Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ସୁନ୍ଦର ସ୍ୱାସ୍ଥ୍ୟ ଲାଗି ଉପକାରୀ କଞ୍ଚା ଅମୃତଭଣ୍ଡା…

ଭୁବନେଶ୍ୱର: ପ୍ରାୟ ସମସ୍ତେ ପାଚିଲା ଅମୃତଭଣ୍ଡା ଖାଇବାକୁ ଭଲ ପାଆନ୍ତି, କିନ୍ତୁ କଞ୍ଚା ଅମୃତଭଣ୍ଡାରେ ପାଚିଲା ଅମୃତଭଣ୍ଡା ଠାରୁ ଅଧିକ ଔଷଧୀୟ ଗୁଣ ଭରି ରହିଛି । ଅବଶ୍ୟ ଅନେକଙ୍କ ଘରେ କଞ୍ଚା ଅମୃତଭଣ୍ଡାକୁ ବିଭିନ୍ନ ପ୍ରକାର ତରକାରୀ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ଯଦି ଆପଣ କଞ୍ଚା…

ଜାଣନ୍ତୁ, ତୁଳସୀର କିଛି ନିଶ୍ଚିତ ଚମତ୍କାରୀ ଔଷଧୀୟ ଗୁଣ…

ହିନ୍ଦୁ ପରମ୍ପରାରେ ତୁଳସୀ ଗଛର ମାହାତ୍ମ୍ୟ ଯଥେଷ୍ଟ । ଏହି ଗଛ ହେଉଛି ଭକ୍ତି ତଥା ସ୍ୱାସ୍ଥ୍ୟବୃଦ୍ଧିର ମୂଳମନ୍ତ୍ର । ଓଡ଼ିଶା ସମେତ ଭାରତର ପ୍ରତି କୋଣ ଅନୁକୋଣରେ ଘରେ ଘରେ ତୁଳସୀ ଗଛ ପୂଜା କରାଯାଏ । ପ୍ରତିଦିନ ଅଧିକାଂଶ ଓଡ଼ିଆ ତଥା ଭାରତୀୟ ହିନ୍ଦୁ ଧର୍ମାବଲମ୍ବୀମାନେ ତୁଳସୀପତ୍ର ସେବନ…

କେଶର ଯତ୍ନ ଲାଗି କିଛି ଘରୋଇ ଟିପ୍ସ…

ଭୁବନେଶ୍ୱର: ବର୍ଷା ହେଉ କି ଖରା ସବୁ ସମୟରେ କେଶ ମୂଳ କୁଣ୍ଡେଇ ହେବା ସାଧାରଣ କଥା । ଅଧିକାଂଶ ଲୋକଙ୍କୁ ଲାଗେ ଯେ ଉକୁଣୀ କିମ୍ବା ରୁପି ଯୋଗୁଁ ଏପରି ହୁଏ । କିନ୍ତୁ କେଶମୂଳ ଶୁଷ୍କ, ସାମ୍ପ୍ୟୁ, ଖାଦ୍ୟ-ପାନୀୟରେ ଅନିୟମିତତା, କେଶରୁ ଝାଳ ବାହାରିବା, ଜୀବାଣୁ ସଂକ୍ରମଣ ଯୋଗୁଁ କେଶ ମୂଳ…

ପ୍ଲାଷ୍ଟିକ ବ୍ୟବହାର ନିଷେଧ: ଅକ୍ଟୋବର ୨ରୁ ରାଜ୍ୟର ୬ଟି ସହରରେ କଟକଣା

ଭୁବନେଶ୍ୱର: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଛି । ଯେଉଁ ୬ଟି ସହରାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ ହୋଇଛି ସେହି ସହରଗୁଡ଼ିକ ହେଲା – ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀ…

ସମ୍ ହସ୍ପିଟାଲରେ ‘ବିଶ୍ୱ ହୃଦୟ ଦିବସ’ ପାଳିତ: ‘ନକାରାତ୍ମକ ଚିନ୍ତାଧାରା’ ଦ୍ୱାରା ବଢ଼ୁଛି ହୃଦଘାତ

ଭୁବନେଶ୍ୱର: ନକାରାତ୍ମକ ଚିନ୍ତାଧାରା ଦ୍ୱାରା ଅଧିକ ହୃଦଘାତ ଘଟୁଛି । ମଣିଷ ଶରୀରର କ୍ଷତି ହେଉଛି । ଆମେ ଯାହା ଭାବିଥାଉ ତା’ର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଆମ ଚିନ୍ତାଧାରା ଯେଉଁଭଳି ହୁଏ ସେହିଭଳି ଭାବରେ ଆମ ଶରୀର ସୁସ୍ଥ ବା ଅସୁସ୍ଥ ହୋଇଥାଏ । ମଣିଷ ଅଧିକ ଚିନ୍ତାଗ୍ରସ୍ତ ହେବା ଫଳରେ…

