Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଆଜି ବିଶ୍ୱ କିଡନୀ ଦିବସ: ଜାଣନ୍ତୁ କିଡନୀ ରୋଗର କାରଣ ଓ ନିରାକରଣ ସମ୍ପର୍କରେ

ଭୁବନେଶ୍ୱର: ଆଜି ବିଶ୍ୱ କିଡନୀ ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ପାଳିତ ହୁଏ । କିଡନୀ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି କିଡନୀ ସ୍ୱାସ୍ଥ୍ୟ ସଂପର୍କରେ ଜାଣିବା, ଚିକିତ୍ସା ଓ ନିରାକରଣ ପ୍ରତି ସଚେତନତା ସୃଷ୍ଟି କରିବା । ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି…

ସୋଆରେ ଉଦ୍‌ଘାଟିତ ହେଲା ଫୁଡକୋର୍ଟ ‘ଫୁଡକୋଲଜିୟମ’

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଫୁଡକୋର୍ଟ ‘ଫୁଡକୋଲଜିୟମ’ ବୁଧବାର ସୋଆର କ୍ୟାମ୍ପସ-୧ ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଉଦଘାଟିତ ହୋଇଯାଇଛି । ସୋଆର ଉପସଭାପତି ଶାଶ୍ୱତୀ ଦାସ ଏହି ଫୁଡ କୋର୍ଟକୁ ଆନୁଷ୍ଠାନିକ ଭାବେ…

ଚାଣକ୍ୟ ନୀତି: ଏହିପରି ଜାଣନ୍ତୁ ପ୍ରକୃତ ବନ୍ଧୁଙ୍କୁ…

ଭୁବନେଶ୍ୱର: ମାନବ ଜୀବନର ରହସ୍ୟ ସମାଧାନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ନୀତି ପ୍ରସ୍ତୁତ କରିଥିଲେ । ଏହି ନୀତିଗୁଡିକୁ ଅନୁସରଣ କରୁଥିବା ବ୍ୟକ୍ତିଙ୍କ ସଫଳତା ନିଶ୍ଚିତ ଅଟେ । ଧର୍ମ, ନ୍ୟାୟ, ଶାନ୍ତି, ସୁରକ୍ଷା ଏବଂ ରାଜନୀତି ସମେତ ଅନେକ ବିଷୟ ଉପରେ ନୀତି ନିର୍ଦ୍ଧାରଣ କରିଛନ୍ତି ଚାଣକ୍ୟ।…

ବାସ୍ତୁ ଅନୁଯାୟୀ ଘର ପାହାଚ ନିର୍ମାଣ କରନ୍ତୁ, ସୁଖରେ ରୁହନ୍ତୁ…

ଆଜିକାଲି ପ୍ରାୟ ଅଧିକାଂଶ ସ୍ଥାନରେ ଭାରତୀୟ ବାସ୍ତୁଶାସ୍ତ୍ର ଅନୁଯାୟୀ ବାସଗୃହ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଗୃହ ନିର୍ମାଣ ହେଉଛି । ବାସ୍ତୁଶାସ୍ତ୍ରରେ ଯେପରି ବାସଗୃହ ନିର୍ମାଣରେ ଶୋଇବା ଘର, ରୋଷେଇ ଘର ଏବଂ ଘରର ଦୁଆରର ଉପଯୋଗୀତା ରହିଛି ସେହିପରି ଭାବେ ଶିଡ଼ି ବା ପାହାଚ ନିର୍ମାଣ…

ଆଜି କରୋନା ଭାଇରସର ୯ ନୂଆ ମାମଲା ଚିହ୍ନଟ, ଭାରତରେ ଆକ୍ରାନ୍ତ ସଂଖ୍ୟା ୫୬କୁ ବୃଦ୍ଧି

ନୂଆଦିଲ୍ଲୀ: ଆଜି ଭାରତରେ ୯ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୩ଜଣ କର୍ଣ୍ଣାଟକରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ପହଞ୍ଚିଛି । ଆଜି ସକାଳେ ପୁଣି ଭାରତୀୟ ବାୟୁସେନା…

ଅର୍ଥ ଜନିତ ସମସ୍ୟାକୁ ଦୂରେଇ ରଖିବ ଚାଣକ୍ୟଙ୍କ ଏହି ୫ ଟି ନୀତି !

