Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ନିୟମିତ ଗରମପାଣିରେ ଗାଧୋଇଲେ ହୋଇଥାଏ ଏହିସବୁ ଅସୁବିଧା !

ଭୁବନେଶ୍ୱର: ଶୀତଦିନେ ଅଧିକାଂଶ ଲୋକ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ନିୟମିତ ଗରମ ପାଣିରେ ଗାଧେଇବା ଦ୍ୱାରା ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ଗରମ ପାଣିରେ ଗାଧୋଇଲେ ଶରୀରକୁ କଣ କ୍ଷତି ପହଞ୍ଚି ଥାଏ। ତ୍ୱଚାର ଚମକ କମି…

ସ୍ୱାସ୍ଥ୍ୟ ପାଇଁ ସଞ୍ଜିବନୀ ଘିଁକୁଆରୀ !

ଭୁବନେଶ୍ୱର: ଘିଁକୁଆରୀ (ଆଲୋବେରା) ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ଘିଁକୁଆରୀର ଜେଲ୍ ଏବଂ ଏହାର ରସ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶରୀର ସମସ୍ତ ଅସୁବିଧାର ସମାଧାନ ଏହା ନିକଟରେ ଥିବାରୁ ଏହାକୁ ସ୍ୱାସ୍ଥ୍ୟର ସଞ୍ଜିବନୀ ବୋଲି କୁହାଯାଏ । ଆସନ୍ତୁ ଜାଣିବା ଘିଁକୁଆରୀର…

ଏହିସବୁ ଘରୋଇ ଉପଚାର ଦ୍ୱାରା ଠିକ କରନ୍ତୁ ଫାଟି ଯାଇଥିବା ଗୋଇଠି…

ଭୁବନେଶ୍ୱର : ଆରମ୍ଭ ହୋଇ ଗଲାଣି ଶୀତଋତୁ। ଶୀତର ଆଗମନରେ ଦେହ ହାତ ସତେ ଯେପରି ଶୁଷ୍କ ହୋଇଯାଏ। ଶୀତ ପ୍ରଭାବରୁ ଅଧିକାଂଶ ଲୋକଙ୍କର ପାଦ ଗୋଇଠି ଫାଟିବା ସମସ୍ୟା ଦେଖା ଦେଇଥାଏ। ଗୋଇଠି ଅଧିକ ଫାଟିବା ଯୋଗୁ ଅନେକ ସମୟରେ ରକ୍ତ ବାହାରିବାର ଆଶଙ୍କା ମଧ୍ୟ ରହିଥାଏ। ତେବେ ଏଥିରୁ ରକ୍ଷା ପାଇବା…

ଜାଣନ୍ତୁ, କିପରି ଦୂର କରିବେ କ୍ୟାଲସିୟମ ଅଭାବ ଜନିତ ସମସ୍ୟା

ଭୁବନେଶ୍ୱର: ଆମ ଶରୀରରେ କ୍ୟାଲସିୟମର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଶେଷ କରି ହାଡ଼ ଓ ଦାନ୍ତକୁ ମଜବୁତ ରଖିବା ପାଇଁ କ୍ୟାଲସିୟମ ଅନେକ ମାତ୍ରାରେ ସହାୟକ ହୋଇଥାଏ । ଏହାଛଡାକ୍ୟାଲସିୟମ୍ ମାଂସପେଶୀ ସଞ୍ଚାଳନ, ରକ୍ତ ସଞ୍ଚାଳନ, ଏନଜାଇମ୍, ହରମୋନଜନୀତ କାର୍ଯ୍ୟକଳାପ ସଠିକ୍ ଭାବେ…

ଓଜନ କମାଇବ ଧନିଆ !

