Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଦୂର ହେବ ସମସ୍ତ ଦୁଃଖ କଷ୍ଟ, ଯଦି ସୂର୍ଯ୍ୟାସ୍ତ ପରେ ନ ଦେବେ ଏ ସବୁ ବସ୍ତୁ

ଭୂବନେଶ୍ୱର : ଦରକାର ସମୟରେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିଥାନ୍ତି । ଅର୍ଥାତ୍ ଆଜି ବି ହଠାତ୍ କିଛି ଜିନିଷର ଆବଶ୍ୟକତା ହେଲେ ଅନ୍ୟ ଜଣଙ୍କ ଠାରୁ ବା ବେଳେବେଳେ ପଡ଼ୋଶୀଙ୍କ ଠାରୁ ଆଣି କାମ ଚଳାଇ ଦିଆଯାଏ । ଏହିପରି ଭାବରେ ପଡ଼ୋଶୀଙ୍କୁ ସାହାଯ୍ୟ କରିବା ଆଳରେ ବହୁତ ଜିନିଷ ଦେବା-ନେବା ଜାରି…

ପ୍ଲାଷ୍ଟିକ ବ୍ୟବହାର ନିଷେଧ: ଅକ୍ଟୋବର ୨ରୁ ରାଜ୍ୟର ୬ଟି ସହରରେ କଟକଣା

ଭୁବନେଶ୍ୱର: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଛି । ଯେଉଁ ୬ଟି ସହରାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ ହୋଇଛି ସେହି ସହରଗୁଡ଼ିକ ହେଲା – ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀ…

ସମ୍ ହସ୍ପିଟାଲରେ ‘ବିଶ୍ୱ ହୃଦୟ ଦିବସ’ ପାଳିତ: ‘ନକାରାତ୍ମକ ଚିନ୍ତାଧାରା’ ଦ୍ୱାରା ବଢ଼ୁଛି ହୃଦଘାତ

ଭୁବନେଶ୍ୱର: ନକାରାତ୍ମକ ଚିନ୍ତାଧାରା ଦ୍ୱାରା ଅଧିକ ହୃଦଘାତ ଘଟୁଛି । ମଣିଷ ଶରୀରର କ୍ଷତି ହେଉଛି । ଆମେ ଯାହା ଭାବିଥାଉ ତା’ର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଆମ ଚିନ୍ତାଧାରା ଯେଉଁଭଳି ହୁଏ ସେହିଭଳି ଭାବରେ ଆମ ଶରୀର ସୁସ୍ଥ ବା ଅସୁସ୍ଥ ହୋଇଥାଏ । ମଣିଷ ଅଧିକ ଚିନ୍ତାଗ୍ରସ୍ତ ହେବା ଫଳରେ…

ସୁସ୍ଥ ଓ ସ୍ୱଚ୍ଛ ହୃଦୟର ଦିନ- ‘ବିଶ୍ୱ ହୃଦୟ ଦିବସ’

ଭୁବନେଶ୍ୱର:  ବିଶ୍ୱ ହୃଦୟ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୯ ତଥା ଆଜିର ଦିନକୁ ସାରା ବିଶ୍ୱରେ ‘ବିଶ୍ୱ ହୃଦୟ ଦିବସ’ ରୂପେ ପାଳନ କରାଯାଇଥାଏ । ହୃଦରୋଗ ପରି ଘାତକ ବେମାରୀ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ଭାରତରେ ଅନ୍ୟ ଦେଶ ମାନଙ୍କ ତୁଳନାରେ ରୋଗୀଙ୍କ ସଂଖ୍ୟା ୨୦…

ଆପଣଙ୍କ ଶୋଇବା ଘର ବି ହୋଇପାରେ ବାସ୍ତୁଦୋଷର କାରଣ !

ବେଡ଼ରୁମ୍ ବା ଶୋଇବା ଘର ହେଉଛି ପ୍ରତ୍ୟେକ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ମଧ୍ୟ ଦେଇ ସବୁବେଳେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ପ୍ରବାହିତ ହୁଏ । ଯଦି ଶୋଇବା ଘରର ଆସବାବପତ୍ର ସଠିକ ଜାଗାରେ ରଖାନଯାଏ ତାହା ବୈବାହିକ ତଥା ଦାମ୍ପତ୍ୟ ଜୀବନରେ ଅଶାନ୍ତିର କାରଣ ପାଲଟିଯାଏ । ଜାଣନ୍ତୁ…

କେମିତି ଜାଣିବେ ବ୍ରେନ୍ ଟ୍ୟୁମରର ଲକ୍ଷଣ?

