Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଏହି ଘରୋଇ ଉପଚାର ମାଧ୍ୟମରେ ନିଶ୍ଚିତ ଭଲ ହୋଇଯିବ ଅଧକପାଳି ମୁଣ୍ଡବିନ୍ଧା !

ଭୁବନେଶ୍ୱର: ଅଧକପାଳି ମୁଣ୍ଡବିନ୍ଧା ବା ମାଇଗ୍ରେନ ଯାହାର ହୋଇଥାଏ ସେ ହିଁ କେବଳ ତାର କଷ୍ଟ ଅନୁଭବ କରିପାରେ । ଏବେ ଅଧିକାଂଶ ଲୋକ ଏହି ରୋଗରେ ପୀଡିତ। ଯେତେବେଳେ ଏଭଳି ମୁଣ୍ଡବିନ୍ଧା ହୋଇଥାଏ ସେତେବେଳେ କଣ କରିବେ କଣ ନାହିଁ କିଛି ବୁଝାପଡିନଥାଏ । ସ୍ମାର୍ଟଫୋନ୍, ଟିଭି, କମ୍ପ୍ୟୁଟର…

ଜାଣନ୍ତୁ, କିପରି ନେବେ ଆଖିର ଯତ୍ନ…

ଭୁବନେଶ୍ୱର: ଆଖି ମନୁଷ୍ୟ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ଏତେ ସୂକ୍ଷ୍ମ ଯେ ଠିକ ଭାବରେ ଯତ୍ନ ନ ନେଲେ ଆମକୁ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆଜିର ବ୍ୟସ୍ତବହୁଳ ସମୟରେ ଲୋକମାନେ କମ୍ପ୍ୟୁଟର ଓ ମୋବାଇଲର ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଫଳରେ ଏଥିପାଇଁ ଅନେକ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଲା ଜିଲ୍ଲା ପାଲିଏଟିଭ୍ କେୟାର୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କ ଲାଗି ଗୁରୁବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଲିଏଟିଭ୍ କେୟାର୍ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ରାଜଧାନୀସ୍ଥିତ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ…

ତ୍ୱଚାରେ ଚମକ ଆଣିବ ଚାଉଳ ପାଣି, ଜାଣନ୍ତୁ କିପରି

ଭୁବନେଶ୍ୱର: ମୁଁହର ଚମକକୁ ଫେରାଇ ଆଣିବ ଚାଉଳର ପାଣି ବା ଚାଉଳ ମଣ୍ଡ । ଏଥିରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ସ ରହିଛି । ଯାହା ଆମ ଶରୀର ପାଇଁ ଯେତିକି ଲାଭଦାୟକ, ଆମ ତ୍ୱଚା ଓ ଚୁଟି ପାଇଁ ମଧ୍ୟ ସେତିକି ଉପକାରୀ ଅଟେ । ଏହି ପାଣିର ବ୍ୟବହାରରେ ତ୍ୱଚାରେ ଚମକ ଆସିଥାଏ । ଏହା ଏକ ପ୍ରକାର…

ପେଡିକିଓର କରାଇବା ପରେ କେମିତି ନେବେ ପାଦର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ପାଦକୁ ଅଧିକ ସୁନ୍ଦର କରିବା ପାଇଁ ପେଡିକିଓର କରାଯାଏ । ତେବେ ପେଡିକିଡର କରିବା ପରେ ଯେ ଆପଣଙ୍କ କାମ ସରିଗଲା ସେପରି ଭାବନ୍ତୁ ନାହିଁ । ଏହାପରେ ମଧ୍ୟ ଆପଣଙ୍କୁ ପାଦର ଯତ୍ନ ନେବା ପାଇଁ ପଡିବ । ଜାଣନ୍ତୁ, ପେଡିକିଓର ପରେ କିପରି ନେବେ ପାଦର ଯତ୍ନ.. -ପ୍ରତିଦିନ ଶୋଇବା…

