Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ବୟସର ସାୟାହ୍ନରେ ଗୋମାତା ସେବା ସମର୍ପିତ ଜୀବନ…

ସେମାନେ କଥା କହିପାରନ୍ତି ନାହିଁ । କଷ୍ଟ, ଯନ୍ତ୍ରଣା ହେଲେ ଜଣାଇପାରନ୍ତି ନାହିଁ । ହେଲେ ସେମାନଙ୍କ ବେଦନା ବୁଝିପାରନ୍ତି ଶଙ୍କର । ସେଥିପାଇଁ ତ ବୟସର ଅପରାହ୍ଣରେ ବି ଗାଈ, ଗୋରୁଙ୍କ ସେବାରେ ଲାଗିଛନ୍ତି । ଏବେ ବୃଦ୍ଧାବସ୍ଥାରେ ମଧ୍ୟ ବିଶ୍ରାମ ପରିବର୍ତ୍ତେ ଶଙ୍କର ଦିନରାତି ଗାଈ,…

ଦେଖନ୍ତୁ ଭିଡ଼ିଓ: କୁମ୍ଭମେଳାରେ ଅଭିନବ ଏଟିଏମ ମେସିନ, ମଇଳା ପକାଇ ଚା’ ପିଅନ୍ତୁ…

ପ୍ରୟାଗରାଜ: ଏବର୍ଷରେ ଏହି ମହାକୁମ୍ଭ ମେଳାରେ ରେକର୍ଡ଼ ସଂଖ୍ୟକ ଦେଶ ବିଦେଶରୁ ୧୨୦ ମିଲିୟନ ହିନ୍ଦୁ ସାଧୁ, ସନ୍ଥ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ପ୍ରସିଦ୍ଧ କୁମ୍ଭମେଳା ଅବସରରେ ବ୍ରୁକବଣ୍ଡ କମ୍ପାନୀ ପକ୍ଷରୁ ଏକ ଅଭିନବ ଏଟିଏମ ମେସିନ୍ ନିର୍ମିତ କରାଯାଇ କୁମ୍ଭମେଳାର ଅଂଶଗ୍ରହଣ…

ବିରାଟ ଓ ଅନୁଷ୍କା ଜଙ୍ଗଲରେ ବୁଲିଲେ, ଟ୍ୱିଟ୍ଟ୍ କରି ଫଟୋ ସେୟାର୍ କଲେ

ୱେଲିଂଟନ: ଏବେ ବେଶ୍ ଚର୍ଚ୍ଚାରେ ଥିବା ସେଲିବ୍ରିଟି ଦମ୍ପତ୍ତି ହ୍ୟାଣ୍ଡସମ୍ ଇଣ୍ଡିଆନ୍ କ୍ରିକେଟର୍ ବିରାଟ କୋହଲି ଓ ବଲିଉଡ୍ ସେନସେସନ୍ ଅନୁଷ୍କା ଶର୍ମା ନ୍ୟୁଜିଲାଣ୍ଡରେ ଥିବା ଏକ ଜଙ୍ଗଲରେ ଦିନ ତମାମ ବୁଲାବୁଲି କରିଛନ୍ତି । ଏନେଇ ଦୁଇଜଣ ବେଶ୍ ଖୁସି ଥିବା ବେଳେ ଉଭୟ ସେଲିବ୍ରିଟି ନିଜ ନିଜର…

ଆପୋଲୋ ହସ୍ପିଟାଲ ଅଗ୍ନିକାଣ୍ଡ: ସ୍ଥାନାନ୍ତରୀତ ହୋଇଥିବା ୨ ରୋଗୀଙ୍କ ମୃତ୍ୟୁ ନେଇ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀର ଆପୋଲୋ ହସ୍ପିଟାଲରେ ଫେବୃଆରୀ ୨ ତାରିଖରେ ହୋଇଥିବା ଅଗ୍ନିକାଣ୍ଡ ଯୋଗୁଁ ପୂର୍ବରୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ୨୬ ଜଣ ରୋଗୀଙ୍କୁ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା, ମାତ୍ର ଏହି ରୋଗୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ…

ଆରମ୍ଭ ହେଲା ‘ଏସବିଆଇ’ର ୨ୟ ସଂସ୍କରଣ ଗ୍ରୀନ ମାରାଥନ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ ନିରନ୍ତର ଜୀବିକା ପ୍ରୋତ୍ସହନ ନିମନ୍ତେ ଏହାର ବାର୍ଷିକ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ‘ଏସବିଆଇ ଗ୍ରୀନ ମାରାଥନ’ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମକୁ ଏସ୍ବିଆଇ ଭୁବନେଶ୍ୱର ମଣ୍ଡଳ ସିଜିଏମ ପ୍ରବୀଣ କାଲା ଓ ଏସ୍ବିଆଇ ଜେନରାଲ…

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ମସ୍ତିଷ୍କ ନ’ଖୋଲି ବାହାର କରାଗଲା ଟ୍ୟୁମର

ଭୁବନେଶ୍ୱର: ଏକ ବିରଳ ଅସ୍ତ୍ରୋପଚାର ଯୋଗେ ମସ୍ତିଷ୍କରେ ହୋଇଥିବା ଟ୍ୟୁମରକୁ ‘ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ’ରେ ଅପସାରଣ କରାଯାଇଛି । ମସ୍ତିଷ୍କକୁ ନ’ଖୋଲି ନାକର ରନ୍ଧ୍ର ବାଟ ଦେଇ ଏହି ସଫଳ ତଥା ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇଛି । ମିଳିଥିବା…

ବଜେଟ୍ ୨୦୧୯: ପ୍ରତିବର୍ଷ ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୬,୦୦୦ ଟଙ୍କା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭାରତୀୟ କୃଷକଙ୍କୁ ଚାଷକାର୍ଯ୍ୟରେ ସହାୟତା ପ୍ରଦାନ କରିବା ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଶୁକ୍ରବାର ଦିନ ବଜେଟରେ ଚାଷୀ ମାନଙ୍କ ଲାଗି ଏକ ଖୁସି ଖବର ଆଣିଦେଇଛନ୍ତି । Presenting Budget 2019 in Lok Sabha. Watch…

ଅଜବ ବାହାଘର: ବର ରୋଲର୍ ଚଢି ପହଞ୍ଚିଲା କନ୍ୟାଘର

ନଦିଆ/କୋଲକାତା:  କୌଣସି କାର୍, ପାଲିଙ୍କି କିମ୍ବା ଘୋଡ଼ା, ଅତିବେଶୀରେ ହାତୀ ଚଢ଼ି ବର ଆସିବା ଜାଣିଥିବେ, ହେଲେ ରାସ୍ତା କାମରେ ଲାଗୁଥିବା ରୋଲର ଚଢ଼ି ବର ଆସିବା କେବେ ଶୁଣିଛନ୍ତି ? ତେବେ ଏହା ସତ, ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି ଏକ ବାହାଘର । ରବିବାର…

ପଦ୍ମଶ୍ରୀ ସମ୍ମାନ ଲାଗି ଓଡ଼ିଶାର ‘କେନାଲ୍ ମ୍ୟାନ’ଙ୍କୁ ଭି ଭି ଏସ ଲକ୍ଷ୍ମଣଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡ଼ିଶା କେନ୍ଦୁଝର ଜିଲ୍ଲାର ଦୈତାରୀ ନାୟକଙ୍କୁ ତାଙ୍କର ଅତୁଳନୀୟ ଅବଦାନ ଲାଗି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବାରୁ ଭାରତର ପୂର୍ବତନ କ୍ରିକେଟର ଭି ଭି ଏସ ଲକ୍ଷ୍ମଣ ଅଭିନନ୍ଦନ ଜ୍ଞାପନ କରିଛନ୍ତି । 70 year old farmer Shri. Daitari Naik of Keonjhar…

ଓଡ଼ିଶା ଷ୍ଟେଟ୍ ସର୍ଜନ୍ସ ସମ୍ମିଳନୀରେ ସୋଆ ମେଡିକାଲ୍ ଛାତ୍ରଛାତ୍ରୀ ପୁରସ୍କୃତ

ଭୁବନେଶ୍ୱର: ବାଲେଶ୍ୱରରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଷ୍ଟେଟ୍ ସର୍ଜନ୍ସ କନ୍ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର ସର୍ଜରୀ ବିଭାଗ ପିଜି ଛାତ୍ରଛାତ୍ରୀମାନେ ସର୍ବାଧିକ ପୁରସ୍କାର ହାସଲ…