Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ସ୍ପୁଟନିକ ଟୀକାର ଫେଜ ୩ ପରୀକ୍ଷଣ ଓ ଉତ୍ପାଦନ ପାଇଁ ଭାରତର ସହାୟତା ଲୋଡୁଛି ରୁଷିଆ

ନୂଆଦିଲ୍ଲୀ: ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରିବା ଏବଂ ଦେଶରେ ଫେଜ୍-୩ ପରୀକ୍ଷଣ କିମ୍ବା ତତ୍ସମ୍ବନ୍ଧୀୟ ଅଧ୍ୟୟନ ପାଇଁ ରୁଷିଆ ସରକାର ଭାରତର ସହାୟତା ଲୋଡିଛନ୍ତି ବୋଲି ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସ୍ପୁଟ୍ନିକ୍ ଭି, ଆଡେନୋଭାଇରସ୍ ଭେକ୍ଟର-ଆଧାରିତ ଟିକା ଯାହା ଗାମାଲିଆ…

ରାଉଲକେଲା ରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ରାଉଲକେଲା: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଅତିରିକ୍ତ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ ମହାପାତ୍ର ଆଜି ରାଉଲକେଲା ରେ ପହଞ୍ଚିଛନ୍ତି । ସେମାନେ ଜିଲ୍ଳାରେ ଚାଲିଥିବା କୋଭିଡ ପରିଚାଳନା ର ଯାଞ୍ଚ କରିଛନ୍ତି । ହାଇଟେକ ହସ୍ପିଟାଲ, ଜୟ ପ୍ରକାଶ…

ମାନସିକ ଅବସାଦରେ ରହୁଛନ୍ତି କି? 

ଭୁବନେଶ୍ୱର:  କରୋନା ପାଇଁ ସାରା ଦେଶରେ ଏବେ ସଙ୍କଟ । ବିଭିନ୍ନ ସମସ୍ୟାକୁ ନେଇ ଲୋକମାନେ ଅବସାଦରେ ଅଛନ୍ତି । କେତେ ଲୋକ ରୋଜଗାର ହରାଉଥିବା ବେଳେ କେତେ ଲୋକ ମାନସିକ ସନ୍ତୁଳନ ହରାଉଛନ୍ତି । ଅବସାଦ ଯୋଗୁଁ ଅନେକ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। ଏହାସହ ସାଧାରଣ ଜୀବନରେ ଆପଣ ସୁସ୍ଥ…

ମଧୁମେହ ରୋଗୀଙ୍କ ପାଇଁ କିଛି ଉପକାରୀ ଫଳ!

ଭୁବନେଶ୍ୱର: ଡାଇବେଟିସ୍ ତଥା ମଧୁମେହ ରୋଗରୁ ସୁସ୍ଥ ରହିବାର ମୂଳ ମନ୍ତ୍ର ହେଉଛି ସନ୍ତୁଳିତ ଆହାର । କେବଳ ସନ୍ତୁଳିତ ଆହାର ଦ୍ୱାରା ଶରୀରରେ ସୁଗାରର ସ୍ତରକୁ ନିୟନ୍ତ୍ରିତ କରାଯାଇପାରେ । ଏକ୍ସପର୍ଟଙ୍କ ମତରେ ମଧୁମେହ ରୋଗୀମାନେ ମଧ୍ୟ ଫଳ ଖାଇପାରିବେ । ଜାଣନ୍ତୁ ମଧୁମେହ ରୋଗୀଙ୍କ ପାଇଁ…

ସାବଧାନ! ଆରାମ ବଦଳରେ ଯନ୍ତ୍ରଣା ଦେଇ ପାରେ ପେନ କିଲର

ଭୁବନେଶ୍ୱର: ଶରୀରର କିଛି ଅଂଶରେ ଯଦି ଅସହ୍ୟ ପୀଡା ହୁଏ ତେବେ ଏଥିରୁ ମୁକ୍ତି ପାଇଁ ଆମେ ପେନ କିଲର ଖାଇଥାଉ। ଏହା ଖୁବ୍‌ କମ୍‌ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଉଥିବା ବେଳେ ଶରୀର ପାଇଁ ଏହା ଅତ୍ୟନ୍ତ ହାନିକାରକ ହୋଇଥାଏ। ଅଧିକାଂଶ ଲୋକେ ଆଣ୍ଠୁଗଣ୍ଠି ଦରଜ ହେବା ମାତ୍ରେ ପେନକିଲର ଖାଇଥାନ୍ତି।…

