Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଜାଣନ୍ତୁ କେତେ ସ୍ୱାସ୍ଥ୍ୟପ୍ରଦ ଲେମ୍ବୁପାଣି ?

ଘରେ ହେଉ ବା ରେଷ୍ଟୁରାଣ୍ଟ୍ , ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଏବେ ଲେମ୍ବୁରସ ବା ଲେମ୍ବୁପାଣିର ଉପକାରୀତା ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ପିଇବାକୁ ପସନ୍ଦ କରୁଛନ୍ତି । ଲେମ୍ବୁ ସ୍ୱାସ୍ଥ୍ୟ ଲାଗି ବେଶ୍…

ଉନ୍ମୋଚିତ ହେଲା ରାଜଧାନୀର ପ୍ରଥମ ଫ୍ୟାଶନ ପତ୍ରିକା ‘ପଶ୍ ଆଫେୟାର’

ଭୁବନେଶ୍ୱର : ଓଡ଼ିଶାରୁ ପ୍ରଥମକରି ଲଞ୍ଚ୍ ହେଲା ଫ୍ୟାଶନ ପତ୍ରିକା ‘ପଶ୍ ଆଫେୟାର’ । ରାଜଧାନୀର ଦୁଇ ଜଣାଶୁଣା ଫ୍ୟାଶନ୍ ଡ଼ିଜାଇନର୍ ଦିନେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ରୋଶନ ସାହୁ ଏହି ପତ୍ରିକାଟିକୁ ଭିନ୍ନ ଶୈଳୀରେ ପ୍ରକାଶିତ କରିଛନ୍ତି । ଏହି ଦୁଇ ଫ୍ୟାଶନ ଡ଼ିଜାଇନର୍ ସେମାନଙ୍କର…

ଥାଇଲାଣ୍ଡ ‘ଆନ୍ତର୍ଜାତିକ ପ୍ରିନ୍ସ ଏଣ୍ଡ ପ୍ରିନ୍ସେସ’ ପ୍ରତିଯୋଗିତା: ଓଡ଼ିଆ ଝିଅ ଲାବଣ୍ୟା ଜିତିଲେ ୩ଟି ପୁରସ୍କାର

ଭୁବନେଶ୍ୱର : ଲାବଣ୍ୟା ଦାସ । କୁନି ଝିଅଟିଏ । ଏପଟେ ପାଠପଢା ସେପଟେ ଦୁନିଆକୁ ଜିତିବାର ପଣ । ଭୁବନେଶ୍ୱର ଡ଼ିଏଭି ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଲାବଣ୍ୟା ଆଖିରେ ଅନେକ ସ୍ୱପ୍ନ । ଓଡ଼ିଶୀ ନୃତ୍ୟର ମଙ୍ଗଳାଚରଣରୁ ଆରମ୍ଭ କରି ରକ୍ ହିପହପ୍ ଡ଼୍ୟାନ୍ସରେ ଏହି କୁନି ଝିଅଟିର…

ଆପଣଙ୍କ ପିଲାଙ୍କ ପାଇଁ ଭିଟାମିନ୍-ଡି କେତେ ଜରୁରୀ ?

ଆପଣଙ୍କ ପିଲାଙ୍କ ପାଇଁ ଭିଟାମିନ୍-ଡି କେତେ ଜରୁରୀ ? ଭିଟାମିନ-ଡି ର ଅଭାବ କେବଳ ବୟସ୍କ ଲୋକ ମାନଙ୍କ ପାଖରେ ଦେଖାଯାଏ ନାହିଁ ଏହା ନବଜାତ ଶିଶୁ ମାନଙ୍କ ନିକଟରେ ମଧ୍ୟ ପରିଲିକ୍ଷିତ ହୋଇଥାଏ । ବୟସ୍କ ମାନଙ୍କ ପରି ଛୋଟ ପିଲାଙ୍କର ମଧ୍ୟ ନିର୍ଦ୍ଧିଷ୍ଟ ମାତ୍ରାରେ ଭିଟାମିନ୍-ଡି ଦରକାର ହୋଇଥାଏ…

ଚିକିତ୍ସାର ଫାଇନାଲ ଷ୍ଟେଜରେ ଇରଫାନ ଖାନ, କହିଲେ “ଲାଗୁଛି ଆଉ କିଛି ମାସ ଭିତରେ ମରିଯିବି”

