Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ: ଓଡ଼ିଶାର ଚାନ୍ଦିପୁର ଘାଟୀରେ ହେଲା ଉତକ୍ଷେପଣ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସୋମବାର ସକାଳ ୧୦:୩୦ ସମୟରେ ସୁପରସୋନିକ କ୍ରୁଜ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପରୀକ୍ଷା ହେବା ନେଇ ସୂଚନା ଦିଆଯାଇଛି । ପ୍ରତିକୂଳ ପାଗ…

ଲଗାଣ ବର୍ଷାରେ ଓଡ଼ିଶା ବେହାଲ: ରାଜ୍ୟରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର : ବଙ୍ଗୋପସାଗରେ ଘନିଭୂତ ହୋଇଥିବା ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଭାରତୀୟ ପାଣିପାଗ ବିଭାଗ କହିଛନ୍ତି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲାରେ…

‘ଜଗା-କାଳିଆ’ ୨/୩ ଦିନ ଭିତରେ ଏମ୍ସରୁ ଡ଼ିସଚାର୍ଜ ହେବେ, ଶିଘ୍ର ଓଡ଼ିଶା ଫେରିବେ ଦୁଇ ଭାଇ – ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡରୁ ଅସ୍ତ୍ରୋପଚାର ହୋଇ ଅଲଗା ହୋଇଥିବା ଯାଆଁଳା ଶିଶୁ ଜଗା-କାଳିଆ ୨/୩ ଦିନ ଭିତରେ ସମ୍ପୂର୍ଣ୍ଣ ସୁସ୍ଥତା ଅର୍ଜନ କରି ଏମ୍ସରୁ ଡ଼ିସଚାର୍ଜ ହେବେ । ଏମ୍ସ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଏବେ ଦୁଇ ଭାଇ ଜଗା-କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।…

ଫ୍ରାନ୍ସ ଜିତିଲା ଫିଫା ବିଶ୍ୱକପ ଫୁଟବଲ

ମସ୍କୋ : ବିଶ୍ୱକପ ଜିତିଲା ଶକ୍ତିଶାଳୀ ଫ୍ରାନ୍ସ ଦଳ । ଫିଫା ବିଶ୍ୱକପ ଫୁଟବଲ ଫାଇନାଲ ମ୍ୟାଚରେ କ୍ରୋଏସିଆକୁ ୪-୨ ଗୋଲରେ ପରାସ୍ତ କରି ପ୍ରାନ୍ସ ୨ୟ ଥର ଲାଗି ଫୁଟବଲ ବିଶ୍ୱକପ ହାସଲ କରିପାରିଛି । ସଂଘର୍ଷପୂର୍ଣ୍ଣ ଫାଇନାଲର ୧୮ ମିନିଟରେ କ୍ରୋଏସିଆ ପକ୍ଷରୁ ମାନଦଯୁକିକ ଏକ ଆତ୍ମଘାତୀ…

କେନିଆରେ ରଥଯାତ୍ରା: ଘଣ୍ଟ-ଘଣ୍ଟା ଓ ମୃଦଙ୍ଗ କୀର୍ତ୍ତନ ସହିତ ନାଇରୋବିରେ ରଥ ଗଡ଼ିଲା

ଭୁବନେଶ୍ୱର : କଳା କଳା ବଡ଼ ଚକା ଆଖିରେ ସେ ସାରା ଜଗତକୁ ଦେଖନ୍ତି । ପ୍ରଲମ୍ବିତ ବଳିଆର ଭୂଜ ବାହୁ ପ୍ରସାରି ସାରା ଜଗତରେ ଭକ୍ତଙ୍କ ଦୁଃଖ ସୁଖ ସହିତ ନିଜକୁ ଜଡ଼ିତ କରିଦିଅନ୍ତି ମହାପ୍ରଭୁ । ଜଗତର ନାଥ ସେ ଜଗତନାଥ ମହାପ୍ରଭୁ ଜଗନ୍ନାଥ । ବିଶ୍ୱର ଅଧିକାଂଶ ଦେଶରେ ରଥଯାତ୍ରା ଅନୁଷ୍ଠିତ ହେଉଛି ।…

