Latest Odisha News

BREAKING NEWS

Browsing Category

କ୍ରିକେଟ

ଅଶୋଭନୀୟ ବ୍ୟବହାର ପାଇଁ ଦଣ୍ଡିତ ହେଲେ ବ୍ୟାଡ ବୟ ଶାକିବ

ଢ଼ାକା: ପଡିଆରେ ଅଶୋଭନୀୟ ବ୍ୟବହାର ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ବ୍ୟାଡ ବୟ ଶାକିବ ଉଲ ହାସନଙ୍କୁ ଦଣ୍ଡିତ କରିଛି । ରିପୋର୍ଟ ମୁତାବକ ଢ଼ାକା ପ୍ରିମିୟର ଲିଗର ଆଗାମୀ ୪ଟି ମ୍ୟାଚରୁ ତାଙ୍କୁ ବାସନ୍ଦ କରାଯାଇଛି । ମହମ୍ମଡାନ ସ୍ପୋର୍ଟିଂ କ୍ଲବର ଅଧିନାୟକ ଶାକବି ପ୍ରତିଦ୍ୱନ୍ଦ୍ୱୀ ଟିମ୍…

ଆଇସିସି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ: ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ

ସାଉଥାମ୍ପଟନ: ୧୮ ଜୁନରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ମ୍ୟାଚ ଖେଳାଯିବ । କରୋନା କଟକଣାରେ ରହିବା ପରେ ବୁଧବାର ପ୍ରଥମ ଥର ସମ୍ପୂର୍ଣ୍ଣ ଟିମ୍ ୨ ଭାଗ ହୋଇ ଅଭ୍ୟାସ ମ୍ୟାଚ ଖେଳିବା ଆରମ୍ଭ କରିଛନ୍ତି । ୫ ଦିନ ପ୍ରଶିକ୍ଷଣ ପରେ ପଡିଆକୁ ସେମାନେ…

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା, ୬ ନୂଆ ମୁହଁ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଦଳର ନେତୃତ୍ୱ ଭାରତ ପ୍ରଦାନ କରାଯାଇଛି । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ । ୬ ନୂଆ ମୁହଁ ଦେବଦତ ପାଡିକଲ, ରୁତୁରାଜ…

ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ବି ଟିମ୍ ଶ୍ରୀଲଙ୍କା ଗସ୍ତରେ ଯିବେ । ସୋମବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୧୩ରୁ ୨୫ ଜୁଲାଇ ମଧ୍ୟରେ ୩ଟି ଏକଦିବସୀୟ ମ୍ୟାଚ ଏବଂ ୩ଟି ଟି୨୦ ମୁକାବିଲା ହେବ । ଏହାର ପ୍ରସାର ଦାୟିତ୍ୱ ନେଇଥିବା ସୋନୀ ପକ୍ଷରୁ ଏହି କାର୍ଯ୍ୟସୂଚୀ ଘୋଷଣା…

ଇଂଲଣ୍ଡରେ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ

ସାଉଥାମ୍ପଟନ: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡରେ ପଂହଚିବା ପରେ ୩ ଦିନ କଡା କ୍ୱାରେଂଟାଇନରେ ରହିଥିଲେ । ଏହା ସମାପ୍ତ ହେବା ପରେ ଆଜି ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଛନ୍ତି । ରବିବାର ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ ଓ ଚେତେଶ୍ୱର ପୂଜାରା ନେଟ୍ସ ଦୀର୍ଘ ସମୟ ଅଭ୍ୟାସ କରିଥିଲେ । ଭାରତ ଏବଂ…

ପଦାର୍ପଣ ଟେଷ୍ଟରେ କନୱେଙ୍କ ରେକର୍ଡ ବର୍ଷା

ଲଣ୍ଡନ: ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଡେଭନ କନୱେ ଇଂଲଣ୍ଡ ବିପକ୍ଷ ପଦାର୍ପଣ ମ୍ୟାଚରେ ରେକର୍ଡ ବର୍ଷା କରିଛନ୍ତି । ୧୪୪ ବର୍ଷ ଟେଷ୍ଟ ଇତିହାସରେ ପଦାର୍ପଣ ମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ସେ ନ୍ୟୁଜିଲାଣ୍ଡର ଦ୍ୱିତୀୟ ଏବଂ ଓଭରାଲ ୭ମ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି ।…

ଇଂଲଣ୍ଡରେ ପଂହଚିଲା ଟିମ୍ ଇଣ୍ଡିଆ

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ ଦଳ ଗୁରୁବାର ସାଉଥାମ୍ପଟନରେ ପଂହଚିଛନ୍ତି । ଉଭୟ ପୁରୁଷ ଏବଂ ମହିଳା ଦଳ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ରୋହିତ ଶର୍ମା ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ମହିଳା ଟିମ୍…

ସୌରଭ ଗାଙ୍ଗୁଲିଙ୍କ ୨୫ ବର୍ଷ ପୁରୁଣା ରେକର୍ଡ ସହ ସମକକ୍ଷ ହେଲେ ନ୍ୟୁଜିଲାଣ୍ଡର କନୱେ

ଲର୍ଡ୍ସ:ନ୍ୟୁଜିଲାଣ୍ଡର ଓପନର ଡେୱେନ କନୱେ ପଦାର୍ପଣ ଟେଷ୍ଟ ମ୍ୟାଚରେ ଇତିହାସ ରଚିଛନ୍ତି । ଲର୍ଡ୍ସରେ ତୃତୀୟ ବିଦେଶୀ ବ୍ୟାଟ୍ସମ୍ୟାନ ଭାବେ ସେ ଏହି କୀତିମାନ ସ୍ଥାପନ କରିଛନ୍ତି । ୧୯୮୩ରେ ହ୍ୟାରୀ ଗ୍ରାହାମ ଏବଂ ୧୯୯୬ରେ ଭାରତର ସୌରଭ ଗାଙ୍ଗୁଲି ଏଠାରେ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ…

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ୧୦ ବର୍ଷରେ ୨୯ ଆଇସିସି ଟୁର୍ଣ୍ଣାମେଂଟ

ଦୁବାଇ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୩ରୁ ୨୦୩୧ ପର୍ଯ୍ୟନ୍ତ ଫ୍ୟୁଚର ଟୁର ପ୍ରୋଗ୍ରାମ ଘୋଷଣା କରିଛି । ଏହା ମଧ୍ୟରେ ୨୭ ଆଇସିସି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଏଥିରେ ୪ଟି୨୦ ବିଶ୍ୱକପ ହେବ ଯେଉଁଥିରେ ୨୦ଟି ଦଳ ଅଂଶଗ୍ରହଣ କରିବେ । ୨ଟି…

ସଚିନ, କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆଣ୍ଡରସନ

ନୂଆଦିଲ୍ଲୀ: ଇଂଲଣ୍ଡର ପେସ ବୋଲର ଜେମ୍ସ ଆଣ୍ଡରସନ ଭାରତର ଦୁଇ ମହାନ ଖେଳାଳି ସଚିନ ତେନ୍ଦୁଲକର ଓ ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ନ୍ୟୁଜିଲାଣ୍ଡ(୨) ଓ ଭାରତ(୫) ବିପକ୍ଷରେ ଇଂଲଣ୍ଡ ମୋଟ ୭ ଟେଷ୍ଟ ଖେଳିବାକୁ ଯାଉଛି । ଆଣ୍ଡରସନ ଯଦି ୬ଟି ଟେଷ୍ଟରେ ଖେଳିବାକୁ…