Latest Odisha News

BREAKING NEWS

Browsing Category

କ୍ରିକେଟ

ଆଗାମୀ ୨ ବର୍ଷ ନନଷ୍ଟପ କ୍ରିକେଟ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳ ପାଇଁ ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ ଅପେକ୍ଷା କରିଛି । ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ନନଷ୍ଟପ କ୍ରିକେଟ ଖେଳିବେ । କୋଭିଡ-୧୯ଯୋଗୁ ଅନେକ ସିରିଜ ଏବଂ ବଡ ଟୁର୍ଣ୍ଣାମେଂଟ ସ୍ଥଗିତ ହୋଇଥିଲା । ଏବେ ସେଗୁଡିକ ମଧ୍ୟ ଖେଳାଯିବ ।…

ରୁଟ ତାଙ୍କ ଆକର୍ଷଣୀୟ ଇନିଂସରେ ଆସନ୍ତୁ ଜାଣିବା କେଉଁ ରେକର୍ଡ ଭାଙ୍ଗିଲେ

ଚେନ୍ନାଇ: ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟ ଭାରତ ଗସ୍ତର ପ୍ରଥମ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି । ସେ ଏହି ଅବସରରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କରେ ୧. ଜୋ ରୁଟ ଟେଷ୍ଟ କ୍ରିକେଟରେ ୧୦୦ତମ ମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ପ୍ରଥମ…

ରୁଟଙ୍କ ଦ୍ୱିଶତକ: ଇଂଲଣ୍ଡ ୫୫୫/୮

ଚେନ୍ନାଇ: ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ବିପକ୍ଷରେ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ପଂହଚିଯାଇଛି । ଜୋ ରୁଟଙ୍କ ଦ୍ୱିଶତକ ବଳରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ୮ ଉଇକେଟ ହରାଇ ୫୫୫ ରନ ସଂଗ୍ରହ କରି ନେଇଛି । ପ୍ରଥମ ଦିବସର ଅସମାପ୍ତ ଇନିଂସ…

୨୦୨୧ ଆଇପିଏଲ ନିଲାମରେ ସାମିଲ ହେବେ ୧୦୯୭ ଖେଳାଳି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ହେବାକୁ ଥିବା ମିନି ଅକ୍ସନରେ ୧୦୯୭ ଖେଳାଳି ନାମ ସାମିଲ ହେବ । ଏଥିରେ ୨୮୩ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲ ନିଲାମରେ ସାମିଲ ହେବାର ଶେଷ ତାରିଖ ଥିଲା ଫେବୃୟାରୀ ୪ । ୨୦୭ କ୍ୟାପଡ, ୮୬୩ ଅନକ୍ୟାପଡ ଓ ୨୭ ଆସୋସିଏଟ ଦେଶର…

୧୦୦ତମ ଟେଷ୍ଟରେ ରୁଟଙ୍କ ଶତକ: ଇଂଲଣ୍ଡ ୨୬୩/୩

ଚେନ୍ନାଇ: ଏଠାରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ସୁବିଧାଜନକ ସ୍ଥିତିରେ ରହିଛି । କ୍ୟାରିୟରର ୧୦୦ତମ ଆନ୍ତର୍ଜାତୀୟ ଟେଷ୍ଟ ଖେଳୁଥିବା ଜୋ ରୁଟଙ୍କ ଚମତ୍କାର ଶତକ ବଳରେ ଇଂଲଣ୍ଡ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ…

କ୍ରିକେଟର ରାହୁଲ ତେବେତିଆ-ରିଦ୍ଧିଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ, ଖୁବ୍ ଶୀଘ୍ର ହେବ ବାହାଘର

ମୋହାଲୀ:ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡର ରାହୁଲ ତିବେତିଆ ଓ ରିଦ୍ଧି ପନ୍ନୁଙ୍କ ମଧ୍ୟରେ ବୁଧବାର ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରୁଥିବା ରାହୁଲ କିନ୍ତୁ ରିଦ୍ଧିଙ୍କ ସୌନ୍ଦର୍ଯ୍ୟ ଆଗରେ ବୋଲ୍ଡ ହୋଇଯାଇଛନ୍ତି । ଖୁବ୍ ଶୀଘ୍ର ଉଭୟଙ୍କ ବିବାହ ତାରିଖ ଘୋଷଣା କରାଯିବ…

ଡ୍ରେସିଂ ରୁମରେ ସବୁ ବିଷୟରେ ଆଲୋଚନା ହୁଏ, କୃଷକ ଆନ୍ଦୋଳନ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା: କୋହଲି

ଚେପକ: କୃଷକ ଆନ୍ଦୋଳନ ନେଇ ଡ୍ରେସିଂ ରୁମରେ ଏବଂ ଟିମ୍ ବୈଠକରେ ଆଲୋଚନା ହୋଇଛି ବୋଲି ରେଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି । ସୂଚନାଯୋଗ୍ୟ, ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଯାଉଛି । ଦେଶରେ ଯେ କୌଣସି ବିଷୟ ଜୋର ଧରିଥାଏ ଆମେ ସେ ବିଷୟରେ…

ଅଷ୍ଟ୍ରେଲିଆର ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ: ଭାରତ ପାଇଁ ସହଜ ହେଲା ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: କରୋନା ମହାମାରୀ ଦକ୍ଷିଣ ଆଫ୍ରିକାରେ ତାର କାୟା ବିସ୍ତାର କରିବା ପୁନର୍ବାର ଆରମ୍ଭ କରିଛି । ଏହାକୁ ଦେଖି ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତକୁ ବାତିଲ କରାଯାଇଛି । ସରକାରଙ୍କ ନିଷ୍ପତିକୁ ଅଷ୍ଟ୍ରେଲିଆ ବୋର୍ଡ ସମର୍ଥନ କରିଛି । ଏହି ଗସ୍ତ ବାତିଲ ହେବା ଫଳରେ…

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ଗାବା ବିଜୟର ୫ ହିରୋ ବାଦ୍ ପଡି ପାରନ୍ତି !

ଚେପକ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରୁ ଗାବା ବିଜୟର ନାୟକ ସାଜିଥିବା ୫ ଖେଳାଳି ଟିମ୍ ଇଣ୍ଡିଆର ବାଦ୍ ପଡି ପାରନ୍ତି । ଟି.ନଟରାଜନ ଘୋଷିତ ପ୍ରଥମ ୨ ଟେଷ୍ଟରୁ ଦଳରୁ ବାଦ୍ ପଡିଛନ୍ତି । ତାଙ୍କ ବ୍ୟତୀତ ମୟଙ୍କ ଅଗ୍ରୱାଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ ମଧ୍ୟ…

ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ କିଙ୍ଗ କୋହଲି

ଚେପକ: ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୨ଟି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ଅଧିନାୟକ ଭାବେ କ୍ରିକେଟ ଇତିହାସରେ ସର୍ବାଧିକ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ରିକି ପଂଟିଙ୍କ ୪୧ ଶତକ ସହ ସେ ସମକକ୍ଷ ହୋଇଛନ୍ତି । ସେ ଏହି…