Latest Odisha News

BREAKING NEWS

Browsing Category

କ୍ରିକେଟ

କ୍ରିକେଟର ରାହୁଲ ତେବେତିଆ-ରିଦ୍ଧିଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ, ଖୁବ୍ ଶୀଘ୍ର ହେବ ବାହାଘର

ମୋହାଲୀ:ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡର ରାହୁଲ ତିବେତିଆ ଓ ରିଦ୍ଧି ପନ୍ନୁଙ୍କ ମଧ୍ୟରେ ବୁଧବାର ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରୁଥିବା ରାହୁଲ କିନ୍ତୁ ରିଦ୍ଧିଙ୍କ ସୌନ୍ଦର୍ଯ୍ୟ ଆଗରେ ବୋଲ୍ଡ ହୋଇଯାଇଛନ୍ତି । ଖୁବ୍ ଶୀଘ୍ର ଉଭୟଙ୍କ ବିବାହ ତାରିଖ ଘୋଷଣା କରାଯିବ…

ଡ୍ରେସିଂ ରୁମରେ ସବୁ ବିଷୟରେ ଆଲୋଚନା ହୁଏ, କୃଷକ ଆନ୍ଦୋଳନ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା: କୋହଲି

ଚେପକ: କୃଷକ ଆନ୍ଦୋଳନ ନେଇ ଡ୍ରେସିଂ ରୁମରେ ଏବଂ ଟିମ୍ ବୈଠକରେ ଆଲୋଚନା ହୋଇଛି ବୋଲି ରେଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି । ସୂଚନାଯୋଗ୍ୟ, ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଯାଉଛି । ଦେଶରେ ଯେ କୌଣସି ବିଷୟ ଜୋର ଧରିଥାଏ ଆମେ ସେ ବିଷୟରେ…

ଅଷ୍ଟ୍ରେଲିଆର ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ: ଭାରତ ପାଇଁ ସହଜ ହେଲା ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: କରୋନା ମହାମାରୀ ଦକ୍ଷିଣ ଆଫ୍ରିକାରେ ତାର କାୟା ବିସ୍ତାର କରିବା ପୁନର୍ବାର ଆରମ୍ଭ କରିଛି । ଏହାକୁ ଦେଖି ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତକୁ ବାତିଲ କରାଯାଇଛି । ସରକାରଙ୍କ ନିଷ୍ପତିକୁ ଅଷ୍ଟ୍ରେଲିଆ ବୋର୍ଡ ସମର୍ଥନ କରିଛି । ଏହି ଗସ୍ତ ବାତିଲ ହେବା ଫଳରେ…

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ଗାବା ବିଜୟର ୫ ହିରୋ ବାଦ୍ ପଡି ପାରନ୍ତି !

ଚେପକ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରୁ ଗାବା ବିଜୟର ନାୟକ ସାଜିଥିବା ୫ ଖେଳାଳି ଟିମ୍ ଇଣ୍ଡିଆର ବାଦ୍ ପଡି ପାରନ୍ତି । ଟି.ନଟରାଜନ ଘୋଷିତ ପ୍ରଥମ ୨ ଟେଷ୍ଟରୁ ଦଳରୁ ବାଦ୍ ପଡିଛନ୍ତି । ତାଙ୍କ ବ୍ୟତୀତ ମୟଙ୍କ ଅଗ୍ରୱାଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ ମଧ୍ୟ…

ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ କିଙ୍ଗ କୋହଲି

ଚେପକ: ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୨ଟି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ଅଧିନାୟକ ଭାବେ କ୍ରିକେଟ ଇତିହାସରେ ସର୍ବାଧିକ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ରିକି ପଂଟିଙ୍କ ୪୧ ଶତକ ସହ ସେ ସମକକ୍ଷ ହୋଇଛନ୍ତି । ସେ ଏହି…

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ: ଚେପକରେ ସ୍ପିନରଙ୍କ ଦାଦାଗିରି

ଚେନ୍ନାଇ: ଭାରତ-ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଟେଷ୍ଟ ସିରିଜ ଫେବୃୟାରୀ ୫ରୁ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ଏଠାରେ ଖେଳାଯିବ । ଚେପକ ପିଚ୍ ସ୍ପିନରଙ୍କ ପାଇଁ ସର୍ବଦା ଭୂସ୍ୱର୍ଗ ପାଲଟିଛି । ଏଠାରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚରେ ସର୍ବାଧିକ ଉଇକେଟ ନେଇଥିବା ୧୦ ବୋଲରଙ୍କ ମଧ୍ୟରେ ୯ଜଣ ସ୍ପିନର…

ମାନସିକ ପୂରଣ ହେଲା, ଚୁଟି କାଟିଲେ ନଟରଜନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଐତିହାସିକ ସଫଳତା ପରେ ଦଳର ପେସ ବୋଲର ତ୍ୟାଗୀ ନଟରାଜନ ତାଙ୍କ ମାନସିକ ପୂରଣ ହୋଇଥିବା କହିଛନ୍ତି । ଭଗବାନ ମୁରଗାନଙ୍କ ମନ୍ଦିରରେ ସେ ସମ୍ପୂର୍ଣ୍ଣ ଭାବେ ଲଣ୍ଡା ହେବା ସହ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ନିଜ ଫଟୋ ଶେୟାର…

ଜୟ ଶାହ ହେଲେ ଏସିଆନ୍ କ୍ରିକେଟ କାଉନସିଲ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ଶନିବାର ଆଉ ଏକ ଗୁରୁଦାୟିତ୍ୱ ମିଳିଛି । ସର୍ବ ସମ୍ମତି କ୍ରମେ ତାଙ୍କୁ ଏସିଆନ୍ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ବାଂଲାଦେଶର ନାଜମୁଲ ହାସନଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । କରୋନା ମହାମାରୀ ଯୋଗୁ ୨୦୨୦ରେ…

ଟିଏମସିର ୪ ବିଧାୟକ ଆଜି ବିଜେପିରେ ମିଶିବେ !

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଜିତିବା ପାଇଁ ବିଜେପି ଆପ୍ରାଣ ଉଦ୍ୟମ ଜାରି ରଖିଛି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ମମତା ବାନାର୍ଜୀଙ୍କ ଶକ୍ତ ଧକ୍କା ଦେବା ସହ ଟିଏମସିରୁ ଜଣକ ପରେ ଜଣେ ନେତା ଦଳ ଛାଡିବାରେ ଲାଗିଛନ୍ତି । ରିପୋର୍ଟ ମୁତାବକ ୪ ଜଣ ବିଧାୟକ ଆଜି ଦିଲ୍ଲୀରେ…

କୋହଲିଙ୍କଠାରୁ ଉପହାର ପାଇଁ ୱାର୍ଣ୍ଣରଙ୍କ ଝିଅ ଇଣ୍ଡି ବେଶ୍ ଖୁସି

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ଉପ ଅଧିନାୟକ ଡେଭିଡ ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ ସହ ସୋସିଆଲ ସାଇଟରେ ମଜାଦାର କାର୍ଯ୍ୟ ନେଇ ମଧ୍ୟ ବେଶ୍ ଲୋକପ୍ରିୟ । ଏବେ ସେ ନିଜ ଝିଅ ଇଣ୍ଡିରେ ଏପରି ଏକ ଫଟୋ ଛାଡିଛନ୍ତି ଯାହା କି ଭାଇରାଲ ହେବାରେ ଲାଗିଛି । ଇଣ୍ଡି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ…