Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ବିଶ୍ୱ ପଖାଳ ଦିବସ: ପଖାଳର ଅଦ୍ଭୁତ ଉପକାରିତା ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପଖାଳ ଦିବସ । କି ଧନୀ କି ଗରିବ କୋଟି କୋଟି ଓଡ଼ିଆ ଏହି ପଖାଳ ପ୍ରେମରେ ବାୟା ।ଓଡିଆ ଜାତିର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ଏହି ପଖାଳ କଂସା ମାୟାରୁ ବାଦ୍ ଯାଇନାହାଁନ୍ତି । ତାଙ୍କ ନିକଟରେ ପରଷା ଯାଉଥିବା ଛପନ ଭୋଗ ମଧ୍ୟରୁ ପଖାଳ ହେଉଛି ଅନ୍ୟତମ ।…

ପ୍ରାଣାୟାମ କରନ୍ତୁ, ରୋଗ ପ୍ରତିରୋଧକ ଶକ୍ତି ବଢାଇ ଭୂତାଣୁଠୁଁ ବଞ୍ଚନ୍ତୁ…

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଆତଙ୍କର କାରଣ ପାଲଟିଥିବା ମରଣାନ୍ତକ ନଭେଲ୍ କରୋନା ଭୂତାଣୁ ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଭାରତରେ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗଗୁଡ଼ିକ ବିଭିନ୍ନ ପଦକ୍ଷେପ ଗ୍ରହଣ…

କରୋନା: ସଂକ୍ରମଣକୁ ଏଡାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଟ୍ରେନ ବଗି ଗୁଡିକୁ ସଂକ୍ରମଣରହିତ କରାଯିବା ଉପରେ ଜୋର ଦେଇଛି ପୂର୍ବତଟ ରେଳବାଇ । କୌଣସି ଯାତ୍ରୀଙ୍କୁ ଥଣ୍ଡା, କାଶ, ଜ୍ୱର ହେଲେ ରେଲୱେର ହେଲ୍ପ ଡେସ୍କକୁ ତୁରନ୍ତ…

କରୋନା ସଂକ୍ରମଣ ଭୟ : କର୍ପୋରେଟ ସେକ୍ଟର ପାଇଁ ଏସଓପି ଜାରି କଲା ବିଏମସି

ଭୁବନେଶ୍ୱର: ସହର ଭିତରେ ଥିବା କର୍ପୋରେଟ ହାଉସରେ କରୋନା ସଂକ୍ରମଣ ନେଇ ଏସଓପି ବା ଗାଇଡ ଲାଇନ ଜାରି କଲା ବିଏମସି । ଏଣିକି କରୋନା ସୂଚନା ସମ୍ବଳିତ ବୋର୍ଡ ଅଫିସ ଭିତରେ ଲାଗିବ । ସମସ୍ତ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ । ଯଦି କେହି ସନ୍ଦିଗ୍ଧ ବାହାରନ୍ତି ତାଙ୍କୁ…

କରୋନା: ବିଦେଶ ଫେରନ୍ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ପଦକ୍ଷେପ ନେଉଛନ୍ତି ଓଡିଶା ସରକାର । ଏବେ ବିଦେଶରୁ ବହୁ ସଂଖ୍ୟାରେ ଲୋକ ଓଡିଶା ଫେରୁଛନ୍ତି । ସେଥିପାଇଁ ବିଦେଶ ଫେରନ୍ତାଙ୍କ ପାଇଁ କାଲି ସକାଳ ଠାରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିବା ପାଇଁ ବାଧ୍ୟତାମୂଳକ…

ସଚେତନତା ହିଁ ସଂକ୍ରମଣକୁ ରୋକିପାରିବ; କରୋନା ଲାଗି ଆହୁରି ବଢିପାରେ କଟକଣା !

ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ର ସରକାର ଘାତକ କୋଭିଡ଼ ୧୯ ଭୂତାଣୁ ସଂକ୍ରମିତ ହେବା ରୋକିବା ଲାଗି ବିଭିନ୍ନ ପ୍ରତିଷେଧାତ୍ମକ ପଦକ୍ଷେପମାନେ ଗ୍ରହଣ କରିବାରେ ଲାଗିଛନ୍ତି । ସାରା ବିଶ୍ୱରେ ଏହି ମରଣାନ୍ତକ କରୋନା ଭାଇରସ୍ ପ୍ରାୟ ୧୫୬ଟି ଦେଶକୁ ସଂକ୍ରମିତ ହୋଇସାରିଲାଣି । କରୋନା…

୬ ମାସ ପର୍ଯ୍ୟନ୍ତ ସଚେତନ ରୁହନ୍ତୁ, କରୋନା ଗୁଜବରୁ ଦୂରେଇ ରୁହନ୍ତୁ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା କରୋନାଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି । ଏହାର ୨ ଦିନ ପରେ ଅର୍ଥାତ୍ ରବିବାର ଦିନ କରୋନା ସମ୍ପର୍କରେ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିକମରେ ୬ ମାସ ପର୍ଯ୍ୟନ୍ତ ଭାଇରସ ପ୍ରତି ସଚେତନ ରହିବାକୁ…

କେୟାର ହସ୍ପିଟାଲସ୍ ପକ୍ଷରୁ କିଡ୍‌ନି ରୋଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ବିଶ୍ୱ କିଡନି ଦିବସ ଅବସରରେ କେୟାର ହସ୍ପିଟାଲସ୍ ଭୁବନେଶ୍ୱର ପକ୍ଷରୁ ସହରର କିଡ୍‌ନି ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରୋଗର ସାମଗ୍ରିକ ଚିକିତ୍ସା ଲାଗି ଇଟଂର-ଡିସିପ୍ଲିନାରି କେୟାର ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି । ଏଥିରେ ହସ୍ପିଟାଲ୍‌ର ବିଭିନ୍ନ…

ସୁସ୍ଥ କିଡନୀ ଲାଗି ଖାଆନ୍ତୁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର: ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ବିଶ୍ୱ କିଡନୀ ଦିବସ ପାଳିତ କରାଯାଇଥାଏ । ୨୦୦୬ ମସିହାରୁ ଅନ୍ତର୍ଜାତୀୟ କିଡନୀ ସୋସାଇଟି ଓ ଜାତୀୟ କିଡନୀ ସଂସ୍ଥାଙ୍କ ମିଳିତ ଆନୁକୂଲ୍ୟରେ ଏହି ଦିବସ ପାଳନ ହେଉଛି । ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା…

ବିଶ୍ୱ କିଡନୀ ଦିବସ: ଭାରତରେ ପ୍ରତି ୧୦ଲକ୍ଷରେ ୮୦୦ଜଣ କିଡନୀ ରୋଗରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଆଜି ବିଶ୍ୱ କିଡନୀ ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ପାଳିତ ହୁଏ । ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ସେଥିପାଇଁ ସେମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି । ୨୦୦୬ ମସିହାରୁ ଅନ୍ତର୍ଜାତୀୟ କିଡନୀ ସୋସାଇଟି ଓ…