Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ପ୍ଲାଷ୍ଟିକ ବ୍ୟବହାର ନିଷେଧ: ଅକ୍ଟୋବର ୨ରୁ ରାଜ୍ୟର ୬ଟି ସହରରେ କଟକଣା

ଭୁବନେଶ୍ୱର: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଛି । ଯେଉଁ ୬ଟି ସହରାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ ହୋଇଛି ସେହି ସହରଗୁଡ଼ିକ ହେଲା – ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀ…

ସମ୍ ହସ୍ପିଟାଲରେ ‘ବିଶ୍ୱ ହୃଦୟ ଦିବସ’ ପାଳିତ: ‘ନକାରାତ୍ମକ ଚିନ୍ତାଧାରା’ ଦ୍ୱାରା ବଢ଼ୁଛି ହୃଦଘାତ

ଭୁବନେଶ୍ୱର: ନକାରାତ୍ମକ ଚିନ୍ତାଧାରା ଦ୍ୱାରା ଅଧିକ ହୃଦଘାତ ଘଟୁଛି । ମଣିଷ ଶରୀରର କ୍ଷତି ହେଉଛି । ଆମେ ଯାହା ଭାବିଥାଉ ତା’ର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଆମ ଚିନ୍ତାଧାରା ଯେଉଁଭଳି ହୁଏ ସେହିଭଳି ଭାବରେ ଆମ ଶରୀର ସୁସ୍ଥ ବା ଅସୁସ୍ଥ ହୋଇଥାଏ । ମଣିଷ ଅଧିକ ଚିନ୍ତାଗ୍ରସ୍ତ ହେବା ଫଳରେ…

ସୁସ୍ଥ ଓ ସ୍ୱଚ୍ଛ ହୃଦୟର ଦିନ- ‘ବିଶ୍ୱ ହୃଦୟ ଦିବସ’

ଭୁବନେଶ୍ୱର:  ବିଶ୍ୱ ହୃଦୟ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୯ ତଥା ଆଜିର ଦିନକୁ ସାରା ବିଶ୍ୱରେ ‘ବିଶ୍ୱ ହୃଦୟ ଦିବସ’ ରୂପେ ପାଳନ କରାଯାଇଥାଏ । ହୃଦରୋଗ ପରି ଘାତକ ବେମାରୀ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ଭାରତରେ ଅନ୍ୟ ଦେଶ ମାନଙ୍କ ତୁଳନାରେ ରୋଗୀଙ୍କ ସଂଖ୍ୟା ୨୦…

କେମିତି ଜାଣିବେ ବ୍ରେନ୍ ଟ୍ୟୁମରର ଲକ୍ଷଣ?

ବ୍ରେନ୍ ଟ୍ୟୁମର୍ ବା ବ୍ରେନ୍ କ୍ୟାନସର ହେଉଛି ଏକ ଗୁରୁତର ଘାତକ ରୋଗ । ମସ୍ତିଷ୍କ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସାମାନ୍ୟ ଅସାବଧାନତା କିମ୍ବା ମାନସିକ ଅସୁସ୍ଥତା ସମେତ ଅନ୍ୟାନ୍ୟ ଅସୁବିଧା ସୃଷ୍ଟି ହୋଇପାରେ । ତେବେ ବ୍ରେନ୍ ଟ୍ୟୁମର୍ର ପ୍ରାରମ୍ଭିକ ଲକ୍ଷଣ ଅନେକ ରହିଛି,…

ଆଜି ସାରା ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ, ରୋଗୀ ହନ୍ତସନ୍ତ

ଭୁବନେଶ୍ୱର: ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ (ଏଆଇଓସିଡ଼ି)ର ଡ଼ାକରାରେ ଦେଶବ୍ୟାପୀ ଶୁକ୍ରବାର ଦିନ ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ସେହିପରି ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ମଧ୍ୟ ସାରା ଓଡ଼ିଶାରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି । ଏହି ବନ୍ଦ ଫଳରେ…

ସମ୍ ହସ୍ପିଟାଲରେ ବିରଳ ଚିକିତ୍ସା: ୭ମାସ ଶିଶୁର ଶ୍ୱାସନଳୀରୁ ବାଦାମ କାଢି ଜୀବନ ବଞ୍ଚାଇଲେ ଡ଼ାକ୍ତର

ଭୁବନେଶ୍ୱର: ସମ୍ ହସ୍ପିଟାଲରେ ଏକ ୭ ମାସର ଶିଶୁର ଶ୍ୱାସନଳୀରେ ଚିକିତ୍ସା କରି ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଡ଼ାକ୍ତର । ଶ୍ୱାସନଳୀରେ ସଫଳ ଚିକିତ୍ସା କରି ସଫଳ ହୋଇଥିବାରୁ ଏହି ୭ ମାସର ଶିଶୁଟିର ଜୀବନ ବଞ୍ଚି ଯାଇପାରିଛି । ଉନ୍ନତମାନ ଚିକିତ୍ସାପ୍ରଣାଳୀ ପ୍ରୟୋଗ କରି ଗୋଟିଏ ୭ ମାସର…

କଟକ ଏସସିବିରେ ଡ଼େଙ୍ଗୁରୋଗୀଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

କଟକ: କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ରବିବାର ଦିନ ଜଣେ ଡ଼େଙ୍ଗୁ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ଘଟିଥିବା ଏହି ଡ଼େଙ୍ଗୁ ଆକ୍ରାନ୍ତ ରୋଗୀ ଜଣକ ହେଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ୧୮ ବର୍ଷୀୟ ସୌମ୍ୟରଞ୍ଜନ ନାୟକ । ମିଳିଥିବା ସୂଚନାରୁ ଜଣାପଡ଼ିଛି,…

ଆମ୍ରିି ହସ୍ପିଟାଲରେ ‘ଜରୁରୀକାଳୀନ ଔଷଧି ଦକ୍ଷତା’ କର୍ମଶାଳା, ୫୦ଜଣ ଡ଼ାକ୍ତରଙ୍କ ଯୋଗଦାନ

ଭୁବନେଶ୍ୱର: ଆମ୍ରି ହସ୍ପିଟାଲ ଭୁବନେଶ୍ୱର ତରଫରୁ ‘ମୌଳିକ ଜରୁରୀକାଳୀନ ଔଷଧି ଦକ୍ଷତା’ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଅଧିକ ଡାକ୍ତରମାନେ ଯୋଗ ଦେଇଥିଲେ, ଯେଉଁଠାରେ ଚିକିତ୍ସା ଜନୀତ ଜରୁରୀକାଳୀନ ସ୍ଥିତିରେ ବିଭିନ୍ନ…

ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ‘ଫକିର ମୋହନ ମେଡ଼ିକାଲ କଲେଜ ଓ ହସ୍ପିଟାଲ’

ବାଲେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱରରେ ଫକିର ମୋହନ ମେଡ଼ିକାଲ କଲେଜ ମେଡ଼ିକାଲ ଓ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ଦ୍ୱାରା ବାଲେଶ୍ୱରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବା ସହିତ ସ୍ଥାନୀୟ ଅଞ୍ଚଳରେ…

ପ୍ରଚୁର ସୁଖ ଓ ଶାନ୍ତି ଲାଭର ଉପାୟ – କ୍ଷମା ସାଧନା

ପ୍ରଚୁର ସୁଖ ଓ ଶାନ୍ତି ଲାଭର ଉପାୟ - କ୍ଷମା ସାଧନା କ୍ଷମା ସର୍ବଶ୍ରେଷ୍ଠ ମାନବୀୟ ଗୁଣ । ବର୍ତ୍ତମାନ ସମୟରେ କ୍ଷମା କରୁଥିବା ଲୋକଙ୍କୁ ହିଁ ସ୍ମାର୍ଟ ପରସନାଲିଟି ବା ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ଭାବେ ପରିଗଣିତ କରାଯାଇଥାଏ । କ୍ଷମା ଦେବା ଏବଂ କ୍ଷମା ମାଗିବା ଦ୍ୱାରା ବ୍ୟକ୍ତି…