Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଆଜି ‘ୱାଲ୍ଡ ହାର୍ଟ ଡେ’; କ’ଣ ରହିଛି ଉଦେଶ୍ୟ, ଜାଣନ୍ତୁ…

ଭୁବନେଶ୍ୱର: ହୃଦ୍‌ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ 'ବିଶ୍ୱ ହୃଦୟ ଦିବସ' ପାଳନ କରାଯାଏ । ଲୋକଙ୍କ ମଧ୍ୟରେ ଏକ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ ହୃଦ୍ ରୋଗର ଗମ୍ଭୀରତା ବିଷୟରେ ସେମାନଙ୍କୁ ଅବଗତ କରାଇବା ଏହି ଦିନର ମୂଳ…

ଗଙ୍ଗଶିଉଳିର ଉପକାରିତା ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

ଭୁବନେଶ୍ୱର:ଗଙ୍ଗଶିଉଳୀ ବା ଶେଫାଳିକୁ ଇଂରାଜୀରେ ‘କୁଇନ୍‌ ଅଫ ନାଇଟ୍‌’ ବା କୋରାଲ ଜାସ୍‌ନିମ୍‌ ବା ସରୋପୁଲ୍‌ଟ୍ରି କହାଯାଏ । ଉଦ୍ଭିଦ ବିଜ୍ଞାନ ପରିଭାଷାରେ ନିକ୍ଟାନ୍‌ଥେସ୍‌ ଆରବୋରଟ୍ରିସ୍‌ଟିସ୍‌ ‌। ନିକ୍ଟାନ୍‌ଥେସ୍‌’ର ଅର୍ଥ ରାତିର ଫୁଲ ଓ ଆର୍‌ବୋରଟ୍ରିସ୍‌ଟିସ୍‌’ର ଅର୍ଥ ‘ଦୁଃଖ ଗଛ’ ।…

ଗଳା ବସି ଯାଇଛି କି? ଜାଣନ୍ତୁ କ’ଣ କରିବେ

ଭୁବନେଶ୍ୱର: ଋତୁ ପରିବର୍ତ୍ତନ ତଥା ଥଣ୍ଡା ହେଲେ ଅଧିକାଂଶ ଲୋକଙ୍କର ତଣ୍ଟି ବସିଯିବା ଦେଖା ଯାଇଥାଏ । ଏହାଦ୍ୱାରା ଅନେକ ସମସ୍ୟା ଦେଖା ଯାଇଥାଏ । ଗଳା ବସି ଗଲେ ଠିକ୍ ଭାବେ କଥା ହେବାରେ ଅସୁବିଧା ପରିଲକ୍ଷିତ ହୋଇଥାଏ। ଯାହା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଖାଇଥାନ୍ତି ।…

ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଯୁଆଣି, ଜାଣନ୍ତୁ

ଭୁବନେଶ୍ୱର: ଏହାକୁ କିଏ ନ ଜାଣେ। ଔଷଧୀୟ ଗୁଣରେ ଭରପୂର ଯୁଆଣି। ଖାଦ୍ୟ ପ୍ରସ୍ତୁତିରେ ଯୁଆଣିର ବ୍ୟବହାର କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ପେଟ ଜନିତ ସମସ୍ୟା ମଧ୍ୟ ଦୂର କରେ। ଯୁଆଣି ପାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ପୂରା ଶରୀରକୁ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଯୁଆଣି…

ମଡ଼୍ ଥେରାପିର ଉପକାରିତା ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: କୁହାଯାଏ ମଣିଷ ଶରୀର ମାଟିରେ ଗଢ଼ା । ମାଟି ହେଉଛି ପ୍ରକୃତିର ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ । ପୃଥିବୀ ଗଠନ ହୋଇଥିବା ପାଞ୍ଚଟି ଉପାଦାନ ମଧ୍ୟରୁ ମାଟି ଅନ୍ୟତମ । ଏହି ୫ଟି ଉପାଦାନକୁ ନେଇ ପ୍ରାକୃତିକ ଚିକିତ୍ସା କରାଯାଉଛି । ପ୍ରାକୃତିକ ଚିକିତ୍ସା ମଧ୍ୟରେ ମାଟିଚିକିତ୍ସା ବା…

ସୁସ୍ଥ ରହିବାର ସୂତ୍ର..

