Latest Odisha News

BREAKING NEWS

Browsing Category

ବ୍ୟାଡ଼ମିଣ୍ଟନ୍‌

ବିଡବ୍ଲ୍ୟୁଏଫ ଓଡିଶା ଓପନ ୨୦୨୨ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ୱର: ବିଡବ୍ଲ୍ୟୁଏଫ ଓଡିଶା ଓପନ ୨୦୨୨ ପାଇଁ ଓଡିଶା ସରକାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୨୫ରୁ ୩୦ ଜାନୁୟାରୀ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଗା ବ୍ୟାଡମିଂଟନ ମୁକାବିଲାରେ ୧୮ ଦେଶର ୩୦୦ ଖେଳାଳି ଅଂଶଗ୍ରହଣ କରିବେ । ତେବେ…

ଲକ୍ଷ୍ୟଙ୍କୁ କକ୍ଷ ଚ୍ୟୁତ କରିପାରିଲେନି ବିଶ୍ୱ ଚାମ୍ପିୟନ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଇଣ୍ଡିଆନ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ସେ ଫାଇନାଲରେ ବିଶ୍ୱ ଚାମ୍ପିୟନ ସିଙ୍ଗାପୁରର ଲୋ କିନ ୟିଙ୍କୁ ୨୪-୨୨ ଓ ୨୧-୧୭ ସେଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବା ପାଇଁ ସେ ତାଙ୍କୁ ୫୪ ମିନିଟ…

ଇଣ୍ଡିଆନ ଓପନ ବ୍ୟାଡମିଂଟନ: ଇତିହାସ ରଚିଲେ ସାତ୍ୱିକ-ଚିରାଗ ଯୋଡି

ଭୁବନେଶ୍ୱର: ଇଣ୍ଡିଆନ ଓପନ ବ୍ୟାଡମିଂଟନରେ ଟାଇଟଲ ଜିତି ଇତିହାସ ରଚିଛନ୍ତି ଭାରତର ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ୱିକସାଇରାଜ ରାନକିରେଡ୍ଡୀ । ପ୍ରଥମ ଭାରତୀୟ ଡବଲ୍ସ ଯୋଡି ଭାବେ ସେମାନେ ଇଣ୍ଡିଆନ ଓପନରେ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସାତ୍ୱିକ-ଚିରାଗ ୩ଥର ବିଶ୍ୱ ଚାମ୍ପିୟନ…

ଇଣ୍ଡିଆନ ଓପନ ଫାଇନାଲରେ ଲକ୍ଷ୍ୟ ସେନ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତର ଲକ୍ଷ୍ୟ ସେନ ଚଳିତ ଇଣ୍ଡିଆନ ଓପନ ବ୍ୟାଡମିଂଟନରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଏହି ଦକ୍ଷତାସମ୍ପନ୍ନ ଯୁବ ଖେଳାଳି ଶନିବାର ସେମିଫାଇନାଲରେ ଲକ୍ଷ୍ୟ ମାଲେସିଆର ଏନଜି ଜେ ୟଙ୍ଗଙ୍କୁ…

ଶନ ଭ୍ୟାଣ୍ଡି, କୋଚ ନାଥାନଙ୍କୁ କରୋନା: ଇଣ୍ଡିଆନ ଓପନ ବ୍ୟାଡମିଂଟନରୁ ଓହରିଲା ଇଂଲଣ୍ଡ

ନୂଆଦିଲ୍ଲୀ:ଡବଲ୍ସ ସ୍ପେଶାଲିଷ୍ଟ ଶନ ଭ୍ୟାଣ୍ଡି ଓ କୋଚ ନାଥାନ ରବର୍ଟସନ କରୋନା ସଂକ୍ରମିତ ହେବା ପରେ ଇଣ୍ଡିଆନ ଓପନ ବ୍ୟାଡମିଂଟନରୁ ଇଂଲଣ୍ଡ ଟିମ ଓହରି ଯାଇଛି । ରବିବାର ଭାରତୀୟ ବ୍ୟାଡମିଂଟନ ଆସୋସିଏଶନ ପକ୍ଷରୁ କରାଯାଇଥିବା ସମସ୍ତ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା ।…

