Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଯମଜ ସନ୍ତାନଙ୍କୁ ଜନ୍ମ ଦେଉଥିବା ମହିଳାଙ୍କଠାରେ ହୃଦରୋଗର ଆଶଙ୍କ ଅଧିକ! ରିପୋର୍ଟ

ନୂଆଦିଲ୍ଲୀ: ଯମଜ ସନ୍ତାନଙ୍କୁ ଜନ୍ମ ଦେବାକୁ ଥିବା ମହିଳାଙ୍କ ପାଇଁ ଏକ ବଡ ଖବର । ରିପୋର୍ଟରୁ ଜଣାପଡିଲା ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ । ଗୋଟିଏ ସନ୍ତାନକୁ ଜନ୍ମ ଦେଉଥିବା ମହିଳାମାନଙ୍କ ଅପେକ୍ଷା ଯମଜ ସନ୍ତାନ ଜନ୍ମ କରୁଥିବା ମହିଳାମାନଙ୍କ ଠାରେ ହୃଦରୋଗର ଆଶଙ୍କା ଦ୍ୱିଗୁଣ ଅଧିକ ଥାଏ।…

ଦାନ୍ତ ବିନ୍ଧୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ବର: ଦାନ୍ତବିନ୍ଧିଲେ ବହୁଥ କଷ୍ଟ ଅନୁଭବ ହୋଇଥାଏ । ଦାନ୍ତ ସଂକ୍ରମଣ,ଦନ୍ତକ୍ଷୟ, ମାଢ଼ିଫୁଲା ଓ ଦାନ୍ତ ଉଠୁଥିଲେ ଦାନ୍ତ ଯନ୍ତ୍ରଣା ହୋଇଥାଏ । ତେବେ କିଛି ଏପରି ଘରୋଇ ଉପଚାର ରହିଛି ଯାହାଦ୍ବାରା ଆପଣଙ୍କୁ କଷ୍ଟରୁ ମୁକ୍ତି ମିଳିବ । - ଦାନ୍ତବିନ୍ଧିଲେ ଲବଙ୍ଗ ତେଲ ବ୍ୟବହାର ସମସ୍ତେ…

ହେଙ୍ଗୁ ଖାଇଲେ ଏହି ସବୁ ରୋଗ ଦୂର ହୁଏ

ଭୁବନେଶ୍ବର: ହେଙ୍ଗୁରେ ବହୁ ଔଷଧୀୟ ଗୁଣ ରହିଛି । ହେଙ୍ଗୁ ବଦହଜମୀ, ଗ୍ୟାସ୍, ଇନଫ୍ଲୁଏଞ୍ଜା, ଆସ୍ଥାମା, ଅଲସର, କୋଷ୍ଠକାଠିନ୍ୟ ଭଳି ନାନା ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ହେଙ୍ଗୁ ଆମ ରୋଷେଇଘରେ ଖାଇବାରେ ବ୍ୟବହାର କରୁ । ଏହି ହେଙ୍ଗୁ ଇରାନ,ଆଫଗାନିସ୍ତାନ, ବାଲୁଚିସ୍ତାନରେ ଅଧିକ ଚାଷ…

ମାସିକ ଧର୍ମରେ ଅନିୟମିତତା ହେଉଛି କି? କରନ୍ତୁ ଏହି ଯୋଗାସନ ..

ଭୁବନେଶ୍ବର: ଅନେକ ମହିଳାମାନେ ମାସିକ ଋତୁସ୍ରାବ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପେଟ ଯନ୍ତ୍ରଣା, ପ୍ରବଳ ରକ୍ତସ୍ରାବ, ଅନିୟମିତତା ଭଳି ସମସ୍ୟା ହୋଇଥାଏ । ତେବେ ମାସିକ ଧର୍ମରେ ଅନିୟମିତତା ହେତୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ମଧ୍ୟ ହେବାର ସମ୍ଭାବନା ଥାଏ। ତେବେ ଅନେକ…

କଞ୍ଚା ଅମୃତଭଣ୍ଡା ଖାଇଲେ ହାଡ ରହେ ସୁସ୍ଥ

ଭୁବନେଶ୍ବର:ଘର ବଗିଚାରେ ଫଳୁଥିବା ଅମୃତଭଣ୍ଡା ଶରୀରର ପାଇଁ ବେଶ୍ ଉପଯୋଗୀ । ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ୍ ଏ, ବି, ସି, ଇ, କେ ଏବଂ କ୍ୟାଲସିୟମ୍ ମଧ୍ୟ ମିଳିଥାଏ । ଆଣ୍ଠୁଗଣ୍ଠୀ ସମସ୍ୟା ଭୋଗୁଛନ୍ତି ତାହାହେଲେ ଆପଣ କଞ୍ଚା ଅମୃତଭଣ୍ଡା ଖାଆନ୍ତୁ । କଞ୍ଚା…

ହଠାତ୍ ନିଦ ଭାଙ୍ଗିବା ପରେ ଶରୀର ହଲ୍‌ଚଲ୍ ହୋଇପାରୁ ନାହିଁ କି ?

