Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ବଢିଚାଲିଛି ମଧୁମେହ: ଜାଣନ୍ତୁ କିପରି ନିଜ ପିଲାଙ୍କୁ ଏଥିରୁ ବଞ୍ଚିତ ରଖିବେ? ପୂର୍ବ ସଙ୍କେତ ଦେଇଥାଏ ଏହି ସବୁ ଲକ୍ଷଣ….

ଭୁବନେଶ୍ବର: ଦିନକୁ ଦିନ ଅନିୟନ୍ତ୍ରିତ ହେବାରେ ଲାଗିଛି ମଧୁମେହ । ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ଉପରମୁହାଁ ରହିଥିବା ବେଳେ ୨୦୨୩ ସୁଦ୍ଧା ୧୧.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ୨୦୨୧ ଅପେକ୍ଷା ୩୬ ପ୍ରତିଶତ ଅଧିକ । ଏପରିକି ଭାରତକୁ ଏବେ ଡାଏବେଟିକ୍ କ୍ୟାପିଟାଲ…

ମଧୁମେହ ଦିବସ: ୨୦୩୦ ସୁଦ୍ଧା ମଧୁମେହରେ ପୀଡିତ ହେବେ ୬୪.୩ କୋଟିରୁ ଅଧିକ ଲୋକ

ଭୁବନେଶ୍ୱର: ଆଜି ବିଶ୍ବ ମଧୁମେହ ଦିବସ । ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ଏହା ପାଳନ କରାଯାଏ । ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ୧୯୯୧ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି । ମଧୁମେହ ଟାଇପ ୨ ମୁଖ୍ୟତଃ ଏକ ପ୍ରତିରୋଧଯୋଗ୍ୟ ଏବଂ…

ବୋତଲ କ୍ଷୀର ଦ୍ବାରା ବଢିପାରେ ନିମୋନିଆ, ଯାଇପାରେ ପିଲାଙ୍କ ଜୀବନ…

ଭୁବନେଶ୍ବର: ପାଣିପାଗର ପରିବର୍ତ୍ତନ, ପ୍ରଦୂଷଣ ବୃଦ୍ଧି ଏବଂ ଏହା ଉପରେ ଶୀତର ପ୍ରଭାବ ଏହି ଅବସ୍ଥା କାହାକୁ ମଧ୍ୟ ଅସୁସ୍ଥ କରିପାରେ । ଶୀତଦିନେ, ପିଲାମାନଙ୍କ ଠାରେ ଥଣ୍ଡା ଏବଂ କାଶର ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ । ଯେତେବେଳେ ଏହି ଥଣ୍ଡା ଦୀର୍ଘ ସମୟ ଧରି ରହିଥାଏ, ସେତେବେଳେ ଏହା…

ଲମ୍ବା ଛୁଟି ପରେ ଅଫିସରେ ମନ ଲାଗୁନି କି? ଆପଣାନ୍ତୁ ଏହି ଉପାୟ….

ଭୁବନେଶ୍ବର: ଅନେକ ସମୟରେ ଆମେ ଲମ୍ବା ଛୁଟିରୁ ଆସିବା ପରେ କାମ ଉପରେ ଫୋକସ୍ କମିଯାଏ । କିମ୍ବା ସାପ୍ତାହିକ ଛୁଟି ପରେ ମଧ୍ୟ ପୁଣି ସକାଳୁ ଉଠି ଅଫିସ୍ ଯିବାକୁ ଇଚ୍ଛା ହୁଏ ନାହିଁ । ଶରୀରରେ ଥକାପଣ ଅନୁଭବ ହେବା ସହିତ ବଡ ଅଳସୁଆ ଲାଗେ । ପୁଣି ଉଠିକି ଯିବାକୁ ପଡେ । ହେଲେ ଦିନ ସାରା କାମରେ…

ଜାଣନ୍ତୁ କାହିଁକି ପାଳିତ ହୁଏ ‘ବିଶ୍ବ ନିମୋନିଆ ଦିବସ’, କ’ଣ ଏହାର ଇତିହାସ ଓ ଥିମ୍

ଭୁବନେଶ୍ବର: ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୁଏ ବିଶ୍ବ ନିମୋନିଆ ଦିବସ। ଏହି ଦିନ ନିମୋନିଆ ସମ୍ପର୍କିତ ସଚେତନତା କରାଯାଇଥାଏ। ଏହା ଶିଶୁ ଏବଂ ବୟସ୍କମାନଙ୍କୁ ଅଧିକ ହେଉଥିବାର ଦେଖିବାକୁ ମିଳିଥାଏ। ଏହା ଏକ ସଂକ୍ରାମକ ରୋଗ। ଏହି ରୋଗରେ ସଂକ୍ରମଣ କାରଣରୁ ଶିଶୁ ଓ ବୟସ୍କମାନେ ବହୁତ କଷ୍ଟ…

