Latest Odisha News

BREAKING NEWS

Browsing Category

କ୍ରିକେଟ

ମ୍ୟାକ୍ସୱେଲ, ଡିଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ

ଚେନ୍ନାଇ:ଚଳିତ ଆଇପିଏଲରେ ରବିବାର ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲ ଓ ଏବି ଡିଭିଲର୍ସ ବିସ୍ପୋରକ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖର ରଖିଛି । ଟସ୍ ଜିତି ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତି…

ଟସ୍ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତି, ୬୦୦୦ ରନ ପାଇଁ କୋହଲିଙ୍କୁ ଆବଶ୍ୟକ ୫୬ରନ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଡବଲ ହେଡର ମୁକାବିଲା ରହିଛି । ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସକୁ କୋଲକାତା ନାଇଟ ରାଇଡର୍ସ ଭେଟିବ । ଟସ୍ ଜିତି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଡାନିୟଲ କ୍ରିଷ୍ଟିଆନଙ୍କ ବଦଳରେ ରଜତ…

୨୦୨୮ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବ ଭାରତର ମହିଳା, ପୁରୁଷ କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଯଦି କ୍ରିକେଟ ଖେଳକୁ ସାମିଲ କରାଯିବ ତାହାହେଲେ ଭାରତ ଉଭୟ ପୁରୁଷ ଏବଂ ମହିଳା ଟିମ୍ ପଠାଇବା ପାଇଁ ନିଷ୍ପତି ନେଇଛି । ଶୁକ୍ରବାର ବିସିସିଆଇର ଭର୍ଚୁଆଲ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇଛି । ଏହି ଅବସରରେ ହରମନପ୍ରୀତ କୌରଙ୍କ…

ଟସ୍ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତି

ଚେନ୍ନାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଶନିବାର ସନରଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ଟସ୍ ଜିତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛି । ହାଇଦ୍ରାବାଦ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଥିବାରୁ ସାମାନ୍ୟ…

ଆଇସିସି ଟି୨୦ ବିଶ୍ୱକପ : ପାକିସ୍ତାନ ଟିମକୁ ଭିଜା ମିଳିବ !

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଟି୨୦ କ୍ରିକେଟ ବିଶ୍ୱକପ ଆୟୋଜିତ ହେବ । ତେବେ ଏଥିରେ ପାକିସ୍ତାନ ଅଂଶଗ୍ରହଣ କରିବା ନେଇ ଶଙ୍କା ରହିଥିଲା । ମିଡିଆ ରିପୋର୍ଟ ଅନୁସାରେ ଭାରତ ସରକାର ପାକିସ୍ତାନ ଟିମକୁ ଭିଜା ଦେବା ପାଇଁ ରାଜି ହୋଇଛନ୍ତି । ଶୁକ୍ରବାର ଅନୁଷ୍ଠିତ…

ପନ୍ତଙ୍କ ଅର୍ଦ୍ଧଶତକ, ରାଜସ୍ଥାନ ସମ୍ମୁଖରେ ୧୪୮ ରନର ଟାର୍ଗେଟ

ମୁମ୍ବାଇ: ଏଠାରେ ଚାଲିଥିବା ଆଇପିଏଲ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ୧୪୮ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଦିଲ୍ଲୀ ୩୭ ରନରେ ୪ଟି ଉଇକେଟ ହରାଇ ବିପଦରେ…

କୋହଲିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ବାଛିଲା ୱିଜଡେନ ଅଲମାନାକ

ନୂଆଦିଲ୍ଲୀ: ୱିଜେଡେନ ଅଲମାନକା ୨୦୧୦ରୁ ୨୦୨୦ ମଧ୍ୟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ଚୟନ କରିଛି । ୧୯୭୧ରୁ ୨୦୨୧ ପର୍ଯ୍ୟନ୍ତ ପ୍ରତି ଦଶନ୍ଧିର ଶ୍ରେଷ୍ଠ ଖେଳାଳି ୱିଜଡେନ ମନୋନୀତ କରିଛି । କୋହଲି ୨୫୪ ଦିନିକିଆରେ ୧୨୧୬୯ ରନ ସଂଗ୍ରହ…

ଟସ୍ ଜିତି ରାଜସ୍ଥାନର ବୋଲିଂ ନିଷ୍ପତି

ମୁମ୍ବାଇ: ଚଳିତ ଆଇପିଏଲରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ଟସ୍ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଉଭୟ ଦଳ ମଧ୍ୟରେ ଓଭରାଲ ୨୨ ମ୍ୟାଚ ଖେଳାଯାଇଛି । ଦିଲ୍ଲୀ ୧୧ ଓ ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚରେ ବିଜୟ…

ମ୍ୟାକ୍ସୱେଲଙ୍କ ଲଢ଼ୁଆ ଅର୍ଦ୍ଧଶତକ, ହାଇଦ୍ରାବାଦ ସମ୍ମୁଖରେ ୧୫୦ ରନର ଲକ୍ଷ୍ୟ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଗ୍ଲେନ ମ୍ୟାକ୍ସୱେଲଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ବାଙ୍ଗାଲୋର ପକ୍ଷରୁ କେବଳ ଅଧିନାୟକ…

ଆଗ ବ୍ୟାଟିଂ କରିବ ବାଙ୍ଗାଲୋର

ଚେନ୍ନାଇ:ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ବୁଧବାର ମୁକାବିଲାରେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ବିରାଟ କୋହଲି ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ । ଏଠାକାର ପିଚରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର…