Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କେଶ ଝଡ଼ିବାକୁ ନେଇ ଚିନ୍ତିତ କି ? ଥରେ ଲଗାନ୍ତୁ ଏହି ତେଲ

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରତି ଭାରତୀୟଙ୍କ ରୋଷେଇ ଘରେ ସୋରିଷ ତେଲ ବ୍ୟବହାର ହୋଇଥାଏ । ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହେବା ସହିତ, ତ୍ୱଚା ଏବଂ କେଶ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । ଆଜିକାଲି ଅନେକ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ କେଶ ଝଡିବା ଏକ ମୁଖ୍ୟ ସମସ୍ୟା…

ସୁନ୍ଦରତା ପାଇଁ ପୋଦିନା : ତ୍ଵଚାରେ ଆଣେ ଚମକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୋଦିନା ପତ୍ରକୁ ଆମେ ସମସ୍ତେ ଖାଇବା ପାଇଁ ବ୍ୟବହାର କରିଥାଉ। ଖାଦ୍ୟର ଲୁକ ଓ ଟେଷ୍ଟ ବଢାଇବା ପାଇଁ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ । ପୋଦିନାରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ପୋଦିନା ବ୍ୟବହାର…

ସୁଖନିଦ୍ରା ପାଇଁ ପେଙ୍ଗସୁଇ ଟିପ୍ପ, ଆସନ୍ତୁ ଜାଣିବା…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭଲ ଭାବେ ନିଦ ନ ହେଲେ ଅନେକ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଅନିଦ୍ରାକୁ ଦୂରେଇ ଦେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ତେବେ ପେଙ୍ଗସୁଇରେ ଏଭଳି କିଛି ଉପାୟ ରହିଛି, ଯାହାଦ୍ଵାରା ସୁଖନିଦ୍ରା ଆସିଥାଏ। ସେହି ଉପାୟଗୁଡ଼ିକ…

ଅନେକ ରୋଗରୁ ମୁକ୍ତି ଦିଏ ଏହି ପତ୍ର, ଜାଣନ୍ତୁ ଏହି ପତ୍ରର ଉପକାରିତା…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେତେବଳେ ପିଜୁଳି କଥା ମନେପଡେ ସେତେବେଳେ ତା’ ସ୍ୱାଦକୁ ନେଇ ଚର୍ଚ୍ଚା ହୋଇଥାଏ । ଏହା ଖାଇବାକୁ ଯେତିକି ସୁଆଦିଆ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ । ପିଜୁଳି ପରି ତା’ ପତ୍ର ମଧ୍ୟ ଆମ ଶରୀର ପାଇଁ ବେଶ ଗୁଣକାରୀ । ପିଜୁଳି ପତ୍ରରେ ଏଭଳି ଅନେକ ପୋଷକ ତତ୍ତ୍ୱ…

ଆପଣଙ୍କ ଶରୀରରେ ଭିଟାମିନ B12ର ମାତ୍ରା କମ୍ ଅଛି କି? ତେବେ ସେବନ କରନ୍ତୁ ଏହି ସାବୁ ଖାଦ୍ୟ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭିଟାମିନ B12 ଶରୀରରେ ରେଡ ବ୍ଲଡ଼ ସେଲ୍ କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ଓ ଶରୀରରେ ଟିସୁର ରିପେଆର କରିବାରେ ମୁଖ୍ୟ ରୂପ ଗ୍ରହଣ କରିଥାଏ । ଯଦି ଆପଣଙ୍କ ଶରୀରରେ ଉଚିତ ମାତ୍ରାରେ ଭିଟାମିନ B12 ନାହିଁ, ତେବେ ଏହା ଏନିମିଆ ହେବାର ଆଶଙ୍କା ସୃଷ୍ଟି କରିଥାଏ ।…

ଆଜି ବିଶ୍ଵ ହେପାଟାଇଟିସ୍ ଦିବସ: ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ହେପାଟାଇଟିସ୍-ବି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବିଶ୍ଵ ହେପାଟାଇଟିସ୍ ଦିବସ । ପ୍ରତି ବର୍ଷ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ୨୮ ଜୁଲାଇକୁ ବିଶ୍ଵ ହେପାଟାଇଟିସ୍ ଦିବସ ଭାବରେ ପାଳନ କରାଯାଏ । ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିନର ମୁଖ୍ୟ ଲକ୍ଷ । ଏହି ଅବସରରେ ଭାରତ ସରକାର ୨୮…

ତମାଖୁ ସେବନ ଏବଂ ମଧୁମେହ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ତମାଖୁ ଏକ ଉଦ୍ଭିଦ ଜାତୀୟ ଜିନିଷ ଅଟେ । ଏହି ତମାଖୁ ପତ୍ରକୁ ବ୍ୟବହାର ତମାଖୁ ଜାତୀୟ ଦ୍ରବ୍ୟ ପ୍ରସ୍ତୁତ କରାଯାଉଛି। ଯାହା ବଜାରରେ ଅତି ସହଜରେ ଉପଲବ୍ଧ ହେଉଛି । ସାଧାରଣତଃ ବଜାରରେ ତିନି ପ୍ରକାରର ତମାଖୁ ଦ୍ରବ୍ୟ ଦେଖିବାକୁ ମିଳୁଛି । ଯେଉଁ ତମାଖୁ…

ଖାଦ୍ୟରେ ସାମିଲ୍ କରନ୍ତୁ କଞ୍ଚା ଲଙ୍କା, ଦୂର ହେବ ଏହି ସବୁ ରୋଗ…..

ଓଡ଼ିଶା ସମ୍ବାଦ ବ୍ୟୁରୋ: କିଛି ଲୋକଙ୍କୁ ସ୍ପାଇସି ଖାଦ୍ୟ ପସନ୍ଦ। ସେଥିପାଇଁ ଏମାନେ ଖାଦ୍ୟରେ ଲଙ୍କାକୁ ସାମିଲ୍‌ କରନ୍ତି। ଆଉ ଲଙ୍କା ଭିତରେ କଞ୍ଚା ଲଙ୍କା ପ୍ରାୟ ସମସ୍ତଙ୍କର ପସନ୍ଦ। କଞ୍ଚା ଲଙ୍କାକୁ ଆପଣ ଯେଉଁଥିରେ ବି ପକାଇ ରାନ୍ଧନ୍ତୁ ଏହା ସ୍ୱାଦକୁ ଦୁଇ ଗୁଣା କରିଦେବ। ପାଟିକୁ ରାଗ…

ଶରୀରକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ପିତା ଖାଦ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସବୁଜ ପନିପରିବା ଖାଇବା ସର୍ବଦା ସ୍ୱସ୍ଥ୍ୟ ପାଇଁ ଲାଭଦାୟକ । ସାଧାରଣତଃ ପିତା ଖାଦ୍ୟ ଖାଇବା ପାଇଁ ପ୍ରାୟତଃ ଲୋକ ପସନ୍ଦ କରନ୍ତି ନାହିଁ । ଆମେ ଦୈନଦିନ ଜୀବନରେ ଖାଉଥିବା ଖାଦ୍ୟ ମଧ୍ୟରୁ କିଛି ଖାଦ୍ୟ ପାଟିକୁ ପିତା ଲାଗିଥାଏ । ଏହା ପାଟିକୁ ପିତା ଲାଗୁଥିଲେ ମଧ୍ୟ…

ଅତ୍ୟଧିକ କେଶ ଝଡ଼ୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଯୁବପିଢିଙ୍କ ମଧ୍ୟରେ କେଶ ଝଡ଼ିବା ଏକ ସାଧାରଣ ଘଟଣା ହୋଇଯାଇଛି। ବିଭିନ୍ନ ଦାମୀ ବ୍ରାଣ୍ଡର ଶାମ୍ପୂ କିମ୍ବା କଣ୍ଡିସନର ବ୍ୟବହାର କଲାପରେ ବି ଆପଣଙ୍କ କେଶ ସମସ୍ୟା ଦୂର ହେଉନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ। କିଛି ଘରୋଇ ଉପଚାର ଦ୍ଵାରା ଏଭଳି ସମସ୍ୟା…