାହାରିବା ପାଇଁ ଉତ୍ତମ ଔଷଧ ହେଉଛି ମେଡିଟେସନ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ଅନେକଙ୍କ ଠାରେ ଷ୍ଟ୍ରେସ ହରମୋନ୍‌ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯାହାଦ୍ୱାରା ମାନସିକ ଚାପ, ଅବସାଦ ଆଦି ଲକ୍ଷଣ ଦେଖାଦେଇଥାଏ । ଚାପରୁ ମୁକ୍ତି ପାଇବା…

ଫ୍ୟାଟି ଲିଭର ସମସ୍ୟା ଥିଲେ ଏହି ଉପାୟ କରନ୍ତୁ !

ଓଡିଶା ସମ୍ବାଦ ବ୍ୟୁରୋ: ଫ୍ୟାଟି ଲିଭର ଅର୍ଥାତ୍ ଆପଣଙ୍କ ଯକୃତର ଚତୁଃପାର୍ଶ୍ୱରେ ଆବଶ୍ୟକଠାରୁ ଅଧିକ ମାତ୍ରାରେ ଫ୍ୟାଟ୍ ଜମା ହୋଇଯିବା। ଅଧିକାଂଶ କ୍ଷେତ୍ରରେ ଫ୍ୟାଟି ଲିଭରର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ଫ୍ୟାଟି ଲିଭର୍ ସମସ୍ୟା ଥିଲେ ସୁସ୍ଥ ଖାଦ୍ୟ ଖାଇବା ଜରୁରୀ। ଆପଣ ଏପରି…