Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ହ୍ୟାଙ୍ଗଓଭରରୁ କିପରି ପାଇବେ ମୁକ୍ତି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲିର ଯୁବପିଢି ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି, ସମସ୍ତେ ମଦ୍ୟପାନ କରନ୍ତି। ମଜା ମଜିଲିସ ପାଇଁ କିମ୍ବା ଖୁସି ମନେବା ପାଇଁ ସମସ୍ତେ ସାଙ୍ଗସାଥିଙ୍କ ସହ ମଦ୍ୟପାନ କରନ୍ତି। କହିବାକୁ ଗଲେ ଏହା ଆଜିକାଲି ଟ୍ରେଣ୍ଡ ହେଲାଣି। ଆଜିକାଲି ଯେକୌଣସି ଛୋଟ-ବଡ଼…

ଘରୋଇ କଳହ ପରିବେଶକୁ କରେ ନଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୀବନରେ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ପିତାମାତାଙ୍କ ସହ ସନ୍ତାନର ସମ୍ପର୍କ ହେଉ କିମ୍ବା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ। ସମସ୍ତ ସମ୍ପର୍କକୁ ସମ୍ମାନ ଦେବା ଏବଂ ସେମାନଙ୍କର ଗୁରୁତ୍ୱ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କେତେକ ଘରେ…

କେଶ ପାଇଁ ଭଲ ମେହେନ୍ଦୀ, ପ୍ରାକୃତିକ ଉପାୟରେ କରନ୍ତୁ ହେୟାର କଲର

ଓଡ଼ିଶା ସମ୍ବାଦ ବ୍ୟୁରୋ: ମେହେନ୍ଦୀ କେବଳ ହାତରେ ନୁହେଁ କେଶ ପାଇଁ ମଧ୍ୟ ବ୍ୟବହୃତ ହୁଏ। ଏହା କେଶକୁ ପ୍ରାକୃତିକ ଭାବରେ ରଙ୍ଗ କରିବା ପାଇଁ ସାହାଯ୍ୟ କରେ। ଧଳା କେଶର ସମସ୍ୟାକୁ ଏଡାଇବା ପାଇଁ ଅନେକ ଲୋକ ହେନା ବ୍ୟବହାର କରନ୍ତି। ଏହା ବ୍ୟତୀତ, ଆଜିକାଲିର ଯୁବପିଢି ଏହାକୁ କେଶକୁ କଳା ଏବଂ…

ଉଜ୍ଜଳ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଲେମନ୍ ବାମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲେମନ୍ ବାମ୍ ବା ଲେମ୍ବୁ ବାମ୍ ସମ୍ପର୍କରେ କେବେ ଶୁଣିଛନ୍ତି କି ? ଲେମନ୍ ବାମ୍ ଆପଣଙ୍କ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକେ ଲେମ୍ବୁ ବାମ ବିଷୟରେ ଜାଣନ୍ତି ନାହିଁ। କିନ୍ତୁ ଏହା ଅନେକ ଉପକାର କରିଥାଏ। ଆମ ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ…

ନାଇଟ୍ ସିଫ୍ଟରେ କାମ କରୁଥିବା ମହିଳାଙ୍କୁ ସ୍ତନ କର୍କଟ ଆଶଙ୍କା !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ଯୁଗରେ ଡିଜିଟାଲ୍ ଟେକ୍ନୋଲୋଜି ମଣିଷର ଚ୍ୟାଲେଞ୍ଜକୁ ବଢାଇ ଦେଇଛି। ଲୋକମାନେ ନିଜ କ୍ୟାରିଅରରେ ଆଗକୁ ଯିବାକୁ କଠିନ ପରିଶ୍ରମ କରୁଛନ୍ତି। ସେମାନେ ନିଜର ଭଲ କାମ ଦେବା ପାଇଁ ଅନେକ ଚେଷ୍ଟା କରୁଛନ୍ତି। ଏପରିକି ଅଫିସ କାମରେ ଲୋକେ ଅଧିକ ସିଫ୍ଟ କରୁଛନ୍ତି।…

ମଧୁମେହକୁ ନିୟନ୍ତ୍ରଣ କରେ ପିଜୁଳି

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଆଜିର ଯୁଗରେ ପ୍ରତ୍ୟେକ ତୃତୀୟ ବ୍ୟକ୍ତି ମଧୁମେହ ସମସ୍ୟାରେ ପୀଡିତ। ଏହି ବିପଜ୍ଜନକ ରୋଗରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କର ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ। ମଧୁମେହ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଜୁଳିକୁ ସର୍ବତ୍ତୋମ ଫଳ କୁହାଯାଇଛି।…

ଉପସ୍ବାସ୍ଥ୍ୟ କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ବ୍ରହ୍ମପୁର:ଗଞ୍ଜାମ ଜିଲା ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଆର୍‌.ଦାମୋଦରପଲ୍ଳୀ ଉପସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରକୁ ଆଇଏଏସ୍‌ଓ ମାନ୍ୟତା ମିଳିଛି। ଏନେଇ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଲୋକମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସୁବିଧା ଏବଂ…

ଶରୀରରେ ଗୁଡ୍ କୋଲେଷ୍ଟ୍ରଲ୍ ବୃଦ୍ଧି କରିବେ କିପରି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲିର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଭୁଲ ଖାଦ୍ୟ ଶୈଳୀ ଆମକୁ ଅନେକ ସମୟରେ ବିଭିନ୍ନ ସମସ୍ୟାରେ ପକାଇଥାଏ। ଫଳରେ ଆମେ ଅନେକ ରୋଗର ଶିକାର ହୋଇଥାଉ। ଏହି ରୋଗମାନଙ୍କ ମଧ୍ୟରେ ହୃଦଘାତ ଏବଂ କୋଲେଷ୍ଟ୍ରଲ ଆଦି ସମସ୍ୟା ଅନେକ ମାତ୍ରାରେ ବୃଦ୍ଧି ପାଉଛି। ଅତ୍ୟଧିକ…

ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପାରେ ଅଁଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱାସ୍ଥ୍ୟ ମଣିଷଙ୍କ ପାଇଁ ସବୁଠାରୁ ବଡ଼ ଧନ। ଆମ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାରର ଭିଟାମିନର ଆବଶ୍ୟକ ପଡିଥାଏ। ଏଠାରେ ଯଦି ଭିଟାମିନ କଥା ଆଲୋଚନା କରିବା ତେବେ ଭିଟାମିନ-ସି ସମସ୍ତଙ୍କୁ ଆବଶ୍ୟକ। ଏଭଳି ପରିସ୍ଥିତିରେ…

ଚମକ ତ୍ୱଚା ପାଇଁ ଲଗାନ୍ତୁ ୩ ପ୍ରକାରର ଆଇସ୍ କ୍ୟୁବ୍, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ତ୍ୱଚା ପାଇଁ ଆଇସ୍ କ୍ୟୁବ ବା ବରଫ ବହୁତ ଲାଭଦାୟକ। ମୁହଁ ଏବଂ ବେକରେ ବରଫ ଘଷିବା ଦ୍ୱାରା ସୂର୍ଯ୍ୟକିରଣ ସମସ୍ୟାରୁ ମୁକ୍ତି ମିଳିଥାଏ। ତ୍ୱଚାକୁ ଏକ ପ୍ରାକୃତିକ ଚମକ ଆଣିବା ପାଇଁ ବରଫ ସାହାଯ୍ୟ କରେ। ଏହା ଆଖି ତଳ କଳା ଦାଗ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ…