Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କ’ଣ ସିଗାରେଟ୍ ପିଇବା ଦ୍ବାରା ମାନସିକ ଚାପ ହ୍ରାସ ହୋଇଥାଏ? ଜାଣନ୍ତୁ…

ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଏବଂ ଖରାପ ଜୀବନଶୈଳୀ, ଅଫିସ ଚାପ ଏବଂ ବ୍ୟକ୍ତିଗତ ଜୀବନରେ ସମସ୍ୟା ଯୋଗୁଁ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହେଉଛି । ଅଫିସରେ କାମ କରୁଥିବା ଅନେକ ଲୋକ ସେମାନଙ୍କର ମାନସିକ ଚାପ କମାଇବା ପାଇଁ ସିଗାରେଟ୍ ବ୍ୟବହାର କରନ୍ତି । କିନ୍ତୁ ସିଗାରେଟ୍…

ସକାଳ ଜଳଖିଆରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ…

ଭୁବନେଶ୍ଵର: ସକାଳ ଜଳଖିଆ ବା ବ୍ରେକ୍‌ଫାଷ୍ଟ୍‌କୁ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ ଭାବରେ ବିବେଚନା କରାଯାଏ। ସାରା ରାତି ଶୋଇବା ପରେ ଆମ ଶରୀରକୁ ସକାଳେ ପୋଷକ ତତ୍ତ୍ୱର ଆବଶ୍ୟକ ହୁଏ ଏବଂ ଏକ ଭଲ ଜଳଖିଆ ହିଁ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ। ଏହି କାରଣରୁ ଜଳଖିଆ ସୁସ୍ଥ…

ଖରାରୁ ରକ୍ଷା କରିବ ସନସ୍କ୍ରିନ୍ ଡ୍ରିଙ୍କ୍?

ନୂଆଦିଲ୍ଲୀ: ଏବେ ଟେନସନ୍ ଗଲା । ବାରମ୍ବାର ଖରାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଏବେ ଆଉ ସନସ୍କ୍ରିନ୍ ଲଗାଇବାକୁ ପଡିବନି । ସିଧା ସନସ୍କ୍ରିନ୍ ପିଇଦେବେ ଯେ, କଥା ହିଁ ଶେଷ… ପୂରା ଶରୀର ସୂର୍ଯ୍ୟଙ୍କ ଠାରୁ ମୁକ୍ତି ପାଇବ । ଆପଣ ଭାବୁ ଥିବେ, ଏହା କିପରି ସମ୍ଭବ…ଏମିତି କ’ଣ କେବେ ହେବ...,…

କିଡନୀ ଖରାପ ହେଲେ ଶରୀରର ଏହି ସ୍ଥାନମାନଙ୍କରେ ହୁଏ ଯନ୍ତ୍ରଣା, କରନ୍ତୁ ନାହିଁ ଅବହେଳା..

ଭୁବନେଶ୍ବର: କିଡନୀ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଏହା ଶରୀରରୁ ମଇଳା ବାହାର କରିବା ଏବଂ ରକ୍ତକୁ ସଫା କରିଥାଏ । ଯଦି କିଡନୀରେ କୌଣସି ସମସ୍ୟା ହୁଏ ତେବେ ଏହା ଶରୀରର ଅନ୍ୟ ଅଂଶରେ ଯନ୍ତ୍ରଣା ସୃଷ୍ଟି କରିଥାଏ । ଅର୍ଥାତ୍ ଏହାର ଲକ୍ଷଣ ପ୍ରଥମେ ଶରୀରରେ ଯନ୍ତ୍ରଣା ଭାବରେ ଦେଖାଯାଏ…

ବରକୋଳିରେ ଏତେ ଚମତ୍କାରିତା? ଏହାକୁ ଖାଇଲେ ତ୍ୱଚା ଚମକିବା ସହ ଓଜନ କମିବ

ଉଜ୍ଜ୍ୱଳ ତ୍ୱଚା ସମସ୍ତଙ୍କୁ ପସନ୍ଦ। ଏହାକୁ ନେଇ ବର୍ତ୍ତମାନର ଯୁବପିଢ଼ି ବେଶ୍‌ ଚିନ୍ତିତ ଏବଂ ଯତ୍ନବାନ ମଧ୍ୟ। ଏଥିଲାଗି ଅନେକେ ବଜାରରେ ମିଳୁଥିବା ମହଙ୍ଗା ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। ଅନେକ ସମୟରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଜର ଆସିଥାଏ। ଏସବୁ ସ୍ଥଳେ ଯଦି…

