Latest Odisha News
Browsing Category

ସ୍ୱାସ୍ଥ୍ୟ

ଆପଣ ମେହେନ୍ଦୀ ଲଗାଇବାକୁ ଭଲପାଆନ୍ତି କି ? ଜାଣନ୍ତୁ ଏହାର ଉପକାରିତା

ଓଡିଶା ସମ୍ବାଦ ବ୍ୟୁରୋ: ସାଧାରଣତଃ ବିବାହ, ବ୍ରତ ଏବଂ ପର୍ବ ମାନଙ୍କରେ ମହିଳା ଏବଂ ଯୁବତୀମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ହାତରେ ଲଗାଯାଉଥିବା ସେହି ମେହେନ୍ଦୀ ଆପଣଙ୍କ ଶରୀର ପାଇଁ କେତେ ଉପଯୋଗୀ । ମେହେନ୍ଦୀ କେବଳ ସୌନ୍ଦର୍ଯ୍ୟ ବୃଦ୍ଧି କରାଇନଥାଏ…

ଆପଣଙ୍କୁ ଭୋକ ହେଉନାହିଁ କି ? ତେବେ ହୋଇଯାଆନ୍ତୁ ସାବଧାନ

ଓଡିଶା ସମ୍ବାଦ ବ୍ୟୁରୋ: ଆମ ଶରୀର ଆମକୁ ଦେଉଥିବା ପ୍ରତ୍ୟେକ ଇଶାରା ଆମପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଭୋକ ନଲାଗିବା ବି ସାମିଲ ଅଛି । ଦେଖିବାକୁ ଗଲେ ଭୋକ ନଲାଗିବା ଏକ ସାଧାରଣ ଲକ୍ଷଣ, କିନ୍ତୁ ଏହା ବେଳେ ବେଳେ ଏହା ବହୁତ ବଡ ବଡ ରୋଗର ଇଶାରା ଦେଇଥାଏ । ଡାକ୍ତରଙ୍କ ମୁତାବକ, ଭୋକ…

ଏହି ସବୁ ଖାଦ୍ୟ କମ୍ କରିବ ଋତୁସ୍ରାବର ଯନ୍ତ୍ରଣା

ଓଡିଶା ସମ୍ବାଦ ବ୍ୟୁରୋ: ନାରୀ ମାନଙ୍କୁ ପ୍ରତି ମାସରେ ମାସିକ ଧର୍ମ ଅଥବା ଋତୁସ୍ରାବ ଜନିତ ସମସ୍ୟା ଦେଖାଦେଇଥାଏ । ଯେଉଁଥିପାଇଁ ସେମାନଙ୍କୁ ଖୁବ୍ ଯନ୍ତ୍ରଣା ଅନୁଭବ ହୁଏ । ଖାସ କରି ଶୀତଦିନେ କିମ୍ବା ବର୍ଷାଦିନେ ଏହି ସମସ୍ୟା ଅଧିକ ବଢ଼ିଥାଏ । ଏହି ସମୟରେ ମହିଳାମାନଙ୍କର ମୁଡ୍ ସୁଇଙ୍ଗ ମଧ୍ୟ…

ରୋଗକୁ ନିୟନ୍ତ୍ରଣ ରଖେ କଳା ଟମାଟୋ: ଜାଣନ୍ତୁ ଏହାର ଫାଇଦା

ଖାଦ୍ୟରେ ଟମାଟୋର ବିଶେଷ ମହତ୍ତ୍ୱ ରହିଥାଏ। ଟମାଟୋ ଖାଇବାର ସ୍ୱାଦ ବଢାଇଥାଏ। ତେଣୁ ଏହାକୁ ପ୍ରତି ଖାଦ୍ୟରେ ସ୍ୱାଦିଷ୍ଟ କରିବା ପାଇଁ ପକାଯାଏ। ଏହାଛଡା ଏହାକୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ। ତେବେ ଆପଣ ନାଲି କିମ୍ବା ହଳଦିଆ ରଙ୍ଗର ଟମାଟୋ ଦେଖିଥିବେ।…

ବର୍ଷା ଋତୁରେ ଇମ୍ୟୁନିଟି ବୁଷ୍ଟର ନେଚୁରାଲ ଡ୍ରିଙ୍କ୍‌ସ୍‌

ବର୍ଷା ଋତୁ ଆସିବା ମାତ୍ରେ ଗରମରୁ ମୁକ୍ତି ମିଳେ। କିନ୍ତୁ ବର୍ଷା ଋତୁରେ ଅନେକ ରୋଗ ମଧ୍ୟ ହୋଇଥାଏ। ତେଣୁ ଏହି ସମୟରେ ରୋଗ ପ୍ରତିରୋଧକକୁ ବଢାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶରୀରରେ ଇମ୍ୟୁନ ସିଷ୍ଟମ ମଜବୁତ ଥିଲେ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ। ଏହା ସହିତ ମୌସୁମୀ…

