Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଭୁବନେଶ୍ୱରରେ ଡ଼ିସେମ୍ବର ୨୮ରୁ ଜାତୀୟ ‘ତୋଷାଳୀ କ୍ରାଫ୍ଟସ ମେଳା’

ଭୁବନେଶ୍ୱର: ତ୍ରୟୋଦଶ ‘ତୋଷାଳୀ ଜାତୀୟ କ୍ରାଫ୍ଟସ ମେଳା’ ଡ଼ିସେମ୍ବର ୨୮ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏହି ତ୍ରୟୋଦଶ ଜାତୀୟ କ୍ରାଫ୍ଟସ ମେଳାରେ ରାଜ୍ୟ ତଥା ରାଜ୍ୟ…

ଚା’ ପିଇବା ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ

ଭୁବନେଶ୍ୱର : ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଚା ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ଆଉ କେତେକ ବ୍ୟକ୍ତି ଚା ବଦଳରେ କଫି ପିଇବାକୁ ବେଶୀ ଭଲ ପାଇଥାନ୍ତି । କହିବାକୁ ଗଲେ ଏମିତି କିଛି ଚା’ ପ୍ରେମୀ ଅଛନ୍ତି, ଯେଉଁମାନଙ୍କର ସକାଳ ଚା’ ପିଇବାରୁ…

ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ବିଳମ୍ବ ଲାଗି ରାଜ୍ୟ ସରକାର ଦାୟୀ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସପିଟାଲ ପ୍ରତିଷ୍ଠାରେ ସମସ୍ୟା ଉପୁଜିଛି ବୋଲି କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଜଣାଇଛନ୍ତି । ପୂର୍ବରୁ ଢେଙ୍କାନାଳ ଓ…

ଓଡ଼ିଶାର ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳର ପରିସ୍ଥିତି ଏବେ ନିୟନ୍ତ୍ରଣାଧିନ

ଭୁବନେଶ୍ୱର: ରାଜ୍ୟର ପଶୁ ସମ୍ପଦ ବିଭାଗ ଦ୍ୱାରା ବାର୍ଡ ଫ୍ଲୁ ନ ବ୍ୟାପିବା ଲାଗି ଆଶୁ ପଦକ୍ଷେପ ଗ୍ରହଣ କରାଯିବା ଦ୍ୱାରା ଏହା ଯଦିଓ ନିୟନ୍ତ୍ରଣାଧୀନ ରହିଛି କିନ୍ତୁ ରାଜ୍ୟର କେତେକ ସ୍ଥାନରେ ପାରା ଓ କାଉ ମୃତ୍ୟୁ ଘଟଣା ନଜରକୁ ଆସିଛି । ଇତିମଧ୍ୟରେ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର…

ଅହମ୍ମଦାବାଦ ଅସ୍ପିଟାଲରେ ଚିକିତ୍ସାଧିନ ପିଲାମାନଙ୍କୁ ଭେଟିଲେ ନବୀନ

ଅହମ୍ମଦାବାଦ: ଗୁଜରାଟ ଗସ୍ତରେ ଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଅହମ୍ମଦାବାଦସ୍ଥିତ ଶ୍ରୀସତ୍ୟସାଇ ହାର୍ଟ ହସ୍ପିଟାଲରେ ପହଞ୍ଚି ସେଠାରେ ଚିକିତ୍ସାଧିନ ଥିବା ଓଡ଼ିଆ ପିଲାମାନଙ୍କୁ ଭେଟିଛନ୍ତି । ଏହି ହସ୍ପିଟାଲରେ ପାଖାପାଖି ୧୫୦ ଜଣ ପିଲା ହୃଦରୋଗ ଲାଗି ବିନା…

ଆସାମର ରହସ୍ୟମୟ ଗାଁ ମେୟଙ୍ଗ, ଯେଉଁ ଗାଁ’ରେ ତନ୍ତ୍ର ବଳରେ ମଣିଷ ହୋଇଯାଏ ପଶୁ !

ଭୁବନେଶ୍ୱର: ବିଜ୍ଞାନର ଜୟଯାତ୍ରା ଯେତେ ଯେତେ ଶୀର୍ଷସ୍ଥାନକୁ ଯାଉଛି, ଅନ୍ଧବିଶ୍ୱାସ ତଥା ପାରମ୍ପରିକ କଳା କୌଶଳ ବା କଳାଯାଦୁ ଉପରେ ବିଶ୍ୱାସ ମଧ୍ୟ ସେତିକି ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ଆସାମର ମେୟଙ୍ଗ ନାମକ ଏକ ଗାଁ’ର ମନ୍ତ୍ରତନ୍ତ୍ର ତଥା କଳାଯାଦୁ…

ପୁରୀ ବାର୍ଡ ଫ୍ଲୁ ଘଟଣା: କୃଷ୍ଣପ୍ରସାଦ ବ୍ଳକରେ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ

ବ୍ରହ୍ମଗିରି: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକରେ ବାର୍ଡ ଫ୍ଲୁ ମଡ଼କ ନେଇ ଭୋପାଳସ୍ଥିତ ଜାତୀୟ ପଶୁ ରୋଗ ସୁରକ୍ଷା ପ୍ରତିଷ୍ଠାନର ସ୍ପଷ୍ଟ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ମାଲୁଦ ଗ୍ରାମରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ମିଳିଥିବା ସୂଚନାନୁଯାୟୀ, ରାଜ୍ୟ ପଶୁ…

ପୁରୀ ଜିଲ୍ଲାରେ ବଢିଲା ବାର୍ଡ ଫ୍ଲୁ ଆତଙ୍କ !

ପୁରୀ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ବ୍ୟାପିବା ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ବହୁ ସଂଖ୍ୟାରେ କୁକୁଡ଼ା ମଡ଼କ ପଡ଼ିବା ପରେ ମୃତ କୁକୁଡ଼ାଙ୍କ ନମୁନା ପରୀକ୍ଷାରୁ ବାର୍ଡ ଫ୍ଲୁ ପଜିଟିଭ୍ ବୋଲି ଚିହ୍ନଟ ସୂଚନା ମିଳିଛି । ଏହା…

ଭୀମସାର ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ, ଛୁଟିରେ ଯିବାକୁ ନିର୍ଦ୍ଦେଶ

ସମ୍ବଲପୁର: ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର‌୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରିଙ୍କୁ ଓଡ଼ିଶା ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି, ଏହାସହିତ ତାଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ…

ଆଜି ବିଶ୍ୱ ଏଡସ୍ ଦିବସ, ସଚେତନତା ହିଁ ଏକମାତ୍ର ଉପାୟ

ଭୁବନେଶ୍ୱର : ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ‘ବିଶ୍ୱ ଏଡସ୍ ଦିବସ’ ଭାବେ ପାଳନ କରାଯାଉଅଛି ।କେବଳ ସଚେତନତା ହିଁ ଏଡସ୍ କବଳରୁ ବର୍ତ୍ତିବାର ଏକ ମାତ୍ର ଉପାୟ ବୋଲି ବିଶେଷଜ୍ଞଙ୍କ ମତ । ୧୯୮୮ ମସିହା ଡିସେମ୍ବର ୧ ତାରିଖରୁ ‘ବିଶ୍ୱ ଏଡସ୍ ଦିବସ’…