ସୁସ୍ଥ ଓ ସ୍ୱଚ୍ଛ ହୃଦୟର ଦିନ- ‘ବିଶ୍ୱ ହୃଦୟ ଦିବସ’

ଭୁବନେଶ୍ୱର:  ବିଶ୍ୱ ହୃଦୟ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୯ ତଥା ଆଜିର ଦିନକୁ ସାରା ବିଶ୍ୱରେ ‘ବିଶ୍ୱ ହୃଦୟ ଦିବସ’ ରୂପେ ପାଳନ କରାଯାଇଥାଏ । ହୃଦରୋଗ ପରି ଘାତକ ବେମାରୀ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ଭାରତରେ ଅନ୍ୟ ଦେଶ ମାନଙ୍କ ତୁଳନାରେ ରୋଗୀଙ୍କ ସଂଖ୍ୟା ୨୦…

କେମିତି ଜାଣିବେ ବ୍ରେନ୍ ଟ୍ୟୁମରର ଲକ୍ଷଣ?

ବ୍ରେନ୍ ଟ୍ୟୁମର୍ ବା ବ୍ରେନ୍ କ୍ୟାନସର ହେଉଛି ଏକ ଗୁରୁତର ଘାତକ ରୋଗ । ମସ୍ତିଷ୍କ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସାମାନ୍ୟ ଅସାବଧାନତା କିମ୍ବା ମାନସିକ ଅସୁସ୍ଥତା ସମେତ ଅନ୍ୟାନ୍ୟ ଅସୁବିଧା ସୃଷ୍ଟି ହୋଇପାରେ । ତେବେ ବ୍ରେନ୍ ଟ୍ୟୁମର୍ର ପ୍ରାରମ୍ଭିକ ଲକ୍ଷଣ ଅନେକ ରହିଛି,…

ଆଜି ସାରା ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ, ରୋଗୀ ହନ୍ତସନ୍ତ

ଭୁବନେଶ୍ୱର: ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ (ଏଆଇଓସିଡ଼ି)ର ଡ଼ାକରାରେ ଦେଶବ୍ୟାପୀ ଶୁକ୍ରବାର ଦିନ ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ସେହିପରି ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ମଧ୍ୟ ସାରା ଓଡ଼ିଶାରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି । ଏହି ବନ୍ଦ ଫଳରେ…

ସମ୍ ହସ୍ପିଟାଲରେ ବିରଳ ଚିକିତ୍ସା: ୭ମାସ ଶିଶୁର ଶ୍ୱାସନଳୀରୁ ବାଦାମ କାଢି ଜୀବନ ବଞ୍ଚାଇଲେ ଡ଼ାକ୍ତର

ଭୁବନେଶ୍ୱର: ସମ୍ ହସ୍ପିଟାଲରେ ଏକ ୭ ମାସର ଶିଶୁର ଶ୍ୱାସନଳୀରେ ଚିକିତ୍ସା କରି ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଡ଼ାକ୍ତର । ଶ୍ୱାସନଳୀରେ ସଫଳ ଚିକିତ୍ସା କରି ସଫଳ ହୋଇଥିବାରୁ ଏହି ୭ ମାସର ଶିଶୁଟିର ଜୀବନ ବଞ୍ଚି ଯାଇପାରିଛି । ଉନ୍ନତମାନ ଚିକିତ୍ସାପ୍ରଣାଳୀ ପ୍ରୟୋଗ କରି ଗୋଟିଏ ୭ ମାସର…

କଟକ ଏସସିବିରେ ଡ଼େଙ୍ଗୁରୋଗୀଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

କଟକ: କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ରବିବାର ଦିନ ଜଣେ ଡ଼େଙ୍ଗୁ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ଘଟିଥିବା ଏହି ଡ଼େଙ୍ଗୁ ଆକ୍ରାନ୍ତ ରୋଗୀ ଜଣକ ହେଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ୧୮ ବର୍ଷୀୟ ସୌମ୍ୟରଞ୍ଜନ ନାୟକ । ମିଳିଥିବା ସୂଚନାରୁ ଜଣାପଡ଼ିଛି,…