ଆପଣଙ୍କ ମସ୍ତିଷ୍କକୁ ତୀକ୍ଷ୍ଣ କରିବ ଏହି ୫ ଟି ବ୍ୟାୟାମ, ବଜାୟ ରହିବ ବ୍ରେନ ସ୍ୱାସ୍ଥ୍ୟ

ଆମର ମସ୍ତିଷ୍କ ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମସ୍ତିଷ୍କ ଆମକୁ ଚିନ୍ତା କରିବା, ବୁଝିବା ଏବଂ ନିଷ୍ପତ୍ତି ନେବା ପାଇଁ ଶକ୍ତି ପ୍ରଦାନ କରେ। କେବଳ ଏତିକି ନୁହେଁ ମସ୍ତିଷ୍କ ଶରୀରର ଅନ୍ୟ ଅଙ୍ଗଗୁଡ଼ିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ହୃଦଘାତ, ହଜମ ପ୍ରକ୍ରିୟା, ହାତ ଏବଂ…

ଶରୀରରେ ଲୁଣର ମାତ୍ରା ହ୍ରାସ ହେଲେ ଦେଖାଦେବ ଏହି ସବୁ ଗମ୍ଭୀର ସମସ୍ୟା

ଭୁବନେଶ୍ବର: ଯଦି ଆପଣ ଅଧିକ ଲୁଣ ଖାଆନ୍ତି, ତେବେ ଆପଣଙ୍କର ରକ୍ତଚାପ କିମ୍ବା ହୃଦୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଆମେ ସମସ୍ତେ ଏହି ପରାମର୍ଶ କେବେ ନା କେବେ ଗ୍ରହଣ କରିଥାଉ କିନ୍ତୁ ଯେତିକି ଲୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଶରୀରରେ ଏହାର ପରିମାଣ ହ୍ରାସ ହେବା ମଧ୍ୟ ସେତେକି…

ଶୀତରେ ଆସ୍ଥମାରୁ ରକ୍ଷା ପାଇଁ ଆପଣାନ୍ତୁ ଏହି ୩ ଉପାୟ, ମିଳିବ ବହୁତ ଆରାମ

ଭୁବନେଶ୍ୱର: ଶ୍ବାସକ୍ରିୟା ସହ ଜଡିତ ଆସ୍ଥମା ଏକ ଗୁରୁତର ରୋଗ ଅଟେ । ଯେଉଁଥିରେ ଶ୍ୱାସନଳୀ ଫୁଲୁଥିବା ଦେଖାଯାଏ । ଏବେ ଶୀତ ଋତୁ ଆସିଲାଣି ଶୀତ ଆସିବା ମାତ୍ରେ କେବଳ ବୟସ୍କମାନେ ନୁହଁନ୍ତି ଛୋଟ ପିଲାମାନେ ମଧ୍ୟ ଏହି ରୋଗର ଶିକାର ହେବାକୁ ଲାଗନ୍ତି । ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ,…

ଶୀତ ଋତୁ ଆଉ ଶାଗ: ଜାଣନ୍ତୁ ଏହାର ଉପକାରିତା

ଭୁବନେଶ୍ଵର: ଶୀତ ଋତୁ ଆସିଲେ ଶାଗ ଖାଇବାର ମଜା ସତରେ ଖୁବ୍ ନିଆରା । ଶୀତ ଋତୁ ଆସିବା କ୍ଷଣି ବଜାରରେ ଜମିଥାଏ ବିଭିନ୍ନ ପ୍ରକାରର ଶାଗର ଆସର । ପାଳଙ୍ଗ, ମେଥି, ଶୁନୁଶୁନିଆ, ଖଡ଼ା ଶାଗ, ମୂଳା ଶାଗ ଏମିତି କେତେ ପ୍ରକାରର ଶାଗ ବଜାରରେ ମିଳିଥାଏ । ଶୀତ ଦିନେ ଶାଗ ପାଟିକୁ ମଧ୍ୟ ଖୁବ ସୁଆଦିଆ…

ଶୀତ ଦିନେ ଏପରି ନିଅନ୍ତୁ ତ୍ଵଚାର ଯତ୍ନ…

ଭୁବନେଶ୍ଵର: ଚର୍ମ ପାଇଁ ଶୀତ ଋତୁ ଅତ୍ୟନ୍ତ କଷ୍ଟକର ହୋଇଥାଏ । ଏହି ଋତୁରେ, ସ୍କିନ୍ ବହୁତ ଡ୍ରାଏ ହୋଇଯାଏ। ଯେଉଁମାନଙ୍କ ସ୍କିନ୍ ଡ୍ରାଏ ସେମାନଙ୍କ ପାଇଁ ଏହା ଅଧିକ ସମସ୍ୟା ହୋଇଯାଏ । ଏହିପରି ଲୋକଙ୍କୁ ୨୪ ଘଣ୍ଟା ମୁହଁକୁ ମଏଶ୍ଚରାଇଜ୍ କରି ରଖିବାକୁ ପଡେ। ଯଦି ଗାଧୋଇବା ପରେ ଆପଣ ତୁରନ୍ତ…