Latest Odisha News
Browsing Category

ଜୀବନଶୈଳୀ

ଜାଣନ୍ତୁ, କର୍ପୂର ତେଲର ଅଦ୍ଭୂତ ଔଷଧିୟ ଗୁଣ ସମ୍ପର୍କରେ…

ଭୁବନେଶ୍ୱର: ପ୍ରାୟତଃ ପୂଜାପର୍ବରେ କର୍ପୂର ତେଲ ବ୍ୟବହାର ହେଉଥିବା ଆମେ ଦେଖିଥିବା । କିନ୍ତୁ ଏହି ତେଲରେ ଥିବା ଔଷଧିୟ ଗୁଣ ସମ୍ପର୍କରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ତେଲରେ ଆଣ୍ଟି-ବ୍ୟାକ୍ଟେରିୟାଲ ଗୁଣ ରହିଥାଏ, ଯାହା ସୁନ୍ଦରତା ସମସ୍ୟା ସହ ଜଡିତ ସମସ୍ୟା ସମାଧାନ…

ରୋଜ ଡେ’ରୁ ଆରମ୍ଭ ହେଲା ପ୍ରେମ ସପ୍ତାହ: କେଉଁ ରଙ୍ଗ ଗୋଲାପର କ’ଣ ରହିଛି ମହତ୍ତ୍ୱ,ଜାଣନ୍ତୁ…

ଭୁବନେଶ୍ୱର:ପ୍ରେମର ପ୍ରତୀକ ଗୋଲାପ। ପେବୃଆରୀ ୭ ରୋଜ ଡେ' ଠାରୁ ଆରମ୍ଭ ହୁଏ ପ୍ରେମର ପର୍ବ ଭାଲେଣ୍ଟାଇନ ସପ୍ତାହ । ଫେବୃଆରୀ ମାସ ୧୪ ତାରିଖ ପୂର୍ବରୁ ଗୋଟେ ସପ୍ତାହ ଭାଲେଣ୍ଟାଇନ ୱିକ୍‌ ପାଳନ କରାଯାଏ। ଏହି ୭ଦିନର ପ୍ରତ୍ୟେକ ଦିନ ଅଲଗା ଅଲଗା ଡେ ଭାବେ ସେଲିବ୍ରେଟ କରାଯାଏ। ପ୍ରଥମେ ୭…

ଆରମ୍ଭ ହେଲା ପ୍ରେମ ସପ୍ତାହ: ଜାଣନ୍ତୁ କେଉଁଦିନ ପାଳନ ହେବ କେଉଁ ଡେ’…

ଭୁବନେଶ୍ୱର: ଫେବୃଆରୀ ୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ସପ୍ତାହ । ଫେବୃଆରୀ ୭ ରୁ ୧୪ ତାରିଖ ଯାଏଁ ପ୍ରେମୀମାନେ ପାଳନ କରିବେ ପ୍ରେମ ସପ୍ତାହ। ଏହି ପ୍ରେମ ସପ୍ତାହକୁ ନେଇ ଯୁବପିଢୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳେ। ନିଜ ନିଜ ପାର୍ଟନରଙ୍କୁ…

୭ ବର୍ଷ ଝିଅର ଶରୀର ଗଛର ଛାଲ ପରି ହେଉଯାଉଛି !

ଦାନ୍ତେୱାଡା: ଦାନ୍ତେୱାଡାର ଏକ ୭ ବର୍ଷର ଝିଅ ରାଜେଶ୍ୱରୀ ଅସାଧ୍ୟ ରୋଗରେ ପୀଡିତ । ଜିନ ମ୍ୟୁଟେଶନର ଖରାପ ଯୋଗୁ ଏହି ଝିଅର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗଛର ଛାଲ ପରି ହୋଇଯାଉଛି । ଧିରେ ଧିରେ ଏହାର ଶରୀରକୁ ଅକାମୀ କରିବାରେ ଲାଗିଛି । ସ୍ୱାଭାବିକ ଭାବେ ରାଜେଶ୍ୱରୀ ଆଉ ଚଳପ୍ରଚଳ କରିପାରୁ…

ଭୋକ ହେଉନଥିଲେ ଆପଣାନ୍ତୁ ଏହିସବୁ ସରଳ ଉପଚାର !