ଆସନ୍ତା କାଲି ରିଲିଜ ହେବ ବଲିଉଡ଼ ଅଭିନେତା ଇରଫାନ ଖାନଙ୍କ ନୁଆ ସିନେମା ‘କାରୱାଁ’ । ଏହି ସିନେମା ରିଲିଜ ହେବାକୁ ନେଇ ଦର୍ଶକଙ୍କ ମନରେ ବେଶ ଆଗ୍ରହ ରହିଥିବା ବେଳେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି । ଇରଫାନ ବର୍ତମାନ ଲଣ୍ଡନରେ ଅଛନ୍ତି ଏବଂ ତାଙ୍କୁ ହୋଇଥିବା ରୋଗ…

ଆସୁଛି ଚର୍ଚ୍ଚିତ ସିନେମା ‘ପାଟଣାଗଡ଼’, ଫିଲ୍ମ ରିଲିଜ୍ ଆଗରୁ ଟିଜର୍ ସୋସିଆଲ୍ ମିଡ଼ିଆରେ ହିଟ୍ !

ଭୁବନେଶ୍ୱର : ସେଦିନ ଥିଲା ୨୩ ଫେବୃୟାରୀ ୨୦୧୮ ମସିହା । ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ସାରା ଓଡ଼ିଶାକୁ ଦୋହଲେଇ ଦେଇଥିଲା । ଏହି ପାର୍ସଲ ବୋମା ପ୍ରସଙ୍ଗ ହିଁ ୨ସପ୍ତାହ ଧରି ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ପାର୍ସଲ ବୋମା ବିସ୍ଫୋରଣ ପରି ସତ୍ୟ ଘଟଣାକୁ…

କୁମାର ଗୁରୁ ମିଶ୍ରଙ୍କ ବ୍ରାଣ୍ଡ୍ ‘ଜି’ର ଶୁଭ ଉଦଘାଟନ

ଭୁବନେଶ୍ୱର : ସ୍ଥାନୀୟ ମେ ଫେୟାର ହୋଟେଲରେ ଏକ ଆଡ଼ମ୍ବରମୂର୍ଣ୍ଣ ଉତ୍ସବରେ ଏବଂ ବହୁ ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ଡକ୍ଟର କୁମାର ଗୁରୁ ମିଶ୍ରଙ୍କ ପୋଷାକ ବ୍ରାଣ୍ଡ୍ ‘ଜି’ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରାଣ୍ଡ୍ ଉତ୍ସବର ମୁଖ୍ୟ ଅତିଥବ ତାରା ରଞ୍ଜନ ପଟ୍ଟନାୟକ ଏବଂ ସମ୍ମାନନୀୟ…

ରବିବାର ଦିନ ସୂର୍ଯ୍ୟ ଉପାସନା କରନ୍ତୁ, ସମ୍ପୂର୍ଣ୍ଣ ବଦଳିଯିବ ଭାଗ୍ୟ

ଆମେ ସମସ୍ତେ ପିଲାବେଳେ ଦେଖିଛନ୍ତି ଜେଜେବାପା ସକାଳୁ ଉଠି ଗାଧୋଇସାରି ସୂର୍ଯ୍ୟଙ୍କୁ ଗୋଟିଏ ଢାଳରେ ପାଣି ଟେକନ୍ତି । ହଁ, ହିନ୍ଦୁଶାସ୍ତ୍ରାନୁସାରେ ଏହା ବିଶ୍ୱାସ ରହିଛି ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି…

ହେପାଟାଇଟିସ୍ ବି ରୋଗ କ୍ଷେତ୍ରରେ ଅଜ୍ଞତା ହିଁ ସବୁଠାରୁ ଚିନ୍ତାର କାରଣ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଏବଂ ଭାରତ ସ୍କାଉଟ ଏବଂ ଗାଇଡ଼ସର ରାଜ୍ୟ ଶାଖା ପକ୍ଷରୁ ମିଳିତ ଭାବରେ ବିଶ୍ୱ ହେପାଟାଇଟିସ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । ନୋବେଲ୍ ବିଜେତା ପ୍ରଫେସର ସାମୁଏଲ ବ୍ଲୁମବର୍ଗ ହେପାଟାଇଟିସ ଭାଇରସର ଆବିଷ୍କାର କରିବା ସହିତ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ଗରିବ ଲୋକଙ୍କ ଲାଗି ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା, ଅକ୍ଟୋବର ୨ରୁ ହେବ…

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗରିବ ଲୋକମାନଙ୍କ ପାଇଁ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଘୋଷଣା କରିଛନ୍ତି । ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ରହିଥିବା ଗରିବ ଲୋକଙ୍କ ନିମନ୍ତେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ ରୂପେ…