Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଟାଟୁ ବନେଇଥିବା ଲୋକେ କରିପାରିବେନି ରକ୍ତଦାନ, ହୋଇପାରେ ବିପଦ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ଆଧୁନିକ ଜୀବନଶୈଳୀରେ ନିଜକୁ ଅଧିକ ଆକର୍ଷଣୀୟ ଦେଖାଇବା ପାଇଁ ଲୋକେ ସେମାନଙ୍କର ହାତ, ଗୋଡ, ପିଠି ଏପରିକି ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ ତିଆରି କରନ୍ତି। ଟାଟୁ ତିଆରି କରିବାର ଏକ ଧାରା ପାଲଟିଯାଇଛି। କିନ୍ତୁ ଡାକ୍ତରମାନେ କୁହନ୍ତି ଯେ, ଯେଉଁମାନଙ୍କର ରକ୍ତ…

ପ୍ରସବ ଯନ୍ତ୍ରଣାକୁ ହ୍ରାସ କରିବ ମ୍ୟୁଜିକ୍ ଥେରାପି

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହାଯାଏ ସଂଗୀତରେ ଏତେ ଶକ୍ତି ଅଛି ଯେ ଏହା ଆପଣଙ୍କ ସମସ୍ତ ଦୁଃଖକୁ ଦୂର କରିଦିଏ। ଯେକୌଣସି ମଧୂର ସ୍ୱର କିମ୍ବା ସଂଗୀତ ଯଦି ପସନ୍ଦ ଆସିଯାଏ ତେବେ ଗଛ, ଉଦ୍ଭିଦ ଏବଂ ପ୍ରାଣୀ ମଧ୍ୟ ଏହାକୁ ଅନୁଭବ କରି ପାରନ୍ତି। ଆପଣ ଜାଣନ୍ତି କି ଏହି ସଙ୍ଗୀତ ପ୍ରତ୍ୟେକ ରୋଗ ପାଇଁ…

ଖାଲି ପେଟରେ ପିଅନ୍ତୁ ନାହିଁ ଆପଲ୍ ସାଇଡର୍ ଭିନେଗାର, ହୋଇପାରେ ପାର୍ଶ୍ୱ ପ୍ରତିକ୍ରିୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲୋକମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ରୋଷେଇ ଘରେ ଆପଲ୍ ସାଇଡର୍ ଭିନେଗାର ରଖନ୍ତି। ଆପଲ୍ ସାଇଡର୍ ଭିନେଗାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଅନେକ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ ଆପଲ୍ ସାଇଡର୍ ଭିନେଗାର ଦ୍ୱାରା ଅନେକ ରୋଗର ବିପଦକୁ…

ଚଟାଣ ସଫା ବେଳେ ବ୍ୟବହାର କରନ୍ତୁ ଶୁଖିଲା ଲେମ୍ବୁ, ଚକ୍‌ଚକ୍‌ ଦେଖାଯିବ ଆପଣଙ୍କ ଘର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଋତୁରେ ଲେମ୍ବୁ ବହୁତ ଉପଯୋଗୀ। ଖରାଦିନେ ଲେମ୍ବୁ ପାଣି ତିଆରି କରି ପାନ କରାଯାଏ। ଏହା ବ୍ୟତିତ ଅନେକ ଖାଦ୍ୟରେ ଲେମ୍ବୁ ରସ ମଧ୍ୟ ବ୍ୟବହାର କରାଯାଏ। ତାଜା ଲେମ୍ବୁର ଉପକାରିତା ଏବଂ ଏହାକୁ କିପରି ବ୍ୟବହାର କରାଯିବ ତାହା ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ…

ଯାତ୍ରା ସମୟରେ ବାନ୍ତି ଲାଗିଲେ କ’ଣ କରିବେ ? ଜାଣନ୍ତୁ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଛୁଟି ଚାଲିଛି ଏବଂ ଏହି ସମୟ ମଧ୍ୟରେ ବହୁତ ଲୋକେ ବୁଲିବାକୁ ବହାରନ୍ତି। ପିଲାମାନେ ନିଜ ମାମୁଁ ଘରେ କିମ୍ବା ସମ୍ପର୍କୀୟଙ୍କ ଘରକୁ ଯାଆନ୍ତି। କିଛି ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ବସରେ କିମ୍ବା କାରରେ ଯାତ୍ରା କରିବା ବେଳେ ବାନ୍ତି କରନ୍ତି। ଆଉ ଏହି…