ଭୁବନେଶ୍ୱର: ଆଜିର ସମୟରେ ଖାଦ୍ୟପେୟରେ ଅନିୟମିତତା ଆମ ଶରୀର ସହ ଆଭ୍ୟସ୍ଥ ହୋଇ ଗଲାଣି । ଅନେକ ସମୟରେ ଭୋକ ନହେବା ଏକ ମୁଖ୍ୟ ସମସ୍ୟା ହୋଇ ଆଗକୁ ଆସିଲାଣି । ଏହାଦ୍ୱାରା ଶରୀର ଗଠନ ମଧ୍ୟ ଖରାପ ହେବାରେ ଲାଗିଛି । କିଛି ଲୋକ ନିଜ ପତଳାପଣ ଯୋଗୁଁ ମଧ୍ୟ ଚିନ୍ତାରେ ଥାଆନ୍ତି । ଆବଶ୍ୟକ ଠାରୁ…

ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ; ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଏୟାର ଫ୍ରେସନର !

ଭୁବନେଶ୍ୱର: ଘର କିମ୍ବା କାରର ଦୁର୍ଗନ୍ଧ ଦୂର କରିବା ପାଇଁ ଆମେମାନେ ପ୍ରାୟତଃ ଏୟାର ଫ୍ରେସନର ବ୍ୟବହାର କରିଥାଉ। ଏକ ସର୍ଭେରେ ଜଣାପଡିଛି ଏହାର ବହୁଳ ବ୍ୟବହାର ଆମ ଶରୀର ପାଇଁ ଅନେକ କ୍ଷତି ଘଟାଏ । ନିମିଶକ ମଧ୍ୟରର ଦୁର୍ଗନ୍ଧ ଦୂର କରି ସୁଗନ୍ଧ ଭରି ଦେଉଥିବା ଏୟାର ଫ୍ରେସନର ଆମ ଶରୀର…

ସମ୍ ଅଲ୍ଟିମେଟ୍ ମେଡିକେୟାର୍‌ରେ ବିଶ୍ୱ କର୍କଟ ଦିବସ ପାଳନ

ଭୁବନେଶ୍ୱର: କର୍କଟକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ସମ୍ ଅଲ୍ଟିମେଟ୍ ମେଡିକେୟାର ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି…

ବିଶ୍ୱ କ୍ୟାନସର ଦିବସ: ଓଡିଶାରୁ ମିଳିଲା କ୍ୟାନସର ନାଶକାରୀ ଗଛ !

ଭୁବନେଶ୍ୱର: ସାରବିଶ୍ୱରେ ଆଜି ପାଳନ କରୁଛି କ୍ୟାନସର ଦିବସ । ଏହି ମାରାତ୍ମକବ ରୋଗ ପ୍ରତି ଲୋକଙ୍କ ସଚେତନତାକୁ ବୃଦ୍ଧି କରିବା ନିମନ୍ତେ ଏହି ଦିନର ସୃଷ୍ଟି । ବୈଜ୍ଞାନିକଙ୍କ ମତରେ ଆଜି ପର୍ଯ୍ୟନ୍ତ ଏହି ମାରାତ୍ମକ କ୍ୟାନସର ରୋଗକୁ ଭଲ କରିବା ନିମନ୍ତେ କୌଣସି ଔଷଧର ଆବିଷ୍କାର ହୋଇନାହିଁ…

ବିଶ୍ୱ କ୍ୟାନସର ଦିବସ: କିପରି ନେବେ ନିଜ କିଡନୀର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ରୂପେ ପାଳନ କରାଯାଏ । ତେବେ କ୍ୟାନସର ଭଳି ଏକ ମାରାତ୍ମକ ରୋଗ ସମ୍ପର୍କରେ ସଚେତନତା କରାଇବା ପାଇଁ ଏହି ଦିନର ସୃଷ୍ଟି । କ୍ୟାନସର ବିଭିନ୍ନ ରକମର ହୋଇଥାଏ । ତେବେ କିଡନୀ ବା କଲୋନ କ୍ୟାନସର ଅତ୍ୟନ୍ତ ମାରାତ୍ମକ ହୋଇଥାଏ ।…

ଘରେ ରଖନ୍ତୁ ମାଟି ପଦାର୍ଥ, ମିଳିବ ଶୁଭଫଳ !

ଭୁବନେଶ୍ୱର: ଶାସ୍ତ୍ର ଅନୁସାରେ ମାଟିକୁ ପବିତ୍ର ଓ ଶୁଭ ବୋଲି କୁହାଯାଏ, ଏମିତିକି ଭାରତବର୍ଷରେ ମାଟିକୁ ମାଆର ଆଖ୍ୟା ମଧ୍ୟ ଦିଆଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାଟିକୁ ମଙ୍ଗଳର କାରକ ବୋଲି କୁହାଯାଏ । ଏହାର ଉପଯୋଗରେ ମଙ୍ଗଳ ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି କାରଣରୁ…