Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ସୁସ୍ଥ ହାର୍ଟ ପାଇଁ କରନ୍ତୁ ଏହି ଯୋଗାସାନ…

ଭୁବନେଶ୍ବର:ଯୋଗ ଦ୍ବାରା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ତେବେ ସୁସ୍ଥ ହାର୍ଟ ପାଇଁ ପୃଷ୍ଟିକର ଖାଦ୍ୟ ଖାଇବା ସହ ନିୟମିତ ଯୋଗ ଅଭ୍ୟାସ କରିବା ଜରୁରୀ । ତେବେ ଆସନ୍ତୁ ଜାଣିବା ଯୋଗାସନ ବିଷୟରେ ଯାହା ହାର୍ଟ ସ୍ବାସ୍ଥ୍ୟରେ ଉନ୍ନତି ଆଣିଥାଏ । -…

କ’ଣ ଆପଣ କୋଷ୍ଠକାଠିନ୍ୟକୁ ନେଇ ସମସ୍ୟାରେ ଅଛନ୍ତି? ଜାଣନ୍ତୁ କିପରି ପାଇବେ ଆରାମ…

ଭୁବନେଶ୍ବର: କୋଷ୍ଠକାଠିନ୍ୟ କାରଣରୁ ଲୋକମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଅନେକ ଲୋକ ଏହି ସମସ୍ୟାରେ ଦୀର୍ଘ ସମୟ ଧରି ବହୁ ଅସୁବିଧା ଭୋଗ କରନ୍ତି । ସେମାନେ ବୁଝିପାରନ୍ତି ନାହିଁ ଯେ ଏହି ପରିସ୍ଥିତିରେ କ'ଣ କରିବେ ଏବଂ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ । ଏହି…

ଓଜନ ହ୍ରାସ ପାଇଁ ଖାଆନ୍ତୁ କଳା ଲୁଣ ଓ ହେଙ୍ଗୁ

ଭୁବନେଶ୍ବର: ଆମ ରୋଷେଇ ଘରର ସାମଗ୍ରୀରୁ ଆମେ ଅନେକ ରୋଗରୁ ନିସ୍ତାର ପାଇ ପାରିବା । ଯେମିତି କଳା ଲୁଣ ଓ ହେଙ୍ଗୁ । ଏକାଠି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ । ସକାଳେ ଖାଲି ପେଟରେ କଳା ଲୁଣ ଏବଂ ହେଙ୍ଗୁ ପାଣି ପିଇବା ଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ । -କଳା ଲୁଣ ଏବଂ…

ଶୀତ ଦିନେ ଗାଧୋଉନାହାନ୍ତି କି ବଢ଼ିବ ଆୟୁଷ ! ଜାଣନ୍ତୁ କ’ଣ କହିଲେ ଡାକ୍ତର

ନୂଆଦିଲ୍ଲୀ: ଶୀତ ଦିନେ ଗାଧୋଇବା ସମସ୍ତଙ୍କ ପାଇଁ ଏକ କଠିନ କାମ ହୋଇଥାଏ। କିଛି ଲୋକ ଏମିତି ବି ଥାନ୍ତି ଯେଉଁମାନେ ଦୁଇରୁ ତିନି ଦିନ ଶୀତ ଦିନେ ଗାଧୋଇନଥାନ୍ତି। ଆଉ ଏକଥା ସେମାନେ କାହାକୁ କହିବାକୁ ଲାଜ କରନ୍ତି। ଏପରି ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର। ତାହା ହେଲା କୁଆଡ଼େ ଶୀତ ଦିନେ…

ଏହି ବ୍ୟାୟାମ ଦ୍ବାରା ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ହୁଏ ଦୂର..

ଭୁବନେଶ୍ବର: ଆଖି ଶରୀରର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ଇନ୍ଦ୍ରିୟ । ତଥାପି ଲୋକମାନେ ସେମାନଙ୍କର ଯତ୍ନ ସଠିକ୍ ଭାବରେ ନିଅନ୍ତି ନାହିଁ । ଦିନସାରା ଲାପଟପ୍ କିମ୍ବା ମୋବାଇଲ୍ ସ୍କ୍ରିନ୍ ସାମ୍ନାରେ ବସିବା ଦ୍ବାରା ଆଖି ଉପରେ ପ୍ରଭାବ ପଡିଥାଏ । ଫଳରେ ଆଖିରେ ଯନ୍ତ୍ରଣା, ଆଖିରୁ ପାଣି ଆସିବା,…

