Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ସ୍ଵାସ୍ଥ୍ୟପାଇଁ ବରଦାନ ସଜନା ଛୁଇଁ…

ଭୁବନେଶ୍ଵର: ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ। ସଜନା ଛୁଇଁ ଆମ ଶରୀରରେ…

ହୋଲିରେ ମିଶାନ୍ତୁ ଏହି ସ୍ଵାଦିଷ୍ଟ ଥଣ୍ଡାଇ, ଜାଣନ୍ତୁ କିପରି କରିବେ..

ଭୁବନେଶ୍ଵର: 'ଥଣ୍ଡାଇ' ହେଉଛି ଏକ ଏପରି ପାନୀୟ ଜଳ, ଯାହା ବିଭିନ୍ନ କାରଣରୁ ଶରୀରରେ ଉତ୍ପନ୍ନ ଉତ୍ତାପକୁ ଥଣ୍ଡା କରିପାରେ । ଏହା ଏକ ପ୍ରାଚୀନ ଗ୍ରୀଷ୍ମକାଳୀନ ଥଣ୍ଡା ପାନୀୟ । ଖ୍ରୀଷ୍ଟପୂର୍ବ ୧୦୦୦ରୁ ଏହି ପାନୀୟର ପ୍ରଚଳନ ରହିଆସିଛି ବୋଲି ବିଶ୍ୱାସ କରାଯାଏ । ଖରାଦିନେ ଏହାର ଚାହିଦା ବେଶ୍…

ଫ୍ରିଜରେ ଥିବା ଅଟା ଚକଟା ବ୍ୟବହାର କରୁଥିଲେ ଭୋଗିବେ ଏହି ଅସୁବିଧା..

ଭୁବନେଶ୍ବର: ଆଜିକାଲି ଲୋକଙ୍କ ପାଖରେ ସମୟର ଅଭାବ ରହୁଛି । ତେଣୁ କିଛିଜଣ ରାତିରେ ଅଟାକୁ ଦଳି ଫ୍ରିଜରେ ରଖନ୍ତି ଏବଂ ପରଦିନ ସେହି ଅଟା ଦଳାରୁ ରୁଟି ତିଆରି କରନ୍ତି । ବାସ୍ତବରେ,ସେହି ଅଟାରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଏହା ବ୍ୟତୀତ, କିଛି ଲୋକ…

କିଡନୀ ରୋଗରୁ ରକ୍ଷା ପାଇଁ କେତେ ସମୟ ବ୍ୟାୟାମ ଆବଶ୍ୟକ? ଜାଣନ୍ତୁ…

ନୂଆଦିଲ୍ଲୀ: ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରରେ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କିଡନୀ ରୋଗର ବର୍ଦ୍ଧିତ ବିପଦ, ଏହାର ପ୍ରତିରୋଧ ଏବଂ ଉପଯୁକ୍ତ ଯତ୍ନ ବିଷୟରେ ସଚେତନ କରିବା । କିଡନୀ ଆମ ଶରୀରର ସବୁଠାରୁ…

ରୋଗ ମୁକ୍ତ କରେ କଳା ଲୁଣ

ଭୁବନେଶ୍ବର: ଭାରତରେ କଳା ଲୁଣର ପ୍ରୟୋଗ ଚାଟ୍,ଚଟଣୀ,ରାଇତା ଓ ଅନେକ ଖାଇବାରେ ବ୍ୟବହାର କରାଯାଏ। ଚାଟ୍ ମସଲାର ସ୍ବାଦ ବଢାଇବା ପାଇଁ ଆମେ କଳା ଲୁଣ ବ୍ୟବହାର କରିଥାଉ । ଜାଣିଛନ୍ତି କି, ଖାଇବା ସ୍ବାଦିଷ୍ଟ କରିବା ବ୍ୟତୀତ କଳା ଲୁଣ ମୁହଁ ସଫାଠୁ ଆରମ୍ଭକରି ପାଚନ ପକ୍ରିୟା ପାଇଁ ମଧ୍ୟ କାମରେ…

