Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ସବୁ ପ୍ରକାର ଫଳକୁ ପଛରେ ପକାଇଦେବ ଏହି ଫଳ, ଫାଇଦା ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ନିରୋଗ ରହିବାକୁ ହେଲେ ପ୍ରତିଦିନ ଫଳ ଖାଆନ୍ତୁ, କିନ୍ତୁ ଓଡ଼ିଶାରେ ଅଧିକାଂଶ ସୁସ୍ଥ ହେବାକୁ ଫଳ ଖାଇଥାନ୍ତି। ତେଣୁ ଆମ ଶରୀର ପାଇଁ ଫଳ କେତେ ଉପଯୁକ୍ତ ତାହା ତ ଏଇଠୁ ବୁଝିପାରୁଥିବେ। ସ୍ଵାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ କୁହନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ଗୋଟେ ଦିନରେ ଅତି କମ୍…

ଏହି ଛତୁରୁ ମିଳେ ଆମିଷଠୁ ବି ଅଧିକ ପ୍ରୋଟିନ୍, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଓୟେଷ୍ଟର ମସରୁମରେ ଆମିଷ ଅପେକ୍ଷା ଅଧିକ ପ୍ରୋଟିନ ମିଳିଥାଏ । ଏହା ଅନେକ ପୌଷ୍ଟିକ ଗୁଣରେ ଭରପୁର ଥିବା ସହ ଅନେକ ସ୍ଵାସ୍ଥ୍ୟପ୍ରଦ ମଧ୍ୟ । ଓୟେଷ୍ଟର ମସରୁମ୍ ର ରଙ୍ଗ ଏବଂ ଆକାର ସିପ୍ ପରି । ପ୍ରୋଟିନ୍, ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୁଷ୍ଟିକର…

ଆପଣଙ୍କ ଶରୀରରେ ଉଚ୍ଚ ୟୁରିକ୍ ଏସିଡ୍ ସମସ୍ୟା ଦେଖାଯାଉଛି କି? ଏହାର ସେବନ କରନ୍ତୁ ଉପଶମ ମିଳିବ

ନୂଆଦିଲ୍ଲୀ: ଯେତେବେଳେ ଆମ ଶରୀର ପ୍ରୋଟିନ୍ ସଠିକ୍ ଭାବରେ ହଜମ କରିବାରେ ସକ୍ଷମ ହୁଏ ନାହିଁ, ଏହି କାରଣରୁ ପ୍ରୋଟିନରୁ ନିର୍ଗତ ହୋଇଥିବା ପ୍ୟୁରିନ୍, ଯାହା ବହୁତ ଭଲଅଟେ, ତାହା ବଢିବାରେ ଲାଗେ । ଏହା ହାଡ଼ରେ ପଥର ଆକାରରେ ଜମା ହୋଇଯାଏ ଏବଂ ଏକ ଫାଙ୍କ ସୃଷ୍ଟି କରିବା ଆରମ୍ଭ କରେ ଯାହାକୁ…

ଓଜନ କମାଇବାରେ ସାହାର୍ଯ୍ୟ କରେ ଏହି ଚା, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ପ୍ରାୟତଃ ଆମ ମାନଙ୍କର ଦିନର ଆରମ୍ଭ ଏକ କପ୍‌ ଚା’ରୁ ହୋଇଥାଏ । କାରଣ ଆମ ଦେଶରେ ଅଧିକାଂଶ ଲୋକ ଚା’ର ସୌକିନ ଥାନ୍ତି । ଘରକୁ କେହି ଅତିଥି ଆସିଲେ ପ୍ରଥମେ କପେ ଚାହାରେ ହିଁ ତାଙ୍କ ସ୍ୱାଗତ କରାଯାଇ ଥାଏ । କିନ୍ତୁ ସକାଳୁ ସକାଳୁ ଖାଲି ପେଟରେ ଚା ପିଇବା ଦ୍ୱାରା ଅନେକ ସମସ୍ୟାର…

ଅଧିକ ଲୁଣ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ଗମ୍ଭୀର ରୋଗ

ଭୁବନେଶ୍ଵର: ଲୁଣ ବିନା ଖାଦ୍ୟର ସ୍ୱାଦ ଆସେନାହିଁ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି କୁହାଯାଏ। ଏଥିରେ ସୋଡିୟମ୍ ଭରପୂର ମିଳିଥାଏ। କିନ୍ତୁ, ଅଧିକ ଲୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ । ଏହା ଅନେକ ରୋଗର କାରଣ…