ହସ୍ପିଟାଲରେ କେମିତି ଆବେଦନ କରିବେ ଆୟୁଷ୍ମାନ ଯୋଜନା? ଜାଣନ୍ତୁ ସହଜ ଉପାୟ

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ଭାବେ ପଛୁଆ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଆଣୁଛନ୍ତି। ଭାରତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଗରିବୀ ସୀମାରେଖା ତଳେ ଅଛନ୍ତି। ସେମାନଙ୍କର ଆର୍ଥିକ ସମସ୍ୟା ଯୋଗୁ ଗମ୍ଭୀର ରୋଗ ହେଲେ ଠିକ ଭାବେ ଚିକିତ୍ସା କରାଇ ପାରୁନାହାନ୍ତି। ଆଉ ଏଥିପାଇଁ…

ଦିନକୁ ଗୋଟିଏ ସିଗାରେଟ ବି ଜୀବନ କମାଇ ଦେବ, ତାଜୁବ କଲା ବୈଜ୍ଞାନିକଙ୍କ ଖୁଲାସା

ଭୁବନେଶ୍ୱର: ସିଗାରେଟ ଧୂଆଁକୁ ଶୋଷି ପକାଉଥିବା ଲୋକଙ୍କ ପାଇଁ ଏ ଖବର ଖୁବ ଗୁରୁତ୍ୱପୂର୍ଣ୍ଣ। କିଛି କ୍ଷଣ ଫୁଙ୍କି ଦେଇ ଯେଉଁ ଆନନ୍ଦ ମିଳେ, ସେଥିରେ ଯେ ଜୀବନ ଅଣନିଶ୍ୱାସୀ ହୋଇଯାଉଛି ସେ କଥା କାହା ମୁଣ୍ଡରେ ପଶୁନି। ଟିକେ ଟେନସନ୍ ହୋଇଗରେ ସିଗାରେଟ, କାମ ଅଧିକ ବଢ଼ିଗଲେ ସିଗାରେଟ ଆଉ ଖୁସି…

ଫିସ୍ ସ୍ପା କରୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ବର: ଆଜି କାଲି ସ୍ପା ଟ୍ରେଣ୍ଡରେ ରହିଛି । ସେଥିମଧ୍ୟରୁ ଫିସ୍ ସ୍ପା ଅନ୍ୟତମ । ଫିସ୍ ସ୍ପାରେ ଏକ ପାଣି ଭର୍ତ୍ତି ଟବ୍ ରେ କିମ୍ବା ଟ୍ୟାଙ୍କରେ ପାଦ ରଖିବାକୁ ହୁଏ । ସେଥିରେ ଛୋଟ ଛୋଟ ମାଛଗୁଡିକୁ ଛାଡି ଦିଆଯାଏ । ଏହି ମାଛମାନେ ପାଦର ଚର୍ମରୁ ମୃତ କୋଶିକା (ଡେଡ୍ ସ୍କିନ) ଖାଇଥାନ୍ତି…

ପିଜୁଳୀ ପତ୍ର ଶରୀର ପାଇଁ ମହୌଷଧି

ଭୁବନେଶ୍ବର: ଆପଣ ଜାଣିଛନ୍ତି କି ପିଜୁଳୀ ପରି ପିଜୁଳୀ ପତ୍ର ମଧ୍ୟ ଶରୀର ପାଇଁ ବହୁତ ଭଲ । ଏହି ପିଜୁଳୀ ପତ୍ରକୁ ଖାଲି ପେଟରେ ଚୋବାଇଲେ ପେଟ ସମସ୍ୟା ଦୂର ହେବା ସହ ପାଚନ ପ୍ରକ୍ରିୟା ଭଲ ରହେ । ପିଜୁଳୀ ପତ୍ରକୁ କାଢା କରି ମଧ୍ୟ ପିଇ ପାରିବେ । ଆସନ୍ତୁ ଜାଣିବା ପୁଜିଳୀ ପତ୍ର ଔଷଧୀୟ ଗୁଣ ।…

ପରିସ୍ରାର ରକ୍ତସ୍ରାବ କ’ଣ ଏହି ଗମ୍ଭୀର ରୋଗର ଲକ୍ଷଣ, କ’ଣ କହୁଛନ୍ତି ଡାକ୍ତର?

ଭୁବନେଶ୍ବର: ସାଧାରଣତଃ ପରିସ୍ରାରେ ରକ୍ତ ପଡିବା ଦ୍ବାରା ଲୋକଙ୍କ ମନରେ ଏକ ଭୟ ଦେଖାଦେଇଥାଏ । ବିଶେଷ କରି ଏହା କର୍କଟ ରୋଗର ଲକ୍ଷଣ ହୋଇପାରେ ବୋଲି ଅନେକ ଆଶଙ୍କା ମଧ୍ୟ କରିଥାନ୍ତି । ତଥାପି, ବିଶେଷଜ୍ଞମାନେ କୁହନ୍ତି ଯେ, ପରିସ୍ରାରେ ରକ୍ତ ପଡିବା ସମ୍ପୂର୍ଣ୍ଣ ଭାବେ କର୍କଟ ରୋଗ ନୁହେଁ,…