Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କିଡ୍‌ନୀକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଅନ୍ତୁ ଏହି ସବୁ ଖାଦ୍ୟ

ମଣିଷ ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି କିଡ୍‌ନୀ । ଏହା ଶରୀରରେ ରକ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏଠି ସହିତ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବା, ସୋଡିୟମ ଏବଂ ପୋଟାସିୟମକୁ ନିୟନ୍ତ୍ରଣ କରିବା ତଥା ରକ୍ତରେ ଏସିଡ୍‌ର ମାତ୍ରାକୁ କମ କରିବାରେ ଏହା ସାହାଯ୍ୟ କରିଥାଏ । କିନ୍ତୁ…

ତ୍ୱଚାରେ ଚମକ ଆଣେ ଗୁଡ

ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ ଗ୍ରାମ୍ ଗୁଡ଼ସେବନ କରିବା ଉଚିତ। ତେବେ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଗୁଡ଼ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏକ ପରୀକ୍ଷା ଅନୁସାରେ ନିୟମିତ ଭାବେ ୭ଦିନ ଭୋଜନ ପରେ ଗୁଡ଼ ଖାଇଲେ ହିଁ ଏହାର ଉତ୍ତମ ପ୍ରଭାବ…

ଶରୀରରେ କ୍ୟାଲସିୟମ ଅଭାବର ଲକ୍ଷଣ

ଶରୀରରେ ୯୦ପ୍ରତିଶତ କ୍ୟାଲସିୟମ ହାଡ଼ ଏବଂ ଦାନ୍ତରେ ଦେଖା ଯାଇଥାଏ । ତେବେ କେବଳ ହାଡ଼କୁ ଶକ୍ତ କରିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଛି ବୋଲି ଭାବିବା ଭୁଲ । ଏହା ସତ କି କ୍ୟାଲସିୟମ ଶରୀରର ପ୍ରତି କୋଷିକା ପାଇଁ ଆବଶ୍ୟକ । ଖାସ୍‌ କରି ହୃଦୟ, ରକ୍ତ, ମାଂସପେଶୀ ଇତ୍ୟାଦିକୁ ସୁସ୍ଥ ରଖିବା…

ବ୍ରହ୍ମପୁରରେ ଉଦଘାଟିତ ହେଲା ପ୍ରଥମ ଦୁଗ୍ଧ ଏଟିଏମ୍ କାଉଣ୍ଟର

ବ୍ରହ୍ମପୁର : ଗ୍ରାହକ ଏଥର ଏଟିଏମରେ ଟଙ୍କା ଦେଇ ନେଇପାରିବେ କ୍ଷୀର । ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁରସ୍ଥିତ ଗେଟ୍ ବଜାର ନିକଟରେ ଏକ ଦୁଗ୍ଧ ଏଟିଏମ୍ କାଉଣ୍ଟର ଉଦଘାଟିତ ହୋଇଛି । ଏକ ଲିଟର ଦୁଗ୍ଧ ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ୪୦ ଟଙ୍କା, ଯାହା ବଜାର ଦର ସହ ସମାନ । ମିଳିଥିବା…

ଜାଣନ୍ତୁ ବର୍ଷାଦିନେ କିପରି ସୁରକ୍ଷିତ ରଖିବେ ନିଜ ମୋବାଇଲ ଫୋନ

ଆରମ୍ଭ ହୋଇଗଲାଣି ବର୍ଷା ଋତୁ । ଯେତେ ସାବଧାନ ରହିଲେ ମଧ୍ୟ ଅନେକ ସମୟରେ ନିଜ ଜରୁରୀ ଜିନିଷ ଗୁଡ଼ିକ ବର୍ଷା ପାଣିରେ ଭିଜିଯାଏ । ତେବେ ଯଦି ଆମ ମୋବାଇଲ୍‍ ଫୋନ ବର୍ଷାରେ ଓଦା ହେଇଯାଏ ତାହେଲେ ତ କଥାସରିଲା । ଫୋନ ଖରାପ ହେବା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଗଲା ଭଳି ଲାଗେ । ତେଣୁ…

