Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଭୃଷଙ୍ଗ ପତ୍ର ଖାଇଲେ କେଉଁସବୁ ରୋଗ ହୁଏନାହିଁ, ଜାଣନ୍ତୁ

ଭୁବନେଶ୍ୱର : ପ୍ରାୟ ପ୍ରତ୍ୟେକଙ୍କ ରୋଷେଇଘରେ ଭୃଷଙ୍ଗ ପତ୍ର ଥାଏ । ଏହାର ବ୍ୟବହାର ଦ୍ୱାରା ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ । ଖାଲି ସ୍ୱାଦ ନୁହେଁ, ଦେହ ପାଇଁ ମଧ୍ୟ ଏହା ଖୁବ୍ ଲାଭଦାୟକ । ଆସନ୍ତୁ ଜାଣିବା ଭୃଷଙ୍ଗ ପତ୍ରର କେତୋଟି ଉପକାରିତା : - ଭୃଷଙ୍ଗ ପତ୍ର ଶରୀରକୁ ପ୍ରଚୁର…

ଓଡିଶାର ଲିଚୁ ନିରାପଦ, କ’ଣ କହୁଛି ନମୁନା ପରୀକ୍ଷା

ଭୁବନେଶ୍ୱର: ଓଡିଶା ବଜାରରେ ବିକ୍ରି ହେଉଥିବା ଲିଚୁ ବିଷାକ୍ତ ନୁହେଁ, ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଖାଇବା ଯୋଗ୍ୟ । ଏହାର ନମୁନା ପରୀକ୍ଷା କରି ଏଥିରେ କୌଣସି ପ୍ରକାରର ବିଷାକ୍ତ କେମିକାଲ୍ ନଥିବା ଭୁବନେଶ୍ୱରସ୍ଥିତ ଷ୍ଟେଟ ପବ୍ଲିକ ହେଲଥ ଲାବୋରେଟୋରୀ ରିପୋର୍ଟ ଦେଇଛି । କ’ଣ କହୁଛି…

ଜାଣନ୍ତୁ କ’ଣ ରହିଛି ଆମ୍ବର ଉପକାରିତା..

ଭୁବନେଶ୍ୱର: ଫଳର ରାଜା ଆମ୍ବ । ପିଲା ଠାରୁ ବୁଢା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ଭୋଜନ ସହ ହେଉ ବା ଖାଲିରେ ହେଉ । ଖାଲି ପାଟିକୁ ସୁଆଦିଆ ନୁହେଁ,ଶରୀରର ଅନେକ ସମସ୍ୟା ମଧ୍ୟ ଏହା ଦୂର କରିଥାଏ । ଭିଟାମିନ, ମିନେରାଲ୍ସ ଏବଂ ପ୍ରୋଟିନରେ ଭରପୁର ଥିବା ଆମ୍ବର ସଠିକ ସେବନ ଦ୍ୱାରା ଛୋଟ ଛୋଟ…

ଜାଣନ୍ତୁ, କ’ଣ ରହିଛି ପୁଦିନାର ଉପକାରୀ ଗୁଣ…

ପ୍ରାୟତଃ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ । ପୁଦିନାର ଅନେକ ଉପକାରୀ ଗୁଣ ରହିଛି । ଏହା ଖାଦ୍ୟର ସ୍ୱାଦ ବଢେଇବା ସହ ଶରୀରପ୍ରତି ମଧ୍ୟ ଲାଭଦାୟକ ହୋଇଥାଏ । ଏହାକୁ ଖାଦ୍ୟ ରୂପେ ବ୍ୟବହାର କଲେ ଆମକୁ ଅନାବଶ୍ୟକୀୟ ଔଷଧର ବ୍ୟବହାର କରିବାକୁ ପଡିବ ନାହିଁ । ଆସନ୍ତୁ ଜାଣିବା ଏହାର…

ଆଜି ଫାଦର୍ସ ଡେ: ‘ପିତା’ଙ୍କ ପାଇଁ ଦିନଟିଏ

ଭୁବନେଶ୍ୱର : ପ୍ରତିବର୍ଷ ଜୁନମାସର ତୃତୀୟ ରବିବାର ତଥା ଆଜିର ଦିନକୁ ଭାରତ ସମେତ ବିଶ୍ୱର ବହୁ ଦେଶରେ‘ଫାଦର୍ସ ଡ଼େ’ ବା ‘ବିଶ୍ୱ ପିତୃ ଦିବସ’ ଭାବେ ପାଳନ କରାଯାଏ। କୁହାଯାଏ, ପିତା ଓ ମାତା ଭଗବାନଙ୍କ ଦ୍ୱିତୀୟ ରୂପ । ସନ୍ତାନଙ୍କ ଜୀବନରେ ଦୁହିଁଙ୍କର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଭୂମିକା…

ଅଫିସରେ ଷ୍ଟାଇଲିସ୍ ଲୁକ୍…

ଭୁବନେଶ୍ୱର : ଉଭୟ ମହିଳା ଓ ପୁରୁଷ ସବୁବେଳେ ସବୁ ସମୟରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି, କିନ୍ତୁ ତାହା କିପରି କରିବେ ଜାଣିପାରନ୍ତି ନାହିଁ । ସେହିପରି ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ଥାନ୍ତି, ସେ ପୋଷାକ ହେଉବା…

ମମତାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରେସକ୍ରିପସନ୍: ଡ଼ାକ୍ତରଙ୍କୁ ମାଡ଼ମାରିଥିବା ଅଭିଯୁକ୍ତଙ୍କୁ ଦଣ୍ଡଦିଅ

ନୂଆଦିଲ୍ଲୀ: ଡ଼ାକ୍ତରମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ସେ…

ଜାଣନ୍ତୁ, ଗୁଜୁରାତିରେ ରହିଛି କେଉଁସବୁ ଔଷଧୀୟ ଗୁଣ…

ଭୁବନେଶ୍ୱର : ସାଧାରଣତଃ ଆମେ ଗୁଜୁରାତିକୁ ଖାଦ୍ୟର ସ୍ୱାଦ ବଢାଇବା ତଥା ସୁଗନ୍ଧିତ କରିବାକୁ ବ୍ୟବହାର କରିଥାଉ । ଏପରିକି ମାଉଥ୍ ଫ୍ରେସନର ଭାବେ ମଧ୍ୟ ଗୁଜୁରାତିର ବ୍ୟବହାର କରାଯାଇଥାଏ । ଏହାବ୍ୟତୀତ ଗୁଜୁରାତି ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ । ଜାଣନ୍ତୁ, ଏହାର ଔଷଧୀୟ ଗୁଣ…

ପଶ୍ଚିମବଙ୍ଗରେ ତେଜିଲା ଆନ୍ଦୋଳନ, ମମତାଙ୍କ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ କନିଷ୍ଠ ଡ଼ାକ୍ତର

କୋଲକାତା: ମାଡ଼ମରାକୁ କେନ୍ଦ୍ର କରି ପଶ୍ଚିମବଙ୍ଗରେ ଗତ ୫ ଦିନ ଧରି ଡ଼ାକ୍ତରମାନଙ୍କ ସମୂହ ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ପଶ୍ଚିମବଙ୍ଗରୁ ଡ଼ାକ୍ତରମାନଙ୍କ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବାରେ ଲାଗିଛି । କ୍ରମଶଃ ଏହି ଆନ୍ଦୋଳନ ପଶ୍ଚିମବଙ୍ଗର ସସସ୍ତ ପଡ଼ୋଶୀ…

ପଟାଟୋ ଲଲିପପ୍

ପଟାଟୋ ଲଲିପପ୍ ଆବଶ୍ୟକ ଆଳୁ, ମଇଦା, ପିଆଜ, ଧନିଆ ପତ୍ର, ନାଲି ଲଙ୍କାଗୁଣ୍ଡ, ଅଦା-ରସୁଣ ବଟା, ଆମଚୁର, ଧନିଆ ପାଉଡ଼ର, ଗରମ ମସଲା ଓ ପାଉଁରୁଟି ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ ଗୋଟିଏ ପାତ୍ରରେ ୩ଟା ସିଝା ଆଳୁ ଚକଟି ଦିଅନ୍ତୁ । ସେଥିରେ ଛୋଟ ଚାମଚ ଅଦା-ରସୁଣ ବଟା, ଟିକ୍ଟିକ୍ କଟା…