ଜଟିଳ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ଅଁଳା

ସାଧାରଣତଃ ଅନେକ ଲୋକ ସୁସ୍ଥ ରହିବା ପାଇଁ ଆୟୁର୍ବେଦ ଉପରେ ନିର୍ଭର କରି ଦେଶ ଖାଦ୍ୟ ତଥା ସବୁଜ ପନିପରିବା ଏବଂ ଫଳ ଖାଇବାକୁ ପସନ୍ଦ କରନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଐତିହାସିକ ଯୁଗରୁ ହରିଡ଼ା,ବାହାଡ଼ା ଓ ଅଁଳା କୁ ତ୍ରିଫଳ ର ଆଖ୍ୟା ଦିଆ ହେଇଛି । ଏହି ତ୍ରିଫଳର ବହୁ ଔଷଧୀୟ ଗୁଣ…

ମିଶ୍ରିରେ ରହିଛି ଔଷଧୀୟ ଗୁଣ, ଜାଣିବା ଶରୀର ପାଇଁ କେତେ ହିତକର

ମିଶ୍ରି ପାଟିକୁ ଯେତିକି ମିଠା, ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। ମିଶ୍ରି ସେବନ ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ମିଶ୍ରିକୁ ପଥର ଚିନି ମଧ୍ୟ କୁହାଯାଏ। ଆୟୁର୍ବେଦରେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ। ମିଶ୍ରିକୁ ପ୍ରସ୍ତୁତ କରିବା ପାଇଁ ଆଖୁ କିମ୍ବା ଖଜୁରୀ ରସକୁ…

ଶରୀର ପାଇଁ ଉପକାରୀ ଛତୁ, ରହିଛି ଅନେକ ପୋଷକ ତତ୍ତ୍ୱ ସହ ଔଷଧୀୟ ଗୁଣ

ଆମେ ସମସ୍ତେ ଜାଣିଛେ ଛତୁ ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ । ମେଦବହୁଳତା ରୋଗିଙ୍କ ପାଇଁ ଛତୁ ଅତ୍ୟନ୍ତ ଉପାଦେୟ । ଛତୁ ଖାଇବା ଦ୍ୱରା ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ଛତୁରେ ଅନେକ ପୋଷକ ତତ୍ତ୍ୱ ସହ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଛତୁରେ ଅନେକ ମହତ୍ୱପୁର୍ଣ୍ଣ ମିନେରାଲ ଓ…

ଭୋଜନର ୧୫ ମିନିଟ ପରେ କରନ୍ତୁ ଏହି ଯୋଗ, ଶୀଘ୍ର ହ୍ରାସ ପାଇବ ଓଜନ

ଆମେ ସମସ୍ତେ ଜାଣନ୍ତି ଯେ ଯୋଗ ଆମ ଶରୀର ପାଇଁ କେତେ ଉପଯୋଗି । ଆମ ଶରୀର ଏବଂ ମନକୁ ପ୍ରଫୁଲିତ ଓ ନିରୋଗ ରଖିବାରେ ମଧ୍ୟ ଯୋଗ ସାହାଯ୍ୟ କରିଥାଏ । ସେହିପରି ଯୋଗ ଶରୀରର ଓଜନ ହ୍ରାସ ପାଇଁ ମଧ୍ୟ ସାହାର୍ଯ୍ୟ କରିଥାଏ | ଓଜନର ଦ୍ରୁତ ବୃଦ୍ଧି ବର୍ତ୍ତମାନର ଯୁଗର ଏକ ପ୍ରମୁଖ ସମସ୍ୟା ପାଲଟିଛି ।…

ଖାଦ୍ୟରେ ସାମିଲ କରନ୍ତୁ ସୋୟାବିନ; ମିଳିବ ଏହି ସବୁ ଫାଇଦା…

ଶରୀର ସୁସ୍ଥ ରଖିବା ପାଇଁ ଅନେକ ପୋଷାକ ତତ୍ୱ ଯୁକ୍ତ ଆହାର ଓ ଭିଟାମିନ ର ଆବଶ୍ୟକତା ରହିଛି l କୌଣସି ଭିଟାମିନ ଶରୀରରେ କମିବା ଦ୍ୱାରl ଶରୀରରେ ଅନେକ ପ୍ରକାର ସମସ୍ୟା ହୋଇଥାଏ l ସେଥିପାଇଁ ବିଭିନ୍ନ ପ୍ରକାରର ହେଲଦି ଫୁଡ ସେବନ କରିବା ପାଇଁ କୁହାଯାଇଥାଏ l ପ୍ରୋଟିନ୍ ଡ୍ୟାମେଜ୍ ସେଲ୍ସକୁ…