Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ଯାଆଁଳା ଭାଇ ଘରକୁ ଫେରିବେ: ମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଯାଇ ଚିକିତ୍ସିତ ହେଉଥିବା ଯାଆଁଳା ଶିଶୁ ଜଗା-କାଳିଆଙ୍କୁ ଭେଟିଛନ୍ତି । ବର୍ତ୍ତନମାନ ଜଗା-କାଳିଆ ଓଡ଼ିଶା ଫେରିବେ ନାହିଁ, କାଳିଆ ସମ୍ପୂର୍ଣ୍ଣ ସୁସ୍ଥତା ଅର୍ଜନ କଲେ ଦୁଇ…

ବିରଳ ଚକ୍ଷୁ ଚିକିତ୍ସା: କ୍ୟାପିଟାଲ ହସ୍ପିଟାଲରେ ଶତାୟୁଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର

ଭୁବନେଶ୍ୱର : ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲ ବିରଳ ରେକର୍ଡ଼ କରିଛି । ଶହେ ବର୍ଷରୁ ଅଧିକ ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତାର ସହିତ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇପାରିଛି । ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଡୁଗଲ ଗ୍ରାମର ଜୟକୃଷ୍ଣ ମିଶ୍ରଙ୍କ ଚକ୍ଷୁରେ…

ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ନୀତି: ରାତି ୮ଟାରୁ ଦର୍ଶନ ବନ୍ଦ, ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ଆଡ଼ପମଣ୍ଡପରେ ଅନୁଷ୍ଠିତ ହେଉଥିବା ବନକଲାଗି ନୀତି ହେଉଛି । ଭକ୍ତମାନେ ସାହାଣମେଲା ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି । ଆଡ଼ପମଣ୍ଡମରେ ସମସ୍ତ ସକାଳ ନୀତି ସୂଚାରୁରୂପେ ଚାଲିଛି । ଇତିମଧ୍ୟରେ ଭୋର୍ ୫ଟା ସମୟରେ ମଙ୍ଗଳଆଳତୀ, ସକାଳ ୬:୩୦ରେ…

ପ୍ରବଳ ବର୍ଷା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୁରୁପ୍ରୀୟା ସେତୁ ଉଦଘାଟନ ସ୍ଥଗିତ ହେଲା

ମାଲକାନଗିରି : ଓଡ଼ିଶାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକରେ ନବନିର୍ମିତ ଗୁରୁପ୍ରୀୟା ସେତୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜୁଲାଇ ୧୮ ତାରିଖ ଦିନ ଉଦଘାଟିତ ହେବାକୁ ଥିଲା । କିନ୍ତୁ ପ୍ରତିକୂଳ ପାଗ ତଥା ପ୍ରବଳ ବର୍ଷା ଯୋଗୁଁ ଏହି ଉଦଘାଟନ କାର୍ଯ୍ୟକ୍ରମ…

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂରତି, ରଥରୁ ପହଣ୍ଡିରେ ଝୁଲି ଝୁଲି ଗଲେ ମହାପ୍ରଭୁ

ପୁରୀ : ମହାପ୍ରଭୁ ବଡ଼ଭାଇ ଓ ସାନଭଉଣୀ ସହିତ ରଥରେ ବୁଲୁଛନ୍ତି । ଶନିବାର ଦିନ ରତ୍ନବେଦୀରୁ ବାହାରି ରଥରେ ବସି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରାରମ୍ଭ କରିଥିଲେ ଶ୍ରୀଜଗନ୍ନାଥ । ଭାଇ ଭଉଣୀ ଗୁଣ୍ଡିଚା ମନ୍ଦିର ସହଳ ପହଞ୍ଚି ଯାଇଥିଲେ ମଧ୍ୟ ସାନଭାଇ ଶ୍ରୀଜଗନ୍ନାଥ ବଳଗଣ୍ଡି ଛକରେ…

ଭୁବନେଶ୍ୱର: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଶନିବାର ରାତିରେ ରାସ୍ତାରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁର ରେଲୱେ କ୍ରସିଂ ନିକଟସ୍ଥ ରାସ୍ତାରେ ରଘୁନାଥନଗରର ୨୫ ବର୍ଷୀୟ ଯୁବକ ଟିଟନକୁ କିଛି ଯୁବକ ପିଟିପିଟି ହତ୍ୟା କରିଛନ୍ତି । ତେବେ ବଚସାରୁ…

ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ: ଓଡ଼ିଶାର ଚାନ୍ଦିପୁର ଘାଟୀରେ ହେଲା ଉତକ୍ଷେପଣ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସୋମବାର ସକାଳ ୧୦:୩୦ ସମୟରେ ସୁପରସୋନିକ କ୍ରୁଜ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପରୀକ୍ଷା ହେବା ନେଇ ସୂଚନା ଦିଆଯାଇଛି । ପ୍ରତିକୂଳ ପାଗ…

ଲଗାଣ ବର୍ଷାରେ ଓଡ଼ିଶା ବେହାଲ: ରାଜ୍ୟରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର : ବଙ୍ଗୋପସାଗରେ ଘନିଭୂତ ହୋଇଥିବା ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଭାରତୀୟ ପାଣିପାଗ ବିଭାଗ କହିଛନ୍ତି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲାରେ…

‘ଜଗା-କାଳିଆ’ ୨/୩ ଦିନ ଭିତରେ ଏମ୍ସରୁ ଡ଼ିସଚାର୍ଜ ହେବେ, ଶିଘ୍ର ଓଡ଼ିଶା ଫେରିବେ ଦୁଇ ଭାଇ – ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡରୁ ଅସ୍ତ୍ରୋପଚାର ହୋଇ ଅଲଗା ହୋଇଥିବା ଯାଆଁଳା ଶିଶୁ ଜଗା-କାଳିଆ ୨/୩ ଦିନ ଭିତରେ ସମ୍ପୂର୍ଣ୍ଣ ସୁସ୍ଥତା ଅର୍ଜନ କରି ଏମ୍ସରୁ ଡ଼ିସଚାର୍ଜ ହେବେ । ଏମ୍ସ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଏବେ ଦୁଇ ଭାଇ ଜଗା-କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।…

ଫ୍ରାନ୍ସ ଜିତିଲା ଫିଫା ବିଶ୍ୱକପ ଫୁଟବଲ

ମସ୍କୋ : ବିଶ୍ୱକପ ଜିତିଲା ଶକ୍ତିଶାଳୀ ଫ୍ରାନ୍ସ ଦଳ । ଫିଫା ବିଶ୍ୱକପ ଫୁଟବଲ ଫାଇନାଲ ମ୍ୟାଚରେ କ୍ରୋଏସିଆକୁ ୪-୨ ଗୋଲରେ ପରାସ୍ତ କରି ପ୍ରାନ୍ସ ୨ୟ ଥର ଲାଗି ଫୁଟବଲ ବିଶ୍ୱକପ ହାସଲ କରିପାରିଛି । ସଂଘର୍ଷପୂର୍ଣ୍ଣ ଫାଇନାଲର ୧୮ ମିନିଟରେ କ୍ରୋଏସିଆ ପକ୍ଷରୁ ମାନଦଯୁକିକ ଏକ ଆତ୍ମଘାତୀ…