Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଫ୍ୟାଶନ୍ ଟ୍ରେଣ୍ଡରେ ଲଙ୍ଗ୍ ବୁଟ୍ସ…

ଭୁବନେଶ୍ୱର: ଏବେ ମଡ଼ର୍ଣ୍ଣ ଲୁକ୍ସ ପାଇଁ ଲଙ୍ଗ୍ ବୁଟ୍ସକୁ ମହିଳାମାନେ ବେଶ୍ ପସନ୍ଦ କରିବାର ଦେଖାଯାଉଛି । ଯେକୌଣସି ସମୟରେ ପାଦକୁ ଆରାମ ଦେବା ପାଇଁ ମୋଜା ତ ପିନ୍ଧିବା ନିହାତି ଆବଶ୍ୟକ । କିନ୍ତୁ ଯଦି ଆପଣ ଲଙ୍ଗ୍ ବୁଟ୍ସ୍ ପିନ୍ଧୁଛନ୍ତି ତେବେ କେତେଗୁଡ଼ିଏ ଷ୍ଟାଇଲ୍ ପ୍ରତି ବିଶେଷ ଧ୍ୟାନ…

କ୍ରୋଧ ସମସ୍ୟାର ସମାଧାନ କରେନାହିଁ ବରଂ ମାନସିକ ଓ ଶାରୀରିକ ସ୍ତରରେ କ୍ଷତି କରିଥାଏ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ “କ୍ରୋଧ ସମ୍ବରଣ” ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । “କ୍ରୋଧ କୌଣସି ସମସ୍ୟାର ସମାଧାନ କରେ ନାହିଁ କିମ୍ବା ଏଥିରେ କିଛି ସୃଜନାତ୍ମକ…

ଜାଣନ୍ତୁ, ଆୟୋଡ଼ିନ୍ ଅଭାବରେ ପିଲାଙ୍କୁ କ’ଣ ଖାଇବାକୁ ଦେବେ?

ଭୁବନେଶ୍ୱର: ପିଲାମାନଙ୍କୁ ସୁସ୍ଥ ରଖିବାକୁ ହେଲେ ତାଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଦେବା ନିହାତି ଆବଶ୍ୟକ । ସ୍ୱାସ୍ଥ୍ୟକର ଖାଦ୍ୟରେ ହିଁ ଶିଶୁର ମାନସିକ ଏବଂ ଶାରୀରିକ ବିକାଶ ଭଲ ଭାବେ ହୋଇପାରେ । ଏହି ଅନୁଧ୍ୟାନ ଅନୁଯାୟୀ, ଶିଶୁର ବିକାଶ ପାଇଁ ଭିଟାମିନ୍ ଏବଂ ମିନେରାଲ୍ସ ସହିତ ଆୟୋଡ଼ିନର…

ରାଜ୍ୟସ୍ତରୀୟ ‘ନବଜାତ ଯତ୍ନ ସପ୍ତାହ’ ଉଦଘାଟିତ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ନବଜାତ ଯତ୍ନ ସପ୍ତାହ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଛନ୍ତି । ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ।…

ଆଖିର ଯତ୍ନ କିପରି ନେବେ, ଜାଣନ୍ତୁ

ଭୁବନେଶ୍ୱର : ଆଖି ମନୁଷ୍ୟ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ଏତେ ସୂକ୍ଷ୍ମ ଯେ ଠିକ ଭାବରେ ଯତ୍ନ ନ ନେଲେ ଆମକୁ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆଜିର ବ୍ୟସ୍ତବହୁଳ ସମୟରେ ଲୋକମାନେ କମ୍ପ୍ୟୁଟର ଓ ମୋବାଇଲର ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଫଳରେ ଏଥିପାଇଁ…

ସର୍ଭେରେ ସମ୍ ହସ୍ପିଟାଲର ଚାରୋଟି ସ୍ୱାସ୍ଥ୍ୟସେବା ବିଭାଗ ରାଜଧାନୀରେ ନମ୍ବର ୧

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ ୪ ଟି ବିଭାଗ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଡ଼େଣ୍ଟାଲ୍ ସାଇନ୍ସେସ୍ “ଟାଇମ୍ସ ହେଲ୍ଥ ସର୍ଭେ” ଭୁବନେଶ୍ୱରରେ ଏକ ନମ୍ବର ସ୍ଥାନରେ ରହିଛି । ଜାତୀୟ, ଆଞ୍ଚଳିକ…

ଜଗା-କାଳିଆ ଖୁବ୍ ଶିଘ୍ର ଓଡ଼ିଶା ଫେରିବା ସମ୍ଭାବନା !

