Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଚା’ ପିଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍…

ଭୁବନେଶ୍ୱର: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅନେକ ବ୍ୟକ୍ତି ଚା ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ଆଉ କେତେକ ବ୍ୟକ୍ତି ଚା ବଦଳରେ କଫି ପିଇବାକୁ ବେଶୀ ଭଲ ପାଇଥାନ୍ତି । କହିବାକୁ ଗଲେ ଏମିତି କିଛି ଚା’ ପ୍ରେମୀ ଅଛନ୍ତି, ଯେଉଁମାନଙ୍କର ସକାଳ ଚା’ ପିଇବାରୁ ହିଁ ଆରମ୍ଭ ହୋଇଥାଏ ।…

ସମ୍ ରୋଗୀଙ୍କ ପାଇଁ ଭରସାଯୋଗ୍ୟ ହସ୍ପିଟାଲ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚିକିତ୍ସା କ୍ଷେତ୍ରରେ ଗରିବ ଲୋକଙ୍କର ସାହାଭରସା ଭାବେ ଉଭା ହୋଇଛି ସମ୍ ହସ୍ପିଟାଲ୍ । କଟକର ଏସ୍ସିବି ଏବଂ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ୍ କଲେଜ ହସ୍ପିଟାଲ୍ ପରେ ରୋଗୀମାନେ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଉପରେ ଅଧିକ ଭରସା ଓ…

‘ସମ୍ ହସ୍ପିଟାଲ’ରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ‘ସମ୍ ହସ୍ପିଟାଲ’ରେ ସର୍ଜନମାନେ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଦୁଇଜଣ ରୋଗୀଙ୍କ ପାଟି ଭିତରୁ ସଫଳତାର ସହ ନୂତନ ପଦ୍ଧତିରେ ସବ୍ମାନଡିବୁଲାର ଗ୍ରନ୍ଥିକୁ…

ନିୟମିତ ପିଅନ୍ତୁ ପଇଡ଼ ପାଣି, ଦୂରେଇ ରହିବ ଏହିସବୁ ରୋଗ !

ଭୁବନେଶ୍ୱର: ପଇଡ଼ ପାଣି ପାଟିକୁ ଯେତିକି ମିଠା, ଦେହ ପାଇଁ ମଧ୍ୟ ସେତିକି ଉପକାରୀ । ଏଥିରେ ଭାରି ରହିଥାଏ ବିଭିନ୍ନ ପ୍ରକାର ଔଷଧିୟ ଗୁଣ ରହିଥାଏ । ପଇଡ଼ ପାଣିର ନିୟମିତ ପିଇଲେ ଶରୀରରେ ଥିବା ଅନେକ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ । ଅନ୍ୟ ପାନୀୟ ତୁଳନାରେ ପଇଡ଼ ପାଣିରେ ଏଥିରେ…

ବଜାରରେ ଉପଲବ୍ଧ ଔଷଧକୁ ଯୁକ୍ତିଯୁକ୍ତ ଭାବେ ବ୍ୟବହାର କରିବା ଉଚିତ

ଭୁବନେଶ୍ୱର: ବିଗତ କେତେ ବର୍ଷ ଧରି ନୂତନ ପ୍ରକାର ଔଷଧର ଉଦ୍ଭାବନ ହେଉ ନଥିବା ବେଳେ ଉପଲବ୍ଧ ଔଷଧଗୁଡ଼ିକୁ ସାବଧାନତାର ସହ ଏବଂ ଯୁକ୍ତିଯୁକ୍ତ ଭାବେ ରୋଗୀମାନଙ୍କ ଚିକିତ୍ସା ପାଇଁ ପ୍ରୟୋଗ କରାଯିବା ଉଚିତ୍ ବୋଲି କହିଛନ୍ତି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ।…

କେୟାର ହସ୍ପିଟାଲ୍ ଦ୍ୱାରା ବ୍ୟାପକ ‘ହୃଦ୍ ଓ ଫୁସଫୁସ୍ ପ୍ରତିରୋପଣ କାର୍ଯ୍ୟକ୍ରମ’ ଉଦଘାଟିତ

ଭୁବନେଶ୍ୱର: କେୟାର ହସ୍ପିଟାଲ,ଭୁବନେଶ୍ୱର ଦ୍ୱାରା ଓଡିଶାର ପ୍ରଥମ ପରିବ୍ୟାପ୍ତ 'ହୃଦ୍ ଓ ଫୁସଫୁସ୍ ପ୍ରତିରୋପଣ' କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମଟି ବିଶ୍ୱର ଖ୍ୟାତିସମ୍ପନ୍ନ ହୃଦ୍ ଓ ଫୁସଫୁସ୍ ପ୍ରତିରୋପଣ ବିଶେଷଜ୍ଞ ଡ. କେଆର୍ ବାଲକ୍ରୀଷ୍ଣନ୍ଙ୍କ ସହଯୋଗରେ ଅନୁଷ୍ଠିତ…

ଜାଣନ୍ତୁ ମଟରର ଅଦ୍ଭୁତ ଉପକାରିତା ସମ୍ପର୍କରେ

ଭୁବନେଶ୍ୱର: ମଟର ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ଉପଯୋଗୀ । ଏଥିରେ ବହୁ ପ୍ରକାରର ପୋଷକ ତତ୍ୱ ରହିଛି । ତେବେ ଜାଣନ୍ତୁ ମଟରର କେତେକ ଅଜଣା ଗୁଣ ସମ୍ପର୍କରେ... ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ମଟର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।…

ଜାଣନ୍ତୁ, ‘ଟମାଟୋ’ର ଚମତ୍କାରୀ ଉପକାରିତା ବିଷୟରେ

ଭୁବନେଶ୍ୱର: ଭାରତୀୟ ବ୍ୟଞ୍ଜନରେ ଟମାଟୋର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଟମାଟୋ ବିନା ସାଲାଡ, ସୁପ, ତରକାରୀ, ଆଚାର, ଚଟଣୀ, କ୍ୟାଚଅପ୍‌ ଇତ୍ୟାଦି କରିବା ସତେ ଯେପରି ଅସମ୍ଭବ। ଖାଲି ପାଟି ସୁଆଦିଆ ନୁହେଁ ଏହାର ଅନେକ ଗୁଣକାରୀ ତତ୍ତ୍ୱ ମଧ୍ୟ ରହିଛି, ଯାହା ରୋଗକୁ ଦୂର କରିବାରେ ସହାୟକ…

କିସମିସର ଅଦ୍ଭୁତ ଔଷଧୀୟ ଗୁଣ !

ଭୁବନେଶ୍ୱର: କିସମିସ ସ୍ୱାସ୍ଥ୍ୟପାଇଁ ବହୁ ଲାଭଦାୟକ ହୋଇଥାଏ । ବିଶେଷକରି ଥଣ୍ଡାଦିନେ ଏହା ଖାଇବା ଦ୍ୱାରା ବହୁ ରୋଗ ବେମାରୀରୁ ରକ୍ଷାମିଳିଥାଏ । କିସମିସରେ ଭରପୂର ମାତ୍ରାରେ ଆଇରନ, ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିୟମ ଓ ଫାଇବର ରହିଛି । ବିଶେଷ କରି ଖିରି ଭଳି ମିଠା ଜିନିଷ…

ନିୟମିତ ଖାଆନ୍ତୁ ଜହ୍ନି, ନିୟନ୍ତ୍ରଣରେ ରହିବ ଡାଇବେଟିସ

ଭୁବନେଶ୍ୱର: ସବୁଜ ପନିପରିବା ଦେହ ପାଇଁ କେତେ ଉପକାରୀ ତାହା ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣାଥାଏ । କଣ ଆପଣ ଜାଣନ୍ତି ନିୟମିତ ଜହ୍ନି ଖାଇଲେ ମିଳିଥାଏ ଅନେକ ଉପକରିତା । ଜାଣନ୍ତୁ... ଜହ୍ନି ଏକ ଉପକାରୀ ପରିବା। ନିୟମିତ ଜହ୍ନି ଖାଇଲେ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ସେହିପରି…