ଭୁବନେଶ୍ବର: ଆପଣ କେବେ ନା କେବେ ଅନୁଭବ କରିଥିବେ ହଠାତ୍ ନିଦ ଭାଙ୍ଗିବା ପରେ ଶରୀର ହଲ୍‌ଚଲ୍ ହୋଇନଥାଏ । କଥା କହିବାକୁ ଚେଷ୍ଚା କଲେ ବି ମୁହଁ ଖୋଲେ ନାହିଁ । ଏହାପରେ ମନରେ ଡର ଆସେ । ତେବେ ଭୂତ ପ୍ରଭାବରୁ ଏମିତି ହୁଏ ବୋଲି କୁହନ୍ତି । କିନ୍ତୁ ଏହି ଅବସ୍ଥାକୁ 'ନିଦ୍ରା ପକ୍ଷାଘାତ' ବା…

ଅଧିକ ହସୁଥିଲେ ସାବଧନ, କେତେବେଳେ ବି ଜୀବନ ଯାଇପାରେ !

ନୂଆଦିଲ୍ଲୀ: ହସିବା ହେଉଛି ଜୀବନର ସବୁଠାରୁ ଶ୍ରେଷ୍ଠ ମୂଲ୍ୟ । ଆଉ ଏହି କଥା ଅନେକଙ୍କ ମୁହଁରୁ ମଧ୍ୟ ଶୁଣିଥିଲେ। ସେଥିପାଇଁତ ଡାକ୍ତର କହିଥାନ୍ତି ହସିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । କିନ୍ତୁ ଏହି ହସିବା ଯେ ବେଳେ ଜୀବନ ବି ନେଇ ପାରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା…

କର୍କଟ ରୋଗୀଙ୍କ ପାଇଁ ନୂଆ ବରଦାନ ‘ଫ୍ଲାସ୍ ରେଡିଓଥେରାପି’

ଭୁବନେଶ୍ବର: ଫ୍ଲାସ୍ ରେଡିଓଥେରାପି, କର୍କଟ ରୋଗର ଚିକିତ୍ସା କ୍ଷେତ୍ରର ବଡ଼ ଉପଲବ୍ଧି । ଫ୍ଲାସ୍ ରେଡିଓଥେରାପି ନାମକ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ବର୍ତ୍ତମାନ ମାତ୍ର ଗୋଟିଏ ସେକେଣ୍ଡରେ ବିକିରଣ ଦିଆଯାଇପାରିବ । ଏହି ନୂତନ ପଦ୍ଧତିରେ ଚିକିତ୍ସା ଶୀଘ୍ର ହେବା ସହ ଚିକିତ୍ସାକୁ…

ବସନ୍ତ ପଞ୍ଚମୀରେ ବାଗଦେବୀଙ୍କୁ କରନ୍ତୁ ପ୍ରସନ୍ନ, ଘରେ ପ୍ରସ୍ତୁତ କରନ୍ତୁ ମା’ଙ୍କ ଏହି ପ୍ରସାଦ

ଭୁବନେଶ୍ଵର: ଆଗକୁ ଆସୁଛି ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା । ଏହି ଦିନ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ମନପସନ୍ଦର ପ୍ରସାଦ ଭୋଗ ରୂପରେ ମା’ଙ୍କ ପାଖରେ ଲଗାଯାଏ । ପୂଜାରେ ଭଗବାନଙ୍କୁ ଦିଆଯାଇଥିବା ପ୍ରସାଦର ବିଶେଷ ମହତ୍ତ୍ଵ ରହିଥାଏ । ସନାତନ ଧର୍ମରେ, ସମସ୍ତ ଦେବତା ଏବଂ…

ଚେନ୍ ବେଲ୍ଟ ଫେସନ

ଭୁବନେଶ୍ବର: ଅଣ୍ଟା ପତଳା ଦେଖାଯିବା ପାଇଁ ଅଣ୍ଟାରେ ଚେନ୍ ବେଲ୍ଟ ଫେସନକୁ ଆପଣାଇ ଦେଇଛନ୍ତି । ତେବେ ଏହି ଚେନ୍ ବେଲ୍ଟ ଡିଜାଇନର ଡ୍ରେସ ଓ ଶାଢିରେ ପିନ୍ଧୁଛନ୍ତି । ଏବେ ଚେନ୍ ବେଲ୍ଟ ଫେସନରେ ରହିଛି । ଆପଣ ଏହି ଷ୍ଟାଇଲ ଆପଣାଇ ନିଜର ଲୁକ୍ ରେ ଚାରଚାନ୍ଦ ଲଗାଇ ପାରିବେ । - ଓ୍ବାନପିସ୍ ,…