ଭୁବନେଶ୍ୱର: ମୋଟାପଣ ଏବଂ ଓଜନ ବଢିବା ସମସ୍ତଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଓଜନ କମାଇବା ପାଇଁ ଲୋକମାନେ ଜିମ୍ ଏବଂ ଏକ୍ସରସାଇଜର ସାହାରା ନେଇଥାନ୍ତି । ଜିମ୍ ଯାଇ ଏକ୍ସରସାଇଜ ଏବଂ ଡାଏଟିଙ୍ଗ କରିବା ଦ୍ୱାରା ମଧ୍ୟ ମୋଟାପଣ କମିନଥାଏ । ଆସନ୍ତୁ ଜାଣିବା ଘର ତିଆରି ଏକ ପାନୀୟ…

ଶୀତଦିନେ ନିୟମିତ ଖାଆନ୍ତୁ କମଳା, ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର: ଶୀତଦିନରେ କମଳା ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏଥିରେ ଭିଟାମିନ ସି ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ। କର୍କଟ ଠାରୁ ମଧୁମେୟ ରୋଗର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଜାଣନ୍ତୁ ଶୀତଦିନେ କମଳା କିପରି…

ମଧୁମେହ ପାଇଁ ରାମବାଣ ଏହି ଜୁସ !

ଭୁବନେଶ୍ୱର: ମନୁଷ୍ୟ ଶରୀରରେ ଇନସୁଲିନ ହରମୋନର ପରିମାଣ କମ ହୋଇଗଲେ ଡାଇବେଟିସ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପରିବା ସମ୍ପର୍କରେ କହିବାକୁ ଯାଉଛୁ ଯାହା ଇନସୁଲିନ ଭଳି ପୋଷକ ତତ୍ତ୍ୱରେ ଭରି ରହିଥାଏ ଓ ଡାଇବେଟିସ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ତାହା ହେଉଛି କଲରା।…

ଶୀତଦିନେ ଖଜୁରୀ ଖାଇଲେ ମିଳେ ଏହିସବୁ ଫାଇଦା, ଜାଣନ୍ତୁ

ଭୁବନେଶ୍ୱର: ଶୀତଦିନେ ଖାଇବା ପିଇବାରେ ଅଧିକ ଧ୍ୟାନ ରଖିବାକୁ ପଡ଼ିଥାଏ। ଥଣ୍ଡା,କାଶ,ଜ୍ବର,ଗଳା ସଂକ୍ରମଣ ଆଦି ସାଧାରଣ ସମସ୍ୟା ଶୀତଦିନେ ଦେଖାଯାଇଥାଏ। ଏଥିପାଇଁ ଏହିଦିନରେ ଗରମ ତତ୍ତ୍ବ ଥିବା ଜିନିଷ ଖାଇବା ଉଚିତ୍। ଏଥିପାଇଁ ଖଜୁରୀ ଏବଂ ଶୁଖିଲା ଖଜୁରୀସବୁଠୁ ଉତ୍କୃଷ୍ଟ ଫଳ ଅଟେ।…

ବାରମ୍ବାର ସବୁକଥା ଭୁଲିଯାଉଛନ୍ତି କି? ତେବେ ଆପଣାନ୍ତୁ ଏହି ୮ଟି ଉପାୟ…

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ଯଦି ଆପଣ ବାରମ୍ବାର କୌଣସି କଥା ଭୁଲିଯାଉଛନ୍ତି, ତେବେ ଏହି ସମସ୍ୟା ସମାଧାନ ଲାଗି ଏହିସବୁ ଉପାୟ ଆପଣେଇ ନିଅନ୍ତୁ । ୧. ବ୍ୟାୟାମ: ବ୍ୟାୟାମ ସ୍ୱସ୍ଥ୍ୟପକ୍ଷେ ବହୁତ ହିତକର । ବ୍ୟାୟାମ କରିବା ସମୟରେ ଆମ କୋଶିକା ସବୁ ନିଜନିଜ ଭିତରେ ସମ୍ପର୍କ ଯୋଡିହୋଇଯାଏ ଓ…

ମୁହଁରୁ ଦୂର ହୋଇଯିବ ସବୁ ଦାଗ, ଜାଣନ୍ତୁ କେମିତି !

ଭୁବନେଶ୍ୱର: ପୁଦିନା ସୌନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ ହୋଇଥାଏ। ପୁଦିନାରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ କାରଣରୁ ଏହା ତ୍ୱଚାରେ ଥିବା ଦାଗ ଦୂର କରିବାରେ ରାମବାଣ ସଦୃଶ କାମକରିଥାଏ। ସ୍କିନ୍‌ ନ୍ୟୁଟ୍ରିଶନ ପାଇଁ: ପୁଦିନା ତ୍ୱଚାକୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରେ। ପୁଦିନା ପତ୍ରର…