Latest Odisha News
Browsing Category

ଜୀବନଶୈଳୀ

ଆକାଶରେ ଲଙ୍କା ଚାଷ

ମହାକାଶରେ ଫଳିବ ଲଙ୍କା । ଯଦି ସବୁ କିଛି ଯୋଜନା ମୁତାବକ ହୁଏ ତେବେ ଆସନ୍ତା ନଭେମ୍ବର ବେଳକୁ ଅନ୍ତର୍ଜାତୀୟ ସ୍ପେସ୍ ସେଂଟରରେ ଆମେରିକା ମହାକାଶଚାରୀମାନେ ଲଙ୍କା ପଳାଇବାରେ ସଫଳ ହେବେ । ଏନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଘୋଷଣା କରିଛି । ଯେଉଁ ଲଙ୍କାଗଛ ବେଶୀ ଉଚ୍ଚ ବଢୁନଥିବ…

ଅଫିସରେ ଷ୍ଟାଇଲିସ୍ ଲୁକ୍…

ଭୁବନେଶ୍ୱର: ଆଜିକାର ସମୟରେ ଉଭୟ ମହିଳା ଓ ପୁରୁଷ ସବୁବେଳେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି, କିନ୍ତୁ ଅନେକାଂଶ ସମୟରେ ତାହା କିପରି କରିବେ ଜାଣିପାରନ୍ତି ନାହିଁ । ସେହିପରି ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ରହିଥାନ୍ତି, ସେ…

ଜାଣନ୍ତୁ ଶଙ୍ଖ ରଖିଲେ କିପରି ବଢିବ ଧନ, ସୁଖ ଓ ସମୃଦ୍ଧି !

ଭୁବନେଶ୍ୱର: ଶଙ୍ଖ ହେଉଛି ଏକ ସାମୁଦ୍ରିକ ଜୀବର ଦେହାଂଶ । ପ୍ରାଚୀନ ବୈଦିକ ତଥା ଭାରତୀୟ ହିନ୍ଦୁ ପରମ୍ପରାରେ ଶଙ୍ଖର ବିଶେଷ ମହତ୍ୱ ରହିଛି । ଫେଗସୁଇ ଓ ବାସ୍ତୁଶାସ୍ତ୍ରାନୁସାରେ ଘରେ ଶଙ୍ଖ ରଖି ପୂଜା କରିବା ଦ୍ୱାରା ପରିବାରରେ ସମୃଦ୍ଧି ବୃଦ୍ଧି ହେବା ସହିତ ଧନ ବୃଦ୍ଧି ହୋଇଥାଏ । ଭାରତୀୟ…

ବାସ୍ତୁ ଅନୁସାରେ ସଜାନ୍ତୁ ଅଫିସ: ମିଳିବ ସଫଳତା 

ଭୁବନେଶ୍ୱର: ଘର ତଥା ଅଫିସକୁ ବାସ୍ତୁ ଅନୁସାରେ ସଜାଇଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହା ଦ୍ୱାରା ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ । ଅଫିସକୁ କିପରି ସଜାଇଲେ ସକାରାତ୍ମକ ଶକ୍ତି ପ୍ରବେଶ କରିବା ସହ ଶୁଭ ଫଳ ମିଳିଥାଏ, ଆସନ୍ତୁ ଜାଣିବା : ଯଦି କାର୍ଯ୍ୟକ୍ଷେତ୍ରରେ…

ମେହେନ୍ଦିରେ ଏହି ଗୋଟିଏ ଜିନିଷ ମିଶାଇ ଲଗାନ୍ତୁ, ଷାଠିଏ ବର୍ଷ ପର୍ଯ୍ୟନ୍ତ ବାଳ କଳା ରହିବ

କେଶ ଆମ ଶରୀରର ସୌନ୍ଦର୍ଯ୍ୟ ବଢାଇଥାଏ । ପ୍ରତ୍ୟେକ ଲୋକଙ୍କ ଇଚ୍ଛା ଥାଏ ଯେ ସେମାନଙ୍କର ବାଳ ଲମ୍ବା, କଳା ଏବଂ ଆକର୍ଷଣୀୟ ହେଉ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ସମୟ ପୂର୍ବରୁ ବାଳ ଝଡିଯାଏ ଏବଂ ପାଚିଯାଏ । ବାଳକୁ ଲମ୍ବା, କଳା ଏବଂ ମୋଟା କରିବା ପାଇଁ କଣସବୁ…

