Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଆପୋଲୋ ହସ୍ପିଟାଲ ଅଗ୍ନିକାଣ୍ଡ: ସ୍ଥାନାନ୍ତରୀତ ହୋଇଥିବା ୨ ରୋଗୀଙ୍କ ମୃତ୍ୟୁ ନେଇ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀର ଆପୋଲୋ ହସ୍ପିଟାଲରେ ଫେବୃଆରୀ ୨ ତାରିଖରେ ହୋଇଥିବା ଅଗ୍ନିକାଣ୍ଡ ଯୋଗୁଁ ପୂର୍ବରୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ୨୬ ଜଣ ରୋଗୀଙ୍କୁ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା, ମାତ୍ର ଏହି ରୋଗୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ…

ଆରମ୍ଭ ହେଲା ‘ଏସବିଆଇ’ର ୨ୟ ସଂସ୍କରଣ ଗ୍ରୀନ ମାରାଥନ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ ନିରନ୍ତର ଜୀବିକା ପ୍ରୋତ୍ସହନ ନିମନ୍ତେ ଏହାର ବାର୍ଷିକ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ‘ଏସବିଆଇ ଗ୍ରୀନ ମାରାଥନ’ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମକୁ ଏସ୍ବିଆଇ ଭୁବନେଶ୍ୱର ମଣ୍ଡଳ ସିଜିଏମ ପ୍ରବୀଣ କାଲା ଓ ଏସ୍ବିଆଇ ଜେନରାଲ…

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ମସ୍ତିଷ୍କ ନ’ଖୋଲି ବାହାର କରାଗଲା ଟ୍ୟୁମର

ଭୁବନେଶ୍ୱର: ଏକ ବିରଳ ଅସ୍ତ୍ରୋପଚାର ଯୋଗେ ମସ୍ତିଷ୍କରେ ହୋଇଥିବା ଟ୍ୟୁମରକୁ ‘ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ’ରେ ଅପସାରଣ କରାଯାଇଛି । ମସ୍ତିଷ୍କକୁ ନ’ଖୋଲି ନାକର ରନ୍ଧ୍ର ବାଟ ଦେଇ ଏହି ସଫଳ ତଥା ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇଛି । ମିଳିଥିବା…

ବଜେଟ୍ ୨୦୧୯: ପ୍ରତିବର୍ଷ ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୬,୦୦୦ ଟଙ୍କା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭାରତୀୟ କୃଷକଙ୍କୁ ଚାଷକାର୍ଯ୍ୟରେ ସହାୟତା ପ୍ରଦାନ କରିବା ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଶୁକ୍ରବାର ଦିନ ବଜେଟରେ ଚାଷୀ ମାନଙ୍କ ଲାଗି ଏକ ଖୁସି ଖବର ଆଣିଦେଇଛନ୍ତି । Presenting Budget 2019 in Lok Sabha. Watch…

ଅଜବ ବାହାଘର: ବର ରୋଲର୍ ଚଢି ପହଞ୍ଚିଲା କନ୍ୟାଘର

ନଦିଆ/କୋଲକାତା:  କୌଣସି କାର୍, ପାଲିଙ୍କି କିମ୍ବା ଘୋଡ଼ା, ଅତିବେଶୀରେ ହାତୀ ଚଢ଼ି ବର ଆସିବା ଜାଣିଥିବେ, ହେଲେ ରାସ୍ତା କାମରେ ଲାଗୁଥିବା ରୋଲର ଚଢ଼ି ବର ଆସିବା କେବେ ଶୁଣିଛନ୍ତି ? ତେବେ ଏହା ସତ, ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି ଏକ ବାହାଘର । ରବିବାର…

