Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଆସୁଛି ଚର୍ଚ୍ଚିତ ସିନେମା ‘ପାଟଣାଗଡ଼’, ଫିଲ୍ମ ରିଲିଜ୍ ଆଗରୁ ଟିଜର୍ ସୋସିଆଲ୍ ମିଡ଼ିଆରେ ହିଟ୍ !

ଭୁବନେଶ୍ୱର : ସେଦିନ ଥିଲା ୨୩ ଫେବୃୟାରୀ ୨୦୧୮ ମସିହା । ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ସାରା ଓଡ଼ିଶାକୁ ଦୋହଲେଇ ଦେଇଥିଲା । ଏହି ପାର୍ସଲ ବୋମା ପ୍ରସଙ୍ଗ ହିଁ ୨ସପ୍ତାହ ଧରି ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ପାର୍ସଲ ବୋମା ବିସ୍ଫୋରଣ ପରି ସତ୍ୟ ଘଟଣାକୁ…

କୁମାର ଗୁରୁ ମିଶ୍ରଙ୍କ ବ୍ରାଣ୍ଡ୍ ‘ଜି’ର ଶୁଭ ଉଦଘାଟନ

ଭୁବନେଶ୍ୱର : ସ୍ଥାନୀୟ ମେ ଫେୟାର ହୋଟେଲରେ ଏକ ଆଡ଼ମ୍ବରମୂର୍ଣ୍ଣ ଉତ୍ସବରେ ଏବଂ ବହୁ ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ଡକ୍ଟର କୁମାର ଗୁରୁ ମିଶ୍ରଙ୍କ ପୋଷାକ ବ୍ରାଣ୍ଡ୍ ‘ଜି’ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରାଣ୍ଡ୍ ଉତ୍ସବର ମୁଖ୍ୟ ଅତିଥବ ତାରା ରଞ୍ଜନ ପଟ୍ଟନାୟକ ଏବଂ ସମ୍ମାନନୀୟ…

ରବିବାର ଦିନ ସୂର୍ଯ୍ୟ ଉପାସନା କରନ୍ତୁ, ସମ୍ପୂର୍ଣ୍ଣ ବଦଳିଯିବ ଭାଗ୍ୟ

ଆମେ ସମସ୍ତେ ପିଲାବେଳେ ଦେଖିଛନ୍ତି ଜେଜେବାପା ସକାଳୁ ଉଠି ଗାଧୋଇସାରି ସୂର୍ଯ୍ୟଙ୍କୁ ଗୋଟିଏ ଢାଳରେ ପାଣି ଟେକନ୍ତି । ହଁ, ହିନ୍ଦୁଶାସ୍ତ୍ରାନୁସାରେ ଏହା ବିଶ୍ୱାସ ରହିଛି ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି…

ହେପାଟାଇଟିସ୍ ବି ରୋଗ କ୍ଷେତ୍ରରେ ଅଜ୍ଞତା ହିଁ ସବୁଠାରୁ ଚିନ୍ତାର କାରଣ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଏବଂ ଭାରତ ସ୍କାଉଟ ଏବଂ ଗାଇଡ଼ସର ରାଜ୍ୟ ଶାଖା ପକ୍ଷରୁ ମିଳିତ ଭାବରେ ବିଶ୍ୱ ହେପାଟାଇଟିସ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । ନୋବେଲ୍ ବିଜେତା ପ୍ରଫେସର ସାମୁଏଲ ବ୍ଲୁମବର୍ଗ ହେପାଟାଇଟିସ ଭାଇରସର ଆବିଷ୍କାର କରିବା ସହିତ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ଗରିବ ଲୋକଙ୍କ ଲାଗି ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା, ଅକ୍ଟୋବର ୨ରୁ ହେବ…

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗରିବ ଲୋକମାନଙ୍କ ପାଇଁ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଘୋଷଣା କରିଛନ୍ତି । ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ରହିଥିବା ଗରିବ ଲୋକଙ୍କ ନିମନ୍ତେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ ରୂପେ…

ନୂଆ ଅନ୍ଦାଜରେ ଆସୁଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା !

ମୁମ୍ବାଇ : ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କୁ ଏକ ନୂଆ ଅନ୍ଦାଜରେ ଦର୍ଶକ ଦେଖିବାକୁ ପାଇବେ । ମୁଦାସର ଅଜିଜ ନିର୍ଦ୍ଦେଶିତ ‘ହାପି ଫିର୍ ଭାଗ୍ ଜାୟେଗୀ’ ରେ ସୋନାକ୍ଷୀ ଲିଡ୍ ରୋଲରେ ନଜର୍ ଆସିବେ । ଏହି ଫିଲ୍ମର ଟ୍ରେଲର୍ ରିଲିଜ ହେବାପରେ ସୋସିଆଲ ମିଡ଼ିଆରେ ଏକଦମ ଧମାକା କରିଛି ।…

ଆୟକର ଦିବସରେ ‘ସୋଆ’ ଛାତ୍ରଛାତ୍ରୀ କ୍ଷୁଦ୍ର ନାଟକ ପାଇଁ ପୁରସ୍କୃତ

ଭୁବନେଶ୍ୱର : ଆୟକର ଦିବସ ଅବସରରେ ଏଠାରେ ଅନୁଷ୍ଠିତ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ସୋଆ (ଡିମ୍ଡ ଟୁ ବି ୟୁନସିଭର୍ସିଟି)ର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । “ଇନକମ୍ ଟ୍ୟାକ୍ସ ରେଡ୍” ନାମକ କ୍ଷୁଦ୍ର ନାଟକକୁ ରୋହନ ଯାଦବ ଓ ଶ୍ରୀ ସଂଗ୍ରାମ କୋଚିଆରୀ ମିଳିତ ଭାବେ…

କୃଷି କ୍ଷେତ୍ରରେ ଚାକିରିର ଯଥେଷ୍ଟ ସୁଯୋଗ ରହିଛି – ବିଶିଷ୍ଟ କୃଷି ବିଶେଷଜ୍ଞ ପ୍ରଫେସର ଡି.ପି. ରାୟ

ଭୁବନେଶ୍ୱର : କୃଷି ବିଜ୍ଞାନ ପାଠ୍ୟକ୍ରମକୁ ନିଜର କ୍ୟାରିୟର ଭାବେ ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି କ୍ଷେତ୍ରରେ ଅନେକ ସୁଯୋଗ ରହିଛି । ଉଭୟ ସରକାରୀ ସଂସ୍ଥା ସହିତ ବିଭିନ୍ନ ସଂସ୍ଥା ଏବଂ ଗବେଷଣା ପ୍ରତିଷ୍ଠାନରେ ଚାକିରିର ସୁଯୋଗ ରହିଥିବା କହିଛନ୍ତି ବିଶିଷ୍ଟ କୃଷି ବିଶେଷଜ୍ଞ…

କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ଯାଆଁଳା ଭାଇ ଘରକୁ ଫେରିବେ: ମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଯାଇ ଚିକିତ୍ସିତ ହେଉଥିବା ଯାଆଁଳା ଶିଶୁ ଜଗା-କାଳିଆଙ୍କୁ ଭେଟିଛନ୍ତି । ବର୍ତ୍ତନମାନ ଜଗା-କାଳିଆ ଓଡ଼ିଶା ଫେରିବେ ନାହିଁ, କାଳିଆ ସମ୍ପୂର୍ଣ୍ଣ ସୁସ୍ଥତା ଅର୍ଜନ କଲେ ଦୁଇ…

ପ୍ରଥମଥର ଲାଗି ଅମିତାଭ ଝିଅ ସହିତ ପରଦାକୁ ଆସିଲେ, ପାପାଙ୍କ ସହ ଅଳଙ୍କାର ଆଡ୍ କରି ଶ୍ୱେତା ବଚ୍ଚନ୍ ଖୁସ୍ !

ମୁମ୍ବାଇ : ବଲିଉଡ଼ର ଶାହେନଶାହ ଭାବେ ଅଭିତାଭ ବଚ୍ଚନ ପରିଚିତ ଥିବାବେଳେ ପତ୍ନୀ ଜୟା ଓ ପୁଅ-ବୋହୂ ଅଭିଷେକ-ଐଶ୍ୱର୍ଯ୍ୟା ମଧ୍ୟ ବଲିଉଡ଼ରେ କମାଲ୍ କରୁଛନ୍ତି । ଏକ ଭିନ୍ନ ଅନ୍ଦାଜରେ ଏହି ବଚ୍ଚନ ଫେମିଲି ବଲିଉଡ଼ରେ ଅଭିନୟର ଯାଦୁକରୀ କରିସ୍ମା ଦେଖାଇଚାଲିଛନ୍ତି । କିନ୍ତୁ ଅମିତଙ୍କର ଝିଅ ଶ୍ୱେତା…