Latest Odisha News

BREAKING NEWS

Browsing Category

କ୍ରିକେଟ

ସିନିୟର ମହିଳା ଦିନିକିଆ କ୍ରିକେଟ: ଓଡିଶାର କ୍ରମାଗତ ୪ର୍ଥ ବିଜୟ

ଭୁବନେଶ୍ୱର: ସୁରଟରେ ଚାଲିଥିବା ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟରେ ଓଡିଶା ୬ ଉଇକେଟରେ ଗୁଜରାଟକୁ ହରାଇ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି । ଟସ୍ ଜିତି ଓଡିଶା ପ୍ରଥମେ ଫିଲ୍ଡିଂ କରିଥିଲା । ଗୁଜରାଟ ୨୯.୨ ଓଭରରେ ୭୦ ରନ କରି ଅଲଆଉଟ ହୋଇ ଯାଇଥିଲା । ରାମେଶ୍ୱରୀ ନାୟକ ଓଡିଶା ପକ୍ଷରୁ…

IPLରେ କେତେ ନମ୍ବରରେ ବ୍ୟାଟିଂ କରିବେ ବିରାଟ କୋହଲି ?

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ଟି-ଟ୍ୱେଣ୍ଟିରେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ସହ ପ୍ରଥମ ଥର ଇନିଂସ ଓପନ୍ କରିଥିଲେ ବିରାଟ କୋହଲି । ମ୍ୟାଚ୍ ଜିତିବା ସହ ସିରିଜ ବି ହାତେଇଲା ଭାରତ । ଟି-ଟ୍ୱେଣ୍ଟିରେ ଓପେନିଂ କରିବା ବିରାଟଙ୍କୁ ଭାରି ପସନ୍ଦ…

୯୦୦୦ ରନ କ୍ଲବରେ ରୋହିତ, ଛକା ମାରି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କଲେ ସୂର୍ଯ୍ୟକୁମାର

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ କ୍ରିକେଟରେ ଭାରତର ହିଟମ୍ୟାନ ରୋହିତ ଶର୍ମା ୯୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ବିରାଟ କୋହଲି (୯୬୫୦ରନ) ଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ଏହି କିର୍ତିମାନ ସ୍ଥାପନ କରିଛନ୍ତି । ରୋହିତ ବ୍ୟକ୍ତିଗତ ୧୨ ରନ କରିବା ପରେ ଏହି ସଫଳତା ହାସଲ…

ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ଆଉ ୨ଟି ସିରିଜ ଖେଳିବ

ନୂଆଦିଲ୍ଲୀ:ଆଇସିସି ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଆଉ ୨ଟି ଦ୍ୱିପାକ୍ଷିକ ସିରିଜ ଖେଳିବା ନେଇ ବିଚାର କରୁଛି । ଅକ୍ଟୋବର ଶେଷ ସପ୍ତାହରେ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ବିସିସିଆଇ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଆୟୋଜନ…

୪ ବଲ୍ ଖେଳି ମ୍ୟାଚ ଜିତିଲା ମୁମ୍ବାଇ

ମୁମ୍ବାଇ: କ୍ରିକେଟ ଅନିଶ୍ଚିତତାର ଖେଳ । ଏହାର ଆଉ ଏକ ପ୍ରମାଣ ବୁଧବାର ଦେଖିବାକୁ ମିଳିଛି । ଚଳିତ ସିନିୟର ମହିଳା ଦିନିକିଆ କ୍ରିକେଟରେ ମୁମ୍ବାଇ ମାତ୍ର ୪ଟି ବଲ ଖେଳି ମ୍ୟାଚରେ ବିଜୟ ହାସଲ କରିଛି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ପ୍ରଥମେ ବ୍ୟାଟିଂ କରି ନାଗାଲାଣ୍ଡ ଦଳ ୧୭ ରନରେ ଅଲଆଉଟ…

ତୃତୀୟ T-20ରେ ଟିମ୍ ଇଣ୍ଡିଆ ପରାଜୟର ପାଞ୍ଚଟି କାରଣ

ଅହମ୍ମଦାବାଦ: ତୃତୀୟ ଟି-ଟ୍ୱେଣ୍ଟିରେ ଭାରତକୁ ୮ ଓ୍ୱିକେଟରେ ହରାଇଛି ଇଂଲଣ୍ଡ । ସିରିଜରେ ୨-୧ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଭାରତ ଦେଇଥିବା ୧୫୭ ରନ୍ ଟାର୍ଗେଟକୁ ୨ ଓ୍ୱିକେଟ ବିନିମୟରେ ୧୦ଟି ବଲ୍ ବାକି ଥାଇ ହାସଲ କରିଥିଲା ଇଂଲିଶ ବାହିନୀ । ରିଷଭ ପନ୍ଥଙ୍କ ଅପ୍ରତ୍ୟାଶିତ ରନ୍ ଆଉଟ୍ ଓ…

ସିନିୟର ମହିଳା ଦିନିକିଆ କ୍ରିକେଟ: ତ୍ରିପୁରାକୁ ହରାଇଲା ଓଡିଶା, ବ୍ୟାଟିଂରେ ସୁଶ୍ରୀ ଓ ବୋଲିଂରେ ମଧୂସ୍ମିତାଙ୍କ କମାଲ

ଭୁବନେଶ୍ୱର: ସୁରଟରେ ଚାଲିଥିବା ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟରେ ମଙ୍ଗଳବାର ଓଡିଶା ୪୩ ରନରେ ତ୍ରିପୁରାକୁ ପରାସ୍ତ କରିଛି । ବ୍ୟାଟିଂରେ ସୁଶ୍ରୀ ଦିବ୍ୟଦର୍ଶନୀ ଓ ବୋଲିଂରେ ମଧୂସ୍ମିତା ବେହେରା ଚମତ୍କାର ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ । ପ୍ରଥମେ ବ୍ୟାଟିଂ କରି ଓଡିଶା ୫୦ ଓଭରରେ…

ଦଣ୍ଡିତ ହେଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତୀୟ ଦଳ ଧିମା ବୋଲିଂ ହାର ନେଇ ଦଣ୍ଡିତ ହୋଇଛନ୍ତି । ସମସ୍ତ ସଦସ୍ୟଙ୍କ ୨୦ ପ୍ରତିଶତ ମ୍ୟାଚ ଫି’ କଟାଯାଇଛି । ଆଇସିସି ଏଲିଟ ପ୍ୟାନେଲ ମ୍ୟାଚ ରେଫରି ଜଭାଗଲ ଶ୍ରୀନାଥ ବିରାଟ କୋହଲି ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଉପରେ ଏହି…

ମହିଳା ଦିନିକିଆ କ୍ରିକେଟ: ହାଇଦ୍ରାବାଦକୁ ହରାଇଲା ଓଡିଶା

ଭୁବନେଶ୍ୱର: ସୁରଟର ପିଠାୱାଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଜାତୀୟ ସିନିୟର ମହିଳା ଦିନିକିଆ ଟ୍ରଫିରେ ଓଡିଶା ୯ ଉଇକେଟରେ ହାଇଦ୍ରାବାଦକୁ ପରାସ୍ତ କରିଛି । ଟସ୍ ଜିତି ଓଡିଶା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ହାଇଦ୍ରାବାଦ ୪୬.୪ ଓଭରରେ ୧୫୯ ରନ କରି ଅଲଆଉଟ ହୋଇ ଯାଇଥିଲା ।…

ଟସ୍ ଜିତି ଭାରତର ବୋଲିଂ ନିଷ୍ପତି: ଈଶାନ, ସୂର୍ଯ୍ୟକୁମାରଙ୍କୁ ସୁଯୋଗ

ଅହମ୍ମଦାବାଦ: ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ମ୍ୟାଚରେ ଦୁଇ ଯୁବ ଖେଳାଳି ଈଶାନ କିଶାନ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଆନ୍ତର୍ଜାତୀୟ ମ୍ୟାଚ…