ଶରୀରରେ ବୃଦ୍ଧି ପାଉଛି କି କୋଲେଷ୍ଟ୍ରଲ ? ଜାଣନ୍ତୁ ନିୟନ୍ତ୍ରଣ କରିବାର ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶରୀରରେ ଉଭୟ ଭଲ ଏବଂ ଖରାପ କୋଲେଷ୍ଟ୍ରଲ ରହିଥାଏ। ସାଧାରଣ ସ୍ତରରେ ଏହା ଶରୀର ପାଇଁ ଏକ ଜରୁରୀ ପଦାର୍ଥ। ଯଦି ରକ୍ତରେ ଏହାର ଉପସ୍ଥିତି ଅତ୍ୟଧିକ ହୋଇଯାଏ, ତେବେ ଏହା ଏକ ନିରବ ଘାତକ ପାଲଟିଯାଏ। ଯାହା ଲୋକଙ୍କ ହୃଦଘାତ ହେବାରେ ଆଶଙ୍କା ଦେଇଥାଏ। କୋଲେଷ୍ଟ୍ରଲ ଶରୀରର…

ଚିନ୍ତା ବଢାଉଛି ମଧୁମେହ ରୋଗ, ଭାରତରେ ୧୦ କୋଟିରୁ ଅଧିକ ଆକ୍ରାନ୍ତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖରାପ ଜୀବନଶୈଳୀ ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହେଉଛି। ଏହି ରୋଗ ମଧ୍ୟରେ ମଧୁମେହ ରୋଗୀ ସଂଖ୍ୟା ବେଶ୍ ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ଭାରତରେ ଲଗାତାର ଭାବେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା। ଏପରିକି ଭାରତକୁ ଏବେ ଡାଇବେଟିକ୍ କ୍ୟାପିଟାଲ…

ହଜମ ଜନିତ ସମସ୍ୟା ଥିଲେ ଡାଏଟରେ ସାମିଲ କରନ୍ତୁ ଉପଯୁକ୍ତ ଖାଦ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଲୋକେ ନିଜର କର୍ମ କ୍ଷେତ୍ରରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନେ ଆରାମରେ ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ ଏପରିକି ଜଳଖିଆ ଖାଇବାକୁ ମଧ୍ୟ ସମୟ ପାଆନ୍ତି ନାହିଁ। ଆଉ ଏହି କାରଣରୁ ଶୀଘ୍ର ଖାଉଥିବା ଜିନିଷଗୁଡ଼ିକ ସଠିକ୍ ଭାବରେ ହଜମ ହୁଏ ନାହିଁ ଏବଂ ପରେ…

ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ: ଦେଶରେ ୧୧ ପ୍ରତିଶତ ହାରରେ ବୃଦ୍ଧି ପାଉଛି ବ୍ରେନ ଟ୍ୟୁମର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ। ପ୍ରତିବର୍ଷ ଜୁନ ୮ ତାରିଖ ଦିନ ପାଳନ କରାଯାଏ ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ। ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ଏକ ମାତ୍ର ଉଦ୍ଦେଶ୍ୟ। ବ୍ରେନ ଟ୍ୟୁମର ଏକ ଗୁରୁତର ରୋଗ। ବିଭିନ୍ନ କାରଣରୁ ଏହି ରୋଗ…

ମସ୍ତିଷ୍କକୁ ସୁସ୍ଥ ରଖେ ଏହି ପାଞ୍ଚଟି ଖାଦ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମସ୍ତିଷ୍କ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କାରଣ ମସ୍ତିଷ୍କ ବିନା ଶରୀର ସଠିକ୍ ଭାବରେ କାମ କରେ ନାହିଁ। ତେଣୁ ମସ୍ତିଷ୍କ ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଆପଣ ପ୍ରାୟତଃ ଶୁଣିଥିବେ ଯେ ଭଲ ଭଲ ଖାଦ୍ୟ ଖାଇଲେ ସ୍ମରଣ ଶକ୍ତି ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ସହିତ…