Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ସର୍ଭେରେ ସମ୍ ହସ୍ପିଟାଲର ଚାରୋଟି ସ୍ୱାସ୍ଥ୍ୟସେବା ବିଭାଗ ରାଜଧାନୀରେ ନମ୍ବର ୧

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ ୪ ଟି ବିଭାଗ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଡ଼େଣ୍ଟାଲ୍ ସାଇନ୍ସେସ୍ “ଟାଇମ୍ସ ହେଲ୍ଥ ସର୍ଭେ” ଭୁବନେଶ୍ୱରରେ ଏକ ନମ୍ବର ସ୍ଥାନରେ ରହିଛି । ଜାତୀୟ, ଆଞ୍ଚଳିକ…

ଜଗା-କାଳିଆ ଖୁବ୍ ଶିଘ୍ର ଓଡ଼ିଶା ଫେରିବା ସମ୍ଭାବନା !

ନୂଆଦିଲ୍ଲୀ: ଯୋଡ଼ାମୁଣ୍ଡ ଅଲଗା ହୋଇଥିବା ଯାଆଁଳା ଶିଶୁ ଜଗା-କାଳିଆ ଖୁବ ଶିଘ୍ର ଓଡ଼ିଶା ଫେରିବାର ସମ୍ଭାବନା ରହିଛି । ଦିଲ୍ଲୀ ଏମ୍ସରେ ରହି ଚିକିତ୍ସା ହେଉଥିବା ଜଗା-କାଳିଆଙ୍କ ବାପା ମାଆ ଖୁବ୍ ଶିଘ୍ର ଓଡ଼ିଶାରେ ଥିବା ତାଙ୍କ ଗାଆଁକୁ ଫେରିବାକୁ ଇଛା ପ୍ରକାଶ କରିଛନ୍ତି । ଏହି ଦୁଇ…

ସୁନ୍ଦର ସ୍ୱାସ୍ଥ୍ୟ ଲାଗି ଉପକାରୀ କଞ୍ଚା ଅମୃତଭଣ୍ଡା…

ଭୁବନେଶ୍ୱର: ପ୍ରାୟ ସମସ୍ତେ ପାଚିଲା ଅମୃତଭଣ୍ଡା ଖାଇବାକୁ ଭଲ ପାଆନ୍ତି, କିନ୍ତୁ କଞ୍ଚା ଅମୃତଭଣ୍ଡାରେ ପାଚିଲା ଅମୃତଭଣ୍ଡା ଠାରୁ ଅଧିକ ଔଷଧୀୟ ଗୁଣ ଭରି ରହିଛି । ଅବଶ୍ୟ ଅନେକଙ୍କ ଘରେ କଞ୍ଚା ଅମୃତଭଣ୍ଡାକୁ ବିଭିନ୍ନ ପ୍ରକାର ତରକାରୀ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ଯଦି ଆପଣ କଞ୍ଚା…

ଟ୍ରାଡ଼ିସନାଲ୍ ପଞ୍ଜାବୀ ସାଲୱାର୍ ସୁଟ୍ : ଲାଟେଷ୍ଟ୍ ଆରାମଦାୟକ ଆଉଟଫିଟ୍

ଭୁବନେଶ୍ୱର: ଫ୍ୟାଶନ୍ କହିଲେ ଏବେର ଆରାମଦାୟକ ଆଉଟଫିଟ୍ ବୁଝିବାକୁ ପଡ଼ିବ । ତେବେ କିଛିଟା ଟ୍ରାଡ଼ିସନାଲ୍ କପଡ଼ା କୌଣସି ବିଶେଷ ଅବସରରେ ପିନ୍ଧିବାର ସୁଯୋଗ ମିଳେ । ସାଲୱାର୍ ସୁଟ୍ କଥା ପଡ଼ିଲେ ପ୍ରଥମତଃ ପଞ୍ଜାବୀ ସୁଟ୍ ପ୍ରତି ସମସ୍ତଙ୍କର ବିଶେଷ ଆକର୍ଷଣ ଥାଏ । ଏହା ଯେକୌଣସି ଫିଗର୍କୁ ବି…

ଜାଣନ୍ତୁ, ତୁଳସୀର କିଛି ନିଶ୍ଚିତ ଚମତ୍କାରୀ ଔଷଧୀୟ ଗୁଣ…

ହିନ୍ଦୁ ପରମ୍ପରାରେ ତୁଳସୀ ଗଛର ମାହାତ୍ମ୍ୟ ଯଥେଷ୍ଟ । ଏହି ଗଛ ହେଉଛି ଭକ୍ତି ତଥା ସ୍ୱାସ୍ଥ୍ୟବୃଦ୍ଧିର ମୂଳମନ୍ତ୍ର । ଓଡ଼ିଶା ସମେତ ଭାରତର ପ୍ରତି କୋଣ ଅନୁକୋଣରେ ଘରେ ଘରେ ତୁଳସୀ ଗଛ ପୂଜା କରାଯାଏ । ପ୍ରତିଦିନ ଅଧିକାଂଶ ଓଡ଼ିଆ ତଥା ଭାରତୀୟ ହିନ୍ଦୁ ଧର୍ମାବଲମ୍ବୀମାନେ ତୁଳସୀପତ୍ର ସେବନ…