ବିଡବ୍ଲ୍ୟୁଏଫ ଆଥଲେଟ୍ସ କମିଶନ ସଦସ୍ୟ ହେଲେ ସିନ୍ଧୁ

ନୂଆଦିଲ୍ଲୀ: ୨ ଥର ଅଲିମ୍ପିକ ପଦକ ଜିତିଥିବା ଭାରତର ପିଭି ସିନ୍ଧୁଙ୍କୁ ବ୍ୟାଡମିଂଟନ ୱାର୍ଲ୍ଡ ଫେଡେରେଶନ ଆଥଲେଟ କମିଶନ ସଦସ୍ୟ ଭାବେ ଚୟନ କରିଛି । ୨୬ ବର୍ଷୀୟା ସିନ୍ଧୁ ଅନ୍ୟ ୫ଜଣ ସଦସ୍ୟଙ୍କ ସହ ୨୦୨୫ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ । ଏହାର ଅନ୍ୟ ସଦସ୍ୟମାନେ ହେଲେ ଆଇରିଶ ୱାଙ୍ଗ…

ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପ: ପ୍ରଥମ ଭାରତୀୟ ଭାବେ ରୌପ୍ୟ ଜିତିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ: ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଫାଇନାଲରେ ପ୍ରବେଶ କରି କୀର୍ତିମାନ ସ୍ଥାପନ କରିଥିବା କିଦାମ୍ବି ଶ୍ରୀକାନ୍ତ ଶେଷ ହର୍ଡଲ୍ସ ପାର କରିବାରେ ବିଫଳ ହୋଇଛନ୍ତି । ଫାଇନାଲରେ ଶ୍ରୀକାନ୍ତ ସିଙ୍ଗାପୁରର ୨୪ ବର୍ଷୀୟ କିନ ୟୁ ଲୋଙ୍କ ନିକଟରୁ ୨୧-୧୫,…

ବିଶ୍ୱ ଚାମ୍ପିୟନ୍ସ ଟ୍ରଫି ବ୍ୟାଡମିଂଟନ: ସେମିରେ ଶ୍ରୀକାନ୍ତ, ସିନ୍ଧୁ ବିଦା

ନୂଆଦିଲ୍ଲୀ: ବିଡବ୍ଲ୍ୟୁଏଫ ବିଶ୍ୱ ଚାମ୍ପିୟନଶିପରେ କମାଲ କରିଛନ୍ତି ଭାରତର ଷ୍ଟାର ଖେଳାଳି କିଦାମ୍ବି ଶ୍ରୀକାନ୍ତ । କ୍ୱାର୍ଟର ଫାଇନାଲରେ ଶ୍ରୀକାନ୍ତ ନେଦରଲାଣ୍ଡର ମାର୍କ କ୍ୟାଲଜାଉଙ୍କୁ ୨୧-୮ ଓ ୨୧-୭ରେ ପଂଏଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ ପାଇଁ ସେ ମାତ୍ର ୨୬ ମିନିଟ ସମୟ…

ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ଫାଇନାଲ୍ସ: ଟାଇଟଲଠାରୁ ଗୋଟିଏ ପାଦ ଦୂରରେ ସିନ୍ଧୁ

ବାଲି: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ୱାର୍ଲ୍ଡ ଟୁର ଫାଇନାଲ୍ସର ଟାଇଟଲ ହାସଲଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି । ସେମିଫାଇନାଲରେ ସେ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୧୫, ୧୫-୨୧ ଓ ୨୧-୧୯ରେ ପରାସ୍ତ କରିଥିଲେ । ଫାଇନାଲରେ ସେ କୋରିଆର ଆନ ସେୟଙ୍ଗଙ୍କୁ ଭେଟିବେ ।…

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ଅଲିମ୍ପିକ ଚାମ୍ପିୟନକୁ ହରାଇଲେ ପ୍ରଣୟ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତର ଏଚଏସ ପ୍ରଣୟ ଅଲିମ୍ପିକ ଚାମ୍ପିୟନ ଡେନମାର୍କର ଭିକ୍ଟର ଆକ୍ସଲେସନଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି କ୍ୱାର୍ଟରରେ ପ୍ରଣୟ ୧୪-୨୧, ୨୧-୧୯ ଓ ୨୧-୧୬ ପଂଏଟରେ…