ଦେହ ପାଇଁ କେତେ ଉପକାରୀ ତେନ୍ତୁଳି…

ଭୁବନେଶ୍ୱର: ପାଟିକୁ ଖଟା ଲାଗିଲେ ସୁଦ୍ଧା ଦେହ ପାଇଁ ହିତକର ତେନ୍ତୁଳି । ଏହାକୁ ସାଧାରଣତଃ ଖଟା କିମ୍ବା ଆଚାର ପ୍ରସ୍ତୁତି ରେ ବ୍ୟବହାର କରାଯାଇଥାଏ। ତେନ୍ତୁଳିରେ ଥିବା ଭିଟାମିନ୍‌ ଇ’, ସି’ ଓ ବି’ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ତେନ୍ତୁଳିରେ ଥିବା ଫାଇବର୍‌ ଖାଦ୍ୟ ହଜମରେ…

ପିଅନ୍ତୁ ମାଠିଆ ପାଣି: ବଜାଇ ରହିବ ପରମ୍ପରା, ସୁସ୍ଥ ରହିବେ ଆପଣ

ଭୁବନେଶ୍ୱର: ପୁରୁଣା ଦିନରେ ଲୋକଙ୍କ ଘରେ ଘରେ ମାଠିଆ କଳସୀ ଆଦିରେ ପାଣି ରଖି ପିଆଯାଏ । ଏହାଦ୍ୱାରା ଆମ ଭାରତୀୟ ସଭ୍ୟତା ବଜାଇ ରହିବା ସହ ଏଥିରୁ ଆମ ଶରୀରକୁ ଅନେକ ଲାଭ ମିଳିଥାଏ । ଗରମ ଦିନରେ ଫ୍ରିଜରେ ରଖାଯାଇଥିବା ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ…

ଏହିପରି ଭାବେ ନିଅନ୍ତୁ ଆଖିର ଯତ୍ନ…

ଭୁବନେଶ୍ୱର: ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଆଖି । ଏହା ମନୁଷ୍ୟ ପାଇଁ ଖୁବ୍ ମୂଲ୍ୟବାନ ମଧ୍ୟ । ଏହା ଏତେ ସୂକ୍ଷ୍ମ ଯେ ଠିକ ଭାବରେ ଯତ୍ନ ନ ନେଲେ ଆମକୁ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି ଆପଣ ଆଖି ସମ୍ବନ୍ଧୀୟ ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି,…

ବୟସ ଅନୁସାରେ ଆପଣଙ୍କ ଓଜନ ଠିକ ଅଛି ତ? ଜାଣନ୍ତୁ

ଭୁବନେଶ୍ୱର: ସୁସ୍ଥ ମଣିଷର ପରିଚୟ ତା'ର ସୁସ୍ଥ ଶରୀର । ସୁସ୍ଥ ଶରୀର ପାଇଁ ପ୍ରଥମେ ଆବଶ୍ୟକ ସଠିକ ଓଜନ। ତେବେ ସଠିକ ଓଜନ କଣ? ଜଣେ ମଣିଷ ଶରୀରର କେଉଁ ବୟସରେ ସଠିକ ଓଜନ କେତେ ରହିବା ଆବଶ୍ୟକ? ଆଜି ଆମେ ଆପଣଙ୍କୁ କହିବୁ ଏସମ୍ପର୍କରେ... ନବଜାତ ବା ସଦ୍ୟଜାତ ଶିଶୁ ପୁତ୍ରର ଓଜନ ୩.୩…

ସାବଧାନ! ପ୍ରତିଦିନ ଲେମ୍ବୁ ଖାଇବା ପଡିପାରେ ମହଙ୍ଗା !

ଭୁବନେଶ୍ୱର: ଆମ୍ଭେମାନେ ପ୍ରାୟ ପ୍ରତିଦିନ ଭୋଜନରେ ବା ପାନୀୟରେ ଲେମ୍ବୁର ବ୍ୟବହାର କରିଥାଉ । ଏହି କରୋନା ସମୟରେ ଅନେକ ଏହାକୁ ଗରମ ପାଣି ସହ ପ୍ରତିଦିନ ପିଉଥିବାର ଜଣାପଡିଛି । ତେବେ ପ୍ରତିଦିନ ଲେମ୍ବୁ ଆମ ଦେହ ପ୍ରତି ପ୍ରକୃତରେ କେତେ ଲାଭଦାୟକ ବା କ୍ଷତିକାରକ ଆସନ୍ତୁ ଜାଣିବା...…