ଶ୍ରେଷ୍ଠ ‘ସୁଲଭ ଘରୋଇ ଡ଼ାକ୍ତରଖାନା’ ଭାବେ ସମ୍ମାନିତ ହେଲା ସମ୍ ହସ୍ପିଟାଲ୍

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟର ସବୁଠାରୁ ସୁଲଭ ଘରୋଇ ହସ୍ପିଟାଲ୍ । ଟିଭି ଚ୍ୟାନେଲ୍ ଜୀ ଓଡ଼ିଶା ପକ୍ଷରୁ ଆୟୋଜିତ ହେଲ୍ଥ କନ୍କ୍ଲେଭ୍ରେ ସମ୍ ହସ୍ପିଟାଲ୍କୁ ମଙ୍ଗଳବାର…

ଦିଲ୍ଲୀ ଭଳି ପ୍ରଦୂଷିତ ଅଞ୍ଚଳରେ ରହୁଥିଲେ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀ ସବୁଠାରୁ ପ୍ରଦୂଷଣ ଜନିତ ସହର ଭାବେ ପରିଗଣିତ ହୋଇସାରିଛି । ୱାର୍ଲଡ ହେଲଥ ଅର୍ଗାନାଇଜେସନ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର । ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଅତି ସଙ୍କଟଜନକ । ତେବେ ଦୀପାବଳି ପରର ଅବସ୍ଥା ନକହିବା ଭଲ । ବାୟୁ…

ଏହି ଘରୋଇ ଉପଚାର ମାଧ୍ୟମରେ ଭଲ କରନ୍ତୁ ଆଜ୍ମା ରୋଗ !

ଭୁବନେଶ୍ୱର: ଋତୁ ବଦଳିବା ସହିତ ବାୟୁମଣ୍ଡଳରେ ଧୂଳିକଣା ଓ ବ୍ୟାକ୍ଟେରିଆ ମଧ୍ୟ ବୃଦ୍ଧି ପାଇଲେ ଆରମ୍ଭ ହୁଏ ଆଜ୍ମା ଗୋଗୀଙ୍କ କଷ୍ଟ। ଆଲର୍ଜି ଗମ୍ଭୀର ରୂପ ଧାରଣ କଲେ ଏହା ଆଜ୍ମାରେ ପରିବର୍ତ୍ତିତ ହୋଇଥାଏ। ଋତୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ରୋଗ କ୍ଷତିକାରକ ହୋଇଥାଏ। ଯେ କୌଣସି ବୟସର…

ମଧୁମେହ ରୋଗର ନିଶ୍ଚିତ ପ୍ରତିକାର ରହିଛି ଏହି ପରିବାରେ !

ଭୁବନେଶ୍ୱର: କଥାରେ ଅଛି ଯାହା ପାଟିକୁ ପିତା ତାହା ଦେହକୁ ହିତ । କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ପରି କାର୍ଯ୍ୟ କରିଥାଏ । କଲରାରେ ଆଇରନ୍‌, ମାଗ୍ନେସିୟମ ଏବଂ ଭିଟାମିନ୍‌-ସି…

ଦୈନନ୍ଦିନ ଜୀବନରେ ଧ୍ୟାନର ଚମତ୍କାରିତା ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ସଂସ୍କୃତି ତା’ର ପୁରାଣ କାହାଣୀ, ପରମ୍ପରା, ଧର୍ମ, ଯୋଗ ତଥା କିମ୍ବଦନ୍ତୀ ସମ୍ବଳୀତ ଶାସ୍ତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ପବିତ୍ର ରାମାୟଣ ଓ ମହାଭାରତ ମହାକାବ୍ୟ ବ୍ୟତୀତ ହଜାର ହଜାର ପୁରାଣ କଥା ଓ କାହାଣୀମାନ ଭାରତୀୟ ଜନମାନସକୁ…