Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଡାଇବେଟିସରେ ପୀଡିତ କି? ଉପଶମ ଲାଗି ଖାଆନ୍ତୁ ଏହିସବୁ ଫଳ…

ଭୁବନେଶ୍ୱର : ଯେଉଁମାନେ ମଧୁମେହ ତଥା ଡାଇବେଟିସ୍ ରୋଗରେ ପୀଡ଼ିତ , ଅନେକ ସମୟରେ ସେମାନେ ଫଳ ଖାଇବେ କି ନାହିଁ ସେନେଇ ଚିନ୍ତାରେ ପଡିଥାନ୍ତି । ଏକ୍ସପର୍ଟଙ୍କ ମତରେ ମଧୁମେହ ରୋଗୀମାନେ ମଧ୍ୟ ଫଳ ଖାଇପାରିବେ । ଏସବୁ ସତ୍ୱେ ଫଳକୁ ସୀମିତ ମାତ୍ରାରେ ସେବନ କରିଲେ ଶରୀର ଉପରେ କୌଣସି ହାନିକାରକ…

ରୁମ୍ ହିଟର ବ୍ୟବହାର କରୁଛନ୍ତି କି, ରୁହନ୍ତୁ ସାବଧାନ…

ଭୁବନେଶ୍ୱର : ଖାସକରି ଶୀତଦିନ ଆସିଲା ମାତ୍ରେ ସମସ୍ତଙ୍କୁ ରୁମ୍ ହିଟର ଲୋଡା ପଡିଥାଏ । ଏହି ଦିନେ କେହି କେହି ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ରର ସହାୟତା ନେଇଥା’ନ୍ତି ଏବଂ ଆଉ କେହି ଲୋକ ନିଜ ଘରେ ରୁମ୍ ହିଟର୍ ଲଗାଇଥା’ନ୍ତି। ଆପଣ ରୁମ୍ ହିଟର୍ ବ୍ୟବହାର କରୁଥିଲେ କିଛି ଦିଗ ପ୍ରତି…

‘କାଳିଆ ଯୋଜନା’ରେ ଚାଷୀମାନେ ସବୁଜ ଫର୍ମର ଜେରକ୍ସ ମଧ୍ୟ ବ୍ୟବହାର କରିପାରିବେ

ଭୁବନେଶ୍ୱର: କାଳିଆ ଯୋଜନାର ଚିଠା ତାଲିକାରେ ନିଜ ନାମ ସଂଯୋଗ କରିବା ପାଇଁ ସବୁଜ ଫର୍ମ ମାଗଣାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଉପଲବ୍ଧ । ସବୁଜ ଫର୍ମ ପାଇବାକୁ କୌଣସି ମଧ୍ୟସ୍ଥିଙ୍କ ସାହାଯ୍ୟ ନ ନେବାକୁ କିମ୍ବା କୌଣସି ଅର୍ଥ ନଦେବା ପାଇଁ କୃଷକମାନଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।…

କାଳିଆ ଯୋଜନା: ସମ୍ବଲପୁରୀ ଓ ଦେଶିଆ ଭାଷାରେ ଗ୍ରାମାଞ୍ଚଳର ଚାଷୀଙ୍କ ମଧ୍ୟରେ ସଚେତନତା

ଭୁବନେଶ୍ୱର: କୌଣସି ଯୋଜନାର ସଫଳ ରୂପାୟନ ପାଇଁ ସୂଚନା, ଶିକ୍ଷା ଓ ପ୍ରସାର ଇତ୍ୟାଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି । ବିଶେଷକରି ଚାଷୀମାନଙ୍କ ମଧ୍ୟରେ କାଳିଆ ଯୋଜନା ବିଷୟରେ ସଚେତନତା ସୃଷ୍ଟି ପରିବା ପାଇଁ ଜିଙ୍ଗଲସ୍ ଏବଂ ଭିଡ଼ିଓ ଇତ୍ୟାଦି ଆକାଶବାଣୀ କେନ୍ଦ୍ର, ଟେଲିଭିଜନ, ଭ୍ରାମ୍ୟମାଣ…