ଭୁବନେଶ୍ୱର: ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଇଛି । ମାନବ ଜୀବନକୁ ସୁଗମ କରିବାରେ ତାଙ୍କ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଧର୍ମ, ସଂସ୍କୃତି, ନ୍ୟାୟ, ଅର୍ଥ ଏବଂ ରାଜନୀତି ଉପରେ ଚାଣକ୍ୟ ନିଜର ମତ ଦେଇଛନ୍ତି। ଏହି ଚିନ୍ତାଧାରା…

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୪୫କୁ ବୃଦ୍ଧି

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଭାରତରେ ମୋଟ୍ ୪୫ଟି କରୋନା ଭାଇରସର ମାମଲା ଆସିଛି । ଜାମ୍ମୁ-କାଶ୍ମୀର, ନୂଆଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ କେରଳରେ ୬ଟି ମାମଲା ସାମନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏପର୍ଯ୍ୟନ୍ତ କର୍ଣ୍ଣାଟକରୁ କରୋନା ଭାଇରସ ମାମଲା ସ୍ପଷ୍ଟ କରିନାହାଁନ୍ତି…

କରୋନା ଭାଇରସ: ଏସସିବିରେ ଆଉ ୨ କରୋନା ସନ୍ଦିଗ୍ଧ ଭର୍ତ୍ତି

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଉ ଦୁଇ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଡିଏମଇଟି ଡା. ସିବିକେ ମହାନ୍ତିଙ୍କ ସୂଚନା ଅନୁସାରେ, ୨ ଜଣ କରୋନା ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ଇଟାଲୀରୁ ଫେରିଛନ୍ତି ଓ ଅନ୍ୟ ଜଣେ ଓମାନ ସହ ସଂପୃକ୍ତ । ଡାକ୍ତରଙ୍କ ମୁତାବକ, ଉଭୟଙ୍କୁ…

କରୋନା ଭୟ: ସ୍କୁଲ ପିଲାଙ୍କୁ ସାମୁହିକ ହୋଲି ନଖେଳିବାକୁ ପରାମର୍ଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଅତିଶୀଘ୍ର ସ୍କୁଲରେ କରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସେ କହିଛନ୍ତି, “ଓଡିଶା ସରକାର ଘାତକ କରୋନା ଭାଇରସକୁ ନେଇ ସମ୍ଭାବ୍ୟ ସମସ୍ତ ଉପାୟ ଆପଣେଇଛନ୍ତିି ତଥା ମିଡିଆ ମାଧ୍ୟମରେ ସଚେତନତା…

କରୋନା ଆତଙ୍କ: ପ୍ରତିଷେଧକ ଲାଗି ବଢିଲା ହୋମିଓପ୍ୟାଥି ଚାହିଦା, ଲମ୍ବାଧାଡ଼ିରେ ଚାଲିଛି ଔଷଧ ବିକ୍ରି !

ଭୁବନେଶ୍ୱର: କରୋନା ଭୂତାଣୁର ଆତଙ୍କରେ ଏବେ ସାରା ବିଶ୍ୱ ଆତଙ୍କିତ । ଭାରତ ସମେତ ଓଡ଼ିଶାରେ ଏହି କରୋନା ଭାଇରସ୍ ସଂକ୍ରମଣ କବଳରୁ ମୁକ୍ତି ପାଇବାଲାଗି ଏବେ ଜନସାଧାରଣଙ୍କ ଠାରେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି । କେବଳ ମାସ୍କ ଓ ହ୍ୟାଣ୍ଡ୍ ସାନିଟାଇଜରର ଚାହିଦା ଆକାଶଛୁଆଁ ବୃଦ୍ଧି…