Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଭୁବନେଶ୍ୱର ରେଳ ଷ୍ଟେସନରେ ଖୋଲିଲା ଦ୍ଵିତୀୟ ଫୁଡ ପ୍ଲାଜା

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଖୋଲିଲା ଦ୍ଵିତୀୟ ଫୁଡ ପ୍ଲାଜା । ରେଳ ଷ୍ଟେସନର ଛଅ ନମ୍ବର ପ୍ଲାଟଫର୍ମ ଠାରେ ଖେଲିିଥିବା ଏହି ଅତ୍ୟାଧୁନିକ ଫୁଡ ପ୍ଲାଜାକୁ ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଅଜୟ କୁମାର ବେହେରା ଓ ପ୍ରମୁଖ ପରିଚାଳନା…

ଧଳା ବାଳ?  ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲିର ଯୁବପିଢି ଖାଉଥିବା ଓ ପିଉଥିବା ସମସ୍ତ ପଦାର୍ଥରେ ଭରି ରହିଛି ବିଷାକ୍ତ କେମିକାଲ୍ । ଏହାର ପ୍ରଭାବରେ ଅତି କମ ବୟସରେ ଯୁବପିଢିଙ୍କର କେଶ ପାଚିଯାଉଛି । ଏହି ପାଚୁଥିବା କେଶକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଏହି ସମସ୍ୟାକୁ ଦୂର କରିବା ପାଇଁ କିଏ ହେୟାର କଲର କରୁଛି ତ  ଆଉ କିଏ…

କାଙ୍କଡର ଫାଇଦା ବିଷୟରେ ଜାଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ସବୁଜ ପନିପରିବା ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ନିୟମିତ ସେବନ ଦ୍ୱାରା ଆପଣ ବହୁ ରୋଗରୁ ରକ୍ଷା ପାଇବା ପାରିବେ । କିନ୍ତୁ ଏପରି କିଛି ପରିବା ରହିଛି, ଯାହାକୁ ସେବନ କରିବା ଦ୍ୱାରା ଆପଣ ବହୁତ ଜଲଦି ପରିଣାମ ପାଇପାରିବେ । ସେହିପରି ଏକ ପରିବା ହେଉଛି କାଙ୍କଡ । କେତେକ ଜାଗାରେ…

ଆକାଶରେ ଲଙ୍କା ଚାଷ

ମହାକାଶରେ ଫଳିବ ଲଙ୍କା । ଯଦି ସବୁ କିଛି ଯୋଜନା ମୁତାବକ ହୁଏ ତେବେ ଆସନ୍ତା ନଭେମ୍ବର ବେଳକୁ ଅନ୍ତର୍ଜାତୀୟ ସ୍ପେସ୍ ସେଂଟରରେ ଆମେରିକା ମହାକାଶଚାରୀମାନେ ଲଙ୍କା ପଳାଇବାରେ ସଫଳ ହେବେ । ଏନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଘୋଷଣା କରିଛି । ଯେଉଁ ଲଙ୍କାଗଛ ବେଶୀ ଉଚ୍ଚ ବଢୁନଥିବ…

ଅଫିସରେ ଷ୍ଟାଇଲିସ୍ ଲୁକ୍…

ଭୁବନେଶ୍ୱର: ଆଜିକାର ସମୟରେ ଉଭୟ ମହିଳା ଓ ପୁରୁଷ ସବୁବେଳେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି, କିନ୍ତୁ ଅନେକାଂଶ ସମୟରେ ତାହା କିପରି କରିବେ ଜାଣିପାରନ୍ତି ନାହିଁ । ସେହିପରି ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ରହିଥାନ୍ତି, ସେ…

ଜାଣନ୍ତୁ ଶଙ୍ଖ ରଖିଲେ କିପରି ବଢିବ ଧନ, ସୁଖ ଓ ସମୃଦ୍ଧି !