ବ୍ରେନ୍ ଟ୍ୟୁମର୍ ବା ବ୍ରେନ୍ କ୍ୟାନସର ହେଉଛି ଏକ ଗୁରୁତର ଘାତକ ରୋଗ । ମସ୍ତିଷ୍କ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସାମାନ୍ୟ ଅସାବଧାନତା କିମ୍ବା ମାନସିକ ଅସୁସ୍ଥତା ସମେତ ଅନ୍ୟାନ୍ୟ ଅସୁବିଧା ସୃଷ୍ଟି ହୋଇପାରେ । ତେବେ ବ୍ରେନ୍ ଟ୍ୟୁମର୍ର ପ୍ରାରମ୍ଭିକ ଲକ୍ଷଣ ଅନେକ ରହିଛି,…

ଆଜି ସାରା ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ, ରୋଗୀ ହନ୍ତସନ୍ତ

ଭୁବନେଶ୍ୱର: ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ (ଏଆଇଓସିଡ଼ି)ର ଡ଼ାକରାରେ ଦେଶବ୍ୟାପୀ ଶୁକ୍ରବାର ଦିନ ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ସେହିପରି ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ମଧ୍ୟ ସାରା ଓଡ଼ିଶାରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି । ଏହି ବନ୍ଦ ଫଳରେ…

ସମ୍ ହସ୍ପିଟାଲରେ ବିରଳ ଚିକିତ୍ସା: ୭ମାସ ଶିଶୁର ଶ୍ୱାସନଳୀରୁ ବାଦାମ କାଢି ଜୀବନ ବଞ୍ଚାଇଲେ ଡ଼ାକ୍ତର

ଭୁବନେଶ୍ୱର: ସମ୍ ହସ୍ପିଟାଲରେ ଏକ ୭ ମାସର ଶିଶୁର ଶ୍ୱାସନଳୀରେ ଚିକିତ୍ସା କରି ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଡ଼ାକ୍ତର । ଶ୍ୱାସନଳୀରେ ସଫଳ ଚିକିତ୍ସା କରି ସଫଳ ହୋଇଥିବାରୁ ଏହି ୭ ମାସର ଶିଶୁଟିର ଜୀବନ ବଞ୍ଚି ଯାଇପାରିଛି । ଉନ୍ନତମାନ ଚିକିତ୍ସାପ୍ରଣାଳୀ ପ୍ରୟୋଗ କରି ଗୋଟିଏ ୭ ମାସର…

କଟକ ଏସସିବିରେ ଡ଼େଙ୍ଗୁରୋଗୀଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

କଟକ: କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ରବିବାର ଦିନ ଜଣେ ଡ଼େଙ୍ଗୁ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ଘଟିଥିବା ଏହି ଡ଼େଙ୍ଗୁ ଆକ୍ରାନ୍ତ ରୋଗୀ ଜଣକ ହେଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ୧୮ ବର୍ଷୀୟ ସୌମ୍ୟରଞ୍ଜନ ନାୟକ । ମିଳିଥିବା ସୂଚନାରୁ ଜଣାପଡ଼ିଛି,…

ସିନ୍ଦୂର – ଶାରୀରିକ ସୁସ୍ଥତାର ମହାଷୌଧି…

ବାହାଘର ପରେ ମହିଳାଙ୍କ ମଥାରେ ସିନ୍ଦୂର ଲଗାଇବାର ପରମ୍ପରା ହିନ୍ଦୁ ଧର୍ମରେ ପ୍ରଚଳିତ । ଏହା ସଧବାର ପ୍ରତୀକ ଏବଂ ପ୍ରତ୍ୟେକ ବିବାହିତ ମହିଳା ପାଇଁ ଏହାଠାରୁ ମୂଲ୍ୟବାନ୍ ଜିନିଷ ଆଉ କିଛି ନାହିଁ । ତେବେ ଆପଣ କ’ଣ ଜାଣନ୍ତି ସିନ୍ଦୂର ସ୍ୱାସ୍ଥ୍ୟ ପାଇଁ ବହୁ ବିଶେଷତ୍ୱ ବହନ କରିଥାଏ ! -…