ନୂଆଦିଲ୍ଲୀ: ଯୋଡ଼ାମୁଣ୍ଡ ଅଲଗା ହୋଇଥିବା ଯାଆଁଳା ଶିଶୁ ଜଗା-କାଳିଆ ଖୁବ ଶିଘ୍ର ଓଡ଼ିଶା ଫେରିବାର ସମ୍ଭାବନା ରହିଛି । ଦିଲ୍ଲୀ ଏମ୍ସରେ ରହି ଚିକିତ୍ସା ହେଉଥିବା ଜଗା-କାଳିଆଙ୍କ ବାପା ମାଆ ଖୁବ୍ ଶିଘ୍ର ଓଡ଼ିଶାରେ ଥିବା ତାଙ୍କ ଗାଆଁକୁ ଫେରିବାକୁ ଇଛା ପ୍ରକାଶ କରିଛନ୍ତି । ଏହି ଦୁଇ…

ସୁନ୍ଦର ସ୍ୱାସ୍ଥ୍ୟ ଲାଗି ଉପକାରୀ କଞ୍ଚା ଅମୃତଭଣ୍ଡା…

ଭୁବନେଶ୍ୱର: ପ୍ରାୟ ସମସ୍ତେ ପାଚିଲା ଅମୃତଭଣ୍ଡା ଖାଇବାକୁ ଭଲ ପାଆନ୍ତି, କିନ୍ତୁ କଞ୍ଚା ଅମୃତଭଣ୍ଡାରେ ପାଚିଲା ଅମୃତଭଣ୍ଡା ଠାରୁ ଅଧିକ ଔଷଧୀୟ ଗୁଣ ଭରି ରହିଛି । ଅବଶ୍ୟ ଅନେକଙ୍କ ଘରେ କଞ୍ଚା ଅମୃତଭଣ୍ଡାକୁ ବିଭିନ୍ନ ପ୍ରକାର ତରକାରୀ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ଯଦି ଆପଣ କଞ୍ଚା…

ଟ୍ରାଡ଼ିସନାଲ୍ ପଞ୍ଜାବୀ ସାଲୱାର୍ ସୁଟ୍ : ଲାଟେଷ୍ଟ୍ ଆରାମଦାୟକ ଆଉଟଫିଟ୍

ଭୁବନେଶ୍ୱର: ଫ୍ୟାଶନ୍ କହିଲେ ଏବେର ଆରାମଦାୟକ ଆଉଟଫିଟ୍ ବୁଝିବାକୁ ପଡ଼ିବ । ତେବେ କିଛିଟା ଟ୍ରାଡ଼ିସନାଲ୍ କପଡ଼ା କୌଣସି ବିଶେଷ ଅବସରରେ ପିନ୍ଧିବାର ସୁଯୋଗ ମିଳେ । ସାଲୱାର୍ ସୁଟ୍ କଥା ପଡ଼ିଲେ ପ୍ରଥମତଃ ପଞ୍ଜାବୀ ସୁଟ୍ ପ୍ରତି ସମସ୍ତଙ୍କର ବିଶେଷ ଆକର୍ଷଣ ଥାଏ । ଏହା ଯେକୌଣସି ଫିଗର୍କୁ ବି…

ଜାଣନ୍ତୁ, ତୁଳସୀର କିଛି ନିଶ୍ଚିତ ଚମତ୍କାରୀ ଔଷଧୀୟ ଗୁଣ…

ହିନ୍ଦୁ ପରମ୍ପରାରେ ତୁଳସୀ ଗଛର ମାହାତ୍ମ୍ୟ ଯଥେଷ୍ଟ । ଏହି ଗଛ ହେଉଛି ଭକ୍ତି ତଥା ସ୍ୱାସ୍ଥ୍ୟବୃଦ୍ଧିର ମୂଳମନ୍ତ୍ର । ଓଡ଼ିଶା ସମେତ ଭାରତର ପ୍ରତି କୋଣ ଅନୁକୋଣରେ ଘରେ ଘରେ ତୁଳସୀ ଗଛ ପୂଜା କରାଯାଏ । ପ୍ରତିଦିନ ଅଧିକାଂଶ ଓଡ଼ିଆ ତଥା ଭାରତୀୟ ହିନ୍ଦୁ ଧର୍ମାବଲମ୍ବୀମାନେ ତୁଳସୀପତ୍ର ସେବନ…