ଜାଣନ୍ତୁ, କେଉଁ ରାଶି ପାଇଁ କେଉଁ ଗଛ ଲଗାଇଲେ ମିଳିଥାଏ ଶୁଭଫଳ

ପରିବାର ଭିତରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ କେତେ ଲୋକ କେତେ ଉପାୟ ଆପଣାନ୍ତି । ଜ୍ୟୋତିଷଙ୍କ ମତ ଅନୁସାରେ ଯଦି ଜଣେ ବ୍ୟକ୍ତି ରାଶି ଅନୁଯାୟୀ ଉପାୟ ଆପଣାଇବ, ତେବେ ଖୁବ ଶୀଘ୍ର ସେ ଏହାର ସୁଫଳ ଲାଭ କରିପାରିବ । ଜାତକର ଦୋଷ ଓ ଦୁର୍ବଳତାକୁ ଦୂର କରିବା ପାଇଁ ଘରେ ରାଶି ଅନୁଯାୟୀ ଗଛ…

କାଜୁ ପିସ୍ତାବାଦାମ କୁଲଫି

ପ୍ରାୟ ସମସ୍ତେ ଆଇସକ୍ରିମ୍ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ତେବେ ଜାଣନ୍ତୁ ଘରେ ଅତି ସହଜରେ କିପରି ପ୍ରସ୍ତୁତ କରିବେ କାଜୁ ପିସ୍ତାବାଦାମ କୁଲଫି ଆବଶ୍ୟକୀୟ ସାମଗ୍ରୀ : ପିସ୍ତା ବାଦାମ : ୫୦ଗ୍ରାମ ଚିନି : ମିଠା ଅନୁସାରେ କ୍ଷୀର : ୧/୨କପ କଣ୍ଡେନସଡ଼ ମିଲ୍କ: ୩ଚାମଚ ଅଳେଇଚ : ୩ଟି…

କିଡ୍‌ନୀକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଅନ୍ତୁ ଏହି ସବୁ ଖାଦ୍ୟ

ମଣିଷ ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି କିଡ୍‌ନୀ । ଏହା ଶରୀରରେ ରକ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏଠି ସହିତ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବା, ସୋଡିୟମ ଏବଂ ପୋଟାସିୟମକୁ ନିୟନ୍ତ୍ରଣ କରିବା ତଥା ରକ୍ତରେ ଏସିଡ୍‌ର ମାତ୍ରାକୁ କମ କରିବାରେ ଏହା ସାହାଯ୍ୟ କରିଥାଏ । କିନ୍ତୁ…

ତ୍ୱଚାରେ ଚମକ ଆଣେ ଗୁଡ

ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ ଗ୍ରାମ୍ ଗୁଡ଼ସେବନ କରିବା ଉଚିତ। ତେବେ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଗୁଡ଼ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏକ ପରୀକ୍ଷା ଅନୁସାରେ ନିୟମିତ ଭାବେ ୭ଦିନ ଭୋଜନ ପରେ ଗୁଡ଼ ଖାଇଲେ ହିଁ ଏହାର ଉତ୍ତମ ପ୍ରଭାବ…

ଶରୀରରେ କ୍ୟାଲସିୟମ ଅଭାବର ଲକ୍ଷଣ

ଶରୀରରେ ୯୦ପ୍ରତିଶତ କ୍ୟାଲସିୟମ ହାଡ଼ ଏବଂ ଦାନ୍ତରେ ଦେଖା ଯାଇଥାଏ । ତେବେ କେବଳ ହାଡ଼କୁ ଶକ୍ତ କରିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଛି ବୋଲି ଭାବିବା ଭୁଲ । ଏହା ସତ କି କ୍ୟାଲସିୟମ ଶରୀରର ପ୍ରତି କୋଷିକା ପାଇଁ ଆବଶ୍ୟକ । ଖାସ୍‌ କରି ହୃଦୟ, ରକ୍ତ, ମାଂସପେଶୀ ଇତ୍ୟାଦିକୁ ସୁସ୍ଥ ରଖିବା…