କେଶର ଯତ୍ନ ଲାଗି କିଛି ଘରୋଇ ଟିପ୍ସ…

ଭୁବନେଶ୍ୱର: ବର୍ଷା ହେଉ କି ଖରା ସବୁ ସମୟରେ କେଶ ମୂଳ କୁଣ୍ଡେଇ ହେବା ସାଧାରଣ କଥା । ଅଧିକାଂଶ ଲୋକଙ୍କୁ ଲାଗେ ଯେ ଉକୁଣୀ କିମ୍ବା ରୁପି ଯୋଗୁଁ ଏପରି ହୁଏ । କିନ୍ତୁ କେଶମୂଳ ଶୁଷ୍କ, ସାମ୍ପ୍ୟୁ, ଖାଦ୍ୟ-ପାନୀୟରେ ଅନିୟମିତତା, କେଶରୁ ଝାଳ ବାହାରିବା, ଜୀବାଣୁ ସଂକ୍ରମଣ ଯୋଗୁଁ କେଶ ମୂଳ…

ସମ୍ବଲପୁରୀ ପଶାପାଲି ଶାଢ଼ୀ: ଉତ୍କୃଷ୍ଟ ଓଡ଼ିଆ କଳା କାରିଗରୀର ନମୁନା

ଓଡ଼ିଶାର ପରିପାଟୀ ଶୈଳୀ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର । ଆଉ ଏହାର ସମସ୍ତ ଶ୍ରେୟ ହେଉଛି ବାନ୍ଧ କାରୁକାର୍ଯ୍ୟର । ବିଭିନ୍ନ ପ୍ରକାର ସୂତା ବସ୍ତ୍ରରେ ବାନ୍ଧ କାମ କରାଯାଇ ଆକର୍ଷଣୀୟ କରାଯାଇଥାଏ । ଶ୍ରୀଜଗନ୍ନାଥ ସଂସ୍କୃତି ସହ ଏହି ତନ୍ତ ବିଦ୍ୟା ଜଡ଼ିତ । ବିଭିନ୍ନ ମନ୍ଦିରର ସ୍ଥାପତ୍ୟକୁ…

ଓଡ଼ିଆ ଝିଅ ଲାବଣ୍ୟା ଦାସ ମାଲେସିଆରେ ଜିତିଲେ ‘ମିସ୍ ୟୁନିଭର୍ସ ଟିନ୍ ଟୁରିଜିମ ଆମ୍ବାସଡ଼ର ୨୦୧୮’ ଟାଇଟଲ୍

ଭୁବନେଶ୍ୱର: ଭୁବନେଶ୍ୱର ଡ଼ିଏଭି ସ୍କୁଲରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରୀ ଲାବଣ୍ୟା ଦାସ ମାଲେସିଆରେ ଅନୁଷ୍ଠିତ ହୋଇଥିବା ‘ମିସ୍ ଟୁରିଜିମ ଆମ୍ବାସଡ଼ର ୟୁନିଭର୍ସ ଟିନ୍ ୨୦୧୮’ ଟାଇଟଲ୍ ଜିତି ସମଗ୍ର ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏହା ଓଡ଼ିଶା ଲାଗି…

ଚମ୍ପୁଆ ଓ ଯୋଡ଼ା ବ୍ଲକରେ ରାଜ୍ୟ ‘ଖାଦ୍ୟ ସୁରକ୍ଷା ଯୋଜନା’ ର ଶୁଭାରମ୍ଭ କଲେ ମନ୍ତ୍ରୀ ଶଶିଭୁଷଣ ବେହେରା

ଯୋଡ଼ା: କେନ୍ଦୁଝର ଜିଲ୍ଲାର ୨ଟି ବ୍ଲକ ଚମ୍ପୁଆ ଏବଂ ଯୋଡ଼ା ଠାରେ ଆଜି ରାଜ୍ୟ ସରକାର ଙ୍କ ନିଜସ୍ଵ ଯୋଜନା ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ର ଶୁଭାରମ୍ଭ ହୋଇଛି । ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଏହି କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଖାଦ୍ୟ…

ଆରମ୍ଭ ହେଲା ଦାନ ଉତ୍ସବ, ‘ଆଇନା’ ପକ୍ଷରୁ ସେଓ ଉପହାର ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂସ୍ଥା ‘ଆଇନା’ ତରଫରୁ ଦାନ ଉତ୍ସବ ଉପଲେକ୍ଷ ‘ସେଓଟିଏ ଉପହାର’ ଅଭିଯାନର ଶୁଭାରମ୍ଭ ଶୈଲଶ୍ରୀବିହାର ଛକ ସ୍ଥିତ ଉଦ୍ୟାନ ଫ୍ରେସରେ ଆରମ୍ଭ ହୋଇ ଯାଇଅଛି । ଏହି ଦାନ ଗ୍ରହଣ ଅକ୍ଟୋବର ୬ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଅଭିଯାନର ଉଦ୍ଦେଶ୍ୟ ଛୋଟିଆ…