ଖାଦ୍ୟ ଖାଇବା ପରେ କାହିଁକି ମିଠା ଖାଇବାକୁ ଇଛା ହୁଏ? ଏକ୍ସପର୍ଟ କହିଲେ…

ଖାଦ୍ୟ ଖାଇବା ପରେ, ଲୋକମାନେ ପ୍ରାୟତଃ କିଛି ମିଠା ଖାଇବାକୁ ଇଚ୍ଛା କରନ୍ତି। ଏହା କୌଣସି ସଂଯୋଗ ନୁହେଁ ବରଂ ଆମ ଶରୀର ଏବଂ ମନର ଏକ ର୍ନିଦ୍ଦିଷ୍ଟ ଆବଶ୍ୟକତା ଏବଂ ଅଭ୍ୟାସର ଏକ ଅଂଶ। ତଥାପି, ଆଜିକାଲି ଲୋକମାନେ ନିଜର ସ୍ବାାସ୍ଥ୍ୟ ପ୍ରତି ବହୁତ ସଚେତନ ହୋଇଗଲେଣି। ପ୍ରକୃତରେ, ପ୍ରତିଦିନ କିଛି…

ମହିଳାଙ୍କ ପାଇଁ କେତେ ସୁରକ୍ଷିତ ଗର୍ଭ ନିରୋଧକ ବଟିକା?

ନୂଆଦିଲ୍ଲୀ: ଏବେ ମହିଳାଙ୍କ ମଧ୍ୟରେ ଗର୍ଭ ନିରୋଧକ ବଟିକା ଖାଇବା ସାଧାରଣ ହୋଇଗଲାଣି । ଅନାବଶ୍ୟକ ଗର୍ଭଧାରଣକୁ ଏଡାଇବା ପାଇଁ ସବୁଠାରୁ ସହଜ ଉପାୟ ଭାବେ ଏହାକୁ ଏବେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ହେଲେ ମହିଳାଙ୍କ ପାଇଁ କେତେ ସୁରକ୍ଷିତ ଏହି ଗର୍ଭ ନିରୋଧକ ବଟିକା? ଆସନ୍ତୁ…

ଅଣ୍ଡା ଖାଇଲେ ବଢେ କ୍ୟାନସରର ଆଶଙ୍କା!

ଭୁବନେଶ୍ବର: ପିଲାଟି ବେଳୁ ଆମେ ଗୋଟିଏ ବିଜ୍ଞାପନ ଦେଖି ବଡ ହୋଇଛେ । ତାହା ହେଲା, ‘ସଣ୍ଡେ ହୋ ୟା ମଣ୍ଡେ, ରୋଜ ଖାଓ ଅଣ୍ଡେ’- ଅର୍ଥାତ୍ ରବିବାର ହେଉକି ସୋମବାର ଏବେ ପ୍ରତିଦିନ ଅଣ୍ଡା ଖାଇବା ଉଚିତ୍ । ଏଥିପାଇଁ ସରକାରୀ ସ୍କୁଲରେ ମଧ୍ୟ ପିଲାଙ୍କୁ ସପ୍ତାହକୁ ଦୁଇଥର ଅଣ୍ଡା ମଧ୍ୟ ଦିଆଯାଏ…

ଏଥର ହୋଲିରେ ଘରେ କରନ୍ତୁ ସୁସ୍ଵାଦୁ ଜିଲାପି…

ଭୁବନେଶ୍ଵର: ପାଖେଇ ଆସିଲାଣି ହୋଲି । ଘରେ ଘରେ ବାସିବ ପିଠା ମିଠାର ବାସ୍ନା । ଭଳିକି ଭଳି ପିଠା ମିଠାରେ ପୁରି ଉଠିବ ଗାଁ ଦାଣ୍ଡ । ଗାଁ ଦାଣ୍ଡରେ ଭୋଗ ଖାଇବେ ଦୋଳ ଗୋବିନ୍ଦ । ରଙ୍ଗର ଉତ୍ସବକୁ ଆହୁରି ସ୍ଵାଦ ଯୁକ୍ତ କରିବାକୁ ଏଥର ଘରେ ବନାନ୍ତୁ ଏହି ସ୍ଵାଦିଷ୍ଟ ଜିଲାପି । ଦେଖିବାକୁ ଯେମିତି…

‘ଏପରି ପୁଅ ବଞ୍ଚିରହିବା ଅପେକ୍ଷା ମରିଯିବା ଭଲ’, କାହିଁକି ଏମିତି କହିଥିଲେ ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ଦିଗ ବିଷୟରେ ବର୍ଣ୍ଣନା କରିଛନ୍ତି। ବିଶେଷକରି ଧନ,…