Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ନଖ ରଙ୍ଗ କହେ ଆପଣ କେଉଁ ରୋଗରେ ଆକ୍ରାନ୍ତ..

ଭୁବନେଶ୍ବର: ନଖର ରଙ୍ଗ ଏବଂ ଆକୃତିର ପରିବର୍ତ୍ତନ ପ୍ରମୁଖ ରୋଗ ବିଷୟରେ ସୂଚନା ଦେଇଥାଏ । ଯଦି ଆପଣଙ୍କ ନଖରେ ପରିବର୍ତ୍ତନ ଦେଖନ୍ତି, ତେବେ ଆପଣ ସତର୍କ ହେଇଯାଆନ୍ତୁ ।  ନଖ ଯଦି ଧଳା, ହଳଦିଆ କିମ୍ବା ଗୋଲାପୀ  ହେଉଛି ଏଥି  ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ନଖର ରଙ୍ଗ ପରିବର୍ତ୍ତନ…

ହୋମମେଡ୍ ଲିପ୍ ବାମ୍

ଭୁବନେଶ୍ବର: ବଜାରରେ ମିଳୁଥିବା ଲିପ ବାମ୍ ରାସାୟନିକ ପଦାର୍ଥରେ ପରିପୂର୍ଣ୍ଣ । କେମିକାଲ ଫ୍ରି ଲିପ ବାମ୍ ଖୋଜୁଥିଲେ ଆପଣ ନିଜେ ଘରେ ଅଳ୍ପସମୟରେ ବନେଇ ପାରିବେ । ଯାହା ଆପଣଙ୍କ ଓଠକୁ ସୁନ୍ଦର ଏବଂ କୋମଳ ରଖିବାରେ ସାହାଯ୍ୟ କରିବ । ଖରା ଦିନ ହେଉ ଅବା ଶୀତ ଦିନରେ ଓଠର ଯତ୍ନ ନ ନିଆଯାଏ, ତେବେ…

କେଶ ଝଡିବାରୁ ମିଳିବ ମୁକ୍ତି; ଲଗାନ୍ତୁ ମେଥି ହେୟାର ମାସ୍କ

ଭୁବନେଶ୍ବର: କେଶ ଝଡିବା,ଡେନଡ୍ରଫ ସମସ୍ୟା ଆଜିକାଲି ସାଧାଣ ସମସ୍ୟା ପାଲଟିଛି । ଏହାକୁ ଦୂର କରିବା ପାଇଁ ବଜାରର କେମିକାଲ ପ୍ରଡକ୍ଟ ବ୍ୟବହାର କରିବା ଦରକାର ନାହିଁ । ଘରେ ଥିବା ମେଥି ଏହି ସମସ୍ୟା ଦୂର କରି ପାରିବ । କାରଣ ମେଥୀରେ ପ୍ରୋଟିନ,ଭିଟାମିନ ସି,ପୋଟାସିୟମ,ଆଇରନ ପ୍ରଚୁର ପରିମାଣରେ…

ଏହି ବ୍ୟାୟାମ ଦ୍ବାରା ଦୂର ହେବ ଆଖିର କଳା ଦାଗ..

ଭୁବନେଶ୍ବର: ଆଜିର ଜୀବନଶୈଳୀରେ ଲେଟ୍ ନାଇଟ୍ ଜାଗିବା ସାଧରଣ କଥା ହେଲାଣି । ପ୍ରାୟତଃ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଛନ୍ତି ଯୁବପିଢୀ ନହେଲେ ମୋବାଇଲରେ ସମୟ ବିତାନ୍ତି । ଯାହା ସେମାନଙ୍କ ଉଭୟ ସ୍ବାସ୍ଥ୍ୟ ଏବଂ ଆଖି ଉପରେ ପ୍ରଭାବ ପକାଇଥାଏ । ବିଳମ୍ବିତ ରାତି ଯାଏଁ ଉଜାଗର ରହିବା…

‘ଅର୍‌ଲି ଚାଇଲ୍ଡହୁଡ୍‌ କ୍ୟାରିଜ୍‌’ କଣ ? ଏହାର ନିରାକରଣ ଉପାୟ..

ଭୁବନେଶ୍ବର: ଶିଶୁ ଦନ୍ତକ୍ଷୟ ବା ‘ଅର୍‌ଲି ଚାଇଲ୍ଡହୁଡ୍‌ କ୍ୟାରିଜ୍‌’(early childhood caries) ଶିଶୁମାନଙ୍କ ଦାନ୍ତ ଉଠିବା ପରେ ଦେଖାଦେଇଥାଏ। ମୁଖତଃ ୧ରୁ ୬ ବର୍ଷ ବୟସର ଶିଶୁମାନଙ୍କ ଠାରେ ଦେଖାଯାଏ। ଜୁସ୍,କ୍ଷୀର ଆଦି ଶର୍କରାଜାତୀୟ ତରଳ ପଦାର୍ଥ ଶିଶୁମାନେ ପିଇଥାନ୍ତି । ଏହାପରେ…

ଅଣ୍ଡା ଖାଇବା ଦ୍ଵାରା ସୁସ୍ଥ ରହିବ ହୃଦୟ, କମିବ ସ୍ଵଳ୍ପାୟୁ ଆଶଙ୍କା ! : ରିପୋର୍ଟ

ଭୁବନେଶ୍ଵର: ସବୁଠାରୁ ଉତ୍ତମ ଖାଦ୍ୟ ମାନଙ୍କ ତାଲିକା ରେ ଅଣ୍ଡା ର ନାମ ନିଶ୍ଚିନ୍ତ ଦେଖିବାକୁ ପାଇବେ । ସ୍ୱଳ୍ପ ବ୍ୟୟ ରେ ଅଧିକ ସ୍ନେହସାର ବା ପ୍ରୋଟିନ ଯୋଗାଇପାରୁଥିବା ଖାଦ୍ୟ ମାନଙ୍କ ମଧ୍ୟରୁ ଏହା ସବୁଠାରୁ ଉତ୍ତମ ବିକଳ୍ପ । ଅଣ୍ଡା ର ଅଧା ରୁ ବେଶୀ ସ୍ନେହସାର ଏହାର ଧଳା ଅଂଶ ରେ…

ଏହି ଯୋଗ ଶରୀରରେ ବଢାଇଥାଏ ରୋଗ ପ୍ରତିରୋଧକ ଶକ୍ତି…

ଭୁବନେଶ୍ବର: ଆମ ଜୀବନରେ ଯୋଗର ଗୁରୁତ୍ୱ ବେଶ୍ ଅଧିକ ରହିଛି ।  ଆପଣ  ଯୋଗ ଦ୍ବାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇ ପାରିବେ । ଫଳରେ ଶୀଘ୍ର ଶରୀର ରୋଗ ଆକ୍ରାନ୍ତ ହେବ ନାହିଁ । ତେବେ ସୂର୍ଯ୍ୟ ନମସ୍କାର ହେଉଛି ସର୍ବୋତ୍ତମ ଯୋଗସାନା । ଯାହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି…

ଚଞ୍ଚଳ ରନ୍ଧନ: ଗଜା ମୁଗ ଖେଚେଡି

ଭୁବନେଶ୍ବର: କର୍ମଜୀବୀ ମହିଳାଙ୍କୁ ଘର ସହ ଅଫିସର ଦାୟିତ୍ବ ନେବାକୁ ପଡିଥାଏ । ତେଣୁ ଏହି ମହିଳାମାନେ କେବଳ ସୁସ୍ବାଦୁ ଭୋଜନ ନୁହେଁ ସ୍ବାସ୍ଥ୍ୟକୁ ନଜରରେ ରଖି ଖାଦ୍ୟପଦାର୍ଥ ବନେଇବା ଦରକାର । ଏଥିସହ ଖାଦ୍ୟ ଚଞ୍ଚଳ ରାନ୍ଧି ହେଉଥିଲେ ବଢିଆ । ତେଣୁ ଆଜି ଆଣିଛୁ ଗଜା ମୁଗ ଖେଚେଡି ପୃଷ୍ଟିକର…

କର୍କଟ ରୋଗର ଆଶଙ୍କା ବଢାଏ ରୋଷେଇ ଘରେ ଥିବା ଏହି ଜିନିଷ

ଭୁବନେଶ୍ବର: ଆଜିକାଲି ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ବାରା କର୍କଟ ରୋଗ ବୃଦ୍ଧି ପାଉଛି। ତେବେ ଆପଣଙ୍କ ରୋଷେଇ ଘରେ ରଖାଯାଇଥିବା ଏହି ଜିନିଷଗୁଡ଼ିକୁ ଖାଉ ନାହାଁନ୍ତି ତ? ଯେଉଁ କାରଣରୁ ଏହି ଗମ୍ଭୀର ଏବଂ ସାଂଘାତିକ ରୋଗର ଆଶଙ୍କା ବଢିପାରେ । ଜରୁରୀ ନୁହେଁ କେବଳ…

ଏମାନଙ୍କୁ ଓଟ୍ସ ଖାଇବା ମନା..

ଭୁବନେଶ୍ବର: ଆଜିକାଲି ଯୁବବର୍ଗ ଓଟ୍ସକୁ ଆପଣାଇଛନ୍ତି । ଏହା ସେମାନଙ୍କର ଓଜନକୁ ନିୟନ୍ତ୍ରଣରେ ରଖେ ଏବଂ ମେଟାବୋଲିଜିମ୍ କୁ ବୁଷ୍ଟ କରେ । ଏହା ବ୍ୟତୀତ, ଏହା ସେମାନଙ୍କୁ ଦିନସାରା ଉର୍ଜା ପ୍ରଦାନ କରେ । କିନ୍ତୁ ଫସଫରସ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଆଇରନ୍, ଫୋଲେଟ୍, ଭିଟାମିନ୍ ବି- 6 ଏବଂ…