ବଢୁଛି ଇମିଟେସନ ଗହଣାର ଚାହିଦା

ଭୁବନେଶ୍ୱର: ସମୟ ଅନୁସାରେ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି । ଦାମୀ ସୁନା ଗହଣା ପରିବର୍ତ୍ତେ ଇମିଟେସନ୍ ଗହଣାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି ମହିଳା ଓ ଯୁବତୀମାନେ । ଦିନକୁଦିନ ବଢିବାରେ ଲାଗିଛି ଇମିଟେସନ୍ ଗହଣାର ଚାହିଦା । କାନଫୁଲ ଠାରୁ ଆରମ୍ଭ କରି, ହାର, ମୁଦି, ଚୁଡ଼ି,…

ମସଲା ଚିକେନ ପତ୍ରପୋଡ଼ା

ଚିକେନ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଚିକେନରୁ ତିଆରି ପ୍ରତିଟି ଆଇଟମ ବେଶ ସୁଆଦିଆ ହୋଇଥାଏ । ତେଣୁ ଆମେ ଆଜିପ୍ରସ୍ତୁତ କରିବା ଚିକେନର ଏକ ଆଇଟମ ‘ମସଲା ଚିକେନ ପତ୍ରପୋଡ଼ା’। ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ: ଚିକେନ : ବନଲେସ ୨୫୦ଗ୍ରାମ ହଳଦି : ଏକ ଚାମଚ ଅଦାରସୁଣ ବଟା : ୨ଚାମଚ…

ଜାଣନ୍ତୁ କମ୍‌ ଖର୍ଚ୍ଚରେ କିପରି ସଜାଇବେ ଘର

ପୁରୁଷ ହେଉ ଅବା ମହିଳା ଘର ସଜାଇବାକୁ ତ ସମସ୍ତଙ୍କର ଇଚ୍ଛା । କିନ୍ତୁ ଘର ସଜାଇବା ଜିନିଷର ଦାମ୍‌ ଦେଖିଲେ ମନ ଫିକା ପଡିଯାଏ । ତେବେ କମ୍‌ ଖର୍ଚ୍ଚରେ କିପରି ଘରକୁ ସୁନ୍ଦର ଭାବେ ସଜାଇପାରିବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ ... -ଅଳ୍ପ ସମୟ ମଧ୍ୟରେ ଫ୍ଲୋରିଂର ରୂପରେଖ…

ଟିନଏଜରେ ମୋଟାପଣ ହୋଇପାରେ ହୃଦଘାତର କାରଣ

ଭୁବନେଶ୍ୱର: ପିଲାରୁ ବୁଢା ଆଜିକାଲି ସାଧାରଣତଃ ସମସ୍ତେ ହୃଦଘାତକୁ ନେଇ ଚିନ୍ତିତ ରହୁଛନ୍ତି । ବିଶେଷ କରି ଯୁବପିଢି ଅଧିକ ମାତ୍ରାରେ ଏହାର ଶିକାର ହେଉଥିବା ଦେଖାଯାଉଛି । ମେଦ ବହୁଳତା ଏହାର ଏକ ପ୍ରମୁଖ କାରଣ ବୋଲି ଜଣାପଡିଛି । ଟିନଏଜରେ ଯେଉଁ ପିଲାଙ୍କ ଓଜନ ଅଧିକ ହୋଇଥାଏ ସେମାନଙ୍କ ପାଇଁ…

କେମିତି ନେବେ ବର୍ଷା ଦିନେ ସ୍ୱାସ୍ଥ୍ୟର ଯତ୍ନ

ଭୁବନେଶ୍ୱର: ଖରାଦିନର ପ୍ରଚଣ୍ଡ ତାତି, ଅସହ୍ୟ ଗରମ ପରେ ମୌସୁମୀର ଆଗମନରେ ଆସ୍ୱସ୍ତି ଅନୁଭୁତ ହୋଇଥାଏ । ତାସହ ବର୍ଷାଦିନିଆ ସଂକ୍ରାମକ ରୋଗ ପାଇଁ ଏହା ଅଧିକ ଚନ୍ତାରେ ପକାଇଥାଏ । ବର୍ଷାଦିନେ ପେଟ ସମସ୍ୟା, ପାଚନ ଆଦି ଭଳିି ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ମୌସୁମୀର ମଜା ନେବା ଆଗରୁ ଏହା…