Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଆସାମର ରହସ୍ୟମୟ ଗାଁ ମେୟଙ୍ଗ, ଯେଉଁ ଗାଁ’ରେ ତନ୍ତ୍ର ବଳରେ ମଣିଷ ହୋଇଯାଏ ପଶୁ !

ଭୁବନେଶ୍ୱର: ବିଜ୍ଞାନର ଜୟଯାତ୍ରା ଯେତେ ଯେତେ ଶୀର୍ଷସ୍ଥାନକୁ ଯାଉଛି, ଅନ୍ଧବିଶ୍ୱାସ ତଥା ପାରମ୍ପରିକ କଳା କୌଶଳ ବା କଳାଯାଦୁ ଉପରେ ବିଶ୍ୱାସ ମଧ୍ୟ ସେତିକି ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ଆସାମର ମେୟଙ୍ଗ ନାମକ ଏକ ଗାଁ’ର ମନ୍ତ୍ରତନ୍ତ୍ର ତଥା କଳାଯାଦୁ…

ପୁରୀ ବାର୍ଡ ଫ୍ଲୁ ଘଟଣା: କୃଷ୍ଣପ୍ରସାଦ ବ୍ଳକରେ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ

ବ୍ରହ୍ମଗିରି: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକରେ ବାର୍ଡ ଫ୍ଲୁ ମଡ଼କ ନେଇ ଭୋପାଳସ୍ଥିତ ଜାତୀୟ ପଶୁ ରୋଗ ସୁରକ୍ଷା ପ୍ରତିଷ୍ଠାନର ସ୍ପଷ୍ଟ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ମାଲୁଦ ଗ୍ରାମରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ମିଳିଥିବା ସୂଚନାନୁଯାୟୀ, ରାଜ୍ୟ ପଶୁ…

ପୁରୀ ଜିଲ୍ଲାରେ ବଢିଲା ବାର୍ଡ ଫ୍ଲୁ ଆତଙ୍କ !

ପୁରୀ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ବ୍ୟାପିବା ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ବହୁ ସଂଖ୍ୟାରେ କୁକୁଡ଼ା ମଡ଼କ ପଡ଼ିବା ପରେ ମୃତ କୁକୁଡ଼ାଙ୍କ ନମୁନା ପରୀକ୍ଷାରୁ ବାର୍ଡ ଫ୍ଲୁ ପଜିଟିଭ୍ ବୋଲି ଚିହ୍ନଟ ସୂଚନା ମିଳିଛି । ଏହା…

ଭୀମସାର ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ, ଛୁଟିରେ ଯିବାକୁ ନିର୍ଦ୍ଦେଶ

ସମ୍ବଲପୁର: ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର‌୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରିଙ୍କୁ ଓଡ଼ିଶା ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି, ଏହାସହିତ ତାଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ…

ଆଜି ବିଶ୍ୱ ଏଡସ୍ ଦିବସ, ସଚେତନତା ହିଁ ଏକମାତ୍ର ଉପାୟ

ଭୁବନେଶ୍ୱର : ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ‘ବିଶ୍ୱ ଏଡସ୍ ଦିବସ’ ଭାବେ ପାଳନ କରାଯାଉଅଛି ।କେବଳ ସଚେତନତା ହିଁ ଏଡସ୍ କବଳରୁ ବର୍ତ୍ତିବାର ଏକ ମାତ୍ର ଉପାୟ ବୋଲି ବିଶେଷଜ୍ଞଙ୍କ ମତ । ୧୯୮୮ ମସିହା ଡିସେମ୍ବର ୧ ତାରିଖରୁ ‘ବିଶ୍ୱ ଏଡସ୍ ଦିବସ’…

ଫ୍ୟାଶନ୍ ଟ୍ରେଣ୍ଡରେ ଲଙ୍ଗ୍ ବୁଟ୍ସ…

ଭୁବନେଶ୍ୱର: ଏବେ ମଡ଼ର୍ଣ୍ଣ ଲୁକ୍ସ ପାଇଁ ଲଙ୍ଗ୍ ବୁଟ୍ସକୁ ମହିଳାମାନେ ବେଶ୍ ପସନ୍ଦ କରିବାର ଦେଖାଯାଉଛି । ଯେକୌଣସି ସମୟରେ ପାଦକୁ ଆରାମ ଦେବା ପାଇଁ ମୋଜା ତ ପିନ୍ଧିବା ନିହାତି ଆବଶ୍ୟକ । କିନ୍ତୁ ଯଦି ଆପଣ ଲଙ୍ଗ୍ ବୁଟ୍ସ୍ ପିନ୍ଧୁଛନ୍ତି ତେବେ କେତେଗୁଡ଼ିଏ ଷ୍ଟାଇଲ୍ ପ୍ରତି ବିଶେଷ ଧ୍ୟାନ…

କ୍ରୋଧ ସମସ୍ୟାର ସମାଧାନ କରେନାହିଁ ବରଂ ମାନସିକ ଓ ଶାରୀରିକ ସ୍ତରରେ କ୍ଷତି କରିଥାଏ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ “କ୍ରୋଧ ସମ୍ବରଣ” ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । “କ୍ରୋଧ କୌଣସି ସମସ୍ୟାର ସମାଧାନ କରେ ନାହିଁ କିମ୍ବା ଏଥିରେ କିଛି ସୃଜନାତ୍ମକ…

ଜାଣନ୍ତୁ, ଆୟୋଡ଼ିନ୍ ଅଭାବରେ ପିଲାଙ୍କୁ କ’ଣ ଖାଇବାକୁ ଦେବେ?

ଭୁବନେଶ୍ୱର: ପିଲାମାନଙ୍କୁ ସୁସ୍ଥ ରଖିବାକୁ ହେଲେ ତାଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଦେବା ନିହାତି ଆବଶ୍ୟକ । ସ୍ୱାସ୍ଥ୍ୟକର ଖାଦ୍ୟରେ ହିଁ ଶିଶୁର ମାନସିକ ଏବଂ ଶାରୀରିକ ବିକାଶ ଭଲ ଭାବେ ହୋଇପାରେ । ଏହି ଅନୁଧ୍ୟାନ ଅନୁଯାୟୀ, ଶିଶୁର ବିକାଶ ପାଇଁ ଭିଟାମିନ୍ ଏବଂ ମିନେରାଲ୍ସ ସହିତ ଆୟୋଡ଼ିନର…

ରାଜ୍ୟସ୍ତରୀୟ ‘ନବଜାତ ଯତ୍ନ ସପ୍ତାହ’ ଉଦଘାଟିତ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ନବଜାତ ଯତ୍ନ ସପ୍ତାହ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଛନ୍ତି । ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ।…

ଆଖିର ଯତ୍ନ କିପରି ନେବେ, ଜାଣନ୍ତୁ

ଭୁବନେଶ୍ୱର : ଆଖି ମନୁଷ୍ୟ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ଏତେ ସୂକ୍ଷ୍ମ ଯେ ଠିକ ଭାବରେ ଯତ୍ନ ନ ନେଲେ ଆମକୁ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆଜିର ବ୍ୟସ୍ତବହୁଳ ସମୟରେ ଲୋକମାନେ କମ୍ପ୍ୟୁଟର ଓ ମୋବାଇଲର ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଫଳରେ ଏଥିପାଇଁ…