ଭୁବନେଶ୍ୱର: ସମୟ ସହିତ ବଦଳିଛି ଜୀନଧାରଣାର ଶୈଳୀ । ଆଧୁନିକତାକୁ ଆପଣାଇ ପାରମ୍ପରିକ ଢଙ୍ଗରେ ବଞ୍ଚିବାର ଧାରା ଠାରୁ କ୍ରମେ ଦୁରେଇବାରେ ଲାଗିଛନ୍ତି ଲୋକେ । ଯେମିତିକି ଉଷୁମ ଜଳ ପାନ ଓ ପ୍ରାତଃ ଧ୍ୟାନ ଭଳି କାର୍ଯ୍ୟ କରିବାକୁ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ କମିବାରେ ଲାଗିଛି । କିନ୍ତୁ ସୁସ୍ଥ…

କ’ଣ ଆପଣ ମଧ୍ୟ ଡିପ୍ରେସନର ଶିକାର ହୋଇଛନ୍ତି, ଜାଣନ୍ତୁ ଏହିସବୁ ଲକ୍ଷଣରୁ

ଭୁବନେଶ୍ୱର: ବଦଳୁଥିବା ଜୀବନଶୈଳୀ ତଥା କାମର ଚାପ ଅନେକ ଲୋକଙ୍କୁ ଡିପ୍ରେସନ ବା ଅବସାଦ ମଧ୍ୟକୁ ଟାଣି ନେଉଛି । ପୂର୍ବପେକ୍ଷା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବିଷାଦ ବା ଡିପ୍ରେସନର ଶିକାର ହୋଇଥିବାର ଦେଖିବାକୁ ମିଳୁଛି । ପୂର୍ବରୁ ସାଧାରଣତଃ ବିଷାଦକୁ ପାଗଳାମି ସହିତ ତୁଳନା କରାଯାଉଥିଲା ।…

ଅନେକ ରୋଗରୁ ଉପଶମ ଦେବ ନଡ଼ିଆ ପାଣି..

ଭୁବନେଶ୍ୱର: ବହୁ ଗୁଣର ଅଧିକାରୀ ନଡ଼ିଆ । ଏହାର ପାଣି ଆମ ଶରୀର ପାଇଁ ବେଶ୍ ହିତକାରକ। ନଡ଼ିଆ ପାଣିରେ ଅନେକ ପରିମାଣରେ ଖଣିଜ ଲବଣ ରହିଥାଏ। ଏହା ପିଇଲେ ଆମ  ଶରୀରକୁ ଅନେକ ଶକ୍ତି ମିଳିଥାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍…

ଷ୍ଟ୍ରୋକ କଣ? କିପରି କରିବେ ଏହାର ପ୍ରାଥମିକ ଚିକିତ୍ସା

ଭୁବନେଶ୍ୱର: ଏହି ଅବସ୍ଥା ସାଧାରଣ ବୟସ୍କ ବ୍ୟକ୍ତି, ଉଚ୍ଚ ରକ୍ତଚାପ ଥିବା ରୋଗୀ ଏବଂ ଦୁର୍ଘଟଣାରେ ଆଘାତ ହୋଇଥିବା ବ୍ୟକ୍ତିମାନଙ୍କଠାରେ ଦେଖାଯାଇଥାଏ । ମସ୍ତିଷ୍କକୁ ରକ୍ତ ପ୍ରଦାନ କରୁଥିବା ନଳୀ ଅବରୁଦ୍ଧ ହୋଇ କିମ୍ବା ଫାଟିଯାଇ ମସ୍ତିଷ୍କର ଷ୍ଟ୍ରୋକ ଅବସ୍ଥା ସୃଷ୍ଟି କରିଥାଏ । ଏହା ଏକ…

ନିମ ଫୁଲରେ ଭରି ରହିଛି ଅନେକ ଔଷଧୀୟ ଗୁଣ..

ଭୁବନେଶ୍ୱର: ପାଟିକୁ କଡା ଲାଗୁଥିବା ନିମ ଗଛର ରହିଛି ଅନେକ ଔଷଧୀୟ ଗୁଣ । ଏହାର ପତ୍ର ଫୁଲ, ଛାଲି ଏବଂ ଚେରକୁ ବିଭିନ୍ନ ରୋଗର ଔଷଧ ଭାବରେ ବ୍ୟବହାର କରାଯାଇଥାଏ । ତେବେ ଏହି ନିମ ପତ୍ର ଓ ଫୁଲରେ ଅନ୍ୟାନ୍ୟ କେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଆସନ୍ତୁ ଜାଣିବା । ଏକ ମୁଠା ନିମ ଫୁଲକୁ…