ଲଘୁଚାପ ଘନିଭୂତ: ଓଡ଼ିଶାରେ ପ୍ରବଳ ବର୍ଷାର ସତର୍କ ସୂଚନା

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତୋଟି ଜିଲ୍ଲାରେ ଅତି ପ୍ରବଳ ତଥା ଅନ୍ୟ କେତୋଟି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଦ୍ୱିତୀୟ କୋଣାର୍କ ମନ୍ଦିର ପ୍ରତିଷ୍ଠା ଏବେ ବାସ୍ତବ ଲାଗୁଛି: ରଘୁନାଥ ମହାପାତ୍ର

ଭୁବନେଶ୍ୱର : ପ୍ରଖ୍ୟାତ ଓଡ଼ିଆ ସ୍ଥପତି ରଘୁନାଥ ମହାପାତ୍ର ଶନିବାର ଦିନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । ରାଜ୍ୟସଭାକୁ ମନୋନୀତ ହେବା ପରେ କହିଛନ୍ତି, ଏବେ ମୋର ଦ୍ୱିତୀୟ କୋଣାର୍କ ନିର୍ମାଣ କରିବାର ସ୍ୱପ୍ନ କ୍ରମେ ବାସ୍ତବତାର ରୂପ ନେବ…

ଖାଲରୁ ଉଦ୍ଧାର ହେଲେ ଗଜରାଜ: ବନବିଭାଗର ଅକ୍ଳାନ୍ତ ପରିଶ୍ରମରୁ ବଞ୍ଚିଲା ଦନ୍ତାହାତୀ

ସମ୍ବଲପୁର : ଖାଦ୍ୟ ଅନେଷଣରେ ଥିବା ଗଜରାଜ ଭୁଲବଶତଃ ଏକ ବିରାଟ ଖାଲରେ ପଡ଼ିଗଲେ, ତେବେ ବନବିଭାଗର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ନୂଆ ଜୀବନ ପାଇଲେ ଗଜରାଜ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ସାନ ହିନ୍ଦୋଳରେ ଖାଲରେ ପଡ଼ିଥିବା ଏକ ଦନ୍ତାହାତୀକୁ ବନବିଭାଗ ଉଦ୍ଧାର କରିଛନ୍ତି ।…

ରଥଯାତ୍ରା: ବଳଗଣ୍ଡିରେ ଅଟକଥିବା ନନ୍ଦିଘୋଷ ରଥ ଟଣାଗଲା, ଗୁଣ୍ଡିଚା ମନ୍ଦିରକୁ ଟାଣିନେଲେ ସହସ୍ରାଧିକ ଭକ୍ତ

ପୁରୀ : ମହାପ୍ରଭୁଙ୍କର ରତ୍ନବେଦୀରୁ ଜନ୍ମବେଦୀର ଏହି ଯାତ୍ରା ହେଉଛି ରଥଯାତ୍ରା । ଗତକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବଡ଼ଭାଇଙ୍କ ତାଳଧ୍ୱଜ ରଥ ଓ ସାନଭଉଣୀ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟ ହୋଇଥିଲେ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ କିନ୍ତୁ ବଳଗଣ୍ଡି ଛକରେ ଅଟକି…

ଲର୍ଡ଼ସ ଦିନିକିଆରେ ଇଂଲଣ୍ଡ ଠାରୁ ଭାରତ ୮୬ ରନରେ ପରାସ୍ତ

ଇଂଲଣ୍ଡ ବୋଲରଙ୍କ ଜାଦୁକାରୀ ବୋଲିଂ ଆଗରେ ଭାରତକୁ ଶେଷରେ ମଥାନତ କରିବାକୁ ପଡ଼ିଛି । ଲଣ୍ଡନର ଐତିହାସିକ ଲର୍ଡ଼ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚରେ ଭାରତ ଇଂଲଣ୍ଡ ଠାରୁ ୮୬ ରନରେ ପରାସ୍ତ ହୋଇଛି । ଟସ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ…