Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଏହି ଯୋଗ ଶରୀରରେ ବଢାଇଥାଏ ରୋଗ ପ୍ରତିରୋଧକ ଶକ୍ତି…

ଭୁବନେଶ୍ବର: ଆମ ଜୀବନରେ ଯୋଗର ଗୁରୁତ୍ୱ ବେଶ୍ ଅଧିକ ରହିଛି ।  ଆପଣ  ଯୋଗ ଦ୍ବାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇ ପାରିବେ । ଫଳରେ ଶୀଘ୍ର ଶରୀର ରୋଗ ଆକ୍ରାନ୍ତ ହେବ ନାହିଁ । ତେବେ ସୂର୍ଯ୍ୟ ନମସ୍କାର ହେଉଛି ସର୍ବୋତ୍ତମ ଯୋଗସାନା । ଯାହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି…

ଚଞ୍ଚଳ ରନ୍ଧନ: ଗଜା ମୁଗ ଖେଚେଡି

ଭୁବନେଶ୍ବର: କର୍ମଜୀବୀ ମହିଳାଙ୍କୁ ଘର ସହ ଅଫିସର ଦାୟିତ୍ବ ନେବାକୁ ପଡିଥାଏ । ତେଣୁ ଏହି ମହିଳାମାନେ କେବଳ ସୁସ୍ବାଦୁ ଭୋଜନ ନୁହେଁ ସ୍ବାସ୍ଥ୍ୟକୁ ନଜରରେ ରଖି ଖାଦ୍ୟପଦାର୍ଥ ବନେଇବା ଦରକାର । ଏଥିସହ ଖାଦ୍ୟ ଚଞ୍ଚଳ ରାନ୍ଧି ହେଉଥିଲେ ବଢିଆ । ତେଣୁ ଆଜି ଆଣିଛୁ ଗଜା ମୁଗ ଖେଚେଡି ପୃଷ୍ଟିକର…

କର୍କଟ ରୋଗର ଆଶଙ୍କା ବଢାଏ ରୋଷେଇ ଘରେ ଥିବା ଏହି ଜିନିଷ

ଭୁବନେଶ୍ବର: ଆଜିକାଲି ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ବାରା କର୍କଟ ରୋଗ ବୃଦ୍ଧି ପାଉଛି। ତେବେ ଆପଣଙ୍କ ରୋଷେଇ ଘରେ ରଖାଯାଇଥିବା ଏହି ଜିନିଷଗୁଡ଼ିକୁ ଖାଉ ନାହାଁନ୍ତି ତ? ଯେଉଁ କାରଣରୁ ଏହି ଗମ୍ଭୀର ଏବଂ ସାଂଘାତିକ ରୋଗର ଆଶଙ୍କା ବଢିପାରେ । ଜରୁରୀ ନୁହେଁ କେବଳ…

ଏମାନଙ୍କୁ ଓଟ୍ସ ଖାଇବା ମନା..

ଭୁବନେଶ୍ବର: ଆଜିକାଲି ଯୁବବର୍ଗ ଓଟ୍ସକୁ ଆପଣାଇଛନ୍ତି । ଏହା ସେମାନଙ୍କର ଓଜନକୁ ନିୟନ୍ତ୍ରଣରେ ରଖେ ଏବଂ ମେଟାବୋଲିଜିମ୍ କୁ ବୁଷ୍ଟ କରେ । ଏହା ବ୍ୟତୀତ, ଏହା ସେମାନଙ୍କୁ ଦିନସାରା ଉର୍ଜା ପ୍ରଦାନ କରେ । କିନ୍ତୁ ଫସଫରସ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଆଇରନ୍, ଫୋଲେଟ୍, ଭିଟାମିନ୍ ବି- 6 ଏବଂ…

ପୁରୁଷଙ୍କ ପାଇଁ ବିପଦ ଏହି କ୍ୟାନସର, ପରିସ୍ରାରେ ଦେଖାଯାଏ ଲକ୍ଷଣ

ବର୍ତ୍ତମାନ ସମୟରେ ବଢ଼ିବାରେ ଲାଗିଛି କର୍କଟ ରୋଗ । ଆପଣଙ୍କ ଜୀବନଶୈଳୀ ଯେତେ ଉନ୍ନତ ହେଲେ ମଧ୍ୟ କର୍କଟ ରୋଗ ଯେ ହେବନି ତାହା କହି ହେବ ନାହିଁ । ଅତ୍ୟନ୍ତ ସୁସ୍ଥ ଲୋକ ମଧ୍ୟ ଏପରି ରୋଗର ଶିକାର ହେଉଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଏପରି ରୋଗକୁ ଶୀଘ୍ର ଚିହ୍ନଟ କରିବା । ଏଥିପାଇଁ…