ମେଟ୍ରିମୋନିଆଲ୍ ସାଇଟରୁ ଜୀବନସାଥି ବାଛିବା ପଡିପାରେ ମହଙ୍ଗା, ରୁହନ୍ତୁ ସାବଧାନ…

ଭୁବନେଶ୍ୱର : ପରଫେକ୍ଟ ଲାଇଫ୍ ପାର୍ଟନରଟେ ପାଇବା ଲାଗି ସମସ୍ତେ ଚାହିଁଥାନ୍ତି । ଯେତେବେଳେ ବାହାଘର ପାଇଁ ଅନେକ ପୁଅ ବା ଝିଅ ଦେଖାଚାହାଁ କଲେ ମଧ୍ୟ ମନ ପସନ୍ଦର ଯୋଗ୍ୟ ବର ବା କନ୍ୟା ମିଳିନଥାଏ, ସେତେବେଳେ ଅଧିକାଂଶ ଯୁବପିଢି ବିଭିନ୍ନ ମେଟ୍ରିମୋନିଆଲ୍ ସାଇଟ୍ ଗୁଡିକର ସାହାରା ନେଇଥାନ୍ତି ।…

ସ୍ତନ କର୍କଟ ରୋଗକୁ ନେଇ ମହିଳାମାନେ ସଙ୍କୋଚ କରିବା ଅନୁଚିତ: ଡାକ୍ତର ପ୍ରିୟା ନାୟକ

ଭୁବନେଶ୍ୱର: କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗ ଦ୍ରୁତ ମାତ୍ରାରେ ବଢ଼ିବାରେ ଲାଗିଛି । ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ଅର୍ଥାତ୍ ବ୍ରେଷ୍ଟ କ୍ୟାନ୍ସର ଭଳି ବ୍ୟାଧି ଅଧିକ ମାତ୍ରାରେ ମାଡିଚାଲିଛି । ତେବେ ଏଭଳି ରୋଗକୁ ପ୍ରତିରୋଧ କରିବା ପାଇଁ ମହିଳାମାନଙ୍କ କ୍ଷେତ୍ରରେ…

ଫ୍ୟାଶନରେ ଷ୍ଟାଇଲିସ୍ ଗଜରା…

ଭୁବନେଶ୍ୱର : ଆଜିକାଲି ବାହାଘର-ବ୍ରତ ହେଉ ବା ଯେକୌଣସି ପୂଜା ପର୍ବ ସବୁଥିରେ ଗଜରାର ଚାହିଦା ରହିଥାଏ । ଖାସକରି ଦକ୍ଷିଣ ଭାରତୀୟ ମହିଳାମାନେ ଗଜରାର ବହୁଳ ବ୍ୟବହାର କରୁଥିବାବେଳେ ଧିରେଧିରେ ଅନ୍ୟ ମହିଳା ତଥା ଯୁବତୀମାନଙ୍କର ଏହି ଗଜରା ପ୍ରତି କ୍ରେଜ ବଢିବାରେ ଲାଗିଛି । ସିନେମାରେ…

ବାରିପଦା ‘ବାହ୍ୟ ମଳତ୍ୟାଗ ମୁକ୍ତ’ ସହର ଭାବେ ଘୋଷିତ

ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ବାହ୍ୟ ମଳତ୍ୟାଗ ମୁକ୍ତ ସହର ଭାବେ ଘୋଷଣା କରାଯାଇଛି । ବାରିପଦା ସହରରେ ଥିବା ସମସ୍ତ ୨୮ଟି ୱାର୍ଡ଼ ବାହ୍ୟ ମଳତ୍ୟାଗ ମୁକ୍ତ ଭାବେ ପରିଗଣିତ ହେବା ପରେ ସମଗ୍ର ସହର ବାହ୍ୟ ମଳତ୍ୟାଗ ସହର ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।…

ଭୁବନେଶ୍ୱରରେ ଡ଼ିସେମ୍ବର ୨୮ରୁ ଜାତୀୟ ‘ତୋଷାଳୀ କ୍ରାଫ୍ଟସ ମେଳା’

ଭୁବନେଶ୍ୱର: ତ୍ରୟୋଦଶ ‘ତୋଷାଳୀ ଜାତୀୟ କ୍ରାଫ୍ଟସ ମେଳା’ ଡ଼ିସେମ୍ବର ୨୮ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏହି ତ୍ରୟୋଦଶ ଜାତୀୟ କ୍ରାଫ୍ଟସ ମେଳାରେ ରାଜ୍ୟ ତଥା ରାଜ୍ୟ…

ଚା’ ପିଇବା ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ

ଭୁବନେଶ୍ୱର : ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଚା ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ଆଉ କେତେକ ବ୍ୟକ୍ତି ଚା ବଦଳରେ କଫି ପିଇବାକୁ ବେଶୀ ଭଲ ପାଇଥାନ୍ତି । କହିବାକୁ ଗଲେ ଏମିତି କିଛି ଚା’ ପ୍ରେମୀ ଅଛନ୍ତି, ଯେଉଁମାନଙ୍କର ସକାଳ ଚା’ ପିଇବାରୁ…