ଫ୍ରିଜ ପାଣି ପିଉଥିଲେ ସାବଧାନ, ନହେଲେ ହୋଇପାରେ ଘାତକ

ଖରାରେ ଯେତେବେଳେ ଆମେ ଘରୁ ଆସୁ ପ୍ରଥମେ ଥଣ୍ଡା ପାଣି ଖୋଜିଥାଉ। ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଟିଏ ଫ୍ରିଜ ପାଣି ପିଇ ଦେଲେ ଆମକୁ ଶାନ୍ତି ଲାଗେ । ଏଥିପାଇଁ ଏହି ସମୟରେ ସମସ୍ତେ ପ୍ରାୟ ଥଣ୍ଡାପାଣି ପିଇବାକୁ ସମସ୍ତେ ଭଲ ପାଆନ୍ତି । ତେବେ ନିଜର ଶୋଷ ମେଣ୍ଟାଇବା ପାଇଁ ଯଦି ଆପଣ ଫ୍ରିଜରୁ…

ଲିଭରକୁ ସୁସ୍ଥ ରଖେ ତାଜା ‘ଆଖୁରସ’

ଭୁବନେଶ୍ବର: ଖରାଦିନ ଆସିଲେ ରାସ୍ତାକଡରେ ଆଖୁରସ ବିକ୍ରି ହେବା ଆରମ୍ଭ ହୋଇଯାଏ । ଜାଣିଛନ୍ତି ଏହି ଆଖୁରସ ଶରୀରକୁ ଥଣ୍ଡା ରଖେ । ଏଥିସହ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ବଢାଇଥାଏ । ଆଖୁ ରସରେ ଫ୍ୟାଟ୍ ବହୁତ କମ୍ ରହିଥାଏ । କେବଳ ଏତିକି ନୁହେଁ ଆଖୁରସ ପିଇଲେ ଅନେକ ଲାଭ ମିଳିଥାଏ…

ଏସବୁ ସ୍ବାସ୍ଥ୍ୟକର ଖାଦ୍ୟରେ ବି ଖରାପ ହୋଇପାରେ କିଡନୀ, ଆପଣ ଜମା ଜାଣି ନ ଥିବେ…

ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ କାମ କରେ। ଶରୀରରେ ଖଣିଜ ପଦାର୍ଥ, ପାଣି ଇତ୍ୟାଦିର ସନ୍ତୁଳନ ବଜାୟ ରଖିବା ପାଇଁ ବୃକକ ସଠିକ ଭାବରେ କାର୍ଯ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ ଲୋକ ଭାବନ୍ତି ଯେ ଅଧିକ ଲୁଣ ଖାଇବା କିମ୍ବା ଧୂମପାନ ଏବଂ ମଦ୍ୟପାନ ବୃକକ…

କ’ଣ ସିଗାରେଟ୍ ପିଇବା ଦ୍ବାରା ମାନସିକ ଚାପ ହ୍ରାସ ହୋଇଥାଏ? ଜାଣନ୍ତୁ…

ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଏବଂ ଖରାପ ଜୀବନଶୈଳୀ, ଅଫିସ ଚାପ ଏବଂ ବ୍ୟକ୍ତିଗତ ଜୀବନରେ ସମସ୍ୟା ଯୋଗୁଁ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହେଉଛି । ଅଫିସରେ କାମ କରୁଥିବା ଅନେକ ଲୋକ ସେମାନଙ୍କର ମାନସିକ ଚାପ କମାଇବା ପାଇଁ ସିଗାରେଟ୍ ବ୍ୟବହାର କରନ୍ତି । କିନ୍ତୁ ସିଗାରେଟ୍…

ସକାଳ ଜଳଖିଆରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ…

ଭୁବନେଶ୍ଵର: ସକାଳ ଜଳଖିଆ ବା ବ୍ରେକ୍‌ଫାଷ୍ଟ୍‌କୁ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ ଭାବରେ ବିବେଚନା କରାଯାଏ। ସାରା ରାତି ଶୋଇବା ପରେ ଆମ ଶରୀରକୁ ସକାଳେ ପୋଷକ ତତ୍ତ୍ୱର ଆବଶ୍ୟକ ହୁଏ ଏବଂ ଏକ ଭଲ ଜଳଖିଆ ହିଁ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ। ଏହି କାରଣରୁ ଜଳଖିଆ ସୁସ୍ଥ…