ଖାଲି ପେଟରେ ଏହି ସବୁ ଖାଦ୍ୟ ଖାଉଛନ୍ତି କି? ସ୍ବାସ୍ଥ୍ୟପ୍ରତି ହୋଇପାରେ କ୍ଷତିକାରକ

ସୁସ୍ଥ ଶରୀର ପାଇଁ ପ୍ରତିଦିନ ଆମେ ଖାଦ୍ୟରେ ଫଳ, ପରିବା ଆଦି ସାମିଲ କରିଥାଉ। ମାତ୍ର ଏପରି କିଛି ଜିନିଷ ଅଛି ଯାହାକୁ ଠିକ୍‌ ସମୟରେ ନ ଖାଇଲେ ବା ଖାଲିପେଟରେ ଖାଇଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ବ୍ରେକ୍‌ଫାଷ୍ଟ୍ ବା ସକାଳ ଭୋଜନ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ଏଥିପାଇଁ…

ମୋସନ ସିକନେସକୁ ଏଡେଇବା ପାଇଁ ଆପଣାନ୍ତୁ ଏହି ଉପାୟ..

ଭୁବନେଶ୍ବର:କାର୍‌,ବସ୍, ଟ୍ରେନ ଆପଣଙ୍କୁ ବାନ୍ତି ଲାଗୁଛି କି? ଏହା ଫଳରେ ଭ୍ରମଣର ଖୁସି ଫିକା ପଡୁଛି । ଯେଉଁଥିପାଇଁ ଇଚ୍ଛା ଥାଇ ମଧ୍ୟ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇପାରନ୍ତୁ ନାହିଁ । ଚିନ୍ତା କରନ୍ତୁନି, ଏମିତି କିଛି ଘରୋଇ ଟିପ୍ସ ଆପଣାଇ ଏହି ବାନ୍ତି ସମସ୍ୟା ଦୂର କରିପାରିବେ ।…

ଲାଭଦାୟକ ‘ବ୍ଲୁ ଟି’

ଭୁବନେଶ୍ବର: ଗ୍ରୀନ୍ ଟି ଜାଣିଥିବେ ଓ ପିଇଥିବେ ମଧ୍ୟ । କିନ୍ତୁ ବ୍ଲୁ ଟି କେବେ ପିଇଛନ୍ତି । ଏହା ଗ୍ରୀନ୍ ଟି ଠାରୁ ଅଧିକ ଲାଭଦାୟକ। ଅପରାଜିତା ଫୁଲର ଚାହା କୁ ବ୍ଲୁ ଟି କୁହାଯାଏ । ଏହା ଆଣ୍ଟି-ଅକ୍ସିଡ଼େଣ୍ଟରେ ଭରପୁର ଅଟେ । ଏଥିରେ ଅନେକ ଔଷଧିୟ ଗୁଣ ରହିଛି। କିପରି ବନେଇବେ ଏହି 'ବ୍ଲୁ…

କାହିଁକି ଅଧିକ ଡେଙ୍ଗା ପୁରୁଷ ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବଡ଼ ବିଚିତ୍ର ଭଗବାନଙ୍କ ସୃଷ୍ଟି । ବେଳେ ବେଳେ ଛୋଟିଆ ଛୋଟିଆ ପ୍ରଶ୍ନର ଉତ୍ତରକୁ ନେଇ ଆମେ ଦ୍ୱନ୍ଦ୍ୱରେ ପଡ଼ିଯାଉ । ଯେମିତି ପୁରୁଷଙ୍କ ତୁଳନାରେ କେମିତି ମହିଳା ଅଲଗା । କାହିଁକି ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ଡେଙ୍ଗା ହୋଇଥାନ୍ତି ଏବଂ ଓଜନରେ ବି ଅଧିକ । ଏସବୁ ପଛରେ ରହିଛି ଅନେକ କାରଣ…

ସିଗାରେଟ ଟାଣୁ ନଥିବା ବ୍ୟକ୍ତିଙ୍କ ଠାରେ ଫୁସଫୁସ କର୍କଟ ଦ୍ରୁତ ଗତିରେ ବଢିବାରେ ଲାଗିଛି :ରିପୋର୍ଟ

ନୂଆଦିଲ୍ଲୀ: ଆପଣ ସିଗାରେଟ୍,ହୁକା କିମ୍ବା ବିଡି ଧୂମପାନ କରନ୍ତି ନାହିଁ, ହେଲେ ବି ଆପଣ ଫୁସଫୁସ କର୍କଟର ଶିକାର ହୋଇପାରନ୍ତି । ଧୂମପାନ କରୁଥିବା ଲୋକଙ୍କଠାରେ ସାଧାରଣତଃ ଫୁସଫୁସ କର୍କଟ ରୋଗ ଅଧିକ ଦେଖାଯାଏ। କିନ୍ତୁ ଏବେ ବାୟୁ ପ୍ରଦୂଷଣ ଫୁସଫୁସ କର୍କଟର ଆଉ ଏକ କାରଣ ପାଲଟିଲାଣି ।…