ଭୁବନେଶ୍ୱର: ଶଙ୍ଖ ହେଉଛି ଏକ ସାମୁଦ୍ରିକ ଜୀବର ଦେହାଂଶ । ପ୍ରାଚୀନ ବୈଦିକ ତଥା ଭାରତୀୟ ହିନ୍ଦୁ ପରମ୍ପରାରେ ଶଙ୍ଖର ବିଶେଷ ମହତ୍ୱ ରହିଛି । ଫେଗସୁଇ ଓ ବାସ୍ତୁଶାସ୍ତ୍ରାନୁସାରେ ଘରେ ଶଙ୍ଖ ରଖି ପୂଜା କରିବା ଦ୍ୱାରା ପରିବାରରେ ସମୃଦ୍ଧି ବୃଦ୍ଧି ହେବା ସହିତ ଧନ ବୃଦ୍ଧି ହୋଇଥାଏ । ଭାରତୀୟ…

ବାସ୍ତୁ ଅନୁସାରେ ସଜାନ୍ତୁ ଅଫିସ: ମିଳିବ ସଫଳତା 

ଭୁବନେଶ୍ୱର: ଘର ତଥା ଅଫିସକୁ ବାସ୍ତୁ ଅନୁସାରେ ସଜାଇଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହା ଦ୍ୱାରା ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ । ଅଫିସକୁ କିପରି ସଜାଇଲେ ସକାରାତ୍ମକ ଶକ୍ତି ପ୍ରବେଶ କରିବା ସହ ଶୁଭ ଫଳ ମିଳିଥାଏ, ଆସନ୍ତୁ ଜାଣିବା : ଯଦି କାର୍ଯ୍ୟକ୍ଷେତ୍ରରେ…

ମେହେନ୍ଦିରେ ଏହି ଗୋଟିଏ ଜିନିଷ ମିଶାଇ ଲଗାନ୍ତୁ, ଷାଠିଏ ବର୍ଷ ପର୍ଯ୍ୟନ୍ତ ବାଳ କଳା ରହିବ

କେଶ ଆମ ଶରୀରର ସୌନ୍ଦର୍ଯ୍ୟ ବଢାଇଥାଏ । ପ୍ରତ୍ୟେକ ଲୋକଙ୍କ ଇଚ୍ଛା ଥାଏ ଯେ ସେମାନଙ୍କର ବାଳ ଲମ୍ବା, କଳା ଏବଂ ଆକର୍ଷଣୀୟ ହେଉ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ସମୟ ପୂର୍ବରୁ ବାଳ ଝଡିଯାଏ ଏବଂ ପାଚିଯାଏ । ବାଳକୁ ଲମ୍ବା, କଳା ଏବଂ ମୋଟା କରିବା ପାଇଁ କଣସବୁ…

ଜାଣନ୍ତୁ, କେଉଁ ରାଶି ପାଇଁ କେଉଁ ଗଛ ଲଗାଇଲେ ମିଳିଥାଏ ଶୁଭଫଳ

ପରିବାର ଭିତରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ କେତେ ଲୋକ କେତେ ଉପାୟ ଆପଣାନ୍ତି । ଜ୍ୟୋତିଷଙ୍କ ମତ ଅନୁସାରେ ଯଦି ଜଣେ ବ୍ୟକ୍ତି ରାଶି ଅନୁଯାୟୀ ଉପାୟ ଆପଣାଇବ, ତେବେ ଖୁବ ଶୀଘ୍ର ସେ ଏହାର ସୁଫଳ ଲାଭ କରିପାରିବ । ଜାତକର ଦୋଷ ଓ ଦୁର୍ବଳତାକୁ ଦୂର କରିବା ପାଇଁ ଘରେ ରାଶି ଅନୁଯାୟୀ ଗଛ…

କାଜୁ ପିସ୍ତାବାଦାମ କୁଲଫି

ପ୍ରାୟ ସମସ୍ତେ ଆଇସକ୍ରିମ୍ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ତେବେ ଜାଣନ୍ତୁ ଘରେ ଅତି ସହଜରେ କିପରି ପ୍ରସ୍ତୁତ କରିବେ କାଜୁ ପିସ୍ତାବାଦାମ କୁଲଫି ଆବଶ୍ୟକୀୟ ସାମଗ୍ରୀ : ପିସ୍ତା ବାଦାମ : ୫୦ଗ୍ରାମ ଚିନି : ମିଠା ଅନୁସାରେ କ୍ଷୀର : ୧/୨କପ କଣ୍ଡେନସଡ଼ ମିଲ୍କ: ୩ଚାମଚ ଅଳେଇଚ : ୩ଟି…