ପଦ୍ମଶ୍ରୀ ସମ୍ମାନ ଲାଗି ଓଡ଼ିଶାର ‘କେନାଲ୍ ମ୍ୟାନ’ଙ୍କୁ ଭି ଭି ଏସ ଲକ୍ଷ୍ମଣଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡ଼ିଶା କେନ୍ଦୁଝର ଜିଲ୍ଲାର ଦୈତାରୀ ନାୟକଙ୍କୁ ତାଙ୍କର ଅତୁଳନୀୟ ଅବଦାନ ଲାଗି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବାରୁ ଭାରତର ପୂର୍ବତନ କ୍ରିକେଟର ଭି ଭି ଏସ ଲକ୍ଷ୍ମଣ ଅଭିନନ୍ଦନ ଜ୍ଞାପନ କରିଛନ୍ତି । 70 year old farmer Shri. Daitari Naik of Keonjhar…

ଓଡ଼ିଶା ଷ୍ଟେଟ୍ ସର୍ଜନ୍ସ ସମ୍ମିଳନୀରେ ସୋଆ ମେଡିକାଲ୍ ଛାତ୍ରଛାତ୍ରୀ ପୁରସ୍କୃତ

ଭୁବନେଶ୍ୱର: ବାଲେଶ୍ୱରରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଷ୍ଟେଟ୍ ସର୍ଜନ୍ସ କନ୍ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର ସର୍ଜରୀ ବିଭାଗ ପିଜି ଛାତ୍ରଛାତ୍ରୀମାନେ ସର୍ବାଧିକ ପୁରସ୍କାର ହାସଲ…

ଡାଇବେଟିସରେ ପୀଡିତ କି? ଉପଶମ ଲାଗି ଖାଆନ୍ତୁ ଏହିସବୁ ଫଳ…

ଭୁବନେଶ୍ୱର : ଯେଉଁମାନେ ମଧୁମେହ ତଥା ଡାଇବେଟିସ୍ ରୋଗରେ ପୀଡ଼ିତ , ଅନେକ ସମୟରେ ସେମାନେ ଫଳ ଖାଇବେ କି ନାହିଁ ସେନେଇ ଚିନ୍ତାରେ ପଡିଥାନ୍ତି । ଏକ୍ସପର୍ଟଙ୍କ ମତରେ ମଧୁମେହ ରୋଗୀମାନେ ମଧ୍ୟ ଫଳ ଖାଇପାରିବେ । ଏସବୁ ସତ୍ୱେ ଫଳକୁ ସୀମିତ ମାତ୍ରାରେ ସେବନ କରିଲେ ଶରୀର ଉପରେ କୌଣସି ହାନିକାରକ…

ରୁମ୍ ହିଟର ବ୍ୟବହାର କରୁଛନ୍ତି କି, ରୁହନ୍ତୁ ସାବଧାନ…

ଭୁବନେଶ୍ୱର : ଖାସକରି ଶୀତଦିନ ଆସିଲା ମାତ୍ରେ ସମସ୍ତଙ୍କୁ ରୁମ୍ ହିଟର ଲୋଡା ପଡିଥାଏ । ଏହି ଦିନେ କେହି କେହି ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ରର ସହାୟତା ନେଇଥା’ନ୍ତି ଏବଂ ଆଉ କେହି ଲୋକ ନିଜ ଘରେ ରୁମ୍ ହିଟର୍ ଲଗାଇଥା’ନ୍ତି। ଆପଣ ରୁମ୍ ହିଟର୍ ବ୍ୟବହାର କରୁଥିଲେ କିଛି ଦିଗ ପ୍ରତି…

‘କାଳିଆ ଯୋଜନା’ରେ ଚାଷୀମାନେ ସବୁଜ ଫର୍ମର ଜେରକ୍ସ ମଧ୍ୟ ବ୍ୟବହାର କରିପାରିବେ

ଭୁବନେଶ୍ୱର: କାଳିଆ ଯୋଜନାର ଚିଠା ତାଲିକାରେ ନିଜ ନାମ ସଂଯୋଗ କରିବା ପାଇଁ ସବୁଜ ଫର୍ମ ମାଗଣାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଉପଲବ୍ଧ । ସବୁଜ ଫର୍ମ ପାଇବାକୁ କୌଣସି ମଧ୍ୟସ୍ଥିଙ୍କ ସାହାଯ୍ୟ ନ ନେବାକୁ କିମ୍ବା କୌଣସି ଅର୍ଥ ନଦେବା ପାଇଁ କୃଷକମାନଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।…