Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଥାଇରଏଡ୍ ଗ୍ରନ୍ଥିରୁ ବାହାରିଲା ଟ୍ୟୁମର, ସମ୍ ହସ୍ପିଟାଲରେ ନୂଆ ପଦ୍ଧତିର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଆଉ ଏକ ସଫଳତା । ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଗଳାରେ ଥିବା ଥାଇରଏଡ ଗ୍ରନ୍ଥିରୁ ବାହାର କଲେ ଟ୍ୟୁମର୍ । ଇଏନ୍ଟି ଆଣ୍ଡ ସ୍କଲ…

ନାବାଳକ ଦେହରୁ ବାହାରିଲା ଭଙ୍ଗା ସିରିଞ୍ଜ୍ !

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକ ଦୁଃଖଦାୟକ ଘଟଣା ଚିକିତ୍ସା ସେବାର ଚରମ ଅବହେଳାକୁ ପଦାରେ ପକାଇ ଦେଇଛି । ମାତ୍ର ୩ ବର୍ଷର ବାଳକର ପେଟରୁ ବାହାରିଛି ଏକ ଭଙ୍ଗା ସିରିଞ୍ଜ୍ । ମିଳିଥିବା ସୂଚନାନୁଯାୟୀ, ଆଠମଲ୍ଲିକ ବ୍ଳକ ଅନ୍ତର୍ଗତ ମୋହନଖାଲି ଗ୍ରାମର ସୀତାକାନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତି…

ଦୀର୍ଘ ସମୟ କମ୍ପ୍ୟୁଟର ସାମ୍ନାରେ ବସିବାକୁ ପଡୁଥିଲେ, ଆପଣାନ୍ତୁ ଏହିସବୁ ଉପାୟ

ଭୁବନେଶ୍ୱର: ଆଜିର ସମୟରେ ସାଧାରଣତଃ ଲୋକେ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସମ୍ମୁଖରେ ବସି କାର୍ଯ୍ୟ କରୁଛନ୍ତି। ମାତ୍ର ଏହା ଶରୀର ଉପରେ କେତେ କୁପ୍ରଭାବ ପକାଉଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କମ୍ପ୍ୟୁଟର ଆଗରେ ଦୀର୍ଘ ସୟମ ଧରି ବସି କାମ କରିବା ସମୟରେ କେଉଁ ଦିଗ…

ଚର୍ମରୋଗରୁ ଉପଶମ ଦେବ ମୂଳା…

ସାଧାରଣତଃ ମୂଳାକୁ ଆମେ ସାଲାଡରେ ବ୍ୟବହାର କରିଥାଉ । ବଜାରରେ ବିଭିନ୍ନ ପ୍ରକାର ରଙ୍ଗର ମୂଳା ମିଳିଥାଏ । ଯାହା ଆମ ସ୍ୱାସ୍ଥ୍ୟ ବହୁତ ଉପକାରୀ । ଏଥିରେ ଅନେକ ପରିମାଣରେ ଭିଟାମିନ-ସି, ଜିଙ୍କ୍, ଜଳ ଓ ଫସଫରସର ଭାଗ ରହିଛି । ଯାହା ଆମ ଶରୀରରେ ଜଳାଭାବ ଦୂର କରିବା ସହିତ ତ୍ୱଚାରେ ସତେଜତା…

ପେଟର ଚର୍ବି କମ୍ କରିବାକୁ ଚାହୁଁଥିଲେ ପ୍ରତିଦିନ କରନ୍ତୁ ଏହି ଯୋଗାସନ

ଭୁବନେଶ୍ୱର: ପେଟର ଚର୍ବି କମାଇବା ପାଇଁ ଆମେ ଖାଇବାରେ ନିୟନ୍ତ୍ରଣ ଆଣିଥାଉ। ବିଭିନ୍ନ ପ୍ରକାର ଡାଏଟ୍‌ ଚାର୍ଟ ଅନୁଯାୟୀ ଆମେ ଖାଦ୍ୟ ଖାଇଥାଉ । ତେବେ ଏସବୁ ସହିତ ୧୦ରୁ ୧୫ମିନିଟ୍ ଯଦି ନୌକାସନ କରନ୍ତି ତେବେ ପେଟର ଚର୍ବି କମିବା ସହ ଶରୀରର ଅନ୍ୟ ଆଭନ୍ତରୀଣ ଅଙ୍ଗକୁ ସୁସ୍ଥ ରଖିପାରିବେ।…

ଜାଣନ୍ତୁ, କିପରି ଚିହ୍ନିବେ ଅସଲି ମହୁ !

ଭୁବନେଶ୍ୱର: ଆଜିର ସମୟରେ ପ୍ରାୟତଃ ସବୁ ଜିନିଷର ନକଲ ବଜାରକୁ ଆସିଗଲାଣି । ଡାଲି ଚାଉଳ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ଗୁଡିକର ଅବିକଳ ନକଲି ଜିନିଷ ବଜାରରେ ମିଳୁଛି । ଯାହାକୁ ଚିହ୍ନିବା ଏକ ପ୍ରକାରର ମୁସ୍କିଲ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମହୁ ଭଳି ଏକ ଉପକାରୀ ସାମଗ୍ରୀ…

ନୂଆ କରି ଯୋଗ କରୁଥିଲେ ଧ୍ୟାନରେ ରଖନ୍ତୁ ଏହିସବୁ କଥା

ଭୁବନେଶ୍ୱର: ନିୟମିତ ଯୋଗ କରିବା ଦ୍ୱାରା ଶାରୀରିକ, ମାନସିକ ଭାବେ ଆମେ ସୁସ୍ଥ ରହିଥାଉ । ଯୋଗ ଶରୀରକୁ ନିରୋଗ ରଖିବା ସହ ମନକୁ ସୁସ୍ଥ ଓ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି ଆପଣ ନୂଆ କରି ଯୋଗ କରିବା ଆରମ୍ଭ କରିଛନ୍ତି, ତା ହେଲେ ଆପଣଙ୍କୁ କିଛି ଦିଗ ପ୍ରତି ଧ୍ୟାନ ଦେବା…

ଧୂପକାଠି ଧୂଆଁ ହୋଇପାରେ କ୍ୟାନସରର କାରଣ !

ଭୁବନେଶ୍ୱର: ସାଧାରଣତଃ ଆମେ ଶୁଣିଥିବା ସିଗାରେଟ ଟାଣିଲେ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି କି ଆପଣ ଘରେ ଜାଳୁଥିବା ଧୂପକାଠିର ଧୂଆଁ ସମ୍ପର୍କରେ ? ଏହା ଆପଙ୍କ ଶରୀରକୁ କେତେ କ୍ଷତି ପହଞ୍ଚାଉଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଘରେ ହେଉ ଅବା…

‘ସିଲଭର ଫୟଲ’ ଲାଗିଥିବା ମିଠା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ଜାଣନ୍ତୁ

ଭୁବନେଶ୍ୱର: ଏବେ ପାର୍ବଣର ମାହୋଲ । ଚାରିଆଡେ ଆନନ୍ଦ ଓ ଉଲ୍ଲାସର ବାତାବରଣ । ପୂଜାପାଠ ଠାରୁ ଆରମ୍ଭ କରି ଖାଇବା ପିଇବା ସବୁଥିରେ ସ୍ଵତନ୍ତ୍ରତାର ଝଲକ ବେଶ୍ ବାରି ହୋଇ ପଡୁଛି । ପୂଜାକୁ ନଜରରେ ରଖି ସହରର ବିଭିନ୍ନ ମିଠା ଦୋକାନ ମାନଙ୍କରେ ଭଳିକି ଭଳି ମିଠା ବିକ୍ରି ହେଉଥିବାର ନଜରକୁ…

ହାନିକାରକ ତମାଖୁ ସମ୍ପର୍କରେ ସଚେତନ କରିବ ବ୍ରେଲି ପୁସ୍ତକ…

ଭୁବନେଶ୍ୱର: ତମାଖୁ ଦ୍ୱାରା ସ୍ୱାସ୍ଥ୍ୟହାନୀ ତଥା ଆଇନ ସଂପର୍କରେ ଅଭିଯାନ କରି ଲିମକା ବୁକ ଅଫ ରେକର୍ଡ କରିଥିବା ମହମ୍ମଦ ଇମ୍ରାନ ଅଲ୍ଲୀ ଆରମ୍ଭ କରିଛନ୍ତି ନିଆରା ଅଭିଯାନ । ଏଣିକି ଦୃଷ୍ଟିବାଧିତ ଓ ମୁକ ବଧିର ବ୍ୟକ୍ତି ବି ଜାଣିବେ ତମାଖୁ ସେବନର ଅପକାରିତା । ନିଶା ମୁକ୍ତ ଭାରତର ସ୍ୱପ୍ନ…