ଅତ୍ୟଧିକ ମସଲା ଜନିତ ଖାଦ୍ୟ ଶରୀରକୁ ମଧ୍ୟ ଦେଇଥାଏ ଫାଇଦା, କିନ୍ତୁ ଧ୍ୟାନରେ ରଖନ୍ତୁ ଏହି କଥା

ଭୁବନେଶ୍ଵର: ସାଧାରଣତଃ ଆମକୁ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଡାକ୍ତର ମନା କରିଥାଆନ୍ତି । କାରଣ ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟ ଆମ ଶରୀରକୁ ହାନୀ ପହଞ୍ଚାଇଥାଏ । ସେଥିପାଇଁ ଆମେ ପ୍ରାୟତଃ ଆମର ସ୍ଵାସ୍ଥ୍ୟ କଥା ଭାବି ମସଲା ଯୁକ୍ତ ଖାଦ୍ୟ ଖାଇନଥାଉ । ତେବେ କଣ ଆପଣ ଜାଣିଛନ୍ତି କି ମସଲା ଯୁକ୍ତ…

ଏହି ରୋଗରେ ପୀଡିତ ଥିଲେ ଖାଆନ୍ତୁ ନାହିଁ ଅଣ୍ଡା, ନଷ୍ଟ ହୋଇପାରେ ଶରୀରର ଏହି ଅଙ୍ଗ

ଭୁବନେଶ୍ଵର: ସାଧାରଣତଃ ଅନେକ ଲୋକ ସକାଳ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ଅଣ୍ଡାରେ ପ୍ରୋଟିନ୍ ଭରପୁର ପରିମାଣରେ ଥାଏ । ଅଣ୍ଡାକୁ ପ୍ରୋଟିନର ସବୁଠାରୁ ଉତ୍କୃଷ୍ଟ ଉତ୍ସ ବୋଲି କୁହାଯାଏ । ଅଣ୍ଡାକୁ ଯେ କେବଳ ଜଳଖିାଆରେ ଖିଆ ଯାଏ ତାହା ନୁହେଁ, ଅଣ୍ଡାକୁ ଲଞ୍ଚ୍ ଓ ଡିନର୍ ରେ ମଧ୍ୟ…

ମହିଳାମାନେ ଖାଆନ୍ତୁ କଞ୍ଚା ଅମୃତଭଣ୍ଡା, ଏହି ସବୁ ରୋଗରୁ ମିଳିବ ଉପଶମ

ନୂଆଦିଲ୍ଲୀ: କଞ୍ଚା ଅମୃତଭଣ୍ଡା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ସେହିପରି ପାଚିଲା ଅମୃତଭଣ୍ଡା ମଧ୍ୟ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବିଶେଷକରି ମହିଳାମାନେ କଞ୍ଚା ଅମୃତଭଣ୍ଡା ଖାଇବା ଜରୁରୀ । କଞ୍ଚା ଓ ପାଚିଲା ଅମୃତଭଣ୍ଡା ଯେତିକି ସ୍ୱାଦିଷ୍ଟ ତାହା…

ଶୀତଦିନେ ଆପଣଙ୍କର ବି ଓଠ ଫାଟୁଛି କି? ତେବେ ଏପରି ନିଅନ୍ତୁ ଓଠର ଯତ୍ନ

ଭୁବନେଶ୍ଵର: ପ୍ରାୟତ ଶୀତ ଋତୁରେ ଓଠ ଫାଟିବା ଲୋକଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଯାଏ । ଶରୀରରେ ଜଳୀୟଅଂଶ ଅଭାବ ହେଲେ ଓଠ ଫାଟିବା ସହିତ ଚର୍ମ ଶୁଷ୍କ ରହେ । ବାସ୍ତବରେ ଶୀତଋତୁ ଆସିବା ମାତ୍ରେ ଆମେ ଜଳର ବ୍ୟବହାରକୁ କମ୍ କରିଦେଉ । ଯେଉଁ କାରଣରୁ ଶୀତଦିନେ ଶୁଖିଲା ଚର୍ମ ଏବଂ ଶୁଖିଲା ଓଠରେ…

ଉପକାରୀ ପିସ୍ତା ବାଦାମ, ବଡ ଠୁ ବଡ ରୋଗର ବି ହୁଏ ସମାଧାନ

ଭୁବନେଶ୍ଵର: ସାଧାରଣତଃ ଲୋକମାନେ ଡ୍ରାଏ ଫୁଟ୍ ରେ ବାଦାମ ଖାଇବାକୁ ପରାମର୍ଶ ଦିଅନ୍ତି । କାରଣ ଡ୍ରାଏ ଫ୍ରୁଟ୍ ମଧୁମେହର ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଡ୍ରାଏ ଫ୍ରୁଟ୍ ଖାଇବା ଉଚିତ୍ ।…